Home

୪୦ ଫୁଟ ତଳକୁ ଖସିଲା ମକା ବୋଝେଇ ଟ୍ରକ୍‌, ଚାଲିଗଲା ଡ୍ରାଇଭରଙ୍କ ଜୀବନ

କୋକସରା,୨୬ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କଳାହାଣ୍ଡି, ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ବୁଧବାର ଏକ ଟ୍ରକ୍‌ ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଡ୍ରାଇଭର ସତ୍ୟ ପଟେଲ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଜାତୀୟ ରାଜପଥ…

ଦାରିଙ୍ଗବାଡ଼ି ଶୀତ ମହୋତ୍ସବକୁ ରାଜ୍ୟସ୍ତରୀୟ କରିବା ପାଇଁ ପୁଣି ଉଠିଲା ଦାବି

ଦାରିଙ୍ଗବାଡ଼ି,୨୬ା୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିଠାରେ ଚଳିତ ଶୀତ ମହୋତ୍ସବ ପାଳନ ପାଇଁ ଦ୍ୱିତୀୟଥର ବ୍ଲକ ସଭାଗୃହଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶୀତ ମହୋତ୍ସବ ପାଳନ କମିଟିର ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି…

ବାଲ୍ୟ ବିବାହ ରୋକିବାକୁ ଶପଥ ଗ୍ରହଣ

ଦାରିଙ୍ଗବାଡ଼ି,୨୬ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଶିଶୁ ସୁରକ୍ଷା କମିଟିର ଟାସ୍କଫୋର୍ସ କମିଟିର ବୈଠକ କମିଟିର ଆବାହକ ତଥା ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶିଶୁଙ୍କ ପାଇଁ…

ଭଞ୍ଜ ଟ୍ରଫି-୨୦୨୫: ବିହାରକୁ ହରାଇ ଫାଇନାଲରେ ସୁନ୍ଦରଗଡ଼

ଭଞ୍ଜନଗର,୨୬ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଚାଲିଥିବା ଭଞ୍ଜ ଟ୍ରଫି-୨୦୨୫ ଫୁଟବଲ ଟୁର୍ନାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ବୁଧବାର ଅନୁଷ୍ଠିତ ହୋଇଥିଲା। ଏକ କଡ଼ା ମୁକାବିଲାରେ ସୁନ୍ଦରଗଡ଼ ଦୋସ୍ତି ବ୍ରଦରସ ବିହାର (ବକ୍ସର କାମାକ୍ଷା ସ୍ପୋର୍ଟସ କ୍ଲବ)କୁ…

ବରଣମାଳା ପକାଉଥିଲେ କନ୍ୟା, ହଠାତ୍‌ ବେଦୀ ଉପରେ ଟଳିପଡ଼ିଲେ ବର, ଆଉ ତା’ ପରେ…

ଅମରାବତୀ,୨୬ା୧୧: ଆଖିରେ ଆଖିଏ ସ୍ବପ୍ନ ନେଇ ବିବାହ କରିବାକୁ ଆସିଥିଲେ ବର। ସାହାନାଇ ଶବ୍ଦରେ ପ୍ରତିଧ୍ୱନିତ୍ୱ ହେଉଥିଲା ବେଦୀ ଚାରି ପାଖ। ବନ୍ଧୁବାନ୍ଧବ ହସଖୁସିରେ ବିବାହ ଉତ୍ସବକୁ ଉପଭୋଗ କରୁଥିଲେ। ଠିକ୍‌ ଏହି ସମୟରେ ଘଟିଗଲା ଏକ ବଡ଼ ଅଘଟଣ। ବରଙ୍କ…

ଦାରିଙ୍ଗବାଡ଼ି ଗସ୍ତରେ କନ୍ଧମାଳ ଏମ୍‌ପି, ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରି କହିଲେ ଚାଷୀଙ୍କ ଉନ୍ନତି…

ଦାରିଙ୍ଗବାଡ଼ି,୨୬ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ବୁଧବାର ଗସ୍ତ କରିଛନ୍ତି। ସେ ଏହି ଗସ୍ତ ସମୟରେ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। କୃଷିର ଉନ୍ନତି ପାଇଁ କୃଷି ପ୍ରାଙ୍ଗଣର…

‘ଆମ ସମ୍ବିଧାନ ଆମ ସ୍ବାଭିମାନ ସବୁଠୁ ଶ୍ରେଷ୍ଠ’

ଭଞ୍ଜନଗର,୨୬ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ବୁଧବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏଥିରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଆମ ସମ୍ବିଧାନ ଆମ ସ୍ବାଭିମାନ ଉପରେ…

କାଲିଠୁ ଶୀତକାଳୀନ ଅଧିବେଶନ: ପ୍ରଥମ ଦିନରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି; କଡ଼ାକଡ଼ି ହେଲା…

ଭୁବନେଶ୍ୱର,୨୬ା୧୧(ତ୍ରିନାଥ ମହାନ୍ତି): ବିଧାନସଭାର ଶୀତକାଳୀନ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥର ବିଧାନସଭା ଅଧିବେଶନରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେଣୁ ବ୍ଲୁ-ବୁକ୍‌ ଗାଇଡ୍‌ଲାଇନ୍‌ ମୁତାବକ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମଙ୍ଗଳବାର ପୋଲିସ କମିଶନର ସୁରେଶ ଦେବଦତ୍ତ…

ପୁରୁଣା ଗାଡ଼ି କିଣୁଛନ୍ତି କିମ୍ବା ବିକୁଛନ୍ତି? RC ଟ୍ରାନ୍ସଫର ନକଲେ ପଡ଼ିପାରେ ବଡ଼ ଝଞ୍ଜାଟ – ଜାଣନ୍ତୁ

ନୂଆଦିଲ୍ଲୀ, ୨୬।୨୫: ଯେତେବେଳେ ଆମେ କୌଣସି ପୁରୁଣା ଗାଡ଼ି କିଣୁ କିମ୍ବା ବିକୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି RC (ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌) ଟ୍ରାନ୍ସଫର କରାଇବା। RC ଟ୍ରାନ୍ସଫର ହେଲେ ହିଁ ଗାଡ଼ିର ବର୍ତ୍ତମାନର ପ୍ରକୃତ ମାଲିକ କିଏ ତାହା ସ୍ପଷ୍ଟ…

ଭାରତ ଆକାଶରେ ଇଥିଓପିଆ ଲାଭା ପାଉଁଶ: ବହୁ ବିମାନ ବାତିଲ, ଡିଜିସିଏର ଆଡଭାଇଜରି

ନୂଆଦିଲ୍ଲୀ,୨୬ା୧୧: ଆଫ୍ରିକୀୟ ଦେଶ ଇଥିଓପିଆରେ ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣ ଯୋଗୁ ପାଉଁଶର ଘନ ବାଦଲ ପୂର୍ବ ଦିଗକୁ ମାଡ଼ିଆସିବା ସହ ଭାରତରେ ପହଞ୍ଚତ୍ଲାଣି। ଫଳରେ ବହୁ ସଂଖ୍ୟାରେ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ପାଉଁଶ ଆସ୍ତରଣଜନିତ ସମ୍ଭାବ୍ୟ ପ୍ରତିବନ୍ଧକର ମୁକାବିଲା ପାଇଁ…

ବଦଳିବ ସମୀକରଣ! ଦୁଇ ଯୁବ ନେତାଙ୍କୁ ନେଇ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଜୋରଦାର…

ଗୋପାଳପୁର,୨୫।୧୧(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ପରଠାରୁ ଗଞ୍ଜାମ ପଟ୍ଟ ପରିବର୍ତନ ହୋଇଛି। ରାଜ୍ୟରେ ଭାଜପା ଶାସନ ଭାର ଗ୍ରହଣ କରିଥିବା ବେଳେ ଗଞ୍ଜାମ ରାଜନୀତିରେ ମଧ୍ୟ ଭାଜପା ନିଜର ଦବଦବା ଜାହିର କରି ବିଜେଡିକୁ ମୂଳପୋଛ କରିଛି। ପୂର୍ବ ବିଜେଡି…

ମା’ଙ୍କ ଶୁଦ୍ଧି କାର୍ଯ୍ୟ ପାଇଁ ଯାଉଥିଲେ: ଟାଟା ଏସିଇ ସହ ମୁହାଁମୁହିଁ ଧକ୍କା; ଚାଲିଗଲା ସାନଭାଇଙ୍କ ଜୀବନ, ବଡ଼ଭାଇ…

ଦିଗପହଣ୍ଡି,୨୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ମୌଳାଭଞ୍ଜା ଗ୍ରାମ ମା ’ ସାତଭଉଣୀ ମନ୍ଦିର ନିକଟରେ ମଙ୍ଗଳବାର ସାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟାଟା ଏସିଇ ଗାଡ଼ି ନଂ(ଓଡ଼ି୦୭ ବିବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?