Home

ଧାନ କାଟୁଥିବାବେଳେ ଚାଷୀଙ୍କୁ କାମୁଡ଼ିଲା ସାପ, ଆଉ ତା’ ପରେ…

ପରଜଙ୍ଗ,୨୭ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣଙ୍କ ପଥରଖମ୍ବ ଗାଁର ଛକଡ଼ି ସାହୁ। ଛକଡ଼ି…

ଜେଲ୍‌ରେ କେମିତି ଅଛନ୍ତି ଇମ୍ରାନ ଖାନ: ପ୍ରଶାସନ ଦେଲା ବଡ଼ ଅପ୍‌ଡେଟ୍‌

ଇସଲାମାବାଦ୍‌,୨୭।୧୧: ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ପ୍ରତିଷ୍ଠାତା ଇମ୍ରାନ ଖାନ ଏବେ ଆଦିଆଲା ଜେଲରେ ଅଛନ୍ତି। ଜେଲ୍‌ରେ ତାଙ୍କ ମୃତ୍ୟୁକୁ ନେଇ ଗୁଜବ ଉଠିଛି। ଏସବୁ ମଧ୍ୟରେ ରାଉଲପିଣ୍ଡିର ଆଦିଆଲା ଜେଲ ପ୍ରଶାସନ ସ୍ପଷ୍ଟ କରିଛି, ପିଟିଆଇ ପ୍ରତିଷ୍ଠାତା କେବଳ…

ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ, ଭୟରେ ଲୋକେ ଘର ବାହାରକୁ ଦୌଡ଼ିଲେ

ଜାକର୍ତ୍ତା,୨୭।୧୧: ଗୁରୁବାର ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଏକ ଶକ୍ତିଶାଳୀ ୬.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଆଚେ ପ୍ରଦେଶ ନିକଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଇଣ୍ଡୋନେସିଆର ପାଣିପାଗ, ଜଳବାୟୁ ଏବଂ ଭୂଭୌତିକ ବିଜ୍ଞାନ ଏଜେନ୍ସି (BMKG) ଅନୁଯାୟୀ, ଭୂମିକମ୍ପର ଗଭୀରତା…

ବିଦା ହେବେ କି ଗୌତମ ଗମ୍ଭୀର: BCCI କ୍ଷରୁ ଆସିଲା ବଡ଼ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୨୭।୧୧: ପ୍ରାୟ ୧୨ ବର୍ଷ ଧରି ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜ ହାରି ନ ଥିବା ଟିମ ଇଣ୍ଡିଆ ଗତ ୧୨ ମାସ ମଧ୍ୟରେ ଦ୍ୱିତୀୟ ପରାଜୟ ବରଣ କରିଛି। କେବଳ ପରାଜୟ ନୁହେଁ, ବରଂ କ୍ଲିନ ସୁଇପ। ୨୦୧୨…

ମହିଳାଙ୍କ ପାଇଁ ଐତିହାସିକ ପଦକ୍ଷେପ ନେଲେ ମେଲୋନି

ରୋମ,୨୭।୧୧: ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ମହିଳାଙ୍କ ସୁରକ୍ଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରଣୟନ କରିଛନ୍ତି। ଇଟାଲୀୟ ସଦନ ମଙ୍ଗଳବାର ଏହି ଆଇନକୁ ମଞ୍ଜୁର କରିଛି, ଯେଉଁଥିରେ ଜଣେ ମହିଳାଙ୍କ ହତ୍ୟାକୁ ଆଜୀବନ କାରାଦଣ୍ଡରେ ଦଣ୍ଡନୀୟ ଅପରାଧ ବୋଲି କୁହାଯାଇପାରେ। ପ୍ରକୃତରେ,…

‘ରାମ ମନ୍ଦିର ଉପରେ ମନ୍ତବ୍ୟ ଦେଇ ପାକିସ୍ତାନ ନିଜର ମୃତ୍ୟୁକୁ ନିମନ୍ତ୍ରଣ କରୁଛି’, ମୁନିର-ଶହବାଜଙ୍କୁ କଡ଼ା ଟାର୍ଗେଟ କଲେ ଏହି ନେତା

ନୂଆଦିଲ୍ଲୀ,୨୭।୧୧: କଂଗ୍ରେସ ନେତା ସୁରେନ୍ଦ୍ର ରାଜପୁତ ଅଯୋଧ୍ୟା ରାମ ମନ୍ଦିର ପତାକା ଉତ୍ତୋଳନ ସମ୍ପର୍କରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନକୁ ତାର ସୀମା ମଧ୍ୟରେ ରହିବା ଉଚିତ, କାରଣ ଭାରତ ତା’ର…

ସୃଷ୍ଟି ହେଲା ଗଭୀର ଅବପାତ: ୧୨ ଘଣ୍ଟାରେ ବାତ୍ୟା ସମ୍ଭାବନା

ଭୁବନେଶ୍ୱର,୨୭।୧୧: ପୁଣି ବାତ୍ୟା ଭୟ। ସୃଷ୍ଟି ହେଲା ଗଭୀର ଅବପାତ। ଆଗାମୀ ୧୨ ଘଣ୍ଟାରେ ବାତ୍ୟା ସମ୍ଭାବନା ବୃଦ୍ଧି ପାଇବାରେ ଲାଗିଛି। ଶ୍ରୀଲଙ୍କା ପାର୍ଶ୍ୱବର୍ତ୍ତୀ ଭାରତ ମହାସାଗରରେ ଅବପାତ ସୃଷ୍ଟି ହୋଇଛି। ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କେନ୍ଦ୍ରୀଭୂତ ହେବାର ସମ୍ଭାବନା…

ସଜେଇ ହେଉଛି ହିଲଭିୟୁ ପାର୍କ: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ମ୍ୟୁଜିକାଲ ଫାଉଣ୍ଟେନ୍‌,ଦେଖନ୍ତୁ ଭିଡିଓ

ଦାରିଙ୍ଗବାଡି, ୨୭।୧୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବା ପାଇଁ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ଅଣ୍ଟା ଭିଡ଼ିଛନ୍ତି। ସେ ପ୍ରଥମେ କଫି ବଗିଚାକୁ ରୁପାନ୍ତର କାର୍ଯ୍ୟ କରି ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥିବାବେଳେ ଏନେଇ ସେ ଚର୍ଚ୍ଚାରେ…

ରାତିଅଧରେ ପ୍ଲାଣ୍ଟ ବିରୋଧୀ ନେତାଙ୍କୁ ଗିରଫ କରିବାକୁ ଯାଇ ପୋଲିସ ହଟହଟା: ଘେରିଲେ ଗ୍ରାମବାସୀ

ପାଟଣା,୨୭।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ପାଟଣା ବ୍ଲକ ଯମୁନାପଶି ଗ୍ରାମରେବୁଧବାର ଭୋର ୩ଟାରେ ୬ଜଣ ପ୍ଲାଣ୍ଟ ବିରୋଧୀ ନେତାଙ୍କୁ ଉଠାଇ ନେବାକୁ ଉଦ୍ୟମ କରିବାବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲା। ଗିରଫ ନେତାଙ୍କୁ ଛାଡ଼ିବା ଦାବିରେ…

ବିଦେଶୀ ପକ୍ଷୀ ଗୋଡ଼ରେ ଅଜଣା ଟ୍ୟାଗ: ଋଷିକୂଲ୍ୟା ମୁହାଣରେ ବୁଲୁଥିବାବେେଳେ…

ଛତ୍ରପୁର, ୨୭/୧୧(ଦିଲ୍ଲୀପ ସାମଲ): ସ୍ଥାନୀୟ ପରିବେଶବିତ ରବିନ୍ଦ୍ର ନାଥ ସାହୁଙ୍କ କ୍ୟାମେରାରେ କଏଦ ହୋଇଛି ବିଦେଶରୁ ଆସିଥିବା ପରିବ୍ରାଜକ ପକ୍ଷୀ। ସୁଦୁର ୟୁରୋପ ଓ ଉତର ଆମେରିକାରୁ ଶୀତଦିନେ ଉଡ଼ିଆସନ୍ତି ବିଭିନ୍ନ ପକ୍ଷୀ। କ୍ୟାମେରାରେ କଏଦ ହୋଇଥିବା ଏହି ପକ୍ଷୀଟି ସ୍ୟାଣ୍ଡ…

୪ ଘଣ୍ଟାର ଅପେକ୍ଷା: ରାଗିକି ନିଆଁବାଣ ହୋଇଗଲେ ମହମ୍ମଦ ସିରାଜ, ଖୋଲାଖୋଲି କହିଲେ…

ଗୌହାଟୀ,୨୭।୧୧: ଘରୋଇ ମାଟିରେ ପୁଣି ଥରେ ଟେଷ୍ଟ ସିରିଜ ପରାଜୟ ବରଣ କରିଛି ଟିମ ଇଣ୍ଡିଆ। ଗୌହାଟୀ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ହାତରୁ ଦଳ ୪୦୮ ରନର ଲଜ୍ଜାଜନକ ପରାଜୟ ବରଣ କରିଛି। ଫଳରେ ୨-୦ କ୍ଲିନ୍‌ସୁଇପ୍‌ କରିଛି ଦକ୍ଷିଣ ଆଫ୍ରିକା।…

ଆତ୍ମହତ୍ୟା କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ଶାଳକ: ବଳାତ୍କାର ପରେ….

ରାଜକୋଟ,୨୭।୧୧:ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ଚେତେଶ୍ୱର ପୂଜାରା ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତାଙ୍କ ଶାଳକ ଜିତ ପାବାରୀ ଆତ୍ମହତ୍ୟା କରିଛନ୍ତି। ଗତ ବର୍ଷ ନଭେମ୍ବର ୨୬ରେ ପାବାରୀଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିଥିଲା ଏବଂ ଠିକ ଗୋଟିଏ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?