Poorest CM: ଭାରତର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ କିଏ? ସମ୍ପତ୍ତି ଜାଣିଲେ ଉଡିବ ହୋସ୍, ଲିଷ୍ଟରେ ମୋହନ ମାଝୀଙ୍କର ସ୍ଥାନ…
ନୂଆଦିଲ୍ଲୀ,୨୩।୨:ଭାରତରେ ପ୍ରାୟତଃ ରାଜନେତାମାନଙ୍କ ବିଷୟରେ କୁହାଯାଏ ଯେ ସେମାନଙ୍କର ବହୁତ ଟଙ୍କା ଅଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଭାରତର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ କିଏ, ଯାହାଙ୍କର ସବୁଠାରୁ କମ ସମ୍ପତ୍ତି ଅଛି? ଆଜି ଆମେ ଆପଣଙ୍କୁ ଭାରତର ସବୁଠାରୁ…
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବଡ଼ ଦାବି, କହିଲେ ପାକିସ୍ତାନ ଯଦି ଭାରତ ଆଗକୁ ନ ଯିବ ତେବେ ମୋ ନାମ…
ଇସଲାମାବାଦ,୨୩।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କର ବିବାଦୀୟ ଏବଂ ମହତ୍ୱାକାଂକ୍ଷୀ ବୟାନ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ସେ କହିଛନ୍ତି ଯେ ଯଦି ପାକିସ୍ତାନ ଭାରତଠାରୁ ଆଗକୁ ନ ବଢ଼ିବ, ତେବେ ମୋର ନାମ ଆଉ ଶେହବାଜ…
ଚାମ୍ପିଅନ୍ସ ଟ୍ରଫି ପରେ ସନ୍ନ୍ୟାସ ନେବେ ରୋହିତ ଶର୍ମା? ବଡ଼ ଦାବି କଲେ…
ଦୁବାଇ,୨୩।୨: ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ନଜର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ମହାମୁକାବିଲା ଉପରେ ରହିଛି। ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି। ଏସବୁ ମଧ୍ୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଅବସରକୁ ନେଇ…
ଭାରତ-ପାକିସ୍ତାନ ମହାମୁକାବିଲା ମଧ୍ୟରେ ରାକ୍ଷୀ ସାଓ୍ବନ୍ତ କହିଲେ, ମୁଁ ହେବି ପାକିସ୍ତାନର ବୋହୂ
ନୂଆଦିଲ୍ଲୀ,୨୩।୨: ଆଜି ଅର୍ଥାତ୍ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ଆରମ୍ଭ ହୋଇଛି। ସମସ୍ତେ ICC ଚାମ୍ପିଅନ ଟ୍ରଫି ୨୦୨୫ ମ୍ୟାଚ ଦେଖିବାକୁ ଉତ୍ସାହର ସହିତ ଅନାଇ ରହିଛନ୍ତି। ଏହି ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି।…
IND vs PAK: ହଠାତ୍ ମଇଦାନ ବାହାରକୁ ଚାଲିଗଲେ ମହମ୍ମଦ ଶାମି, ଚିନ୍ତାରେ ପ୍ରଶଂସକ
ଦୁବାଇ,୨୩।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଭାରତ-ପାକିସ୍ତାନ। ରବିବାର ଖେଳାଯାଉଥିବା ଏହି ମୁକାବିଲାରେ ମହମ୍ମଦ ଶାମି ହଠାତ୍ ମଇଦାନ ବାହାରକୁ ଚାଲିଯାଇଛନ୍ତି। ତାଙ୍କ ପାଦରେ କିଛି ସମସ୍ୟା ଥିବା ମନେ ହେଉଛି। ଏଣୁ ତାଙ୍କ ଆଘାତ ପୁନର୍ବାର…
ପାକିସ୍ତାନ ବିପକ୍ଷରେ ରୋହିତଙ୍କ ବଡ଼ ବାଜି
ଦୁବାଇ,୨୩।୨: ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟସ ହୋଇଛି। ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଟସ ପରେ ଉଭୟ ଦଳର ଅଧିନାୟକ ସେମାନଙ୍କର ପ୍ଲେଇଂ ଇଲେଭେନ ଘୋଷଣା କରିଛନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମା…
ଶାହାଙ୍କୁ ଭେଟିଲେ ରେଖା ଗୁପ୍ତା, ବିଧାନସଭା ଅଧିବେଶନ ପୂର୍ବରୁ ରାଜନୀତି ହେଲାଣି ସରଗରମ
ନୂଆଦିଲ୍ଲୀ,୨୩।୨: ବିଧାନସଭା ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଏହି ବୈଠକକୁ ନେଇ ରାଜନୈତିକ ଆଲୋଚନା ତୀବ୍ର ହୋଇଛି। ଯେତେବେଳେ ଦିଲ୍ଲୀ ରାଜନୀତି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…
ଭାରତ ବିପକ୍ଷରେ ହାରିଗଲେ ବି ଏଥର ପାକିସ୍ତାନରେ ଭାଙ୍ଗିବ ନାହିଁ ଟିଭି…କାରଣ କହି ଅପମାନିତ କଲେ…
ନୂଆଦିଲ୍ଲୀ,୨୩।୨: ଭାରତ-ପାକିସ୍ତାନ ମ୍ୟାଚ୍କୁ କ୍ରିକେଟ ପ୍ରଶଂସକ ଅପେକ୍ଷା କରି ରହିଥାନ୍ତି। କାରଣ ଉଭୟ ଟିମ୍କୁ ଚିର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ବେଳେ ଏହି ମ୍ୟାଚ୍ର କ୍ରେଜ୍ ଅଧିକ ଥାଏ। ଏମିତିରେ କୌଣସି ଟିମ୍ ପରାଜିତ ହେଲେ ରାଗରେ ପ୍ରଶଂସକମାନେ ଟିଭି ଭାଙ୍ଗି ଦେଇଥାନ୍ତି।…
ଆପର ବଡ଼ ଘୋଷଣା ବିଧାନସଭାରେ ବିରୋଧୀଦଳ ନେତା ହେବେ ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୨୩।୨: ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ରବିବାର (୨୩ ଫେବୃଆରୀ) ଆମ ଆଦମୀ ପାର୍ଟି (ଆପ) ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କାଲକାଜି…
IND vs PAK: ଟସ୍ ହାରି ଟିମ୍ ଇଣ୍ଡିଆର ବିଶ୍ୱରେକର୍ଡ, ପାକିସ୍ତାନ କରୁଛି ବ୍ୟାଟିଂ
ଦୁବାଇ,୨୩।୨: ଚାମ୍ପିଅନ୍ସ ଟ୍ରଫିର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଭାରତ-ପାକିସ୍ତାନ। ରବିବାର ଦୁବାଇରେ ଖେଳାଯାଉଥିବା ଏହି ମୁକାବିଲାରେ ପାକିସ୍ତାନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ମ୍ୟାଚ୍ ଲାଗି ପାକିସ୍ତାନରେ ଗୋଟିଏ ପରିବର୍ତ୍ତନ ହୋଇଛି। ଫଖର ଜମାନଙ୍କ ସ୍ଥାନରେ ଇମାମ ଉଲ୍…
IND vs PAK: ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ପାକିସ୍ତାନ
ଦୁବାଇ,୨୩।୨: ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଉଛି। ଏହା ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଏକ ହାଇଭୋଲଟେଜ ମ୍ୟାଚ ହେବ। ଭାରତ ଏବଂ ପାକିସ୍ତାନ ସହିତ ଅନ୍ୟ ଅନେକ ଦେଶର ପ୍ରଶଂସକମାନେ ଏହି ମ୍ୟାଚ ପାଇଁ ଅପେକ୍ଷା କରିଛନ୍ତି। ମ୍ୟାଚରେ…
How To Clean Silver At Home: କେଇ ସେକେଣ୍ଡରେ ଚମକିବ ରୁପା ବାସନ-ଗହଣା, ଆପଣାନ୍ତୁ ଏଭଳି ସହଜ ଘରୋଇ ଉପାୟ…
ରୂପା ବାସନ ଏବଂ ଅଳଙ୍କାର ରଖିବା ତଥା ବ୍ୟବହାର କରିବା ଅନେକଙ୍କୁ ପସନ୍ଦ। ହେଲେ ସମୟ ସହିତ ଏହା କଳା ପଡ଼ିଯାଇଯାଏ। ରୂପା ବାୟୁ ଏବଂ ଆର୍ଦ୍ରତା ସଂସ୍ପର୍ଶରେ ଆସିବା ଯୋଗୁ ଏଭଳି ହୋଇଥାଏ। ଏପରି ପରିସ୍ଥିତିରେ, ଯଦି ଆପଣଙ୍କ ଘରେ…
Archives


