Home

କରୋନା ମୁକାବିଲା ଚିନ୍ତା: ପୁରୀ ଜିଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଦେଶୀ ପର୍ଯ୍ୟଟକ ଆସିଲେ ଜଣାଇବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୫।୩: କରୋନାକୁ ନେଇ ପୁରୀ ଜିଲାପାଳ ବଲଓ୍ବନ୍ତ ସିଂ ଏକ ଗୁରୁତ୍ୱତ୍ପୂର୍ଣ୍ଣ ବୈଠକ କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ କରୋନାକୁ ନେଇ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଛି। କୌଣସି ସ୍ଥାନରେ ଏକତ୍ରିତ ନ ହେବା,…

ଡାଏଟିଂ କଷ୍ଟକର ଥିଲା

ଶିବାନୀ ସଙ୍ଗୀତା। ଓଡ଼ିଆ ସିନେ ଜଗତର ଜଣେ କ୍ୟୁଟ୍‌ ଓ ବବ୍‌ଲି ଅଭିନେତ୍ରୀ। ଶିଶୁ କଳାକାର ଭାବେ ସେ ‘ମିତରେ ମିତ’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ପ୍ରବେଶ କରିଥିଲେ। ‘ସିଷ୍ଟର ଶ୍ରୀଦେବୀ’ ଫିଲ୍ମରେ ସେ ବାବୁସାନଙ୍କ ଅପୋଜିଟ୍‌ରେ ଅଭିନେତ୍ରୀ ଭାବେ…

ସ୍ପେଶାଲ ବାର୍ଥ ଡେ’

ବଲିଉଡ୍‌ର ୟଙ୍ଗ୍‌ ସେନ୍‌ସେସନ ଟାଇଗର ଶ୍ରଫ୍‌ଙ୍କୁ ନେଇ ଏବେ ଚର୍ଚ୍ଚା। ନିକଟରେ ସେ ନିଜର ବାର୍ଥ ଡେ’ ପାଳନ କରିଥିଲେ। ଆଉ ଏହାକୁ ଭେରି ଭେରି ସ୍ପେଶାଲ ବୋଲି କହିଛନ୍ତି। ଏହି ଅବସରରେ ସେ ଅଭିନୟ କରିଥିବା ତଥା ଚଳିତ ମାସ…

ବାୟ ବାୟ ଦିଲ୍‌

ନୂଆ ଓଡ଼ିଆ ସିନେମା ‘ବାୟ ବାୟ ଦିଲ୍‌’କୁ ନେଇ ଓଲିଉଡ୍‌ରେ ଚର୍ଚ୍ଚା। କାରଣ ଏହାର ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ରୁଷୀୟ ଲଳନା ଆଲେକ୍‌ଜାଣ୍ଡ୍ରା ସ୍କେଲସୁନୋଭା ଓରଫ ସାସା। ମଡେଲିଂ ସହ ଜଡ଼ିତ ଏହି ନବାଗତା ପ୍ରଥମ ଥର ପାଇଁ ଓଡ଼ିଆ…

ଗଞ୍ଜାମରେ ଗୋ’ ପାଇଲଟ୍‌ ଯୋଜନା: ପ୍ରଥମ ପର୍ଯ୍ୟାୟରେ ୪୦ଚାଷୀ ସାମିଲ

ଛତ୍ରପୁର,୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚାଷୀଙ୍କ ପାଇଁ ମୋ’ ଗୋ ଧନ ଯୋଜନାରେ ଗୁହାଳ ଘର ନିର୍ମାଣ ହେବ। ଏହି ଯୋଜନାରେ ଗୋମୂତ୍ର ଷ୍ଟୋରେଜ୍‌ ୟୁନିଟ୍‌, ବାୟୋ ଗ୍ୟାସ ଉତ୍ପାଦନ ୟୁନିଟ୍‌ ପାଇଁ ଅନୁଦାନ ଦିଆଯିବ। ଗୋମୂତ୍ରକୁ ଅର୍ଗାନିକ ଫାର୍ମିଙ୍ଗ ପାଇଁ ଫସଲରେ…

କରିନାଙ୍କ ଫ୍ୟାଶନ ଟିପ୍ସ

କରିନା ଏବେ ଫ୍ୟାଶନ ଟିପ୍ସ ବାଣ୍ଟିବାରେ ବ୍ୟସ୍ତ। ନିଜର ବଲିଉଡ୍‌ କ୍ୟାରିୟରରେ ସେ ଫ୍ୟାଶନ ବିଷୟରେ ଯେତିକି ଜ୍ଞାନ ଅର୍ଜନ କରିଛନ୍ତି ତାକୁ ସେ ନିଜ ସାଙ୍ଗମାନଙ୍କ ସହ ଶେୟାର କରୁଛନ୍ତି। ତାଙ୍କୁ କୁଆଡେ ଦେଶୀ ଫ୍ୟାଶନ ବେଶି ଭଲ ଲାଗେ।…

କରୋନା ମୁକାବିଲାରେ ସାମିଲ୍‌ ହେଲେ ଜୁକରବର୍ଗ

ଓ୍ବାଶିଂଟନ,୫।୩: କରୋନା ସଂକ୍ରମଣ ଇତି ମଧ୍ୟରେ ପୃଥିବୀର ୮୨ଟି ଦେଶକୁ ବ୍ୟାପଛି। କରୋନା ମୁକାବିଲା ପାଇଁ ବିଶ୍ୱବ୍ୟାଙ୍କ, ଗୁଗଲ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅଣ୍ଟା ଭିଡ଼ିଛନ୍ତି। ଏସବୁ ସଂଗଠନ ସହିତ ଫେସବୁକ୍‌ ପ୍ରତିଷ୍ଠାତା ଜୁକରବର୍ଗ ସାମିଲ୍‌ ହୋଇଛନ୍ତି। ସେ ଏସମ୍ପର୍କରେ ନିଜ…

ଏଆଇ ଧରିବ କରୋନା

ବେଜିଂ: କରୋନା ଆତଙ୍କରେ ଥରହର ହେଉଛି ସାରା ବିଶ୍ୱ। ଦିନକୁ ଦିନ ଏହି ଭୂତାଣୁ ଗୋଟିଏ ପରେ ଗୋଟିଏ ଦେଶରେ କାୟା ମେଲାଇ ଚାଲିଛି। ଏହି ଜଟିଳ ରୋଗର ଶତ ପ୍ରତିଶତ ନିରାକରଣ ଲାଗି ଅଦ୍ୟାବଧି ପ୍ରତିଷେଧକ ବାହାରିନାହିଁ, ଯାହା ସମସ୍ୟାକୁ…

ଇସ୍କନ ମନ୍ଦିର ଆସିଲେ ଦେବାକୁ ପଡିବ ସ୍ବାସ୍ଥ୍ୟ ପ୍ରମାଣପତ୍ର

ମଥୁରା,୫।୩: ଦିଲ୍ଲୀର ମଥୁରାରେ ଥିବା ବୃନ୍ଦାବନ ଇସ୍କନ ମନ୍ଦିରର ପିଆର୍‌ଓ ସୌରଭ ଦାସ ଗୁରୁବାର କହିଛନ୍ତି, ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଇସ୍କନ ମନ୍ଦିର ନ ଆସିବା ପାଇଁ ବିଦେଶୀ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଆଉ ଯଦି କେହି ପର୍ଯ୍ୟଟକ ଏହି…

ସପ୍ତାହେ ପାଇଁ ସ୍କୁଲ ଛାତ୍ରୀଙ୍କୁ ଜିଲାପାଳ ଦାୟିତ୍ୱ

ବୁଲ୍‌ଢ଼ାଣା(ମହାରାଷ୍ଟ୍ର): ଆଉ ଦୁଇ ଦିନ ପରେ ଅନ୍ତର୍ଜାତୀୟ ମହିଳା ଦିବସ। ଏଥିପାଇଁ ବିଭିନ୍ନ ସ୍ଥାନରେ ଆରମ୍ଭ ହେଲାଣି ପ୍ରସ୍ତୁତି। ଏହି ଦିନକୁ ପାଳିବା ପାଇଁ ମହିଳାମାନେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରିଥିବେ। ହେଲେ ମହାରାଷ୍ଟ୍ର ରାଜ୍ୟ ବୁଲ୍‌ଢ଼ାଣା ଜିଲାରେ ସପ୍ତାହ…

ନିଯୁକ୍ତିରେ ନୈରାଶ୍ୟ

ରାୟଗଡ଼ାରେ ବର୍ଷକୁ ପ୍ରାୟ ୧୦ ହଜାର ଶିକ୍ଷିତ ଯୁବତୀ ଯୁବକ ବାହାରୁଛନ୍ତି। ଏହାସହ ପାଠ ପଢ଼ି ନ ଥିବା କିମ୍ବା ଅଧାରୁ ପାଠ ଛାଡ଼ିଥିବା ଯୁବପିଢ଼ିଙ୍କ ସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ। ଏଭଳି ପରିସ୍ଥିତିରେ ରାୟଗଡ଼ା ଜିଲା ନିୟୋଜନ କାର୍ଯ୍ୟାଳୟର ତଥ୍ୟ…

ଚିଲିକା ମଝିରେ ଅଟକିଲା ଡଙ୍ଗା: ୩୦ ପରୀକ୍ଷାର୍ଥୀ ୧ ଘଣ୍ଟା ଜଳବନ୍ଦୀ

କୃଷ୍ଣପ୍ରସାଦ,୫ା୩(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦାଠାରୁ ସାତପଡ଼ା ଯାଉଥିବା ଯାତ୍ରୀବାହୀ ଡଙ୍ଗା ଯାନ୍ତ୍ରିକ ତ୍ରୁଟି ଯୋଗୁ ବୁଧବାର ଚିଲିକା ମଝିରେ ଅଟକି ଯାଇଥିଲା। ସେଥିରେ ଯାଉଥିବା ୩୦ ଜଣ ଯୁକ୍ତ ୨ ପରୀକ୍ଷାର୍ଥୀଙ୍କ ସମେତ ପ୍ରାୟ ୭୦ ଯାତ୍ରୀ ୧…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri