Home

ଅନ୍‌ଲାଇନ୍‌ ଖେଳାଳିଙ୍କ ପାଇଁ ଗେମିଂ ବେଡ୍‌, ଦାମ୍‌ ରହିଛି ୮୧ ହଜାର

ଟୋକିଓ: ଅନ୍‌ଲାଇନ୍‌ ଗେମ୍‌ରେ ଯେଉଁମାନଙ୍କର ଉତ୍ସାହ ରହିଛି ସେମାନଙ୍କ ପାଇଁ ଏକ କମ୍ପାନୀ ଗେମିଂ ବେଡ୍‌ ତିଆରି କରିଛି। ଏହା ଉପରେ ଶୋଇ ଖେଳିପାରିବେ। ଏହା ଖେଳାଳିଙ୍କୁ କୌଣସି ଅସୁବିଧାରେ ପକାଇବ ନାହିଁ। ଏହି ବେଡ୍‌ରେ ଏକ ମ୍ୟାଟ୍ରେସ୍‌ ସହିତ ନରମ…

କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଇରାନରେ ଶୁକ୍ରବାର ପ୍ରାର୍ଥନା ବାତିଲ୍‌: ଇଟାଲିରେ ଦର୍ଶକଙ୍କୁ ଷ୍ଟାଡିୟମ୍‌ ଯିବା ମନା

ତେହରାନ,୬।୩: କରୋନା ଭାଇରସ୍‌ ଏବେ ମହମାରୀର ରୂପ ନେଇଥିବା ବେଳେ ବିଶ୍ୱର ଅଧିକାଂଶ ଦେଶରେ ନିଜର କାୟା ବିସ୍ତାର କରିସାରିଲାଣି। ଏହାକୁ ନେଇ ସାରା ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏବେ ପର୍ଯ୍ୟନ୍ତ ଏହା ୮୧ ଦେଶକୁ ନିଜର ଶିକାର କରିସାରିଲାଣି।…

କୁଲଡିହା ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ: ଜଣେ ଗିରଫ, ଦୁଇ ଫେରାର

ସଜନାଗଡ଼,୬।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟ ଭିତରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଗୁରୁବାର ବିଳମ୍ବିତ ରାତିରେ ଶିଆଡ଼ିମାଳ ପଞ୍ଚାୟତର ବଡ଼ନାଳ ଗ୍ରାମର ନାଲୁ ସିଂ ଓ ତାଙ୍କର ଦୁଇ ସହଯୋଗୀ କୁଲଡିହାକୁ ଶିକାର କରିବାକୁ…

ଦିଲ୍ଲୀ ହିଂସାକୁ ନେଇ ସଂସଦରେ କଂଗ୍ରେସର ବିରୋଧ ପ୍ରଦର୍ଶନ: ମାର୍ଚ୍ଚ ୧୧ଯାଏ ଗୃହ ମୁଲତବୀ

ନୂଆଦିଲ୍ଲୀ,୬।୩: ଦିଲ୍ଲୀ ହିଂସାକୁ ନେଇ ବିରୋଧୀ ରାଜନୀତି କରୁଥିବା ବେଳେ ଏହାକୁ ଅସ୍ତ୍ର କରି ଶାସକ ଦଳକୁ ଘେରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ସୋମବାରଠାରୁ ଗୃହ କାର୍ଯ୍ୟ ସଠିକ୍‌ ଭାବେ ପରିଚାଳିତ ହୋଇପାରୁନାହିଁ। ଏହି କ୍ରମରେ ଶୁକ୍ରବାର ମଧ୍ୟ କଂଗ୍ରେସ ସମେତ…

ଆଶ୍‌ପାଇପ୍‌ ଫାଟି ଘର ଭିତରେ ପଶିଲା ପାଉଁଶ ପାଣି: କ୍ଷତିପୂରଣ ନ ମିଳିଲେ ରାଜରାସ୍ତାକୁ ଓହ୍ଲାଇବେ ଗ୍ରାମବାସୀ

ତାଳଚେର,୬।୩(ନି.ପ୍ର.): ଏନ୍‌ଟିପିସି ପରିଚାଳନାଧୀନ ଟିଟିପିଏସ୍‌ର ଆଶ୍‌ପାଇପ୍‌ ଜଗନ୍ନାଥପୁର ଗ୍ରାମ ନିକଟରେ ଫାଟିବାରୁ ପାଉଁଶ ପାଣି ରାସ୍ତା ଓ ଲୋକଙ୍କ ଘର ଭିତରେ ମାଡ଼ିଯାଇଛି। ଏନେଇ ଗ୍ରାମବାସୀ ଏକ ପ୍ରକାରର ଭୟଭୀତ ଅବସ୍ଥାରେ ଅଛନ୍ତି । ଘଟଣାସ୍ଥଳରେ ଜଗନ୍ନାଥପୁର ସରପଞ୍ଚ,ପୋଲିସ ଓ କମ୍ପାନୀ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ

ସମ୍ବଲପୁର, ୬।୩ (ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ଘରେ ଶୁକ୍ରବାର ଚଢ଼ାଉ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ଟିମ୍‌ ଭୋର ୬ଟାରେ ଏହି ଚଢ଼ାଉ କରିଥିଲା। ଜିତେନ୍ଦ୍ରଙ୍କ ପୈତୃକ ଘର…

ଚିନିକଳ ପୁନଃ ଚାଲୁ ଦାବିରେ ନୟାଗଡ଼ରେ ବନ୍ଦ ପାଳନ

ନୟାଗଡ଼ ଅଫିସ,୬।୩: ଚିନିକଳ ପୁନଃ ଚାଲୁ ଦାବିରେ ଶୁକ୍ରବାର ନୟାଗଡ଼ରେ ବନ୍ଦ ପାଳନ ହୋଇଛି । ଆନ୍ଦୋଳନକାରୀମାନେ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥର ନୟାଗଡ଼ ଟାଉନ ଷ୍ଟେଶନଠାରେ ରେଳ ଚଳାଚଳ ବନ୍ଦ କରିଥିଲେ। ଦୋକାନ, ବଜାର, ସ୍କୁଲ, କଲେଜ ବନ୍ଦ ଥିଲା।…

ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ, ୨୬ରେ ନିର୍ବାଚନ

ଭୁବନେଶ୍ୱର, ୬।୩(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ନିର୍ବାଚନ ହେବ। ଓଡ଼ିଶାରେ ଖାଲି ପଡ଼ିଥିବା ୪ଟି ଆସନ ପାଇଁ ହେବ ନିର୍ବାଚନ। ଏ ନେଇ ଶୁକ୍ରବାରଠାରୁ ପ୍ରାର୍ଥୀମାନେ ନାମାଙ୍କନପତ୍ର…

ଏସସିବିରୁ କରୋନା ସନ୍ଦିଗ୍ଧ ଚମ୍ପଟ

କଟକ ଅଫିସ,୫।୩: କରୋନାକୁ ନେଇ ରାଚିଆଡେ ଭୟର ମାହୋଲ। ଏଭଳି ସ୍ଥଳେ କଟକ ଏସ୍‌ସିବି ମେଡିକାଲର କରୋନା ୱାର୍ଡରୁ ଜଣେ ସନ୍ଦିଗ୍ଧ ଗୁରୁବାର ରାତିରୁ ଚମ୍ପଟ ମାରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଆୟରଲାଣ୍ଡର ନାଗରିକ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର…

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆର୍‌ଟିଓ: ଏକକାଳୀନ ୫ ସ୍ଥାନରେ ଚଢ଼ାଉ

ନବରଙ୍ଗପୁର,୬।୩(ବି.ପ୍ର.): ନବରଙ୍ଗପୁର ଆର୍‌ଟିଓ ଗଣେଶ୍ୱର କଅଁର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଶୁକ୍ରବାର ସକାଳୁ ଏକକାଳୀନ ଘର, କାର୍ଯ୍ୟାଳୟ, ଫୁଲବାଣୀସ୍ଥିତ ଘର, ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଢ଼ାଉ ଜାରି ରହିଛି। ସୂଚନାଯୋଗ୍ୟ,ଫେବୃୟାରୀ ୨୨ ତାରିଖରେ ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି…

ଘନେଇଲା କମଲନାଥଙ୍କ ସଙ୍କଟ

ଭୋପାଳ, ୬ା୩(ପି.ଟି.): ମଧ୍ୟପ୍ରଦେଶର କମଲନାଥ ସରକାରଙ୍କ ସଙ୍କଟ ଘନେଇବାରେ ଲାଗିଛି। ଗୁରୁବାର କଂଗ୍ରେସ ବିଧାୟକ ହରଦୀପ ସିଂ ଡଙ୍ଗ୍‌ ନିଜର ଇସ୍ତଫାପତ୍ର ବାଚସ୍ପତି ଏନ୍‌.ପି. ପ୍ରଜାପତିଙ୍କ ନିକଟକୁ ପଠାଇଛନ୍ତି। ଦ୍ୱିତୀୟ ଥର ସେ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବି…

ବିଳମ୍ବ ବ୍ୟୟ ବୃଦ୍ଧି

ଅବିଭକ୍ତ ଗଞ୍ଜାମ (ଗଜପତି ସହ) ଜିଲାର ପ୍ରାୟ ୭୦% ଜନସାଧାରଣ କେବଳ କୃଷି କାର୍ଯ୍ୟ ଉପରେ ନିର୍ଭର କରନ୍ତି। ତେବେ ଚାଷ ପାଇଁ ସେଚ ବ୍ୟବସ୍ଥାର ପର୍ଯ୍ୟାପ୍ତ ସୁବିଧା ନ ଥିବାରୁ ସେମାନେ ଚିନ୍ତାରେ ଅଛନ୍ତି। ଜଳସେଚନର ଉନ୍ନତୀକରଣ ପାଇଁ ସରକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri