Home

ମୋଦିଙ୍କୁ ସଲାମ କଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ,୪।୨: ଚାଇନାରେ ଫଶିଥିବା ଭାରତୀୟ ଛାତ୍ରଙ୍କୁ ସ୍ବଦେଶ ଫେରିବା ପରେ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ୬୪୭ ଭାରତୀୟଙ୍କୁ ଚାଇନାର ଉହାନରୁ ଆଣି ଭାରତରେ ପହଞ୍ଚିଥିଲା। କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ…

ହାରିଯାଇଛି କ୍ୟାନ୍‌ସର

ଭୁବନେଶ୍ୱର, ୪ା୨(ବ୍ୟୁରୋ): କ୍ୟାନ୍‌ସର ନାଁ ଶୁଣିଲେ ଲୋକେ ଡରିଯାଆନ୍ତି। ଜୀବନ ସରିଗଲା, ମୃତ୍ୟୁ ସୁନିଶ୍ଚିତ ବୋଲି ଭାବନ୍ତି। କ୍ୟାନ୍‌ସର ଆକ୍ରାନ୍ତଙ୍କୁ ଛୁଇଁବାକୁ ବି ଭୟ କରନ୍ତି। ମା’, ବାପା ଓ ପରିବାର ଲୋକେ ପୂରା ଭାଙ୍ଗିପଡ଼ନ୍ତି। କିନ୍ତୁ କ୍ୟାନ୍‌ସର ସହ ଲଢ଼ି…

ଅବସର ଗ୍ରହଣ ପରେ ଉପହାରରେ ମିଳିଲା କାର୍‌-ବୁଲେଟ- ହୁକ୍କା

ସୋନିପତ୍‌,୪।୨: ଅବସର ଗ୍ରହଣ କରିବା ସମୟରେ କର୍ମଚାରୀଙ୍କ ସମ୍ମାନରେ କେତେକ କାର୍ଯ୍ୟାଳୟରେ ସହକର୍ମୀମାନଙ୍କ ଦ୍ୱାରା ଏକ ସଭାର ଆୟୋଜନ କରାଯାଇଥାଏ। ଏହି ସଭାରେ ଅବସର ନେଉଥିବା କର୍ମଚାରୀଙ୍କୁ କିଛି ଉପହାର ପ୍ରଦାନ କରାଯାଇଥାଏ। ତେବେ ହରିୟାଣା ସୋନିପତ୍‌ରେ ଅବସର ଗ୍ରହଣ କରିଥିବା…

କରୋନା ଭାଇରସକୁ ‘ରାଜ୍ୟ ବିପତ୍ତି’ ଘୋଷଣା କଲେ କେରଳ ସରକାର

ଥିରୁଭାନନ୍ତପୁରମ,୪।୨: ଚାଇନାରୁ ସୃଷ୍ଟି ହୋଇଥିବା ଭୟଙ୍କର କରୋନା ଭାଇରସ ଧୀରେ ଧୀରେ ବିଭିନ୍ନ ଦେଶକୁ ମାଡିଚାଲିଛି। ଭାରତରେ ମଧ୍ୟ କରୋନା ସଂକ୍ରମିତ ରୋଗୀ ଚିହ୍ନଟ କରାଯାଇଛି। କେରଳରେ ମଧ୍ୟ ୩ ଜଣ ଏହି ଭୟଙ୍କର ଭୂତାଣୁ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି।…

୪୬ ବର୍ଷରେ ପାଦ ଥାପିଲେ ‘ରଙ୍ଗିଲା ଗର୍ଲ’: ନିଜଠାରୁ ୧୦ ବର୍ଷ ବୟସ ସାନ ଯୁବକଙ୍କୁ ଲୁଚାଛପାରେ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ର ‘ରଙ୍ଗିଲା ଗର୍ଲ’ ଭାବେ ପରିଚିତି ହାସଲ କରିଥିବା ଉର୍ମିଳା ମାତୋଣ୍ଡକର ମଙ୍ଗଳବାର ୪୬ ବର୍ଷରେ ପାଦ ଥାପିଛନ୍ତିି। ସେ ୧୯୭୪ ଜାନୁୟାରୀ ୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା ରୁକ୍‌ଶାନା ସୁଲତାନା ଜଣେ ମୁସଲମାନ୍‌ ଥିବାବେଳେ ପିତା…

ଦଳାଚକଟାରେ ୧୩ ଶିଶୁଙ୍କ ଜୀବନ ଗଲା

ନାଇରୋବି,୪ା୨: କେନିଆର ଏକ ପ୍ରାଥମିକ ବିଦ୍ୟାଳୟରେ ଦଳାଚକଟା ଘଟି ୧୩ ଶିଶୁଙ୍କ ପ୍ରାଣହାନି ଘଟିଛି। ଏଥିରେ ଅନ୍ୟ ୨୦ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ଅପରାହ୍ନରେ କାକମେଗା ପ୍ରାଥମିକ ସ୍କୁଲ ଛୁଟି ହେଲାବେଳେ ପିଲାମାନଙ୍କ ମଧ୍ୟରେ ଠେଲାପେଲାରୁ…

୫୧ ଜଣଙ୍କ ନାଁରେ ଦେଶଦ୍ରୋହ ମାମଲା

ମୁମ୍ବାଇ,୪ା୨(ଆଇଏଏନ୍‌ଏସ୍‌): ମୁମ୍ବାଇ ପୋଲିସ ୫୧ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି। ସେମାନେ ଶନିବାର ଏକ ର଼୍ୟାଲିରେ ଯୋଗଦେଇ ଦେଶଦ୍ରୋହ ଅଭିଯୁକ୍ତ ଜେଏନ୍‌ୟୁ ଛାତ୍ର ଶର୍ଜିଲ ଇମାମଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ଆଜାଦ ମଇଦାନ ଥାନା ପକ୍ଷରୁ ସେମାନଙ୍କ ବିରୋଧରେ…

୨୦୨୨ ସୁଦ୍ଧା ସବୁ ପରିବାରକୁ ପକ୍କାଘର

ନୂଆଦିଲ୍ଲୀ, ୪ା୨(ପି.ଟି.): ସବୁ ଗରିବ ପରିବାରକୁ ୨୦୨୨ ସୁଦ୍ଧା ପକ୍କାଘର ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କର୍‌କର୍‌ଦୁମାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ମୋଦି କହିଛନ୍ତି, ଏଏପି ସରକାର ବିକାଶ କାର୍ଯ୍ୟକୁ ଅଟକାଇ…

ଚିନ୍ମୟାନନ୍ଦଙ୍କୁ ଜାମିନ

ଆଲ୍ଲାହାବାଦ, ୪ା୨(ପି.ଟି.): ଜଣେ ଆଇନ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ଅଭିଯୁକ୍ତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଆଲ୍ଲାହାବାଦ ହାଇକୋର୍ଟ ସୋମବାର ଜାମିନ ପ୍ରଦାନ କରିଛନ୍ତି। ଚିନ୍ମୟାନନ୍ଦଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶାହଜାହାନ୍‌ପୁର ଆଇନ କଲେଜରେ ଉକ୍ତ…

ଜାମିଆରେ ଫୁଟିଲା ଗୁଳି

ନୂଆଦିଲ୍ଲୀ, ୪ା୨(ପି.ଟି.): ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ ଜାରି ରହିଥିବା ବେଳେ ରବିବାର ରାତିରେ ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ ନିକଟରେ ପୁଣି ଗୁଳିକାଣ୍ଡ ଘଟିଛି। ଦୁଇ ଅଜ୍ଞାତ ବ୍ୟକ୍ତି ଏହି ଗୁଳି ଫୁଟାଇ ଫେରାର୍‌ ହୋଇଯାଇଥିବା ବେଳେ ଏଥିରେ…

ସିଏଏ, ଏନ୍‌ଆର୍‌ସିକୁ ନେଇ ପାର୍ଲାମେଣ୍ଟରେ ଅଚଳାବସ୍ଥା

ନୂଆଦିଲ୍ଲୀ,୪ା୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ନେଇ ସୋମବାର ପାର୍ଲାମେଣ୍ଟରେ ବିରୋଧୀ ସଦସ୍ୟମାନେ ସରକାରଙ୍କ ଉପରେ ଜୋର୍‌ଦାର ବର୍ଷିଥିଲେ। ସରକାର ଗୁଳି ଚଳାଇ ଲୋକଙ୍କ ସ୍ବରକୁ ଚାପିଦେଇପାରିବେ ନାହିଁ…

ଜୈବିକ ଯୁଦ୍ଧାସ୍ତ୍ରରୁ ‘କରୋନା’

ନୂଆଦିଲ୍ଲୀ,୪ା୨(ଆଇଏଏନ୍‌ଏସ୍‌): ପ୍ରାଣୀଠାରୁ ସୃଷ୍ଟ ବୋଲି କୁହାଯାଉଥିବା ମାରାତ୍ମକ କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏହାର କେନ୍ଦ୍ରସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରକୁ ନେଇ ଏବେ ଏକ ନୂଆ ତଥ୍ୟ ପଦାକୁ ଆସିଛି। ଯେଉଁଠାରୁ ଏହି ଭୂତାଣୁ ବ୍ୟାପିଛି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri