Home

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନଗଲା

ଝରିଗାଁ,୧୪।୩(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଭାଲୁକୁନାଡ଼ି ପଞ୍ଚାୟତ ସାରିଆପଡ଼ା ଗ୍ରାମରେ ଶନିବାର ଅପରାହ୍ନରେ ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ, ସାରିଆପଡ଼ା ଗ୍ରାମର ପର୍ଶୁ ମାଝିଙ୍କ ପୁଅ ଭଗତ ଘର ନିକଟରେ…

ବାଇକ ସହ ଗଞ୍ଜେଇ ଜବତ, ଜଣେ ଗିରଫ

ସୋରଡା,୧୪ା୩(ଡି.ଏନ୍‌.ଏ.): ସୋରଡା ଗାଜଲବାଡି ରାସ୍ତା ଏନ୍‌ଏଚ୍‌-୫୯ ଦାନ୍ତଲିଙ୍ଗି ଗ୍ରାମ ଛକରେ ଶନିବାର ସକାଳେ ଏସ୍‌ଆଇ ସୁନିଲ କଣ୍ଡଗୋରୀଙ୍କ ନେତୃତ୍ୱରେ ଯାନବାହନ ଯାଞ୍ଚ ଚାଲିଥିଲା। କନ୍ଧମାଳ ଜିଲା ଦାରିଙ୍ଗବାଡି ପଟୁ ଆସୁଥିବା ଏକ ବାଇକ (ନଂ.ଓଆର୍‌୦୫ଏନ୍‌-୮୯୭୨)କୁ ଯାଞ୍ଚ କରାଯାଇଥିଲା। ଯାଞ୍ଚବେଳେ ଏକ ଅଖାରେ…

କଟକଣା ସତ୍ତ୍ୱେ କାର୍ଯ୍ୟକ୍ରମ

ବନ୍ତ,୧୪।୩(ଡି.ଏନ.ଏ.): ସମଗ୍ର ବିଶ୍ୱରେ ଏବେ କରୋନା ଭୟ ଲାଗି ରହିଥିବାବେଳେ ରାଜ୍ୟ ସରକାର ଏହି ମହାମାରୀକୁ ରାଜ୍ୟ ବିପତ୍ତି ଭାବେ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ସ୍କୁଲ, କଲେଜକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବା ସହିତ ସିନେମା…

କରୋନା ପାଇଁ ଖୋଲିଲା ସ୍ବତନ୍ତ୍ର ୱାର୍ଡ଼

ବାରିପଦା ଅଫିସ,୧୪ା୩: କରୋନା ଭାଇରସ୍‌ ଯେଭଳି ନ ବ୍ୟାପିବ ସେଥିଲାଗି ବିଭିନ୍ନ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି । ଏହି ରୋଗ ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବାରୁ ଏ ଦିଗରେ ସଚେତନା ସୃଷ୍ଟି ଲାଗି ,ଠାକାର ପ୍ରଶାସନ ତତ୍ପର ହୋଇ ଉଠିଛି। ଏହି…

ଅଦିନିଆ ଝଡ଼ରେ ଉଡ଼ିଲା ସ୍କୁଲ ଛପର

କପ୍ତିପଦା,୧୪ା୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଶାଳଚୁଆ ପଞ୍ଚାୟତ ଅଞ୍ଚଳରେ ଶନିବାର ଅପରାହ୍ନରେ ଅଦିନିଆ ଝଡ଼ବର୍ଷା ହେବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ଆଜବେଷ୍ଟସ୍‌ ଛପର ଉଡି ନଷ୍ଟଭ୍ରଷ୍ଟ ହୋଇଛି। ଣ୍ରେଣୀ ଗୃହରେ ପିଲା ପାଠ ପଢୁଥିବା…

କରୋନା ଭାଇରସ୍‌ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ସଚେତନ ରହିବାକୁ ପରାମର୍ଶ

ସିଂହପୁର,୧୪।୩(ଡି.ଏନ୍‌.ଏ.): ଯାଜପୁର ଜିଲା ସିଂହପୁର ନିକଟବର୍ତ୍ତୀ ଅଙ୍ଗାଳୋ ଲଛମନ ବାଲାଜୀୟୁ ସ୍ନାତକ ମହାବିଦ୍ୟାଳୟ ପରିସରରେ କରୋନା ସଂକ୍ରମଣର ମୁକାବିଲା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧ୍ୟାପକ ଦିଲୀପ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ…

ଶାନ୍ତି ଚୁକ୍ତିକୁ ପୁଣି ବେଖାତିର: ଆଫଗାନ୍‌ ସେନା ଉପରେ ତାଲିବାନୀ ଆକ୍ରମଣ

ନୂଆଦିଲ୍ଲୀ,୧୪।୩(ପି.ଟି.): ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ୯୫ ଆକ୍ରମଣ କରାଯାଇଛି। ଆଫଗାନ୍‌ ସେନାକୁ ଟାର୍ଗେଟ କରି ତାଲିବାନ ପକ୍ଷରୁ ୧୦ ରାଜ୍ୟରେ ଏହି ଆକ୍ରମଣ ହୋଇଛି। ଗତ ମାସରେ ଆଫଗାନିସ୍ତାନରେ ହିଂସାକାଣ୍ଡ ରୋକିବା ଲାଗି ତାଲିବାନ ସହ…

କୋଭିଡ୍‌-୧୯ ବିଜ୍ଞାପିତ ବିପତ୍ତି ଘୋଷିତ: ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ନୂଆଦିଲ୍ଲୀ,୧୪।୩(ପି.ଟି.): ବିଶ୍ୱର ୧୪୫ ଦେଶରେ ଏବେ କରୋନା ତାଣ୍ଡବ ଦେଖିବାକୁ ମିଳିଛି। ମୃତ୍ୟୁସଂଖ୍ୟା ଶନିବାର ସୁଦ୍ଧା ୫,୪୩୬ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧.୪୫ ଲକ୍ଷରୁ ଊର୍ଦ୍ଧ୍ୱ ବୋଲି ଜଣାପଡ଼ିଛି। ଚାଇନା ପରେ ଇଟାଲୀ ଓ ଇରାନ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।…

ଓ୍ବେବ୍‌ ସିରିଜ୍‌ ‘ଇଭିଲ ଆଇ’ରେ ଏକାଠି ନଜର ଆସିବେ ପ୍ରିୟଙ୍କା-ନିକ୍‌

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ୍‌ ଗାୟକ ତଥା ଅଭିନେତା ସ୍ବାମୀ ନିକ୍‌ ଜୋନାସଙ୍କ ଯୋଡ଼ି ବିଶ୍ୱର ଚର୍ଚ୍ଚିତ ଯୋଡ଼ି ମଧ୍ୟରୁ ଅନ୍ୟତମ। ଏହି ଯୋଡ଼ି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଏକ ଓ୍ବେବ୍‌ ସିରିଜ୍‌କୁ ନେଇ ଏହି ଯୋଡ଼ି…

ଶାହାରୁଖ୍‌ଙ୍କୁ ସାନିଟାଇଜର ଦେଇ କରୋନା ସଚେତନତା ବାର୍ତ୍ତା ଦେଲେ କାଜଲ

କରୋନା ଭାଇରସ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମହାମାରୀ ଘୋଷିତ କରାଯାଇଛି। ଏହାକୁ ନେଇ ଭାରତରେ ମଧ୍ୟ ଆତଙ୍କ ଖେଳିଯାଇଛି। ଏ ନେଇ ସରକାର ଲୋକଙ୍କୁ ସଚେତନ କରୁଥିବାବେଳେ ବଲିଉଡ୍‌ କଳାକାର ମଧ୍ୟ ନିଜ ପ୍ରଶଂସକଙ୍କୁ ନିରାପଦରେ ରହିବାକୁ ଅନୁରୋଧ କରୁଛନ୍ତି।…

ପୂଜା ନ କଲେ ଏକମାତ୍ର ପୁତ୍ର ସନ୍ତାନର ଅନିଷ୍ଟ ହେବା ନେଇ ଗୁଜବ: ଶନିମନ୍ଦିରରେ ପ୍ରବଳ ଭିଡ଼

କେନ୍ଦୁଝର,୧୪।୩(ସ୍ବ.ପ୍ର.): ପୂଜା ନ କଲେ ଏକମାତ୍ର ପୁତ୍ରସନ୍ତାନର ଅନିଷ୍ଟ ହେବ ବୋଲି ଗୁଜବ ପ୍ରଚାର ପରେ ପୁରୁଣା ସହର ସିଦ୍ଧମଠସ୍ଥିତ ଶନି ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଗୋଟିଏ ପୁଅ ଥିବା ମହିଳାମାନେ ଏହି ପୂଜାର୍ଚ୍ଚନା କରିଥିବା ଜଣାପଡ଼ିଛି…

ଅଗ୍ନିକାଣ୍ଡ: ୪ ବଖରା ସମେତ ଜଳିଗଲା ଧାନଚାଉଳ

ନିରାକାରପୁର,୧୪।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଓଳସିଂହ ବଜାର ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ରବି ନାରାୟଣ ପୃଷ୍ଟି, ଦୁଃଖୀଶ୍ୟାମ ତ୍ରିପାଠୀଙ୍କର ୪ ବଖରା ସମତେ ୫ କ୍ୱିଣ୍ଟାଲ ଚାଉଳ, ୧୦ ବସ୍ତା ଧାନ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜଳିପୋଡ଼ି ପାଉଁଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri