ହୋଟେଲ, ଟ୍ରାଭେଲ ଶିଳ୍ପ ବ୍ୟାପକ କ୍ଷତିଗ୍ରସ୍ତ
ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ପ୍ରଭାବରେ ରାଜ୍ୟର ହୋଟେଲ ଓ ଟ୍ରାଭେଲ ଶିଳ୍ପ ସର୍ବାଧିକ କ୍ଷତିଗସ୍ତ ହୋଇଛି। ପ୍ରଳୟଙ୍କରୀ ବାତ୍ୟା ଫନୀ ପରେ ହୋଟେଲ ଶିଳ୍ପକୁ ଆଉଥରେ ଏକ ବଡ଼ ଝଟ୍କା ଲାଗିଛି। ଇନ୍ବାଉଣ୍ଡ୍ ଟୁରିଷ୍ଟମାନେ ସେମାନଙ୍କ ବୁକିଂ ବାତିଲ କରୁଥିବାରୁ ଏହାର କ୍ଷତି…
ବ୍ୟବସାୟୀଙ୍କ କ୍ଷତି ଟପିବ ୧ ହଜାର କୋଟି: ବଜାର ସ୍ଥିତି ବିଗାଡୁଛି କରୋନା
ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା(କୋଭିଡ-୧୯)ର ପ୍ରକୋପ ସମଗ୍ର ବିଶ୍ୱକୁ ଅସ୍ତବ୍ୟସ୍ତ କରି ପକାଇଛି। ଏଥିଯୋଗୁ ବିଶ୍ୱ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ଏହି ରୋଗ କେବଳ ମଣିଷ ସ୍ବାସ୍ଥ୍ୟକୁ ଯେ ଗ୍ରାସ କରୁଛି ତାହା ନୁହେଁ, ରାଜ୍ୟର ସାମାଜିକ ଏବଂ ଆର୍ଥିକ ବ୍ୟବସ୍ଥାକୁ…
ବଜ୍ରପାତରେ ଜଣେ ମୃତ
ତିର୍ତ୍ତୋଲ, ୧୭।୩ (ଡି.ଏନ୍.ଏ.):ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତ ବଡ଼ସରୋଳ ଗ୍ରାମରେ ସୋମବାର ବଜ୍ରପାତ ଘଟି ସେହି ଗ୍ରାମର ଦ୍ୱିଜବର ଭୋଇ(୬୨)ଙ୍କ ମୃତ୍ୟୁ ଘଟିଛି। ଅପରାହ୍ନରେ ପ୍ରବଳ ଘଡ଼ଘଡ଼ି ବିଜୁଳି ମାରୁଥିବା ବେଳେ ଦ୍ୱିଜବର ତାଙ୍କ ଘର ଆଗରେ ଥିବା ଏକ ଗଛ…
ବିଦେଶାଗତଙ୍କ ଉପରେ ନଜର: ମାର୍ଚ୍ଚ ୪ ପରେ ଆସିଥିବା ବ୍ୟକ୍ତିଙ୍କୁ ୪୮ ଘଣ୍ଟା ମହଲତ,ନାମପଞ୍ଜୀକରଣ କଲେ ମିଳିବ ୧୫ ହଜାର ଟଙ୍କା
ଭୁବନେଶ୍ୱର,୧୬।୩(ବ୍ୟୁରୋ)- ବିଦେଶରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ସେମାନେ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ଟୋଲ୍ ଫ୍ରି ନମ୍ବର ୧୦୪କୁ କଲ୍ କରି କିମ୍ବା ଅନଲାଇନ ପୋର୍ଟାଲ https://covid19.odisha.gov.in ଜରିଆରେ ନିଜର ନାମ ପଞ୍ଜୀକୃତ କରି ପାରିବେ।…
ବାଇକ୍ରୁ ପଡ଼ି ୨ ଜଣଙ୍କ ଜୀବନ ଗଲା
କପ୍ତିପଦା,୧୬ା୩(ଡ଼ି.ଏନ୍.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ନେଦାମ ନିକଟରେ ସୋମବାର ଅପରାହ୍ନ ୪ଟାରେ ଏକ ବାଇକ୍ରୁ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଉଦଳା ଥାନା ଅଧୀନ ପାଟପୁର ଗ୍ରାମର ମନୋଜ ଖଣ୍ଡେଇ ଓ ମଙ୍ଗୁଳୁ…
ପାଣିରେ ବୁଡ଼ି ୩ ଜଣଙ୍କ ସଲିଳ ସମାଧି
ଭଦ୍ରକ ଅଫିସ/ବାସୁଦେବପୁର, ୧୬।୩(ଡି.ଏନ.ଏ.)- ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ସନିଆ ସାବରଙ୍ଗ ଓ ବାସୁଦେବପୁର ବ୍ଲକ ଆର୍ତ୍ତୁଂ ଗ୍ରାମରେ ସୋମବାର ପାଣିରେ ବୁଡ଼ି ୩ ବାଳକଙ୍କ ମୃତ୍ୟୁ ଘଟିଛି। ସନିଆ ସାବରଙ୍ଗର ମୃତକଦ୍ୱୟ ହେଲେ ରଞ୍ଜନ କୁମାର ଧୂପାଳଙ୍କ ପୁଅ…
ସେଲ୍ଫି ନେବାକୁ ପସନ୍ଦ କରନ୍ତିନି ଅନୁଷ୍କା
ସୁପରହିଟ୍ ଫିଲ୍ମ ‘ବାହୁବଳୀ’ରେ ଦେବସେନା ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ସେଠୀ। ତେବେ ଏହି ଅଭିନେତ୍ରୀଙ୍କ ସବୁଠାରୁ ଭଲ ବନ୍ଧୁ ହେଉଛନ୍ତି ଅଭିନେତା ପ୍ରଭାସ। କୌଣସି ଅସୁବିଧା ହେଲେ ରାତି…
ତେଲେଙ୍ଗାନା ବିଧାନସଭାରେ ସିଏଏ, ଏନ୍ଆରସି, ଏନ୍ପିଆରକୁ ବିରୋଧ
ହାଇଦ୍ରାବାଦ,୧୬।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ଏନ୍ଆରସି ଓ ଏନ୍ପିଆର ବିରୋଧରେ ତେଲେଙ୍ଗାନା ବିଧାନସଭାରେ ଏକ ପ୍ରସ୍ତାବ ପାସ୍ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଗୃହରେ ଏହି ପ୍ରସ୍ତାବକୁ ଉପସ୍ଥାପନ କରିଥିଲେ। ଏହି ଆଇନକୁ ସଂଶୋଧିତ କରିବା ପାଇଁ ରାଜ୍ୟ…
ମାର୍ଚ୍ଚ ୧୭ରେ ବହୁମତ ସାବ୍ୟସ୍ତ କରିବାକୁ କମଲନାଥଙ୍କୁ ଚିଠି ଲେଖିଲେ ରାଜ୍ୟପାଳ
ଭୋପାଳ,୧୬।୩: ମଧ୍ୟପ୍ରଦେଶ ରାଜନୀତିରେ ଚାଲିଥିବା ହାଇଡ୍ରାମା ଉପରେ ରହଛି ସମସ୍ତଙ୍କର ନଜର। ସୋମବାର କମଲନାଥ ସରକାର ବହୁମତ ସାବ୍ୟସ୍ତ କରିବାକୁ ଥିବା ବେଳେ କରୋନା ଭାଇରସ ପାଇଁ ମଧ୍ୟପ୍ରଦେଶ ବିଧାନସଭା ଆସନ୍ତା ୨୬ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା। ଏହାକୁ ଦେଖି ଆଲୋଚନା…
କରୋନା ଭୟ: ସିଦ୍ଧିବିନାୟକଙ୍କ ଦର୍ଶନ ଉପରେ କଟକଣା ଲଗାଇଲା ଟ୍ରଷ୍ଟ
ମୁମ୍ବାଇ,୧୬।୩: କରୋନା ଭାଇରସ୍ ଆତଙ୍କକୁ ଦେଖି ଦେଶରେ ସବୁ ପ୍ରକାରର ସାବଧାନତା ଓ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ଅଧିକାଂଶ ରାଜ୍ୟରେ ସ୍କୁଲ, କଲେଜ, ସିନେମା ହଲ, ମଲ ବନ୍ଦ କରାଯାଇଥିବା ବେଳେ ଗୋଟିଏ ସ୍ଥାନରେ ୫୦ରୁ ଊର୍ଦ୍ଧ୍ୱ…
ହସ୍ପିଟାଲରୁ ଲୁଚି ପଳାଇଲେ ୧୧ କରୋନା ସନ୍ଦିଗ୍ଧ
ମୁମ୍ବାଇ,୧୬।୩: ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ନଭି ମୁମ୍ବାଇର ଏକ ହସ୍ପିଟାଲରୁ ୧୧ଜଣ କରୋନା ସନ୍ଦିଗ୍ଧ ରୋଗୀ ଲୁଚି ପଳାଇ ଯାଇଥିବା ଜଣାପଡିଛି। ଏମାନେ ଦୁବାଇରୁ ଫେରିଥିବା ବେଳେ ସେମାନଙ୍କ ନିକଟରେ କରୋନା ଭାଇରସ ଥିବା…
ନିଜ ଛାଇ ଫଟୋ ଶେୟାର କଲେ ଦୀପିକା
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ଦମ୍ଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଛପାକ’ରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ମାତ୍ର ଫିଲ୍ମଟି ବକ୍ସ ଅଫିସରେ ସେତେଟା ସଫଳତା ପାଇପାରି ନ…
Archives


