Home

ଫିଲ୍ମ, ଧାରାବାହିକ ଶୁଟିଂ ବନ୍ଦ କରିବାକୁ ଓଏଫ୍‌ଡିସିର ନିର୍ଦ୍ଦେଶ

ଭୁବନେଶ୍ୱର, ୧୯।୩ (ବ୍ୟୁରୋ): କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ସିନେମା ହଲ୍‌ଗୁଡିକୁ ବନ୍ଦ କରି ଦିଆଯାଇଛି। ଏହାସହିତ ଫିଲ୍ମ ଶୁଟିଂକୁ ମଧ୍ୟ ବାରଣ କରାଯାଇଛି। ପୂର୍ବରୁ ଇଣ୍ଡିଆନ୍‌ ମୋଶନ ପିକ୍‌ଚର ପ୍ରଡ୍ୟୁସର୍ସ ଆସୋସିଏସନ୍‌(ଆଇଏମ୍‌ପିପିଏ) ବୈଠକରେ ୧୯ ତାରିଖରୁ…

ଜିମ୍‌ ବନ୍ଦ ହେବାରୁ ରାସ୍ତା ଉପରେ ବ୍ୟାୟାମ କଲେ ଲୋକେ

ମୁମ୍ବାଇ,୧୯।୩: ସବୁଆଡେ କରୋନା ଭାଇରସ ଭୟ। ଦିନକୁ ଦିନ ଏହା ବଢି ଚାଲି ଥିବାରୁ ଏହାକୁ ରୋକିବାକୁ ଯାଇ ସରକାର ବିଭିନ୍ନ ପ୍ରକାର କଟକଣା ଜାରି କରିଛନ୍ତି। ଦେଶର ଅଧିକାଂଶ ରାଜ୍ୟରେ ଶିକ୍ଷାନୁଷ୍ଠାନ, ଜିମ୍‌, ସିନେମା ହଲ୍‌, ମଲ୍‌ ଆଦି ବନ୍ଦ…

କରୋନା ଗୀତକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ପ୍ରାଣଘାତୀ କରୋନା ଭୂତାଣୁକୁ ନେଇ ଲୋକ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏକ ମ୍ୟୁଜିକ କମ୍ପାନୀ କରୋନା ଭାଇରସକୁ ଝିଅ ସହ ତୁଳନା କରି ଗୀତ ପ୍ରସ୍ତୁତ କରି ଏହାକୁ ମନୋରଞ୍ଜନ ଭାବେ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି…

ତନୁଶ୍ରୀ ଦତ୍ତଙ୍କୁ ପୂରିଲା ୩୬: ଇମରାନ୍‌ ହାସମୀଙ୍କ ସହିତ ଲିପ୍‌ଲକ୍‌ ନେଇ ବଲିଉଡ୍‌ରେ ହୋଇଥିଲା ଚର୍ଚ୍ଚା…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଗୁରୁବାର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୪ ମାର୍ଚ୍ଚ ୧୯ରେ ଜାମ୍‌ସେଦ୍‌ପୁରଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନେତା ଇମରାନ୍‌ ହାସମୀଙ୍କ ସହିତ ଫିଲ୍ମ ‘ଆସିକି ବନାୟା ଆପନେ’ରେ ଲିପ୍‌ଲକ୍‌ ସହିତ ଅନ୍ତରଙ୍ଗ ସିନ୍‌ ଦେଇ…

ଭେସେଲ୍‌ରେ ଯିବେ ଏକ ତୃତୀୟାଂଶ ଯାତ୍ରୀ

ପୁରୀ ଅଫିସ,୧୯।୩: ଦିନକୁ ଦିନ ଆମ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ଏହି ପ୍ରାଣଘାତୀ ଭାଇରସ୍‌ ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନ…

କରୋନା ସନ୍ଦିଗ୍ଧଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୧୯ା୩(ପି.ଟି.): ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କରୋନା ସନ୍ଦିଗ୍ଧ ବୁଧବାର ଏହାର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବିମାନବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ହସ୍ପିଟାଲର ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି କରାଇବାର କିଛି ସମୟ ପରେ ସେ ଏଭଳି ପଦକ୍ଷେପ…

ଗବେଷଣାଗାର ନୁହେଁ, ପ୍ରକୃତି ଦେଇଛି କରୋନା: ଗବେଷକଙ୍କ ମତ

ଲସ୍‌ ଏଞ୍ଜେଲ୍ସ,୧୯ା୩ : କୋଭିଡ-୧୯ ମହାମାରୀ ସୃଷ୍ଟି କରିଥିବା କରୋନା ଭୂତାଣୁ କୌଣସି ଗବେଷଣାଗାରରେ ସୃଷ୍ଟି ହୋଇନାହିଁ, ଏହା ପ୍ରାକୃତିକ ବିବର୍ତ୍ତନର ଫଳ ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ଲାବ୍‌ରେ ଏହି ଭୂତାଣୁ ସୃଷ୍ଟି ହୋଇଥିବା ନେଇ ଗୁଜବ ଓ କଳ୍ପନାଜଳ୍ପନା…

କୋଭିଡ୍‌-୧୯ ମାନବ ଜାତିର ଶତ୍ରୁ: ଡବ୍ଲ୍ୟୁଏଚ୍‌ଓ

ଜେନେଭା/ବର୍ଲିନ,୧୯ା୩ (ଏଏଫ୍‌ପି): କାରୋନା ଭୂତାଣୁ ସାରା ମାନବ ଜାତିର ଶତ୍ରୁ ବୋଲି କହିଛନ୍ତି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସସ୍‌। ତେଣୁ ଏହା ବିରୋଧରେ ଲଢ଼େଇ ଲାଗି ସମସ୍ତେ ଏକାଠି ହେବାର ସମୟ ଆସିଛି। ବୁଧବାର ଏକ…

କରୋନା ଆତଙ୍କ: ମାସ୍କ ତିଆରି କରୁଛନ୍ତି ଏସ୍‌ଏଚ୍‌ଜି ମହିଳା

ଜୟପୁର, ୧୯।୩ (ନି.ପ୍ର.): ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଛି। ଏହାଠାରୁ ବଞ୍ଚିବାକୁ ହେଲେ ସଚେତନ ଓ ସତର୍କତା ଅବଲମ୍ବନ ପାଇଁ ସରକାର ଘୋଷଣା କରିଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏକାଠି ନ ବୁଲିବା, ଲୋକଙ୍କ ସଂସ୍ପର୍ଶରେ ନ ଆସିବାକୁ ସଚେତନ…

୮୦୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା: ଏସିଆଠାରୁ ୟୁରୋପରେ ଅଧିକ

ନୂଆଦିଲ୍ଲୀ/ପ୍ୟାରିସ,୧୯ା୩: ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୁଧବାର ୮୦୦୦ ଅତିକ୍ରମ କରିଛି। ଓ୍ବାଲେର୍‌ଡାମିଟର୍ସ ଡଟ୍‌ ଇନ୍‌ଫୋ ଅନୁଯାୟୀ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୪ ହଜାର ୬୬୯ ହୋଇଥିବାବେଳେ ଏହି ରୋଗରେ ୮,୨୭୦ ଜଣ ପ୍ରାଣ ହରାଇଲେଣି।…

ମାସ୍କ, ଗ୍ଲୋଭ୍‌ ଆବଶ୍ୟକ ନାହିଁ: ବିଶେଷଜ୍ଞ

ପ୍ୟାରିସ,୧୯ା୩: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ଲାଗି ମାସ୍କ ଓ ଗ୍ଲୋଭ୍‌ର କୌଣସି ଆବଶ୍ୟକତା ନାହିଁ। ବହୁସଂଖ୍ୟାରେ ଲୋକେ ମାସ୍କ ପିନ୍ଧିବା ଅନାବଶ୍ୟକ। ସଂକ୍ରମଣ ରୋକିବାରେ ଏହାର କିଛି ପ୍ରଭାବ ନାହିଁ। ବରଂ ଏହା ସଂକ୍ରମଣକୁ ଦ୍ରୁତତର କରାଇପାରେ ବୋଲି…

ଦେଶରେ ୧୫୧, ବିଦେଶରେ ୨୭୬ ଭାରତୀୟଙ୍କୁ କରୋନା

ନୂଆଦିଲ୍ଲୀ, ୧୯।୩ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୁଧବାର ସନ୍ଧ୍ୟା ସୁଦ୍ଧା ୧୫୧କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏମାନଙ୍କ ସଂସ୍ପଶର୍ର୍ରେ ଆସିଥିବା ୫,୭୦୦ ବ୍ୟକ୍ତିଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଦିଲ୍ଲୀରେ ଅଦ୍ୟାବଧି ଜଣେ ବିଦେଶୀଙ୍କୁ ମିଶାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri