୧ ମିନିଟରୁ ଅଧିକ ସମୟ ହାତ ଧୋେଇ ଟ୍ରୋଲ ହେଲେ ଏକତା
କରୋନା ଭାଇରସ୍କୁ ଦୃଷ୍ଟିରେ ରଖି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ‘ସେଫ୍ ହ୍ୟାଣ୍ଡସ୍’ ଚ୍ୟାଲେଞ୍ଜ ଆରମ୍ଭ କରିଛି। ଏହି ଚ୍ୟାଲେଞ୍ଜକୁ ଅଭିନେତ୍ରୀ ଅନୁଷ୍କା ଶର୍ମା, ଦୀପିକା ପାଦୁକୋନଙ୍କ ଠାରୁ ଆରମ୍ଭ କରି ଅନେକ କଳାକାର ପାଳନ କରିଛନ୍ତି। ନିକଟରେ ଏକତା କପୁର ମଧ୍ୟ…
ମାର୍ଚ୍ଚ ୨୨, ୨୩ରେ ଗାଁ ସ୍ତରରେ ମିଳିବ ମଧୁବାବୁ ଭତ୍ତା: ମନ୍ତ୍ରୀ
ଭୁବନେଶ୍ୱର, ୨୦।୩(ବ୍ୟୁରୋ): କରୋନାକୁ ମୁକାବିଲା କରିବା ଲାଗି ସରକାର ଅନେକ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ହିତାଧିକାରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ପ୍ରଦାନ କରାଯାଉଥିବା ମାସିକ ଭତ୍ତା…
କରୋନା ପାଇଁ ସ୍ଥଗିତ ରହିଲା ‘୮୩’ର ରିଲିଜ୍
ମୁମ୍ବାଇ: ବଲିଉଡ୍ ନାୟକ ରଣବୀର ସିଂ ଓ ପତ୍ନୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ର ରିଲିଜ୍ ଡେଟ୍ ଏବେ ଘୋଷଣା କରାଯିବ ନାହିଁ ବୋଲି ଜଣାପଡିଛି। ଏହି ସୂଚନା ରଣବୀର ସିଂ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଦେଇଛନ୍ତି।…
୨ୟ କରୋନା ରୋଗୀ ଏମ୍ସର କିଛି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିବା ପ୍ରସଙ୍ଗ: ପ୍ରଭାବିତ ବ୍ୟକ୍ତି ପର୍ଯ୍ୟବେକ୍ଷଣରେ ଥିବା କହିଲେ ବାଗ୍ଚୀ
ଭୁବନେଶ୍ୱର,୨୦।୩(ବ୍ୟୁରୋ): ଓଡ଼ିଶାରେ ଚିହ୍ନଟ ୨ୟ କରୋନା ରୋଗୀ ଏମ୍ସର କିଛି ଷ୍ଟ୍ରାଫ୍ଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଚର୍ଚ୍ଚା ହେଉଛି। ଏ ନେଇ ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ…
ଆଜିର ପରିସ୍ଥିତିରେ ମଣିଷପଣିଆ ହରାନ୍ତୁ ନାହିଁ, ବିଦେଶୀଙ୍କ ପ୍ରତି ଖରାପ ବ୍ୟବହାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୦।୩(ବ୍ୟୁରୋ): ଓଡ଼ିଶାରେ ୨ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ପ୍ରଥମରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେହିଭଳି ୧୯ ବର୍ଷୀୟ ୨ୟ କରୋନା ଆକ୍ରାନ୍ତଙ୍କ ଏବେ ଚିକିତ୍ସା ଜାରି ରହିଛି। ତେବେ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଭଲଭାବେ ହାତ ଧୁଅନ୍ତୁ। ଯଥାସମ୍ଭବ…
କରୋନା ଭୟାବହତା: କଳାହାଣ୍ଡି ଜିଲାର ୧୬୮ ଗ୍ରାମରେ ୩୧୦ଙ୍କୁ ସ୍କାନିଂ
ଭବାନୀପାଟଣା,୨୦।୩(ଡି.ଏନ୍.ଏ.): ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି। ଓଡ଼ିଶାରେ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ଏହି ସଂକ୍ରମଣକୁ ରୋକିବା ପାଇଁ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। କଳାହାଣ୍ଡି ଜିଲାପାଳ ଡା. ଗାଭାଲି ପରାଗ ହର୍ଷଦଙ୍କ…
ଚାଇନା ଲୁଚାଇଲା କରୋନାର ପ୍ରାରମ୍ଭିକ ସୂଚନା, ପରିଣାମ ଭୋଗୁଛି ବିଶ୍ୱ: ଟ୍ରମ୍ପ
ଓ୍ବାଶିଂଟନ୍,୨୦।୩: ସାରା ବିଶ୍ୱରେ କରୋନା ଭାଇରସ୍ର ପ୍ରକୋପ ଥମିବାର ନାଁ ନେଉନି। ଏହାରି ଭିତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ ଟାର୍ଗେଟ କରିଛନ୍ତି। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ, ଚାଇନା କରୋନା ଭାଇରସ୍କୁ ନେଇ ପ୍ରାରମ୍ଭିକ ସୂଚନା ଲୁଚାଇବାରୁ ଆଜି…
୪୬ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ଓଡ଼ିଶାର ୨ୟ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୦।୩(ବ୍ୟୁରୋ): ଦିନକୁ ଦିନ ବଢ଼ୁଛି ମହାମାରୀ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା। ଗୁରୁବାର ପର୍ଯ୍ୟନ୍ତ ୧୭୬ ଦେଶରେ କରୋନା ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଏହା ୧୮୨ରେ ପହଞ୍ଚିଛି। ଏଥିରେ ୨ ଲକ୍ଷ ୧୯ ହଜାର ୩୫୧ଜଣ ଆକ୍ରାନ୍ତ ଥିବା ବେଳେ…
କନିକାଙ୍କ ପାର୍ଟିରେ ଯୋଗ ଦେଇଥିବାରୁ ଆଇସୋଲେଶନରେ ବସୁନ୍ଧରା
ନୂଆଦିଲ୍ଲୀ,୨୦।୩: ବଲିଉଡ୍ ଗାୟିକା କନିକା କପୁର କରୋନା ଭାଇରସରେ ପୀଡ଼ିତ ହେବା ପରେ ଏବେ ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ୧୦ ଦିନ ପୂର୍ବରୁ ସେ ଲଣ୍ଡନରୁ ଫେରିଥିବା ବେଳେ କରୋନାର କୌଣସି ଲକ୍ଷଣ ଦେଖା ନ ଦେବାରୁ…
ଜନତା କର୍ଫ୍ୟୁକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ: କହିଲେ ‘କୋଭିଡ-୧୯ ସମଗ୍ର ମାନବଜାତି ପାଇଁ ଆହ୍ବାନ, ରବିବାର ସମସ୍ତେ ଘରେ ରୁହନ୍ତୁ’
ଭୁବନେଶ୍ୱର,୨୦।୩(ବ୍ୟୁରୋ): ମହାମାରୀ କରୋନା ଭୂତାଣୁକୁ ନେଇ ସୃଷ୍ଟ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାତିରେ ବାର୍ତ୍ତା ଦେଇଛନ୍ତି। ମାର୍ଚ୍ଚ ୨୨(ରବିବାର)ରେ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ତେବେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ…
କରୋନା ଭାଇରସ୍ର ଏହି ଲକ୍ଷଣ ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇଛି
ବର୍ଲିନ,୨୦।୩: କରୋନା ଭାଇରସ୍ର ପ୍ରକୋପ ସାରା ବିଶ୍ୱରେ ଜାରି ରହିଛି। ଦିନକୁ ଦିନ ବୃଦ୍ଧି ପାଉଥିବା ଏହି ମହାମାରୀ ସହ ମୁକାବିଲା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ତିଆରି ହୋଇପାରି ନାହିଁ। ସୁରକ୍ଷା ଦୃଷ୍ଟିରୁ କେବଳ ଲୋକଙ୍କୁ ବିଭିନ୍ନ ପ୍ରକାରର ସାବଧାନତା…
ବଢ଼ିଲା କରୋନା କଟକଣା: ଘର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ୭ରୁ ଅଧିକ ବ୍ୟକ୍ତି ଏକତ୍ରିତ ହେବା ମନା
ଭୁବନେଶ୍ୱର,୨୦।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ସହ ମୁକାବିଲା ଗୋଟିଏ କିମ୍ବା ଦୁଇ ଦିନର ନୁହେଁ ଏହା ୬ ମାସର ଯୁଦ୍ଧ। ଆହୁରି ୧୭୩ ଦିନ ଏହା ଜାରି ରହିବ। ଏଣୁ ଶୁକ୍ରବାରଠାରୁ ସ୍ଥିତିରେ ପରିବର୍ତ୍ତନ ନ ହେବା ଯାଏ ଘର ବ୍ୟତିତ…
Archives


