Home

ସ୍ବାଭାବିକ ହେଉଛି ଚାଇନାର ଜୀବନଯାତ୍ରା

ବେଜିଂ,୨୧।୨: କରୋନା ଭାଇରସରେ ଚାଇନାରେ ହାହାକାର ପଡିଯାଇଥିବା ବେଳେ ଏଠାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହାର ଭୟାବହତାକୁ ଦେଖି ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ…

ଚିନ୍ତା ବଢାଇଲା ଚାଇନା ଜେଲରେ କରୋନା ଭାଇରସ

ବେଜିଂ,୨୧।୨: କରୋନା ଭାଇରସ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ ଏଥିରେ ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ଚାଇନା। ଏବେସୁଦ୍ଧା ଏଠାରେ କରୋନା ଭାଇରସ ସଂକ୍ରମଣରେ ୨୧ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୪ ହଜାରରୁ…

ମୋଦି ଆସିବା ପରେ ଭଲ ହେଉଛି ବ୍ୟବସାୟ

ନୂଆଦିଲ୍ଲୀ,୨୧।୨: ରାଜଧାନୀ ଦିଲ୍ଲୀରେ ଲାଗିଥିବା ହୁନର ହାଟ ଏବେ ଆସିଛି ଚର୍ଚ୍ଚାକୁ। ବିଶେଷ କରି ଏହି ହୁନର ହାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ବିହାରର ପ୍ରସିଦ୍ଧ ଖାଦ୍ୟ ଲିଟି ଚୋଖା ଖାଇବା ପରେ ଏହା ଆସିଥିଲା ଚର୍ଚ୍ଚାକୁ। ଆଉ ଏବେ…

ପ୍ରଶାନ୍ତ କିଶୋରଙ୍କ ସଦସ୍ୟତାକୁ ସ୍ବାଗତ କଲା ଏଏପି

ନୂଆଦିଲ୍ଲୀ,୨୧।୨: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କୁ ନେଇ ଏବେ ପୁଣିଥରେ ଆରମ୍ଭ ହୋଇଛି ଚର୍ଚ୍ଚା। ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନରେ ବିଜୟ ହେବା ପଛରେ ପ୍ରଶାନ୍ତ କିଶୋରଙ୍କ ହାତଥିବା କୁହାଯାଉଥିବା ବେଳେ ଏବେ ସେ କିନ୍ତୁ ମୋଦିଙ୍କଠାରୁ ଦୂରରେ।…

କରୋନା ଭାଇରସ: ଚାଇନାର ହୁବଇ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ୨୧ଶହ ଟପିଲା

ବେଜିଂ,୨୧।୨: ଚାଇନାରେ କରୋନା ଭାଇରସ ମହାମାରୀର ରୂପ ନେଇଥିବା ବେଳେ ଏବେ ଏହା ବିଶ୍ୱର କିଛି ଦେଶକୁ ମଧ୍ୟ ବ୍ୟାପିସାରିଛି। ତେବେ ଚାଇନାର ହୁବଇ ଅଞ୍ଚଳରେ ଗୁରୁବାର ସୁଦ୍ଧା ମୃତକଙ୍କ ସଂଖ୍ୟା ପହଞ୍ଚିଛି ୨,୧୧୪ରେ। ସେହିଭଳି ଗୁରୁବାର ୪୧୧ ନୂଆ ସଂକ୍ରମିତଙ୍କୁ…

ଟ୍ରମ୍ପ-ମୋଦିଙ୍କ ରୋଡ ଶୋ’ରେ ହାଇଟେକ୍‌ ସିକ୍ୟୁରିଟି: ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଅନୁମତି!

ଅହମଦାବାଦ,୨୧।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜରାଟ ଅହମଦାବଦରେ ଅନୁଷ୍ଠିତ ରୋଡ ଶୋ’କୁ ନେଇ ଆସୁଛି ନୂଆ ନୂଆ ଖବର। ଏହି ବହୁ ପ୍ରତିକ୍ଷିତ ରୋଡ ଶୋ’ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

ମୋଦିଙ୍କୁ ଭେଟିଲେ ଉଦ୍ଧବ ଠାକରେ ସାଙ୍ଗରେ ଥିଲେ ଆଦିତ୍ୟ

ନୂଆଦିଲ୍ଲୀ,୨୧।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାଙ୍କ ପୁଅ ଆଦିତ୍ୟ ଠାକରେ ଶୁକ୍ରବାର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିଛନ୍ତି। ଉଦ୍ଧବଙ୍କ ଏହି ସାକ୍ଷାତ୍‌କାରକୁ ରାଜନୈତିକ ଦୃଷ୍ଟି କୋଣରୁ ବହୁ ଗୁରୁତ୍ୱ ରଖେ ବୋଲି ଆଲୋଚନା ହେଉଛି। ଅନୁମାନ…

ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମର ଉଦ୍‌ଘାଟନ କରିବେ ନାହିଁ ଟ୍ରମ୍ପ

ନୂଆଦିଲ୍ଲୀ,୨୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଓ ପରିବାର ସହ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ସୋମବାର ସେ ଗୁଜରାଟର ଅହମଦାବଦରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି।…

ମହାଶିବରାତ୍ରି: ଭଗବାନ ଶିବଙ୍କ ଉପରେ ଆଧାରିତ ବଲିଉଡ୍‌ ଫିଲ୍ମ

ଆଜି ମହାଶିବରାତ୍ରି। ସମସ୍ତ ଭକ୍ତ ଭଗବାନ ଶିବଙ୍କ ପୂଜା କରିବାରେ ଲାଗିପଡ଼ିଛନ୍ତି। ବଲିଉଡ୍‌ ଇଣ୍ଡଷ୍ଟ୍ରି ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଶିବଙ୍କ ଉପରେ ଆଧାରିତ ତଥା ତାଙ୍କ ମହିମା ବିଷୟରେ ଅନେକ ଫିଲ୍ମ ରହିଛି। କେତେବେଳେ ଶିବଙ୍କ ମହିମା ଉପରେ ଫିଲ୍ମ…

ଅସହାୟ ବୃଦ୍ଧଙ୍କ ମୃତଦେହ ସତ୍କାର କଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ,୨୧।୨: ବରଗଡ଼ ଜୀରାନଦୀ କୂଳେ ରହିଥିବା ସ୍ବର୍ଗଦ୍ୱାରରେ ଶୁକ୍ରବାର ସ୍ଥାନୀୟ ସ୍ବେଚ୍ଛାସେବୀମାନେ ଜଣେ ଅସହାୟ ବୃଦ୍ଧଙ୍କ ମୃତଦେହ ସତ୍କାର କରିଛନ୍ତି । ଗତ ୧୮ତାରିଖ ବରଗଡ଼ ଭଟଲି ରୋଡ ଛକରୁ ଜଣେ ବୃଦ୍ଧ ରିକ୍ସା ଚାଳକଙ୍କୁ ସ୍ଥାନୀୟ ପୁରୁଣା ଜିଲା…

ଶିବରାତ୍ରୀ ଅବସରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଲେଖି ଶୁଭେଚ୍ଛା ଜଣାଇଲେ ମୁସଲିମ୍‌ ମହିଳା

ନୂଆଦିଲ୍ଲୀ,୨୧।୨: ସାରା ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଛି। ବିଭିନ୍ନ ଶୈବପୀଠରେ ପଞ୍ଚାକ୍ଷରୀ ମନ୍ତ୍ରରେ ଗୁଞ୍ଜରି ଉଠୁଥିବା ବେଳେ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି। ବାବା ଭୋଳାନାଥଙ୍କ ସମ୍ମୁଖରେ ସବୁ ଭକ୍ତ ସମାନ। ଏହି ଅବସରରେ ଦିଲ୍ଲୀ ଭାଜପାର ନେତ୍ରୀ…

ବାବା ମୁକ୍ତେଶର ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

କେନ୍ଦୁଝର,୨୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଥିବା ଶୈବପୀଠରେ ଜାଗରଯାତ୍ରା ଧୁମଧାମରେ ପାଳନ ହେଉଛି। ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତଙ୍କ ଭିଡ଼ ଜମିଥିଲା। ଝୁମ୍ପୁରା ବ୍ଲକ ନୟାଗଡ଼ସ୍ଥିତ ଏକ ହଜାରେ ବର୍ଷର ପ୍ରାଚୀନ ବାବା ମୁକ୍ତେଶର ମହାଦେବଙ୍କ ମନ୍ଦିରରେ ହଜାର ହଜାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri