ଘରେ ପହଞ୍ଚି ପାରିଲେନି: ଦୁର୍ଘଟଣାରେ ସ୍ବାମୀ ମୃତ, ସ୍ତ୍ରୀ ଓ ୨ ଶିଶୁ ଗୁରୁତର
ଛେଣ୍ଡିପଦା, ୨୪।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଅଞ୍ଚଳ ଦେଇଯାଇଥିବା ୫୫ନଂ. ଜାତୀୟ ରାଜପଥ ତୁକୁଡା ମୁଣ୍ଡାସାହି ନିକଟରେ ମଙ୍ଗଳବାର ଭୋର୍ ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ତ୍ରୀ ଏବଂ ଦୁଇ…
ମହାପ୍ରଭୁଙ୍କ ଟଙ୍କା ଜମାକୁ ନେଇ ସସ୍ପେନ୍ସ
ପୁରୀ ଅଫିସ, ୨୩।୩: ୟେସ୍ ବ୍ୟାଙ୍କରୁ ଫେରିଥିବା ମହାପ୍ରଭୁଙ୍କ ଟଙ୍କାକୁ ନେଇ ପୁଣି କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ୟୁନିୟନ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜନ୍ନାଥଙ୍କ ଟଙ୍କା ରହିବା ନେଇ ହୋଇଥିବା ନିଷ୍ପତ୍ତିକୁ ରଦ୍ଦ କରିଛି ମନ୍ଦିର ପ୍ରଶାସନ। ପୁନଶ୍ଚ ଟେଣ୍ଡର ହୋଇ…
ସ୍ଥଗିତ ହେବ ଟୋକିଓ ଅଲିମ୍ପିକ୍ସ: ଆଇଓସି ସଦସ୍ୟ
ଟୋକିଓ, ୨୪।୩: କୋଭିଡ-୧୯ ବା କରୋନା ଭାଇରସ ଆତଙ୍କ କାରଣରୁ ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡ଼ା ମହାକୂମ୍ଭ ଅଲିମ୍ପିକ୍ସ ସ୍ଥଗିତ ହେବା ଏକା ପ୍ରକାର ନିଶ୍ଚିତ ହୋଇଛି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ସଦସ୍ୟ ଡିକ୍ ପାଉଣ୍ଡ ଏ ନେଇ ସୂଚନା ଦେଇଛନ୍ତି।…
ସାରା ପୃଥିବୀରେ କରୋନା ଆତଙ୍କ: ଚାଇନାର ହୁବେଇରୁ ହଟିବ ଲକ୍ଡାଉନ୍
ବେଜିଂ,୨୪।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଥିବା ବେଳେ ଚାଇନାର ହୁବେଇରୁ ଦୀର୍ଘ ଦିନ ଧରି ଜାରି ରହିଥିବା ଲକ୍ଡାଉନ୍ ମଙ୍ଗଳବାର ରାତିରୁ ହଟାଇ ନିଆଯିବ। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଠାରେ ସ୍ଥିତି ଉପରେ ନିୟନ୍ତ୍ରଣ ଅଣାଯିବା ପରେ…
ଓଲଟିଲା ଟ୍ରକ୍: ବର୍ତ୍ତିଲେ ଡ୍ରାଇଭର, ହେଲ୍ପର
ବଅଁରପାଳ, ୨୪।୩(ଡି.ଏନ.ଏ.): ନାଲ୍କୋ ଥାନା କୁଲାଡ଼ ଥର୍ମାଲ ରାସ୍ତାର ବଳରାମପ୍ରସାଦ କେନ୍ଦୁଢ଼ିପ ସାହି ନିକଟରେ ମଙ୍ଗଳବାର ଏକ ଟ୍ରକ୍ ଓଲଟି ପଡ଼ିଛି। ତେବେ ଟ୍ରକ୍ ଡ୍ରାଇଭର ଏବଂ ହେଲ୍ପର ଏଥିରୁ ବର୍ତ୍ତିଯାଇଛନ୍ତି। ଉକ୍ତ ଟ୍ରକ୍ଟି ତାଳଚେରରୁ କୋଇଲା ନେଇ ଜିଏମ୍ଆର୍ ଅଞ୍ଚଳକୁ…
କରୋନା ପ୍ରଭାବ: ନାଲ୍କୋରେ ଉତ୍ପାଦନ କମିବା ଆଶଙ୍କା
ବଅଁରପାଳ, ୨୪।୩(ଡି.ଏନ.ଏ.): କରୋନା ସଂକ୍ରମଣ ପ୍ରତିହତ କରିବାକୁ ସାରା ଦେଶରେ ଲାଗୁ କରାଯାଇଛି ଲକ୍ଡାଉନ୍। ଏହାର ଗଭୀର ପ୍ରଭାବ ପଡ଼ିଛି ଶିଳ୍ପାନୁଷ୍ଠାନ ଉପରେ। ନବରତ୍ନ ମାନ୍ୟତାପ୍ରାପ୍ତ କମ୍ପାନୀ ନାଲ୍କୋ ମଧ୍ୟ ଏଥିରୁ ବାଦ୍ପଡ଼ିନି। ସଂକ୍ରମଣ ରୋକିବାକୁ ଗାଇଡ୍ଲାଇନ ଅନୁଯାୟୀ କମ୍ପାନୀ ପରିଚାଳିତ…
ସାନ୍ତରାପୁରରେ ହାତୀ ଆତଙ୍କ
ବଅଁରପାଳ, ୨୪।୩(ଡି.ଏନ.ଏ.): ବଅଁରପାଳ ବ୍ଲକ ସାନ୍ତରାପୁର ପଞ୍ଚାୟତରେ ହାତୀ ଆତଙ୍କ ଦେଖାଦେଇଛି। ସୋମବାର ରାତିରେ ଏକ ହାତୀ ଜନବସତିରେ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ହାତୀଟି ଫୁଲପଡ଼ା ଅଞ୍ଚଳରେ ସୋମବାର ନିଜର ଉପସ୍ଥିତି ଜାହିର କରିଥିଲା। ରାତିରେ ଶରତ ମହାଳିକଙ୍କ କଦଳୀ…
କରୋନା ମୁକାବିଲା: ଗାଁ ଗାଁ ବୁଲି ସଚେତନତା, ଘରେ ରହିବାକୁ ପରାମର୍ଶ
ରାଇକିଆ, ୨୪।୩(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକରେ କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରତେକ ଦିନ ବାହାର ରାଜ୍ୟ ଫେରନ୍ତାମାନେ ବହୁ ସଂଖ୍ୟାରେ ଆସୁଛନ୍ତି। ବିଶେଷକରି ରାଇକିଆ ଅଞ୍ଚଳରୁ ଯାଇ କେରଳ, ତାମିଲନାଡୁ, କର୍ନାଟକ, ଝାଡ଼ଖଣ୍ଡ,…
୨ ମାସରେ ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ଛୁଇଁବା ଆଶଙ୍କା !
ଇସଲାମାବାଦ୍,୨୪।୩: କରୋନା ସଂକ୍ରମଣ ରୋକିବା ଲାଗି ପାକିସ୍ତାନ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏହା ଉପରେ ନିୟନ୍ତ୍ରଣ ଅଣା ନ ଗଲେ ଆସନ୍ତା ୨ ମାସ ମଧ୍ୟରେ ଜୁନ୍ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟାେ ୨କୋଟି ଛୁଇଁବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞ…
କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସଙ୍କୁ ମିଳିବ ଅଧିକ ଗୋଟିଏ ମାସର ଦରମା
ଚେନ୍ନାଇ,୨୪।୩: କରୋନା ଭାଇରସ ଏବେ ବିଶ୍ୱର ଚିନ୍ତାକୁ ବଢାଇ ଦେଇଥିବା ବେଳେ ଭାରତରେ ମଧ୍ୟ ଏହା ଲୋକଙ୍କୁ ଭୟଭୀତ କରାଇଛି। ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ମଙ୍ଗଳବାର ସକାଳ ସୁଦ୍ଧା ୫ଶହ ଅତିକ୍ରମ କଲାଣି। ଏମାନଙ୍କ ମଧ୍ୟରୁ…
ଗାଡ଼ି ଚାଳନା ଉପରେ ଲାଗିଲା କଟକଣା: ସଉଦା ପାଇଁ ଚାଲିକରି ଯିବାକୁ ହେବ
ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନା ଭୂତାଣୁର ସମ୍ପ୍ରସାରଣ ରୋକିବା ପାଇଁ ରାଜ୍ୟ ସରକାର ଘରେ ନିଜକୁ ଆବନ୍ଧ ରଖିବା ଲାଗି ଲୋକଙ୍କୁ ନିବେଦନ କରିଛନ୍ତି। ଏ ନେଇ ସମଗ୍ର ରାଜ୍ୟରେ ଲକ୍ଡାଉନ୍ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଅତି…
କରୋନା ମୁକାବିଲା: ଆଜି ଓଡ଼ିଶାବାସୀଙ୍କୁ ସ୍ବତନ୍ତ୍ର ଉଦ୍ବୋଧନ ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନା (କୋଭିଡ-୧୯) ବିଶ୍ୱ ପାଇଁ ମହାମାରୀ ଭାବେ ଉଭା ହୋଇଛି। ୟୁରୋପୀୟ ଦେଶଗୁଡିକରେ କରୋନା ଭୂତାଣୁ ତାଣ୍ଡବ ରଚାଇଥିବାବେଳେ ଭାରତରେ ଏହା ଧୀରେ ଧୀରେ ପ୍ରବେଶ କରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍ଡାଉନ୍…
Archives


