Home

କରୋନା ସହାୟତା: ୧୬ ବର୍ଷୀୟା ମହିଳା କ୍ରିକେଟର ରିଚା ଦାନ କଲେ ୧ ଲକ୍ଷ ଟଙ୍କା

କୋଲକାତା, ୨୯।୩(ପି.ଟି.): କୋଭିଡ-୧୯ ସଂକ୍ରମଣ ବିରୋଧରେ ଦେଶରେ ଲଢେଇ ଚାଲିଥିବା ବେଳେ ୧୬ ବର୍ଷୀୟା ଭାରତୀୟ ମହିଳା କ୍ରିକେଟର ରିଚା ଘୋଷ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଭାରତୀୟ ମହିଳା ଟି୨୦ ଦଳ ତରଫରୁ ଏହି…

ଇଟାଲିରେ ଏପ୍ରିଲ୍‌ ୩ରୁ ହଟିପାରେ ଲକ୍‌ଡାଉନ୍‌: ମୃତ୍ୟୁ ସଂଖ୍ୟା ଟପିଲା ୧୦ ହଜାର;୯୨,୪୭୨ ସଂକ୍ରମିତ

ରୋମ,୨୯।୩: ଇଟାଲିରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇଥିବାବେଳେ ସରକାର ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଏପ୍ରିଲ୍‌ ୩ରେ ହଟାଇବାର ଆଶା ରହିଛି। ଏଠାରେ ମାର୍ଚ୍ଚ ୯ଠାରୁ ଲକ୍‌ଡାଉନ୍‌ ଜାରି ହୋଇଥିଲା। ଶନିବାର ଏଠାରେ ୮୮୯ ଜଣଙ୍କ ମୃତ୍ୟୁ ଘଟିଛି।…

ଦୁର୍ଗା ମନ୍ଦିରକୁ ସିଲ୍‌ କରିଦେଲା ପ୍ରଶାସନ

ସରଣ୍ଡା,୨୯।୩(ଡି.ଏନ.ଏ)-ବରଗଡ଼ ଜିଲା ଅତାବିରାରେ ରହିଥିବା ଦୁର୍ଗା ମନ୍ଦିରକୁ ଶନିବାର ପ୍ରଶାସନ ପକ୍ଷରୁ ସିଲ୍‌ କରି ଦିଆଯାଇଛି। ସେଠାକୁ ପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଅଧିକାରୀମାନେ ସେଠାକୁ ପହଞ୍ଚି ସିଲ୍‌ କରିଥିଲେ। କରୋନା…

ରାସ୍ତାରେ ଢାଲିଦେଲେ ଟମାଟର୍‌

ବରଗଡ଼ ଅଫିସ୍‌,୨୯।୩- ଘାତକ କରୋନା ଭୂତାଣୁ(କୋଭିଡ୍‌-୧୯) ସଂକ୍ରମଣକୁ ପ୍ରତିହତ ପାଇଁ ହୋଇଥିବା ଲକ୍‌ ଡାଉନ୍‌ କଟକଣାର ପ୍ରଭାବ ପରିବା ଚାଷୀଙ୍କ ଉପରେ ମଧ୍ୟ ପଡ଼ିଛି । ଚାଷୀମାନେ ନିଜ କିଆରୀରୁ ଅମଳ ପରିବା ବିକ୍ରି ପାଇଁ ବଜାରକୁ ଯାଇପାରୁ ନଥିବାବେଳେ ବାହାରୁ…

ପୃଥିବୀରେ ୩୦ ହଜାର ୮୭୩ ଲୋକଙ୍କ ଜୀବନ ନେଲାଣି କରୋନା: ୬ ଲକ୍ଷ ୬୩ ହଜାର ୫୪୧ ସଂକ୍ରମିତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟି ଚାଲିଛି। ଫଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବହୁ ଦେଶର ସରକାର ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ୍‌ ଜାରି କରିଛନ୍ତି। ତେବେ କମ୍ୟୁନିଟି ସଂକ୍ରମଣ…

ଦିବ୍ୟାଙ୍କା କହିଲେ ମୋ’ ଭାଇ କରୋନା ସଂକ୍ରମିତ ନୁହନ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ଭୋପାଳସ୍ଥିତ ଘର ବାହାରେ ‘କୋଭିଡ୍‌-୧୯ ଡୁ ନଟ୍‌ ଭିଜିଟ୍‌’ ନୋଟିସ୍‌ ଲଗାଯାଇଛି। କାରଣ ତାଙ୍କ ଭାଇ ଐଶ୍ୱର୍ଯ୍ୟ ତ୍ରିପାଠୀ ଇଣ୍ଡିଗୋ ଫ୍ଲାଇଟ୍‌ରେ ପାଇଲଟ୍‌ ଥିଲେ। ଫ୍ଲାଇଟ୍‌ ଉଡ଼ାଣ କରି କିଛିଦିନ ତଳେ ସେ ଭୋପାଳ…

ଲକ୍‌ଡାଉନ୍‌କୁ ନେଇ କଡା ହେଲେ କେନ୍ଦ୍ର ସରକାର: ସିଲ୍‌ ହେବ ରାଜ୍ୟ, ଜିଲାର ସୀମା

ନୂଆଦିଲ୍ଲୀ,୨୯।୩: କରୋନା ଭାଇରସକୁ ନେଇ ସାରା ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ରାଜଧାନୀ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସୀମାରେ ଏହାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଶ୍ରମିକ। ଏହାକୁ ଦେଖିବା ପରେ ଏବେ କେନ୍ଦ୍ର…

ଜୋତା-ଚପଲ ଦ୍ୱାରା ବି ହୋଇପାରେ କରୋନା ସଂକ୍ରମଣ !

ଓ୍ବାଶିଂଟନ,୨୯।୩: କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ସାରା ପୃଥିବୀରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଜାରି ହୋଇଥିବା ମାର୍ଗଦର୍ଶିକାକୁ ପାଳନ କରାଯାଉଛି। କରୋନା କିଭଳି ସଂକ୍ରମିତ ହେଉଛି ସେ ନେଇ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଛି।…

କରୋନା ସଚେତନତା କଲା ଯୁବକ ସଂଘ

ବନ୍ତ,୨୯।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକସ୍ଥିତ ନିଳକଣ୍ଠେଶ୍ୱର ୟୁନାଇଟେଡ୍‌ ୟୁଥ୍‌ କ୍ଲବର ସଦସ୍ୟମାନେ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ କରୋନା ସଚେତନତା କରାଇଥିବାର ଦେଖାଯାଇଛି। ବରିଷ୍ଠ ସଦସ୍ୟ ନବ କୁମାର ଲେଙ୍କା, ନାରାୟଣ ଦାଶ, ପ୍ରଫୁଲ୍ଲ ମହାନ୍ତି, ଖଗେଶ୍ୱର ମହାନ୍ତି,…

ହାତ ଟେକି ଦେଇଛନ୍ତି ସରକାରୀ କର୍ମଚାରୀ

ବାମରା, ୨୯।୩ (ଡି.ଏନ.ଏ.) କରୋନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ପାଇଁ ବିଭିନ୍ନ ପ୍ୟାକେଜ ଓ ସୁବିଧା ଘୋଷଣା କରଛନ୍ତି। ହେଲେ କରୋନାରୁ ଲୋକଙ୍କୁ ବଞ୍ଚାଇବା ପାଇଁ ନିୟୋଜିତ କାର୍ଯ୍ୟରତ ଡାକ୍ତର ଓ ଅନ୍ୟାନ୍ୟ ବ୍ଲକ କର୍ମଚାରୀଙ୍କୁ ସରକାର…

ଇରାନରୁ ଫେରିଲେ ୨୭୫ ଭାରତୀୟ

ଯୋଧପୁର,୨୯।୩: କରୋନା ଭାଇରସ ଯୋଗୁ ଇରାନରେ ଫସି ରହିଥିବା ୨୭୫ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ରବିବାର ସକାଳେ ଏକ ସ୍ବତନ୍ତ୍ର ବିମାନରେ ଏମାନେ ରାଜସ୍ଥାନର ଯୋଧପୁରରେ ପହଞ୍ଚିଥିବା ଜଣାପଡିଛି। ଭାରତୀୟ ସେନାଙ୍କ ଦ୍ୱାରା ପ୍ରସ୍ତୁତ ଓ୍ବେଲନେସ୍‌ ସେଣ୍ଟରକୁ ଏମାନଙ୍କୁ ପଠାଇ…

କରୋନାକୁ ନେଇ ଭବିଷ୍ୟବାଣୀ କରିଥିଲେ ମାଇକେଲ ଜ୍ୟାକସନ!

ଲସ୍‌ ଆଞ୍ଜେଲସ୍‌,୨୯।୩: କରୋନା ଭାଇରସ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡିଥିବା ବେଳେ ଏହାକୁ ନେଇ ବିଭିନ୍ନ କଥା ଶୁଣିବାକୁ ପଡିଛି। ତେବେ ପପ୍‌ ଗାୟକ ମାଇକେଲ ଜ୍ୟାକସନଙ୍କ ପୂର୍ବତନ ବଡି ଗାର୍ଡ ମେଟ୍‌ ଫିଡସ୍‌ କହିଛନ୍ତି ମାଇକେଲ୍‌ ଜ୍ୟାକସନ୍‌ ପୂର୍ବରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri