Home

କର୍ତ୍ତବ୍ୟ ପରାୟଣ ଯୋଗୀନ୍ଦର ଶର୍ମାଙ୍କୁ ଆଇସିସିର ପ୍ରଶଂସା

ନୂଆଦିଲ୍ଲୀ,୨୯।୩(ପି.ଟି.)-୨୦୦୭ ଟି୨୦ ବିଶକପ୍‌ ହିରୋ ପୂର୍ବତନ ଭାରତୀୟ କ୍ରିକେଟର ତଥା ପୋଲିସ୍‌ ଅଧିକାରୀ ଯୋଗୀନ୍ଦର ଶର୍ମାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଭୂୟିୟସୀ ପ୍ରଶଂସା କରିଛି। ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ଯୋଗୀନ୍ଦର ଦେଶରେ ଦେଖାଦେଇଥିବା କରୋନ ଭାଇରସ୍‌ ସଂକ୍ରମଣ ବିରୋଧରେ…

ବୋମାଲୋଇ ଗ୍ରାମକୁ ପ୍ରବେଶ ନିଷେଧ

ସମ୍ବଲପୁର, ୨୯।୩ (ବ୍ୟୁରୋ):ସମଗ୍ର ବିଶ୍ୱରେ କରୋନା ଭୂତାଣୁ ଭୟ ଲାଗି ରହିଛି। ସହରରେ ଲକ୍‌ ଡାଉନକୁ କେତେକାଂଶରେ ଜନସାଧାରଣ ମାନୁଛନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ଜନସାଧାରଣ ଲକ୍‌ ଡାଉନକୁ କରୋନା ଭୂତାଣୁ ପ୍ରତିଷେଧକ ଭାବେ ମାନି ନେଇଛନ୍ତି । ଏହି କ୍ରମରେ ସମ୍ବଲପୁର…

ଆନିକଟ୍‌ର ଦ୍ୱିତୀୟ ଗେଟରେ ଜୁଆ ଖେଳ

ସମ୍ବଲପୁର, ୨୯।୩ (ବ୍ୟୁରୋ)- ସମ୍ବଲପୁର ମହାନଦୀ ଅଯୋଧ୍ୟା ସରୋବର ଦ୍ୱିତୀୟ ଗେଟ୍‌ ନିକଟରେ ଜୁଆ ଖେଳ ଚାଲିଛି । ଗତ ମାର୍ଚ୍ଚ ୨୨ ତାରିଖ ଜନତା କର୍ଫ୍ୟୁ ଏବଂ ପରେ ଲକ୍‌ ଡାଉନ୍‌ ଯୋଗୁ ଜୁଆ ଖେଳିବାରେ ଲିପ୍ତ ଅଛନ୍ତି ଯୁବକମାନେ…

ବୃତ୍ତ ଚିହ୍ନରେ ରହି ହାଟ ସାମଗ୍ରୀ କିଣିଲେ ଲୋକେ

ବନ୍ତ,୨୯।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ରବିବାର ସାପ୍ତାହିକ ହାଟରେ ଲୋକେ ଧଳା ଗୋଲେଇ ଭିତରେ ରହି ସାମଗ୍ରୀ କିଣୁଥିବାର ଦେଖାଯାଇଛି। ସାମାଜିକ ଦୂରତା ପାଳନ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବୁଧବାର ହାଟ ପାଳିରେ ଏପରି…

ଭୋକିଲାଙ୍କ ପେଟରେ ଆହାର ଦେବାକୁ ପଣ

ସମ୍ବଲପୁର, ୨୯।୩ (ବ୍ୟୁରୋ):ସଂପ୍ରତି କରୋନା ଭୁତାଣୁ ସମଗ୍ର ବିଶ୍ୱକୁ ସଂପୂର୍ଣ୍ଣ ଭାବେ ଗ୍ରାସିଛି। ଜନ ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ଆଧୁନିକ ବୈଜ୍ଞାନିକ ହାତ ଟେକି ଦେଇଛନ୍ତି। ଏପରି ସ୍ଥଳେ ମଣିଷ ଭୟଭିତ ହୋଇ ଘରେ ବସିବାକୁ ବାଧ୍ୟ ହୋଇଛି। ଜନତା…

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ତଦାରଖ କଲେ ଅତିରିକ୍ତ ଜିଲାପାଳ

ବନ୍ତ,୨୯।୩(ଡି.ଏନ୍‌.ଏ.): ଅତିରିକ୍ତ ଜିଲାପାଳ(ରାଜସ୍ବ) ଅରୁଣ କୁମାର ମହାପାତ୍ର ରବିବାର ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ତଦାରଖ କରିଛନ୍ତି। ନିଳୋକ ହାଇସ୍କୁଲସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପାନୀୟ ଜଳ, ପାଇଖାନା, ବିଜୁଳି, ଔଷଧ ସମେତ ସାନିଟାଇଜେସନ୍‌, ସାମାଜିକ ଦୂରତା, ସଙ୍ଗରୋଧ…

କରୋନା ଯୁଦ୍ଧର ସାରଥି ସାଜି ଭୋକିଲାଙ୍କୁ ଗହମ ଦେଲେ ଚାଷୀ

ମୁମ୍ବାଇ,୨୯।୩: କରୋନା ଭାଇରସ କାରଣରୁ ସାରା ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ସାଧାରଣ ଖଟିଖିଆ ଶ୍ରମିକ ଦିନକୁ ଦିଓଳି ଖାଦ୍ୟ ଯୋଗାଡ କରିବା କଷ୍ଟକର ବ୍ୟାପାର ହୋଇପଡିଛି। ଏହି ସମୟରେ ଅନ୍ୟକୁ ସାହାଯ୍ୟର ହାତ ବଢାଇବାକୁ କୁହାଯାଉଥିବା ବେଳେ ମହାରାଷ୍ଟ୍ର…

କରୋନା ସହାୟତା: ୯୦ ମିଲିୟନ ୟୁରୋ ପ୍ରଦାନ କରିବେ ରୋନାଲ୍ଡୋ, ଜୁଭେଣ୍ଟସ୍‌

ରୋମ, ୨୯।୩(ଏ.ପି.): ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରୀଷ୍ଟିଆନୋ ରୋନାଲ୍ଡୋ, କୋଚ୍‌ ମାଉରିଜିଓ ସାରିଙ୍କ ସମେତ ତାଙ୍କ କ୍ଲବ ଜୁଭେଣ୍ଟସର ଅନ୍ୟ ସଦସ୍ୟମାନେ କରୋନା ବିପତ୍ତି ପାଇଁ ୯୦ ମିଲିୟନ ୟୁରୋ ବା ୧୦୦ ମିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବାକୁ ଘୋଷଣା…

କୋଭିଡ-୧୯ରେ ପୀଡ଼ିତ ପ୍ରଥମ ଶିଶୁଙ୍କ ମୃତ୍ୟୁ

ନ୍ୟୁୟର୍କ,୨୯।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଥିବା ବେଳେ ଆମେରିକାରେ ପ୍ରଥମ କରି ଜଣେ ଶିଶୁର ମୃତ୍ୟୁ ହୋଇଛି। ୧ବର୍ଷରୁ କମ୍‌ ବୟସର ଏହି ଶିଶୁର ମୃତ୍ୟୁ ପରେ ଏହାର କାରଣ ଖୋଜୁଛନ୍ତି ବିଶେଷଜ୍ଞ। କାରଣ…

ଲକ୍‌ଡାଉନ୍‌ ନ ମାନି ୪ ଗିରଫ

ଦାରିଙ୍ଗବାଡ଼ି,୨୯।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ନେଇ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ାକଡ଼ି ଭାବେ ପାଟ୍ରୋଲିଂ କରାଯିବା ସହ ଦୁଇ ଥାନାର ପୋଲିସ ଏବେ କଠୋର ହୋଇପଡ଼ିଛି।…

ଛତ୍ରପୁରରେ ଖୋଲିଲା ୨୩ ଆଇସୋଲେଶନ ସେଣ୍ଟର

ଛତ୍ରପୁର,୨୯।୩(ଡି.ଏନ୍‌.ଏ.): କରୋନା ଭୟାବହତା ପରିପ୍ରେକ୍ଷୀରେ ଏହାର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛି। ରାଜ୍ୟ ସରକାର ଓ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ସହର ଓ ଗ୍ରାମାଞ୍ଚଳରେ ୨୩ଟି ଆଇସୋଲେଶନ ସେଣ୍ଟର…

ଆନ୍ଧ୍ରରେ ଫସିଛନ୍ତି ଗଞ୍ଜାମର ୧୫୦ ଜଣ

ଛତ୍ରପୁର,୨୯।୩(ଡି.ଏନ୍‌.ଏ.): ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲା ଚିକାଭରମଠାରେ ଗଞ୍ଜାମ ଜିଲାର ୧୫୦ ଜଣ ଫସିରହିଛନ୍ତି। ଉଦ୍ଧାର କରି ଘରକୁ ଫେରାଇ ନେବା ସହ ଖାଇବାକୁ ଦେବା ପାଇଁ ଏମାନେ ନିବେଦନ କରିଛନ୍ତି। ଏମାନଙ୍କ ପକ୍ଷରୁ ଏକ ଭିଡିଓ କ୍ଲିପ୍‌କୁ ସୋସିଆଲ ମିଡିଆରେ ଛଡ଼ାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri