ଆଇସିସି ଟି୨୦ ମହିଳା ବିଶ୍ୱକପ୍: ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି
ମେଲବୋର୍ନ, ୮।୩(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଟି୨୦ ବିଶ୍ୱକପ୍ରେ ଆୟୋଜକ ଅଷ୍ଟ୍ରେଲିଆ ଓ ଭାରତ ମୁହଁାମୁହିଁ ହୋଇଛନ୍ତି। ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍ସିଜି)ରେ ରବିବାର ଆରମ୍ଭ ହୋଇଥିବା ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତ ପ୍ରଥମେ ବ୍ୟାଟିଂ…
ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା: କେରଳରେ ୫ ନୂଆ ରୋଗୀ
ନୂଆଦିଲ୍ଲୀ,୮।୩: ଭାରତରେ ବଢିବାରେ ଲାଗିଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା। ରବିବାର କେରଳରେ ୫ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସାରା ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା…
ମୋବାଇଲ ନିଶା: ବାପା ଦେବାକୁ ମନା କରିବାରୁ ନାବାଳକଙ୍କ ଆତ୍ମହତ୍ୟା ଉଦ୍ୟମ
ଖୋର୍ଦ୍ଧା ଅଫିସ,୮।୩: ଆଜିକାଲି ପିଲାଠାରୁ ବୟସ୍କ ଯାଏ ସମସ୍ତଙ୍କୁ ମୋବାଇଲ ନିଶା ଘାରିଛି। ଏପରିକି ମୋବାଇଲ ପାଇଁ ଜୀବନ ମଧ୍ୟ ହାରିବାକୁ ପଛାଉନାହାନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ଦଶପଲା ବ୍ଲକ ସାତପାଟନା ଗାଁରେ। ଏହି ଗାଁର…
କରୋନାଭାଇରସ ସଂକ୍ରମଣ ରୋକିବା ପାଇଁ ଏଟିପି, ଡବ୍ଲ୍ୟୁଟିଏର ଉପାୟ ଘୋଷଣା
ଲସ୍ ଏଞ୍ଜେଲ୍ସ,୮।୩ (ଏଏଫ୍ପି)- ଇଣ୍ଡିଆନ ଓ୍ବେଲ୍ସରେ ବିଏନ୍ପି ପାରିବାସ ଓପନ୍ ଟେନିସ ଟୁର୍ନାମେଣ୍ଟର ଅବ୍ୟବହିତ ପୂର୍ବରୁ ଏଟିପି ଓ ଡବ୍ଲ୍ୟୁଟିଏ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଉପାୟ ନେଇ ଘୋଷଣା କରିଛନ୍ତି। କରୋନା ଭାଇରସ ସଂକ୍ରମଣ ଏବେ ସାରା…
ମହିଳା ଦିବସରେ ସମସ୍ତ ଥାନାଧିକାରିଣୀଙ୍କୁ ଡିଜିଙ୍କ ପ୍ରଶଂସା
କଟକ ଅଫିସ,୮ା୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ମହିଳା ଥାନା ଅଧିକାରିଣୀଙ୍କୁ ପ୍ରଶଂସା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜି) ଅଭୟ। ଡିଜିଙ୍କ ଟୁଇଟର୍ରେ ଲେଖାଯାଇଛି, ରାଜ୍ୟବ୍ୟାପୀ ବିଭିନ୍ନ ଥାନା ଦାୟିତ୍ୱରେ ବର୍ତ୍ତମାନ ୧୦୩ ଜଣ ଇନ୍ସପେକ୍ଟର ଏବଂ ସବ୍ଇନ୍ସପେକ୍ଟର କାର୍ଯ୍ୟରତ।…
୭ ମହିଳାଙ୍କୁ ଟୁଇଟର ଆକାଉଣ୍ଟ ହସ୍ତାନ୍ତର କଲେ ମୋଦି
ନୂଆଦିଲ୍ଲୀ,୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ତାଙ୍କ ଟୁଇଟର ଆକାଉଣ୍ଟକୁ ୭ ଜଣ ମହିଳାଙ୍କୁ ହସ୍ତାନ୍ତର କରିଛନ୍ତି। ଏମାନେ ଏହି ଆକାଉଣ୍ଟ ମାଧ୍ୟମରେ ସେମାନଙ୍କ ଜୀବନଯାତ୍ରାର କଥା ଦିନ ତମାମ ଶେୟାର କରିବେ ବୋଲି ମୋଦି…
ହାର୍ ମାନିଛି ବୟସ: ପ୍ରତିବନ୍ଧକ ସାଜିପାରିନାହିଁ ବାର୍ଦ୍ଧକ୍ୟ, ସଫଳତା ପାଇ ସାଜିଛନ୍ତି ଉଦାହରଣ
ଘର ସଂସାର ଜଞ୍ଜାଳ କରୁ କରୁ ଅଧିକାଂଶ ନାରୀଙ୍କ ଜୀବନର ବହୁ ମୂଲ୍ୟବାନ ବର୍ଷସବୁ ବିତିଯାଏ। ଘର ପାଲଟିଯାଏ ତାଙ୍କ ପାଇଁ ଦୁନିଆ। ତାରି ଭିତରେ ରହି ଜଞ୍ଜାଳରେ ପେଷି ହୋଇ କେତେବେଳେ ଯେ ବୟସ ଗଡ଼ି ବାର୍ଦ୍ଧକ୍ୟ ଚାଲିଆସେ ଜଣାପଡ଼େନା।…
ଅନ୍ତର୍ଜାତୀୟ ମହିଳା ଦିବସରେ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ନାରୀଶକ୍ତିକୁ ମୋଦି ଅଭିନନ୍ଦନ ଜଣାଇବା ସହ ମହିଳା ଦିବସରେ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ମହିଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।…
ଫେଡ୍ କପ୍: ଭାରତ ପ୍ରଥମ ଥର ପ୍ଲେ-ଅଫ୍ରେ
ଦୁବାଇ, ୮ା୩ (ପି.ଟି.)-ପ୍ରଥମ ଥର ପ୍ଲେ-ଅଫ୍ରେ ପ୍ରବେଶ କରି ଭାରତୀୟ ଫେଡ୍ କପ୍ ଟିମ୍ ଇତିହାସ ସୃଷ୍ଟି କରିଛି। ଅଙ୍କିତା ରାଇନାଙ୍କ ନେତୃତ୍ୱାଧୀନ ଦଳ ଏଠାରେ ଇଣ୍ଡୋନେସିଆ ବିପକ୍ଷରେ ୨-୧ରେ ବିଜୟ ହାସଲ କରିଛି। ପ୍ରଥମ ସିଙ୍ଗଲ୍ସରେ ଋତୁଜା ଭୋସ୍ଲେ ହାରିବା…
ଅସ୍ଥାନାଙ୍କୁ ସିବିଆଇର କ୍ଲିନ୍ଚିଟ୍
ନୂଆଦିଲ୍ଲୀ,୮।୩: ଲାଞ୍ଚ ଗ୍ରହଣ ମାମଲାରେ ସିବିଆଇର ପୂର୍ବତନ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ଏବଂ ଡିଏସ୍ପି ଦେବେନ୍ଦ୍ର କୁମାରଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କ୍ଲିନ୍ଚିଟ୍ ଦେଇଛି। ଶନିବାର ସିବିଆଇ ସ୍ବତନ୍ତ୍ର କୋର୍ଟ ଉକ୍ତ କ୍ଲିନ୍ଚିଟ୍କୁ ଗ୍ରହଣ କରିଥିବାରୁ ଅସ୍ଥାନାଙ୍କ ପାଇଁ ବଡ଼…
ଇଣ୍ଡିଆନ୍ ଓ୍ବେଲ୍ସରୁ ଓହରିଲେ ଆଣ୍ଡ୍ରେସ୍କୁ
ଇଣ୍ଡିଆନ ଓ୍ବେଲ୍ସ,୮।୩(ଏଏଫ୍ପି)- ଏଠାରେ ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ଓ୍ବେଲ୍ସ ଟେନିସ ଟୁର୍ନାମେଣ୍ଟରୁ ଗତଥରର ଚାମ୍ପିୟନ ତଥା ବିଶ୍ୱର ୪ ନମ୍ବର ଖେଳାଳି ବାଇଆଙ୍କା ଆଣ୍ଡ୍ରେସ୍କୁ ଓହରିଯାଇଛନ୍ତି। କାନାଡ଼ାର ଏହି ମହିଳା ତାରକା ଖେଳାଳି ବାମ ଆଣ୍ଠୁରେ ଦେଖା…
ଭାରତରେ କରୋନା ରୋଗୀ ସଂଖ୍ୟା ୩୪
ନୂଆଦିଲ୍ଲୀ,୮।୩: ଶନିବାର ଆଉ ୩ ଜଣଙ୍କଠାରେ କରୋନା ପଜିଟିଭ୍ ଜଣାପଡିବା ପରେ ଦେଶରେ ରୋଗୀ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ନୂଆ ୩ କରୋନା ସଂକ୍ରମିତଙ୍କ ମଧ୍ୟରୁ ଦୁଇଜଣଙ୍କ ଘର ଲଦାଖରେ ଓ ଜଣେ ତାମିଲନାଡୁର। ଲଦାଖର ଉକ୍ତ ବ୍ୟକ୍ତି ପୂର୍ବରୁ ଇରାନ…
Archives


