ସେପ୍ଟେମ୍ବର ପର୍ଯ୍ୟନ୍ତ ୫୪ ଏନ୍ଏସ୍ଏଫ୍ଗୁଡିକୁ ସ୍ବୀକୃତି ପ୍ରଦାନ
ନୂଆଦିଲ୍ଳୀ,୧୧।୫ (ପି.ଟି.): କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦେଶର ୫୪ ଜାତୀୟ ସ୍ପୋଟର୍ସ ଫେଡେରେଶନ (ଏନ୍ଏସ୍ଏଫ୍)ଗୁଡିକୁ ସ୍ବୀକୃତି ପ୍ରଦାନ କରିଛି। ଚଳିତବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସ୍ବୀକୃତି ବଳବତ୍ତର ରହିବ। ତେବେ ପାରା ଅଲିମ୍ପିକ୍ କମିଟି ଅଫ୍ ଇଣ୍ଡିଆ (ପିସିଆଇ) ଓ ରୋଇଂ…
ଛେତ୍ରୀଙ୍କୁ ଆଦର୍ଶ ମାନିବାକୁ ଯୁବ ଫୁଟବଲରୁ ବିଜୟନ୍ଙ୍କ ପରାମର୍ଶ
ନୂଆଦିଲ୍ଳୀ,୧୧।୫(ପି.ଟି.): ଦେଶର ଯୁବ ଫୁଟବଲରଙ୍କୁ କିମ୍ବଦନ୍ତୀ ଫୁଟବଲର ଆଇ.ଏମ୍. ବିଜୟନ ଏକ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି। ଭାରତୀୟ ଦଳ ଅଧିନାକ ସୁନୀଲ ଛେତ୍ରୀଙ୍କ ପଦାନୁସରଣ କରିବାକୁ ଓ ତାଙ୍କୁ ଆଦର୍ଶ ମାନିବାକୁ ସେ ଯୁବ ଫୁଟବଲରମାନଙ୍କୁ ପରାମର୍ଶ ଦେଇଛନ୍ତି। ଗତ ମାସ…
ଇଂଲଣ୍ଡରେ ଟେନିସ କୋର୍ଟ, ଗଲ୍ଫ କୋର୍ସ ପୁଣି ଖୋଲାଯିବ
ଲଣ୍ଡନ,୧୧।୫ (ଏପି): ବୁଧବାରଠାରୁ ଇଂଲଣ୍ଡରେ ଟେନିସ କୋର୍ଟ ଓ ଗଲ୍ଫ କୋର୍ସ ସବୁ ପୁଣି ଖୋଲାଯିବ ବୋଲି ବ୍ରିଟିଶ୍ ସରକାର କହିଛନ୍ତି। ତେବେ ନିଜ ସାଥି ଖେଳାଳିଙ୍କ ସହ କ୍ରୀଡ଼ାବିତ୍ମାନେ ଖେଳିପାରିବେ ବୋଲି କୁହାଯାଇଛି। କରୋନା ଭାଇରସ୍ ସଂକ୍ରମଣ କାରଣରୁ ମାର୍ଚ୍ଚ…
ଲକ୍ଡାଉନ୍ ଉଠିଲେ ତାରକା ଆଥ୍ଲେଟଙ୍କ ଟ୍ରେନିଂ ଆରମ୍ଭ ହେବ: ରିଜିଜୁ
ନୂଆଦିଲ୍ଲୀ,୧୧।୫(ପି.ଟି.): କୋଭିଡ୍-୧୯ ମହାମାରୀ କାରଣରୁ ଚାଲିଥିବା ଲକ୍ଡାଉନ୍ ଉଠାଇ ଦିଆଗଲେ ତାରକା ତଥା ଆଗଧାଡିର ଆଥ୍ଲେଟମାନେ ସେମାନଙ୍କ ଟ୍ରେନିଂ ଆରମ୍ଭ କରିପାରିବେ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ତେଣୁ କ୍ରୀଡ଼ାବିତ୍ ଓ କ୍ରୀଡ଼ା ସହିତ ଜଡିତ ରହିଥିବା ବ୍ୟକ୍ତିମାନଙ୍କୁ…
ସୋସିଆଲ ମିଡିଆରେ ଗଞ୍ଜାମ ଜିଲାର ମିଥ୍ୟା କରୋନା ପଜିଟିଭ ତାଲିକା
ଛତ୍ରପୁର, ୧୧।୫( ଡି.ଏନ୍.ଏ.): ଗଞ୍ଜାମ ଜିଲାର କରୋନା ପଜିଟିଭର ଏକ ମିଥ୍ୟା ତାଲିକା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ଉପରେ କେହି ବିଶ୍ୱାସ କରନ୍ତୁ ନାହିଁୟ। ଏହାକୁ ସେୟାର କିମ୍ବା ଫରୱାର୍ଡ ମଧ୍ୟ କରନ୍ତୁ ନାହିଁ ବୋଲି ଜିଲାପାଳ…
ରାଜ୍ୟକୁ କେନ୍ଦ୍ରର ପରାମର୍ଶ: ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ ରେଳ ମନ୍ତ୍ରଣାଳୟ ସହ ଯୋଗାଯୋଗ କର
ଭୁବନେଶ୍ୱର,୧୧ା୫(ବ୍ୟୁରୋ): କରୋନା (କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ଦୀର୍ଘ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ହେବ ସମଗ୍ର ଦେଶ ଲକ୍ଡାଉନରେ ରହିଛି। କଳକାରଖାନା, ବ୍ୟବସାୟ ପ୍ରତିଷ୍ଠାନ ସବୁ କିଛି ବନ୍ଦ ରହିଛି। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଅସହାୟ ଶ୍ରମିକମାନେ ନିଜ ଘରକୁ…
ଟ୍ରେନ୍ ଯାତ୍ରୀଙ୍କ ପାଇଁ ଜାରି ହେଲା ଗାଇଡଲାଇନ: ମାସ୍କ ପିନ୍ଧିବା ଜରୁରୀ
ନୂଆଦିଲ୍ଲୀ,୧୧।୫: ଲକ୍ ଡାଉନରେ ଫସି ରହିଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରିଛନ୍ତି। ମେ’ ୧୨ ଅର୍ଥାତ୍ ମଙ୍ଗଳବାରଠାରୁ ୧୫ଟି ଟ୍ରେନ୍ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ସୋମବାର ସାରୁ ଟିକେଟ ବୁକିଂ ଆରମ୍ଭ…
ଭୁବନେଶ୍ୱର ଏମ୍ସର ୪ ଡାକ୍ତର, ୨ ଆଟେଣ୍ଡାଣ୍ଟଙ୍କୁ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ
ଭୁବନେଶ୍ୱର, ୧୧।୫(ବ୍ୟୁରୋ): ଭୁବନେଶ୍ୱର ଏମ୍ସ ହସ୍ପିଟାଲର ୪ ଡାକ୍ତରଙ୍କୁ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ପଠାଯାଇଛି। ୪ ଡାକ୍ତରଙ୍କ ସହ ୨ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ କ୍ୱାରାଣ୍ଟାଇନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିଥିବାରୁ ଏମ୍ସ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିବା…
CORONAVIRUS UPDATE: ସୁସ୍ଥ ହେଲେ ୧୭ କରୋନା ପଜିଟିଭ: ରାଜ୍ୟରେ ମୋଟ ସୁସ୍ଥ ହେଲେଣି ୮୫ ଜଣ
ଭୁବନେଶ୍ୱର, ୧୧।୫(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ୧୭ କରୋନା ପଜିଟିଭ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ର ୭ ଜଣ ହୋଇଥିବା ବେଳେ ଖୋର୍ଦ୍ଧା ଜିଲାର ୫, ଭଦ୍ରକର ୩ ଓ ବାଲେଶ୍ୱରର ୨ ଜଣ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ…
ଚେନ୍ନାଇ, ସୁରଟରୁ ଟ୍ରେନରେ ଆସିଲେ ୨୩୫୦ ପ୍ରବାସୀ
ଛତ୍ରପୁର, ୧୧।୫(ଡି.ଏନ୍.ଏ.): ଚେନ୍ନାଇ ଓ ସୁରଟରୁ ଗୋଟିଏ ଲେଖାଏ ଟ୍ରେନ ଆସି ସୋମବାର ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଛି। ଏଥିରେ ମୋଟ ୨୩୫୦ ଜଣ ପ୍ରବାସୀ ଓଡିଶା ଫେରିଛନ୍ତି। ସକାଳ ପ୍ରାୟ ୮ ଟା ୨୪ରେ ଚେନ୍ନାଇରୁ ଏକ ଟ୍ରେନ…
ମେ ୧୫ରେ ଖୋଲିବ ବଦ୍ରିନାଥ ମନ୍ଦିର: ୨୭ ଜଣଙ୍କୁ ପ୍ରବେଶ ଅନୁମତି
ଚାମୋଲି,୧୧।୫: ଉତ୍ତରାଖଣ୍ଡରେ ଥିବା ପ୍ରଭୁ ବଦ୍ରିନାଥଙ୍କ ମନ୍ଦିର ମେ ୧୫ରେ ଖୋଲିବ। ତେବେ ମନ୍ଦିରରେ ପ୍ରବେଶ ପାଇଁ କେବଳ ୨୭ଜଣଙ୍କୁ ଅନୁମତି ମିଳିବ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରେ ମନ୍ଦିରର ମୁଖ୍ୟ ପୂଜକ ମଧ୍ୟ ରହିବେ। ପ୍ରବେଶ…
କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ପିଗି ବ୍ୟାଙ୍କ ଦାନ କଲେ ଦୁଇ ଶିଶୁ
ଲକ୍ଷ୍ନୌ,୧୧।୫: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା ମୁକାବିଲା ପାଇଁ ବହୁ ଲୋକ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଦାନ ଜାରି ରଖିଛନ୍ତି। ଏହି ମର୍ମରେ ଉତ୍ତରପ୍ରଦେଶ ଗୋଣ୍ଡା ଅଞ୍ଚଳର ଦୁଇ ଶିଶୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ନିଜ…

