କଣ୍ଟାବାଞ୍ଜିରେ ସ୍ଥିତି ଅନୁଧ୍ୟାନ କଲେ ବଲାଙ୍ଗୀର ଏସ୍ପି
କଣ୍ଟାବାଞ୍ଜି, ୨୦।୪(ଡି.ଏନ.ଏ.): କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଦେଶକୁ ଲକ୍ ଡାଉନ ରଖା ଯାଇଛି। ହେଲେ ଏହା ଠିକ୍ ଠାକ୍ ଭାବେ ପାଳନ ହେଉଛି କି ନାହିଁ ତାହା ପରଖିବା ପାଇଁ ବଲାଙ୍ଗୀର ଏସପି ସନ୍ଦୀପ ମାଡକର କଣ୍ଟାବାଞ୍ଜି ବିଭିନ୍ନ…
କରୋନା ସହିତ ଲଢ଼େଇ ପାଇଁ କୋଟିଏ ୨୪ ଲକ୍ଷ ଯୋଦ୍ଧା ପ୍ରସ୍ତୁତ
ନୂଆଦିଲ୍ଲୀ,୨୦।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି କରୋନା ସହିତ ଲଢ଼ିବା ପାଇଁ କୋଟିଏ ୨୪ ଲକ୍ଷ ୮୫ ହଜାର ୬୫୯ କରୋନା ଯୋଦ୍ଧା ପ୍ରସ୍ତୁତ…
କରୋନ ସରକାରୀ ସହାୟତା ପାଇବ କିଏ: ମହାଜନଙ୍କ ପାଖରେ ବନ୍ଧକ ପଡ଼ିଛି ଗରିବଙ୍କ ରାଶନ କାର୍ଡ
କୋଲକତା,୨୦।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତ ସରକାର ଦେଶବ୍ୟାପୀ ଲକ୍ ଡାଉନ୍ ଜାରି କରିଛନ୍ତି। ତେବେ ଗରିବ, ଦିନ ମଜୁରିଆ, ବିପିଏଲ୍. ଶ୍ରମିକ ଆଦିଙ୍କ ପାଇଁ ସରକାର କରୋନା ସହାୟତା ଘୋଷଣା କରିଛନ୍ତି। ରାଶନ କାର୍ଡ ଥିବା ଲୋକଙ୍କୁ ଏକ…
କୋଭିଡ୍-୧୯ ଏବଂ ବାୟୁ ସଂକ୍ରମଣ
”ମନରେ କୋଭିଡ୍-୧୯ ଭୂତାଣୁକୁ ନେଇ ଅନେକ ସମୟରେ ଅନେକ ପ୍ରଶ୍ନ ଆସିଥାଏ। ତନ୍ମଧ୍ୟରୁ ଗୋଟିଏ ହେଲା ଯେ ଏହା ବାୟୁ ମାଧ୍ୟମରେ ବ୍ୟାପୁ ନାହିଁ କାହିଁକି ? ବାସ୍ତବରେ ଏହାକୁ ଏକ ଆଶୀର୍ବାଦ ବୋଲି ବିଚାର କରିବାକୁ ହେବ। ନଚେତ୍ ଏହାର…
କରୋନା ମାଡ଼: ମାସେ ହେଲା ହାତ ବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ, ଋଣ ଛାଡ଼ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଲେ ସ୍ମାରକପତ୍ର
ଛତ୍ରପୁର,୨୦ା୪(ଡି.ଏନ୍.ଏ.): କରୋନା ଭୂତାଣୁ ସଂକ୍ରମଣ ନେଇ ଲାଗି ରହିଥିବା କଟକଣା ଯୋଗୁ ଗତ ଏକ ମାସ ହେଲା ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳର ମତ୍ସ୍ୟଜୀବୀ ଘରେ ହାତ ବାନ୍ଧି ବସିଛନ୍ତି। ଫଳରେ ସେମାନଙ୍କ ଜୀବନ ଜୀବିକା ବିଶେଷ ପ୍ରଭାବିତ ହୋଇଛି। ପରିବାର…
ଭିଡିଓ କନ୍ଫରେନ୍ସିଂ ଜରିଆରେ ୫ ଜିଲାର କୋଭିଡ ହସ୍ପିଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଝାରସୁଗୁଡା ଅଫିସ,୨୦।୪: ରାଜ୍ୟର ୨୨ଟି କୋଭିଡ ହସ୍ପିଟାଲ ଇତିମଧ୍ୟରେ ଉଦ୍ଘାଟିତ ହୋଇସାରିଛି। ସୋମବାର ନୂତନ ଭାବେ ୫ଟି ଜିଲା ଯଥା ଅନୁଗୋଳ, ଜଗତ୍ସିଂହପୁର, ସୁନ୍ଦରଗଡ, ବରଗଡ଼ ଓ ନବରଙ୍ଗପୁରରେ କୋଭିଡ୍ ହସ୍ପିଟାଲ ଲୋକାର୍ପଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ…
ଭଦ୍ରକର ୫ ପୁରୁଷ କରୋନା ପଜିଟିଭ୍
ଭୁବନେଶ୍ୱର, ୨୦।୪(ବ୍ୟୁରୋ): ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ସୋମବାର ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲେଶ୍ୱର ଜିଲାର ୨ ଓ ଭଦ୍ରକର ଜିଲାର ୫ ପଜିଟିଭ୍ ରହିଛନ୍ତି। ଭଦ୍ରକର ୫ଜଣ ପୁରୁଷଙ୍କଠାରେ କରୋନା ଭୂତାଣୁ ଠାବ ହୋଇଛି। ଆକ୍ରାନ୍ତଙ୍କ ବୟସ…
କରୋନା ପୀଡ଼ିତ ପିଜା ଡେଲିଭରି ବୟଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରିପୋର୍ଟ ଆସିଲା
ନୂଆଦିଲ୍ଲୀ,୨୦।୪: ଦକ୍ଷିଣ ଦିଲ୍ଲୀରେ ଜଣେ ପିଜା ଡେଲିଭରି ବୟ କରୋନା ଭାଇରସରେ ସଂକ୍ରମିତ ହେବା ପରେ ପାଖାପାଖି ୭୨ ପରିବାରକୁ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଏହାସହ ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କର କେତେଜଣ ସହଯୋଗୀଙ୍କୁ ମଧ୍ୟ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଏହି ଘଟଣାରେ…
କରୋନା ରିଲିଫ୍ ପାଣ୍ଠିରୁ ୨୬୧ କୋଟି ଲୁଟି ନେଲେ ହ୍ୟାକର
ବର୍ଲିନ୍,୨୦।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଜାରି ରହିଛି। ସହାୟତା ପାଇଁ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ କରୋନା ରିଲିଫ୍ ପାଣ୍ଠିକୁ ଦାନ ମଧ୍ୟ ଦେଉଛନ୍ତି। ଏହି ଅର୍ଥ କରୋନା ଲଢ଼େଇରେ ବିନିଯୋଗ ହେବ। ଯାହାଦ୍ୱାରା ସମାଜର ହିତ…
ରାଇକିଆ ବସଷ୍ଟାଣ୍ଡ ପାଲଟିଛି ଅସ୍ଥାୟୀ ପରିବା ମାର୍କେଟ
ରାଇକିଆ,୨୦।୪(ଡି.ଏନ୍.ଏ.): କରୋନା ପାଇଁ ସମଗ୍ର ରାଜ୍ୟରେ ଲକ୍ଡାଉନ ଜାରି ରହିଛି। ଫଳରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ରାସନ ଓ ପରିବା ଦୋକାନ ଖୋଲା ରହୁଛି । ଭିଡ଼ ଏବଂ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଅସ୍ଥାୟୀ ଭାବେ ବସ୍ଷ୍ଟାଣ୍ଡ ପରିସରରେ…
ଲକ୍ ଡାଉନ୍: ରମଜାନ ନମାଜ ଉପରୁ ହଟିଲା କଟକଣା
ଇସଲାମାବାଦ୍,୨୦।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ବହୁ ଦେଶରେ ଲକ୍ ଡାଉନ୍ ଜାରି ହୋଇଛି। ଏପ୍ରିଲ୍ ୨୪ଠାରୁ ରମଜାନ ମାସ ଆରମ୍ଭ ହେଉଥିବାରୁ ଏହି ସମୟରେ ମସଜିଦ୍ରେ ସାମୁହିକ ନମାଜ ପାଠକୁ ସୌଦି ସମେତ…
ଚିନ୍ତା ବଢାଉଛି କରୋନା: ବ୍ରିଟେନରେ ସରି ଆସୁଛି ପିପିଇ, ସଂକ୍ରମଣରେ ୮୦ ଡାକ୍ତର, ନର୍ସଙ୍କ ମୃତ୍ୟୁ
ଲଣ୍ଡନ,୨୦।୪: ବ୍ରିଟେନରେ କରୋନା ସଂକ୍ରମଣ ଏବେ କମ୍ ଥିବା ସୂଚନା ରହିଛି। ହେଲେ ଏବେ ସେଠାରେ ଆଉ ଏକ ସମସ୍ୟା ହେଉଛି ଆଉ ମାତ୍ର ଗୋଟିଏ ଦିନ ପାଇଁ ସେମାନଙ୍କ ପାଖରେ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ(ପିପିଇ) ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ…
Archives


