Home

୩୬ ନଂ. ଓ୍ବାର୍ଡରେ ୨୨ୟୁନିଟ୍‌ ରକ୍ତ ସଂଗ୍ରହ

କଟକ ଅଫିସ,୨୨।୪: କଟକ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନଂ. ୩୬ରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ୨୨ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ବିଧାୟକ ସୌଭିକ୍‌ ବିଶ୍ୱାଳ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ପୂର୍ବତନ ଡେପୁଟି ମେୟର୍‌…

ଜନ ପ୍ରତିନିଧି, ସରକାରୀ ଅଧିକାରୀ ପ୍ରସ୍ତୁତ ରହିବାକୁ ଆହ୍ବାନ

ଯାଜପୁର ଅଫିସ,୨୨ା୪: ଯେନତେନ ପ୍ରକାରେ ବାହାର ରାଜ୍ୟରୁ ବିଶେଷ କରି କୋଲକତାରୁ ଆସିଥିବା ବ୍ୟକ୍ତିମାନେ ପଞ୍ଜୀକୃତ ହୋଇ ନାହାନ୍ତି। ସେମାନେ ଦୟାକରି ତୁରନ୍ତ ପଞ୍ଜୀକରଣ କରାଇ ସରକାରୀ କ୍ବାରାଣ୍ଟାଇନରେ ରହିବାକୁ ଜିଲାପାଳ ରଞ୍ଜନ କୁମାର ଦାସ ଅନୁରୋଧ କରିଛନ୍ତି। କରୋନା ପାଇଁ…

କନିଷ୍ଠ ରାଜସ୍ବ ସହାୟକ ନିଲମ୍ବିତ

ଯାଜପୁର ଅଫିସ,୨୨ା୪: ବିନାନୁମତିରେ ଛୁଟିରେ ରହିବା ଓ ଉପରିସ୍ଥ ଅଧିକାରୀଙ୍କ ଆଦେଶ ଅବମାନନା କରିବା ଯୋଗୁ ସୁକିନ୍ଦା ତହସିଲର କନିଷ୍ଠ ରାଜସ୍ବ ସହାୟକ (ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ) ଅନିଲ କୁମାର ବାନାରାଙ୍କୁ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ବୁଧବାର କାର୍ଯ୍ୟରୁ…

ପୋଖରୀ ଖୋଳା ବନ୍ଦ କଲା ପ୍ରଶାସନ

ଓଡ଼ଗାଁ,୨୨ା୪(ସ୍ବ.ପ୍ର.): ଲକ୍‌ଡାଉନ ସମୟରେ ଓଡ଼ଗାଁ ବ୍ଲକ କୋରପିଠା ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପୋଖରୀ ଖୋଳା କାରନାମା ପଦାରେ ପଡିଛି। ଲୋକେ ଏ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପ୍ରଶାସନ ଏହାକୁ ବନ୍ଦ କରାଇଛି। ସୂଚନା ଅନୁସାରେ ରାଜ୍ୟ ସରକାର…

ମହିଳାଙ୍କୁ ଅଶାଳୀନ ଇଙ୍ଗିତ, ଯୁବକ କୋର୍ଟ ଚାଲାଣ

ରସୁଲପୁର,୨୨।୪(ଡିଏନଏ): ରସୁଲପୁର ବ୍ଲକ ଓଡ଼ିଶୋ ପଞ୍ଚାୟତ ଅରତିଆ-କୁସୁନପୁର ଗ୍ରାମରେ ହରିହର ମଳିକ ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ମହିଳାଙ୍କୁ ଅଶାଳୀନ ଇଙ୍ଗିତ ପ୍ରଦର୍ଶନ କରି ଜେଲ ଯାଇଛି। ମହିଳାଙ୍କ ଅଭିଯୋଗ ଅନୁସାରେ, ହରିହର ତାଙ୍କ ଉପରେ କୁଦୃଷ୍ଟି ରଖିବା…

ଭଦ୍ରକ କରୋନା ସଂକ୍ରମିତଙ୍କ ସମ୍ପର୍କୀୟ ଜିନ୍ଦଲ କାରଖାନାର ଶ୍ରମିକ: ୫ ଜଣଙ୍କୁ ସଙ୍ଗରୋଧରେ ରଖିଛି କମ୍ପାନୀ

ଯାଜପୁର ଅଫିସ,୨୨ା୪: କଳିଙ୍ଗନଗର ଜିନ୍ଦଲ ଷ୍ଟେନଲେସ ଲିମିଟେଡ କାରଖାନାରେ ଜଣେ କାର୍ଯ୍ୟରତ ଶ୍ରମିକ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡିଛି। ଏହା ଜଣାପଡିବା ପରେ ଜିଲା ପ୍ରଶାସନ ସହାୟତାରେ କମ୍ପାନୀ କର୍ତ୍ତୃପକ୍ଷ…

୧୩ ଆକ୍ରାନ୍ତଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ପହଞ୍ଚିଛି। ଇତିମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବୁଧବାର ୧୩ କରୋନା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରିର ତଥ୍ୟ ପ୍ରଦାନ…

ଗାଁକୁ ଛାଡିଲେ ନାହିଁ, ପୋଲ ତଳକୁ ଖସି ପଡିଲେ

ଲୋଇସିଂହା,୨୨ା୪(ଡି. ଏନ .ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଟରାପାଲି-ଝାରମୁଣ୍ଡା ରାସ୍ତାର କୁଟରାପାଲି ପୋଲତଳୁ ମଙ୍ଗଳବାର ରାତିରେ ଜଣେ ବ୍ୟକ୍ତିଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବିଙ୍ଗହ୍ୟୁମାନ ଫାଉଣ୍ଡେଶନର ସ୍ବେଚ୍ଛାସେବୀମାନେ ଅଗ୍ନିଶମ ବିଭାଗ ସହାୟତାରେ ତାଙ୍କୁ ଉଦ୍ଧାର କରି ଲୋଇସିଂହା ଡାକ୍ତରଖାନାରେ…

ମହୁଲ ଗୋଟାଇବାକୁ ଯାଇଥିବା ବୃଦ୍ଧାଙ୍କ ବଜ୍ରପାତରେ ଜୀବନ ଗଲା

ବାମରା,୨୨।୪(ଡି.ଏନ.ଏ.):ସମ୍ବଲପୁର ଜିଲା ବାମରା ବ୍ଲକ ସଗରା ପଞ୍ଚାୟତ ମୁଣ୍ଡଲେସା ଗାଁର ନେଗି କୁଜୁରଙ୍କ ସ୍ତ୍ରୀ ତାସରି କୁଜୁର (୬୨)ଙ୍କ ବଜ୍ରପାତରେ ଜୀବନ ଯାଇଛି। ସେ ଭୋରରୁ ଘରଠାରୁ ପ୍ରାୟ ୧ କିମି ଦୂରକୁ ମହୁଲ ଗୋଟେଇବାକୁ ଯାଇଥିଲେ। ହେଲେ ଏହି ସମୟରେ…

ସମ୍ବଲପୁରରେ କୋଭିଡ୍‌ ମେଡିକାଲ ଉଦ୍‌ଘାଟିତ

ସମ୍ବଲପୁର,୨୨ା୪(ବ୍ୟୁରୋ)-ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ କୋଭିଡ୍‌-୧୯ ମେଡିକାଲକୁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବୁଧବାର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଡିଆରଡିଏ ସମ୍ମିଳନୀ କକ୍ଷରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଦାସ କହିଛନ୍ତି, ଏହି ମେଡିକାଲ ୨ ଶହ ଶଯ୍ୟା…

ଜାଲ ବୁଣି ସମୟ କାଟୁଛନ୍ତି ସମାରୁ

ସମ୍ବଲପୁର,୨୨ା୪(ବ୍ୟୁରୋ)-ମହାମାରୀ କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି । ଏପ୍ରିଲ ୨୦ରୁ କଟକଣା କିଛିମାତ୍ରାରେ କୋହଳ କରାଯାଇଛି । ଲକ୍‌ଡାଉନର ସୁଯୋଗ ନେଇ ଅନେକଙ୍କ ଜୀବନଶୈଳୀରେ ବି ପରିବର୍ତ୍ତନ ଆସିଛି । ପୁରାତନ କାମକୁ ଆପଣେଇଛନ୍ତି ବହୁ ଲୋକ।…

ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ଚାଷୀଙ୍କ ସହାୟତା

ନୂଆଗାଁ, ୨୨।୪ (ଡି.ଏନ.ଏ.)-ବୁଧବାର ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡା ଗ୍ରାମର ଚାଷୀ ବାସୁଦେବ ସାହୁ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୫୫ ହଜାର ୫୫୫ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି । ରାଉରକେଲା ଅତିରିକ୍ତ ଜିଲାପାଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri