CORONAVIRUS UPDATE: ଆଉ ୬୩ ନୂଆ ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି
ଭୁବନେଶ୍ୱର,୨୯।୫(ବ୍ୟୁରୋ): ରାଜ୍ୟରେ ବଢ଼ୁଛି କରୋନା ଆକ୍ରାନ୍ତ ସଂଖ୍ୟା। ଶୁକ୍ରବାର ଆଉ ୬୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୧ କ୍ୱାରାଣ୍ଟାଇନ୍ କେନ୍ଦ୍ରର ହୋଇଥିବା ବେଳେ ୨ଟି ଲୋକାଲ୍ କେସ୍ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ…
ଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ନୀତି ନିର୍ଘଣ୍ଟ
କେନ୍ଦ୍ରାପଡ଼ା ଅଫିସ, ୨୯।୫: ଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ଲାଗି ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ସକାଳ ୬ରୁ ୭ଟା ମଧ୍ୟରେ ଶ୍ରୀଜୀଉ ସ୍ନାନ ମଣ୍ଡପକୁ ବିଜେ ହେବେ। ୭ଟା୩୦ରେ ଜୟ ମଙ୍ଗଳା ଆରତି, ୧୦ଟାରେ ନୀତି ସ୍ନାନ, ୧୨ଟାରେ ବଲ୍ଲଭ ମଣୋହି,…
ଲକ୍ଡାଉନ୍ରେ ଛାତ ଉପର ସଫାକରି ଷ୍ଟଣ୍ଟକଲେ ଅଭିନେତ୍ରୀ: ଭିଡିଓ ଭାଇରାଲ
କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍ଡାଉନ ଜାରି ରହିଥିବା ବେଳେ ବଲିଉଡ୍ରେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଏହି ସମୟରେ କଳାକାରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏହାର ଫଟୋ ଓ ଭିଡିଓ ସେମାନେ ସୋସିଆଲ ମିଡିଆରେ ସେୟାର…
ଧୋନୀଙ୍କ ଅବସରକୁ ନେଇ ଏମିତି କହିଲେ ସାକ୍ଷୀ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଟୁଇଟରେ ଧୋନି ରିଟାୟାର୍ସ ହ୍ୟାସଟ୍ୟାଗ ଟ୍ରେଣ୍ଡିଂ ହେବା ପରେ ଧୋନୀଙ୍କ ସ୍ତ୍ରୀ ମୁହଁ ଖୋଲିଛନ୍ତି। ‘ଏହା କେବଳ ଗୁଜବ, ମୁଁ ବୁଝି…
ଏମିତି ଗୁରୁଦ୍ୱାର, ଯେଉଁଠି ଦିଆଯାଏ ନାହିଁ ଲଙ୍ଗର
ଆମ ଦେଶରେ କିଛି ମନ୍ଦିର ଏବଂ ଗୁରୁଦ୍ୱାର ରହିଛି, ଯାହା ସମ୍ପର୍କରେ ଅନେକ ରହସ୍ୟ ଲୁଚି ରହିଛି। ଏମିତି ଏକ ଗୁରୁଦ୍ୱାର ଅଛି, ଯେଉଁଠି କେବେ ଲଙ୍ଗର ଦିଆଯାଏ ନାହିଁ, ତଥାପି ଲୋକେ ଭୋକରେ ରୁହନ୍ତି ନାହିଁ। ଚଣ୍ଡୀଗଡ଼ର ସେକ୍ଟର -୨୮ରେ…
ହରର୍ ଫିଲ୍ମ ‘ଛୋରୀ’ରେ ଦର୍ଶକଙ୍କୁ ଡରାଇବେ ନୁସରତ୍
ଅଭିନେତ୍ରୀ ନୁସରତ୍ ଭରୁଚା ହରର୍ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ଡରାଇବା ପାଇଁ ରେଡ୍ଡି ହେଉଛନ୍ତି। ହରର ଫିଲ୍ମ ‘ଛୋରୀ’ରେ ତାଙ୍କୁ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ। ଏହା ମରାଠୀ ଫିଲ୍ମ ‘ଲପାଛପୀ’ର ରିମେକ୍। ଏ ନେଇ ନୁସରତ ନିଜ ସୋସିଆଲ ମିଡିଆ…
ବର୍ଡର ସିଲ୍ ହେବା ପରେ ଦିଲ୍ଲୀ-ଗୁରୁଗ୍ରାମରେ ରାସ୍ତା ଜାମ୍: ପାସ୍ଧାରୀଙ୍କୁ ବି ମିଳିଲାନି ଅନୁମତି
ନୂଆଦିଲ୍ଲୀ,୨୯।୫: କରୋନା ଭାଇରସ୍ ବଢ଼ୁଥିବା ମାମଲାକୁ ଦେଖି ହରିୟାଣା ସରକାର ଦିଲ୍ଲୀ ନିକଟସ୍ଥ ସୀମାକୁ ପୁଣି ଥରେ ସିଲ୍ କରିଦେଇଛନ୍ତି। ଗୁରୁବାର ରାତିରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ଶୁକ୍ରବାର ସକାଳେ ଏହାର ପ୍ରଭାବ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଛି।…
ଭାଜପା ଏମ୍ପି ଗୌତମ ଗମ୍ଭୀରଙ୍କ ପିତାଙ୍କ ଗାଡ଼ି ଚୋରି
ନୂଆଦିଲ୍ଲୀ,୨୯।୫: ଭାଜପା ଏମ୍ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ପିତାଙ୍କ କାର୍ ଗୁରୁବାର ବିଳମ୍ବିତ ରାତିରେ ନିଜ ବାସଭବନରୁ ହୋଇଯାଇଛି। ଏନେଇ ଗମ୍ଭୀରଙ୍କ ପରିବାର ପକ୍ଷରୁ ପୋଲିସ ନିକଟରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ୍…
ଗରମ ପ୍ରକୋପ: ଭଗବାନଙ୍କୁ କୋଲ୍ଡ ଡ୍ରିଙ୍କ୍ସ ପିଆଇଲେ ଭକ୍ତ
ବାରାଣସୀ,୨୯।୫: ଉତ୍ତର ଭାରତରେ ଗରମର ପ୍ରକୋପ ବଢ଼ିବାରେ ଲାଗିଛି। ଗରମ ଯୋଗୁ ସାଧାରଣ ଲୋକଙ୍କ ବ୍ୟତୀତ ଭଗବାନ ବି ଏଥିରୁ ନିସ୍ତାର ପାଇପାରୁ ନାହାନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ଲୋକମାନେ ନିଆରା ଢ଼ଙ୍ଗ ଆପଣାଇଛନ୍ତି। ଗରମ ଦାଉରୁ ରକ୍ଷା ପାଇବା…
ରାଜଧାନୀରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା
ଭୁବନେଶ୍ୱର,୨୯ା୫(ବ୍ୟୁରୋ): ଗୁରୁବାର ବିଳମ୍ବିତ ରାତିରେ ରାଜଧାନୀରେ ପ୍ରବଳ ବର୍ଷା, ପବନ ସାଙ୍ଗକୁ ପ୍ରାୟ ଦେଢ଼ ଘଣ୍ଟା ଧରି ଘଡ଼ଘଡ଼ି ଜାରି ରହିଥିଲା। ଫଳରେ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ସହ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା। ଘଡ଼ଘଡ଼ିର ଭୟଙ୍କର…
ଆରମ୍ଭ ହେଲା ଶ୍ରୀକ୍ଷେତ୍ରର ବିକାଶ କାର୍ଯ୍ୟ: ଉତ୍ତର ଦ୍ୱାର ପାର୍ଶ୍ୱ ଲକ୍ଷ୍ମୀବଜାର ଉଚ୍ଛେଦ
ପୁରୀ ଅଫିସ,୨୯ା୫: ପ୍ରାୟ ଅଢ଼େଇ ମାସ ପରେ ଶ୍ରୀକ୍ଷେତ୍ରର ବିକାଶ କାମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ସକାଳୁ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ। ଶ୍ରୀମନ୍ଦିର ଉତ୍ତର ଦ୍ବାରପଟେ ଥିବା ଲକ୍ଷ୍ମୀବଜାରରେ ଉଚ୍ଛେଦ…
ଦେଶରେ କରୋନା ସ୍ଥିତି ଜଟିଳ: ୨୪ ଘଣ୍ଟାରେ ୭ ହଜାର ୪୬୬ ଜଣ ସଂକ୍ରମିତ, ୧୭୫ ମୃତ
ନୂଆଦିଲ୍ଲୀ,୨୯।୫:ଭାରତରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମିତ ୭ ହଜାର ୪୬୬ଟି ମାମଲା ସାମ୍ନାକୁ ଆସିଛି। ଏହାସହ ୧୭୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ହଜାର ରୋଗୀ ସୁସ୍ଥ ହୋଇଛନ୍ତି।…

