Home

ଡିଟୋନେଟର ବିସ୍ଫୋରଣ: ୩ ନାବାଳକ ଆହତ

ହିିଞ୍ଜିଳିକାଟୁ,୩ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହଞ୍ଜିଳି ଥାନା ସୋମପୁର ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ପାହାଡ଼ରୁ ପଥର ଫୁଟା ପାଇଁ ବ୍ୟବହୃତ ଡିଟୋନେଟର ବିସ୍ଫୋରଣ ଘଟି ୩ ନାବାଳକ ଆହତ ହୋଇଛନ୍ତି। ସେମାନେ ହେଲେ ବାଦଲ ଗାୈଡ(୧୦), ନାରାୟଣ ଗାୈଡ(୧୨), ଶ୍ରୀଧର ଗାୈଡ(୧୦)। ପ୍ରକାଶ…

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଆରମ୍ଭ

ନବରଙ୍ଗପୁର, ୩।୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ଚଡିଆପାରା ଗ୍ରାମର ଏକ ଶାଳଗଛରୁ ମଙ୍ଗଳବାର ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ସେମାନେ ହେଲେ ଉକ୍ତ ଗ୍ରାମର କିରି ଗଣ୍ଡଙ୍କ ପୁଅ ଅମଲସିଂ ଏବଂ ପର୍ଶୁ ଗଣ୍ଡଙ୍କ…

କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ: ବଣିକ ସଂଘ ପକ୍ଷରୁ ନିନ୍ଦା

ଗଞ୍ଜାମ, ୩।୩(ଡି.ଏନ୍‌.ଏ.): ଗଞ୍ଜାମ ସହର ମଧ୍ୟରେ ଥିବା ବଡ ବଜାର ଓ ସାନ ବଜାରରେ କ୍ୟାବିନ ଓ ଉଠା ଦୋକାନୀମାନେ ଦୀର୍ଘବର୍ଷ ହେବ ନିଜର ବ୍ୟବସାୟ କରିଆସୁଛନ୍ତି l କିନ୍ତୁ ପ୍ରଶାସନ ପକ୍ଷରୁ ଅନେକ ସମୟରେ ବିଭିନ୍ନ କାରଣନେଇ କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ…

୧୧ ବର୍ଷ ତଳେ ପାକିସ୍ତାନରେ ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ

ଇସଲାମାବାଦ୍‌,୩।୩: ପାକିସ୍ତାନକୁ ଯାଇଥିବା ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଇତିମଧ୍ୟରେ ୧୧ ବର୍ଷ ବିତିଛି। ୨୦୦୯ ମାର୍ଚ୍ଚ ୩ରେ ଲାହୋରସ୍ଥିତ ଗଦାଫି ଷ୍ଟାଡ଼ିୟମ୍‌ରେ ଶ୍ରୀଲଙ୍କା-ପାକିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନର ଖେଳ ଖେଳାଯିବାର ଥିଲା।…

ଦଙ୍ଗା ଦୋଷୀଙ୍କ ବିରୋଧରେ ଗ୍ରହଣ କରାଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ: କେଜରିଓ୍ବାଲ

ନୂଆଦିଲ୍ଲୀ,୩।୩: ଦିଲ୍ଲୀରେ ଘଟିଥିବା ଦଙ୍ଗାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ମୋଦିଙ୍କ ସହିତ…

ଦିଲ୍ଲୀ ଦଙ୍ଗା: ଗିରଫ ହେଲେ ଶାହାରୁଖ

ନୂଆଦିଲ୍ଲୀ,୩।୩: ରାଜଧାନୀ ଦିଲ୍ଲୀରେ ହୋଇଥିବା ଦଙ୍ଗା ସମୟରେ ପୋଲିସ ଉପରକୁ ବନ୍ଧୁକ ଉଠାଇଥିବା ଅଭିଯୋଗରେ ମଙ୍ଗଳବାର ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ପୋଲିସ ଶାହାରୁଖଙ୍କୁ ଗିରଫ କରିଛି। ଉତ୍ତର ପ୍ରଦେଶରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ନାଲି ରଙ୍ଗର ଟି-ଶାର୍ଟ ପିନ୍ଧିଥିବା…

୪୨ ବର୍ଷ ଧରି ଖବର କାଗଜକୁ ଲେଖୁଛନ୍ତି ଅଭିଯୋଗ ପତ୍ର

ଲଣ୍ଡନ,୩।୩: କେତେକ ଲୋକଙ୍କର ଚିଠି ଲେଖିବା ନିଶା ପାଲଟିଥାଏ। ଏଭଳି ଜଣେ ଲୋକ ଇଂଲଣ୍ଡର ଲଣ୍ଡନରେ ରହିଛନ୍ତି। ୭୦ ବର୍ଷ ବୟସ୍କ ଏହି ବ୍ୟକ୍ତି ଜଣକ ଗତ ୪୨ ବର୍ଷ ଧରି ଖବର କାଗଜ ସମ୍ପାଦକଙ୍କ ପାଖକୁ ଅଭିଯୋଗ ପତ୍ର ଲେଖିବା…

ଦେଶର ବିଭାଜନ ଚାହୁଁଥିବା ଶକ୍ତି ବିରୋଧରେ ଦୃଢ଼ଭାବେ ଛିଡ଼ା ହେବାକୁ ପଡ଼ିବ: ମୋଦି

ନୂଆଦିଲ୍ଲୀ,୩।୩: ଦେଶର ବିଭାଜନ କରିବାକୁ ଚାହୁଁଥିବା ଶକ୍ତି ବିରୋଧରେ ଦୃଢ଼ଭାବେ ଛିଡ଼ା ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାଜପା ସଂସଦୀୟ ଦଳର ବୈଠକରେ ଯୋଗଦେଇ ମଙ୍ଗଳବାର ମୋଦି ଏଭଳି ମତ ଦେଇଛନ୍ତି। ଦେଶର ବିକାଶ ଲାଗି ଶାନ୍ତି,…

କିୟାରାଙ୍କୁ କପି କଲେ ପଲକ: ପତ୍ରରେ ଆବରଣ କରି କଲେ ଫଟୋ ସୁଟ୍‌

ବଲିଉଡ୍‌ ଅଭିନେତ୍ରୀ କିୟାରା ଆଡଓ୍ବାନି ଡବ୍ବୁ ରତନାନୀଙ୍କ କ୍ୟାଲେଣ୍ଡର ପାଇଁ ଫଟୋ ସୁଟ୍‌ କରି ଖୁବ୍‌ ଚର୍ଚ୍ଚାରେ ରହିଥିଲେ। କିୟାରା ଏହି ଫଟୋ ସୁଟ୍‌ ପାଇଁ କଦଳୀ ପତ୍ରରେ ନିଜକୁ ଆବରଣ କରିଥିଲେ। ଏବେ କିୟାରାଙ୍କୁ ଅନୁକରଣ କରିଛନ୍ତି ଟିଭି ଅଭିନେତ୍ରୀ…

ସୋସିଆଲ୍‌ ମିଡ଼ିଆ ରାଜନୀତି: ଅନ୍‌ଲାଇନ୍‌ରେ ମୋଦି ଶକ୍ତିଶାଳୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୩: ସୋସିଆଲ ମିଡ଼ିଆରେ ନିଜର ଶକ୍ତି ବୃଦ୍ଧି କରିବା ପାଇଁ ପୃଥିବୀର ଶକ୍ତଶାଳୀ ଦେଶର ରାଜନେତା ମାନେ ଉଦ୍ୟମ କରୁଥିବାର ନଜିର ରହିଛି। ସୋସିଆଲ ମିଡ଼ିଆରେ ରାଜନୀତି କରି ବେଶ୍‌ ସଫଳ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

କରୋନା ଭାଇରସ: ଦକ୍ଷିଣ କୋରିଆର ସ୍ଥିତି ଅସମ୍ଭାଳ ସଂକ୍ରମିତଙ୍କ ସଂଖ୍ୟା ୫ହଜାର ଅତିକ୍ରମ କଲା

ସିଓଲ,୩।୩: ଚାଇନା ପରେ ଏବେ ଦକ୍ଷିଣ କୋରିଆରେ କରୋନା ଭାଇରସ ତା’ର କାୟା ବିସ୍ତାର କରିବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଟପିଗଲାଣି। ମଙ୍ଗଳବାର ୪୭୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଏହି…

ପୁରୀକୁ ଭିକାରିମୁକ୍ତ ପ୍ରକ୍ରିୟା ଆରମ୍ଭ: ସିଂହଦ୍ୱାର ସମ୍ମୁଖରେ ବସିଥିବା ଭିକାରୀଙ୍କୁ କାଉନ୍‌ସେଲିଂ କରାଗଲା

ପୁରୀ ଅଫିସ,୩।୩: ପୁରୀ ସହରକୁ ଭିକାରିମୁକ୍ତ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ସକ୍ଷମ ଯୋଜନା ଆରମ୍ଭ ହୋଇଛି। ମଙ୍ଗଳବାର ପ୍ରଥମ ଡ୍ରାଇଭ୍‌ରେ ସିଂହଦ୍ୱାର ସମ୍ମୁଖରେ ବସିଥିବା ଭିକାରିମାନଙ୍କୁ କାଉନ୍‌ସେଲିଂ କରାଯାଇଛି। କାଉନ୍‌ସେଲିଂ ପରେ ଏମାନଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri