Home

କାଳବୈଶାଖୀରେ ଘର ଭାଙ୍ଗିଲା

ବରଗଡ଼ ଅଫିସ,୬ା୫: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ରାତିରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଥିଲା । ଏଥିରେ ଜିଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ପଞ୍ଚାୟତର ତିହାଡ଼ିଟିକ୍ରାରେ ବହୁଘରର ଛାତ ଉଡ଼ିଯାଇଛି।…

ଚିନ୍ତା ବଢ଼ାଇଲାଣି ଯାଜପୁର: ପୁଣି ଜଣେ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯କୁ ବୃଦ୍ଧି

ଭୁବନେଶ୍ୱର,୬।୫(ବ୍ୟୁରୋ): ଯାଜପୁର ଜିଲାରେ ପୁଣି ଜଣେ କରୋନା ପଜିଟିଭ୍‌ ବୁଧବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ସେହିଭଳି ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୧୭୯କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର…

ଜୁଆ ଆଡ୍ଡାରେ ଚଢ଼ାଉ: ୯୬୫୦ ଟଙ୍କା, ୪ ବାଇକ୍‌ ଜବତ; ୪ କୋର୍ଟଚାଲାଣ

ଲୋଇସିଂହା,୬ା୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ଆଗଲପୁର ବ୍ଲକ ଅନ୍ତର୍ଗତ କଠିପାଲି ଛକଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ମଙ୍ଗଳବାର ଅପରାହ୍ନରେ ଲୋଇସିଂହା ପୋଲିସ ଚଢ଼ାଉ କରିଥିଲା। ଜୁଆ ଆଡ୍ଡାରୁ ୯ ହଜାର ୬୫୦ ଟଙ୍କା, ୪ ବାଇକ୍‌,୫ ମୋବାଇଲ,ତାସ୍‌…

ମେ ୧୭ ପରେ ସରକାରଙ୍କ କରୋନା ରଣନୀତି ନେଇ ପ୍ରଶ୍ନ କଲେ ସୋନିଆ

ନୂଆଦିଲ୍ଲୀ,୬।୫: କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏହାର ସମୟ ସୀମାକୁ ମେ ୧୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୃଦ୍ଧି କରିଛନ୍ତି। ତେବେ ଏହାପରେ ସରକାରଙ୍କ କରୋନା ରଣନୀତି କିଭଳି ରହିବ ସେନେଇ କଂଗ୍ରେସ ଅଧ୍ୟକ୍ଷା…

ଲକ୍‌ଡାଉନ୍‌: ଛତିଶଗଡ଼ରୁ ଚାଲିଚାଲି ପଶ୍ଚିମବଙ୍ଗ ଅଭିମୁଖେ ଶ୍ରମିକ

କେନ୍ଦୁଝର,୬ା୫(ସ୍ବ.ପ୍ର.) : କରୋନା ଲାଗି ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲେ ହେଁ ଶହ ଶହ ଲୋକ କେନ୍ଦୁଝର ଜିଲା ଦେଇ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟକୁ ସାଇକେଲରେ ଏବଂ ଚାଲିଚାଲି ଯିବାଆସିବା କରୁଛନ୍ତି। କେତେକଙ୍କୁ ଜିଲା ପ୍ରଶାସନ ଅଟକାଇ…

CORONAVIRUS UPDATE: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ; ମୋଟ ସଂଖ୍ୟା ପହଞ୍ଚିଲା ୧୭୮

ଭୁବନେଶ୍ୱର,୬।୫(ବ୍ୟୁରୋ): ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ଅପରାହ୍ନରେ ବାଲେଶ୍ୱରରୁ ଆଉ ଜଣେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…

ଜାଣନ୍ତି ୭୦୦ ବର୍ଷ ତଳେ ବି କ୍ୱାରାଣ୍ଟାଇନ୍‌ରେ ରହିଥିଲେ ଲୋକେ, ୪୦ ଦିନ ପର୍ଯ୍ୟନ୍ତ ପାଣି ଭିତରେ ରହି ବଞ୍ଚାଇଥିଲେ ଜୀବନ

ସାରା ବିଶ୍ୱରେ ବର୍ତ୍ତମାନ ମହାମାରୀ କରୋନା ଭୂତାଣୁ କାୟା ବିସ୍ତାର କରିଥିବାରୁ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଉଛି। କାରଣ ଏହା ଏକ ସଂକ୍ରାମକ ରୋଗ। ଏହାକୁ ରୋକିବା ପାଇଁ କ୍ୱାରାଣ୍ଟାଇନ୍‌ ହିଁ ବିକଳ୍ପ। ଖାଲି ଏବେ ନୁହେଁ, ୭୦୦ ବର୍ଷ ତଳେ ମଧ୍ୟ…

ରଥ ଆଶା ଛାଡ଼ିଲେ ମହାରଣା ସେବକ

ପୁରୀ ଅଫିସ, ୬।୫: କରୋନା ପାଇଁ ଏଥର ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ରଥ ଅନୁକୂଳ ପରଠାରୁ ଇତିମଧ୍ୟରେ ୧୧ ଦିନ ବିତିଗଲାଣି। ହେଲେ ଏ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ରଥ…

ସାମାଜିକ ଦୂରତା ବଜାୟ ନ ରଖିବାରୁ ବୈଜ୍ଞାନିକ ଫର୍ଗୁସନ୍‌ଙ୍କୁ ଦେବାକୁ ପଡ଼ିଲା ଇସ୍ତଫା

ଲଣ୍ଡନ,୬।୫: ବ୍ରିଟେନ୍‌ରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଏଠାରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକେ ସାମାଜିକ ଦୂରତା ବଜାୟ ରଖିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ଏପରିସ୍ଥଳେ ଏହି ନିଦ୍ଦେର୍ଶର…

ସ୍ତ୍ରୀଙ୍କ ତଣ୍ଟିଚିପି ହତ୍ୟା କଲେ ସ୍ବାମୀ

ରାଉରକେଲା ଅଫିସ,୬ା୫: ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସିଂଟୋଲାରେ ଘରୋଇ କଳହକୁ କେନ୍ଦ୍ର କରି ମଙ୍ଗଳବାର ବିଳମ୍ବିତ ରାତିରେ ସ୍ତ୍ରୀଙ୍କ ତଣ୍ଟିଚିପି ସ୍ବାମୀ ହତ୍ୟା କରିଛନ୍ତି। ଖବର ପାଇ ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହିତ ତଦନ୍ତ ଆରମ୍ଭ…

ଜୁନ୍‌ରେ ଆମେରିକାରେ ପ୍ରତିଦିନ ୨ ଲକ୍ଷ ନୂଆ କରୋନା ସଂକ୍ରମିତ ହେବେ ଚିହ୍ନଟ: ମୃତକଙ୍କ ସଂଖ୍ୟା ପ୍ରତିଦିନ ଛୁଇଁବ ୩ ହଜାର

ଓ୍ବାଶିଂଟନ,୬।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ଅଚଳାବସ୍ଥା ଦେଖାଦେଇଛି। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୩୭ ହଜାର ୬୩୩ ଥିବାବେଳେ ମୃତ୍ୟୁ ସଂଖ୍ୟା ୭୨ ହଜାର ୨୭୧ ରହିଛି। ଏହି ଧାରା ଜାରି ରହିଲେ ଆସନ୍ତା ଜୁନ୍‌…

କୋଟାରୁ ଫେରିଥିବା ଛାତ୍ରୀଛାତ୍ରଙ୍କୁ ଅଟକ ରଖିଲା ସୁନ୍ଦରଗଡ଼ ଜିଲା ପ୍ରଶାସନ

ରାଉରକେଲା ଅଫିସ,୬ା୫: ରାଜସ୍ଥାନ କୋଟାରୁ ଛାତ୍ରୀଛାତ୍ରଙ୍କୁ ନେଇ ଆସିଥିବା ଏକ ବସ୍‌କୁ ଜିଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ଅଟକ ରଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କୋଟାରୁ ୨୫ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଏହି ବସ୍‌ ରାଉରକେଲା ଅଭିମୁଖେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri