ଗଲଓ୍ବାନ ଉପତ୍ୟକା କଳହ ମଞ୍ଜି
ନୂଆଦିଲ୍ଲୀ,୧୭ା୬ : ଖ୍ରୀଷ୍ଟପୂର୍ବ ୫୦୦ରେ ଚାଇନାର ନାମଚୀନ ସେନା ଜେନେରାଲ ସୁନ୍ ଜୁ ‘ଦି ଆର୍ଟ ଅଫ୍ ଓ୍ବାର୍’ ଶୀର୍ଷକ ପୁସ୍ତକରେ ଲେଖିଥିଲେ, ଯୁଦ୍ଧର ସର୍ବୋତ୍ତମ କଳା ହେଉଛି ବିନା ଲଢ଼େଇରେ ଶତ୍ରୁ ପକ୍ଷକୁ ହରାଇ ଦିଅ। ଅଢ଼େଇ ହଜାର ବର୍ଷ…
ଶହୀଦ କର୍ନେଲ ସନ୍ତୋଷ ବାବୁଙ୍କ ଆଜି ହେବ ଅନ୍ତିମ ସଂସ୍କାର: ପିତା କହିଲେ, ପୁଅ ପାଇଁ ଗର୍ବିତ
ନୂଆଦିଲ୍ଲୀ,୧୭।୬: ଭାରତ-ଚାଇନା ସୀମାରେ ହୋଇଥିବା ସଂଘର୍ଷରେ ଶହୀଦ ହୋଇଥିବା କର୍ନେଲ ସନ୍ତୋଷ ବାବୁଙ୍କ ପାର୍ଥିବ ଶରୀର ବୁଧବାର ହାଇଦ୍ରାବାଦରେ ପହଞ୍ଚିବ। ଅପରାହ୍ନ ୪ ଟାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି। ଶହୀଦ କନେର୍ର୍ଲଙ୍କ ପତ୍ନୀ ଏବଂ ପିଲାମାନେ ଦିଲ୍ଲୀରୁ…
ଭାରତ-ଚାଇନା ସେନା ମୁହାଁମୁହି ଘଟଣା: ୨୦ ଶହୀଦଙ୍କ ମଧ୍ୟରୁ ୨ ଓଡ଼ିଆ
ଭୁବନେଶ୍ୱର, ୧୭।୬(ବ୍ୟୁରୋ): ଲଦାଖ ଗାଲଓ୍ବାନ ଭ୍ୟାଲିରେ ଭାରତ-ଚାଇନା ସେନା ମୁହାଁମୁହିଁ ଘଟଣାରେ ୨୦ ଯବାନ ଶହୀଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଯବାନ ଥିବା ସୂଚନା ମିଳିଛି। ସେମାନେ ହେଲେ ଚନ୍ଦ୍ରକାନ୍ତ ପ୍ରଧାନ(୨୮) ଏବଂ ନନ୍ଦୁରାମ ସୋରେନ। ଚନ୍ଦ୍ରକାନ୍ତଙ୍କ ଘର…
ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: ୩ଦିନ ପରେ ବି ମୃତ୍ୟୁ ରହସ୍ୟ ଖୋଲିଲାନି
କଣ୍ଟାବାଞ୍ଜି/ଲାଠୋର, ୧୭ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ହରିଶଙ୍କର ରୋଡ ରେଳଷ୍ଟେଶନ ନିକଟ ପିପଲବାହାଲଠାରେ ନିର୍ମାଣ ହେଉଥିବା ରେଳଧାରଣାର ୧୪୮/୪ ନମ୍ବର ଖୁଣ୍ଟଠାରେ ରବିବାର ଜଣେ ଯୁବକଙ୍କ ମୃତଦେହ ଜିଆରପି ଉଦ୍ଧାର କରିଥିଲା। ମୃତକ ହେଲେ ଲାଠୋର ଗ୍ରାମର ରାଜାରାମ ସୁନା (୩୫)। ଏ…
ଚାଇନା ସହ ସଂଘର୍ଷ: ୨୦ ଯବାନ ଶହୀଦ, ପିଏଲ୍ଏର ୪୩ ସୈନ୍ୟ ମୃତାହତ
ନୂଆଦିଲ୍ଲୀ,୧୭ା୬ : କଥା କଟାକଟିରୁ ହାତାହାତି ତା’ ପରେ ସଂଘର୍ଷ ଓ ଶେଷରେ ଫୁଟିଛି ଗୁଳି। ସଂଘର୍ଷ ବେଳେ ଟେକାମାଡ଼ରେ ଟଳିପଡ଼ିଛନ୍ତି ଭାରତୀୟ ସେନାର ଜଣେ ଅଧିକାରୀଙ୍କ ସମେତ ୨୦ ଯବାନ। ଲଦାଖ ସୀମାରେ ଭାରତ-ଚାଇନା ସେନା ମଧ୍ୟରେ ବିବାଦର ଏହା…
ବ୍ଳକ ଅଧ୍ୟକ୍ଷ ପାଇଁ କଡା ସୁରକ୍ଷା ଭିତରେ ଭୋଟ ଗ୍ରହଣ ଆରମ୍ଭ
ଦାରିଙ୍ଗବାଡି,୧୭।୬(ଡି.ଏନ.ଏ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅଧ୍ୟକ୍ଷ ପଦବୀ ପାଇଁ ବୁଧବାର ଭୋଟ ଗ୍ରହଣ କରାଯାଉଛି। ଏଥିପାଇଁ ୨୪ ସମିତି ସଭ୍ୟା ସଭ୍ୟ ଠିକ ସକାଳ ୧୦ଟା ସମୟରେ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଦାରିଙ୍ଗବାଡି ଆଇଆଇସି କୌଶିକ ମାଝୀଙ୍କ ତତ୍ତ୍ବାବଧାନରେ ସୁରକ୍ଷାକର୍ମୀ ବ୍ଳକ…
ବହୁତ ହୋଇଗଲା, ପ୍ରକୃତରେ କ’ଣ ଘଟିଛି ଆମେ ଜାଣିବାକୁ ଚାହୁଁଛୁ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ, ୧୭।୬: ଗଲୱାନ ଘାଟିରେ ହୋଇଥିବା ହିଂସାକାଣ୍ଡରେ ୨୦ ଯବାନ ଶହୀଦ ହୋଇଛନ୍ତି। ଚୀନର ମଧ୍ୟ ୪୩ ଯବାନ ନିହତ ହୋଇଛନ୍ତି। ଫଳରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ୨୦ ଯବାନ ଶହୀଦ ହେବା ପରେ ସାରା ଦେଶରେ ଏହାକୁ…
CORONAVIRUS UPDATE: ରାଜ୍ୟରେ ପୁଣି ୧୭୫ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ରେ ପହଞ୍ଚିଲା
ଭୁବନେଶ୍ୱର, ୧୭।୬(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୧୭୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ…
ଭାରତ-ଚାଇନା ସୀମା ବିବାଦ ଉପରେ ଆମେରିକାର ନଜର: କହିଲା, ଶାନ୍ତିପୂର୍ଣ୍ଣ ସମାଧାନ ହେଉ
ୱାଶିଂଟନ,୧୭।୬: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚାଇନା ସେନାଙ୍କ ମଧ୍ୟରେ ସଂଘର୍ଷ ଘଟି ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୪୩ ସୈନ ପ୍ରାଣ ହରାଇଛନ୍ତି। ପରେ ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।…
ଭାଜପା ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ
ବାଲେଶ୍ୱର ଅଫିସ/ଭୁବନେଶ୍ୱର, ୧୭।୬(ବ୍ୟୁରୋ): ବାଲେଶ୍ୱର ସଦର ଭାଜପା ବିଧାୟକ ମଦନମୋହନ ଦତ୍ତଙ୍କର ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଥିବା ପୁଅ ମାନସ ଦତ୍ତ ସୂଚନା…
ଭାରତ-ଚାଇନା ମଧ୍ୟରେ କଥାବାର୍ତ୍ତା ବିଫଳ: ସୀମାରେ ଉତ୍ତେଜନା ଜାରି
ନୂଆଦିଲ୍ଲୀ,୧୭।୬: ଲଦାଖର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ନିକଟସ୍ଥ ଗଲଓ୍ବାନ ଉପତ୍ୟକା ନିକଟରେ ବର୍ତ୍ତମାନ ସ୍ଥିତି ତିକ୍ତ ଅବସ୍ଥାରେ ଅଛି। ଦୁଇ ଦେଶ ମଧ୍ୟ ଚାଲିଥିବା ଆଲୋଚନା ବିଫଳ ରହିଛି। ସୋମବାର ରାତିରେ ପୂର୍ବ ଲଦାଖରେ ଭାରତୀୟ ସୀମାରେ ପଶି ଚାଇନ…
ଆକସ୍ମିକ ଭାବେ ଅପସରି ଗଲେ
କଟକ ଅଫିସ,୧୭ା୬: ନିଜ ଅଭିନୟର ଯାଦୁରେ ଲୋକଙ୍କ ଭିତରେ ତାରକା ଭାବେ ପରିଚିତ ହୋଇ ଆସିଲାବେଳକୁ ହଠାତ୍ ସେମାନଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ହତଚକିତ କରିଦିଏ। ପ୍ରତିଷ୍ଠା ସେମାନଙ୍କ ପାଦ ଚୁମିଲା ବେଳକୁ ସେମାନେ କିନ୍ତୁ ପରଲୋକରେ ପାଦ ଦେଇସାରିଥାନ୍ତି। ସେମାନଙ୍କ…
Archives


