ଭୁବନେଶ୍ୱରରୁ ଗଡ଼ିଲା ବସ୍ ଓ ରେଳ
ଭୁବନେଶ୍ୱର, ୧୩ା୫(ବ୍ୟୁରୋ): ଦୀର୍ଘ ଦିନ ହେବ ବନ୍ଦଥିବା ବସ୍ ଓ ରେଳ ଚଳାଚଳ ବୁଧବାରଠାରୁ ପୁର୍ବବାର ଆରମ୍ଭ ହୋଇଛି। ୫୪୫ ଜଣ ଯାତ୍ରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ପୂର୍ବାହ୍ନ ୧୦ଟା ବେଳେ ଟ୍ରେନ୍ଟି ଭୁବନେଶ୍ୱର…
ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ ଘୋଷଣା ପରେ ଟୁଇଟ କଲେ ମୋଦି
ନୂଆଦିଲ୍ଲୀ,୧୩।୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏକ ଖବରଦାତା ସମ୍ମିଳନୀରେ ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟୁଇଟ କରିଛନ୍ତି। ଟୁଇଟରେ ମୋଦି ଉଲ୍ଲେଖ କରିଛନ୍ତି ଯେ,…
ବଢ଼ିଲା ଆୟକର ରିଟର୍ନ ଅବଧି: ବିଦ୍ୟୁତ ବିତରଣ କମ୍ପାନୀକୁ ୯୦ହଜାର କୋଟି ଟଙ୍କା ସହାୟତା
ନୂଆଦିଲ୍ଲୀ,୧୩।୫: କରୋନା ମହାମାରୀ ମୁକାବିଲା କରୁଥିବା ଭାରତ ଅର୍ଥନୀତିକୁ ସୁଦୃଢ଼ ଏବଂ ଦେଶବାସୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି। ଏନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଆତ୍ମନିର୍ଭର ଭାରତ ମିଶନ’ ଅଭିଯାନରେ ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ…
ଲୋକଙ୍କ ଘର ମୁହଁରୁ ସଂଗ୍ରହ ହେବ ବନଜାତ ଦ୍ରବ୍ୟ
ନୂଆପଡା ଅଫିସ,୧୩ା୫: ମହାମାରୀ କରୋନା ପରିସ୍ଥିତିର ମୁକାବିଲା ପାଇଁ ସମଗ୍ର ଦେଶ ଲକ୍ ଡାଉନ୍ ରହିଛି। ଏହାଦ୍ୱାରା ଜନଜୀବନ ପ୍ରଭାବିତ ହୋଇଛି। ବଣଜଙ୍ଗଲରେ ବସବାସ କରୁଥିବା ଗରିବ ପରିବାର ବନଜାତ ଦ୍ରବ୍ୟ ସଂଗ୍ରହ କରୁଥିଲେ ବି ବିକି ପାରୁ ନାହାନ୍ତି। ଏଣୁ…
ନେତୃତ୍ୱ ବିଭାଜନ ଭାରତରେ କାମ ଦେବନି: ନାସିର
ନୂଆଦିଲ୍ଲୀ,୧୩।୫(ପି.ଟି.): ପ୍ରଭାବ ବିସ୍ତାର କରିବା ଓ ନିଜ ଚିନ୍ତାଧାରା ଅନ୍ୟଉପରେ ଲଦିବା ହେଉଛି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସ୍ବଭାବ। ତେଣୁ ଭାରତରେ ନେତୃତ୍ୱ ବିଭାଜନ କାମ ଦେବନାହିଁ ବୋଲି ଇଂଲଣ୍ଡ ପୂର୍ବତନ ଅଧିନାୟକ ନାସିର ହୁସେନ୍ କହିଛନ୍ତି। ଅର୍ଥାତ ସବୁ…
ପର୍ତ୍ତୁଗୀଜ୍ ଫୁଟବଲ ସେସନ ଜୁନ୍ ୪ରୁ
ଲିସବନ,୧୩।୫(ଏଏଫ୍ପି): କୋଭିଡ-୧୯ ମହାମାରୀ କାରଣରୁ ସ୍ଥଗିତ ରହିଥିବା ପର୍ତ୍ତୁଗାଲର ଫୁଟବଲ୍ ସେସନ ପୁଣି ଆରମ୍ଭ ହେବାକୁ ଯାଉଛି। ଜୁନା ୪ରୁ ପ୍ରିମିରା ଲିଗ୍ ଆରମ୍ଭ ହେବ ବୋଲି ଦେଶର ଫୁଟବଲ ଲିଗ୍ ଘୋଷଣା କରିଛି। ଷ୍ଟାଡିୟମର ପରୀକ୍ଷା ପୁଙ୍ଖାନୁପୁଙ୍ଖ ଭାବେ କରାଯିବ…
ବାଂଲାଦେଶ ଡେଭଲପମେଣ୍ଟ କୋଚ୍ କରୋନା ପଜିଟିଭ୍
ଢାକା,୧୩।୫ (ପି.ଟି.): ବାଂଲାଦେଶ ଡେଭଲପ୍ମେଣ୍ଟ କୋଚ୍ ତଥା ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର ଅଶିକୁର ରହମାନ କୋଭିଡ୍-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣା ପଡିଛି। ଗତକାଲି ରିପୋର୍ଟ ମିଳିଥିଲା। କୋଭିଡ-୧୯ର ଶିକାର ହୋଇଛି ଓ ସ୍ଥାନୀୟ ସିଟି ହସ୍ପିଟାଲରେ ଚିକିତ୍ସିତ ହେଉଛି ବୋଲି…
‘ନ୍ୟୁଜିଲାଣ୍ଡ-ଇଂଲଣ୍ଡ ଯୁଗ୍ମ ବିଜେତା ଘୋଷଣା ଉଚିତ ହୋଇଥାନ୍ତା’
ନୂଆଦିଲ୍ଲୀ,୧୩।୫(ପି.ଟି.): ଇଂଲଣ୍ଡରେ ଗତବର୍ଷ ଅନୁଷ୍ଠିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍ରେ ଆୟୋଜକ ଇଂଲଣ୍ଡ ଚାମ୍ପିୟନ ହୋଇଥିଲା। ତେବେ ଇଂଲଣ୍ଡ ସମେତ ରନର୍ସଅପ୍ ନ୍ୟୁଜିଲାଣ୍ଡକୁ ଯୁଗ୍ମ ବିଜେତା ଭାବେ ଘୋଷିତ କରାଯିବା ଉଚିତ ବୋଲି ଭାରତୀୟ ପୂର୍ବତନ କ୍ରିକେଟର ଗୌତମ…
କରୋନାରେ ଯୁବ ସୁମୋ ରେସଲର ମୃତ
ଟୋକିଓ,୧୩।୫(ଏଏଫ୍ପି): କୋଭିଡ୍-୧୯ ସଂକ୍ରମଣରେ ଜାପାନର ଜଣେ ୨୮ ବର୍ଷୀୟ ସୁମୋ ରେସଲର କିୟୋଟାକା ସୁଏଟେକ ମୃତ୍ୟୁବରଣ କରିଛନ୍ତି। ଅବଶ୍ୟରେ ସେ ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ। ସୁମୋ ରେସଲିଂ ଭଳି ପୁରାତନ କ୍ରୀଡ଼ାର ପ୍ରଥମ ଖେଳାଳିଭାବେ ସେ ପ୍ରାଣ…
ପ୍ରବାସୀଙ୍କ ସ୍ବାବ୍, ରକ୍ତ ପରୀକ୍ଷାରେ ବିଳମ୍ବ
ନିମାପଡ଼ା,୧୩ା୫(ଡି.ଏନ.ଏ): ନିମାପଡ଼ା ବ୍ଲକ ଓ ଏନ୍ଏସି ଅଞ୍ଚଳକୁ ହଟସ୍ପଟ ଅଞ୍ଚଳ ଦିଲ୍ଲୀ, କୋଲକାତା, ଗୁଜରାଟର ସୁରଟ, ମହାରାଷ୍ଟ୍ର ଆଦି ରାଜ୍ୟରୁ ମଙ୍ଗଳବାର ସୁଦ୍ଧା ୩୧୫ଜଣ ପ୍ରବାସୀ ଓଡ଼ିଆ ନିମାପଡ଼ା ଅଞ୍ଚଳକୁ ଫେରିଛନ୍ତି। ଏହି ପ୍ରବାସୀମାନେ ବ୍ଲକର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଛନ୍ତି।…
ବିମାନ, ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍ଲାଇନ୍: ସବିଶେଷ ଜାଣନ୍ତୁ
ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବିମାନ ଏବଂ ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍ଲାଇନ୍ କରାଯାଇଛି। ଏ ନେଇ ଏସ୍ଆର୍ସି ପ୍ରଦୀପ ଜେନା ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ରେଳରେ କିମ୍ବା ବିମାନରେ ଓଡ଼ିଶାକୁ ଆସିବେ ସେମାନେ ପ୍ରଥମେ ରାଜ୍ୟ…
ଆଗ୍ରାର ଜେଲ ନୂଆ ହଟସ୍ପଟ: ମୃତ କଏଦୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୧୦ କଏଦୀ କରୋନା ସଂକ୍ରମିତ
ଆଗ୍ରା,୧୩।୫: ରାଜସ୍ତାନ ଆଗ୍ରା ଜିଲାର ଏକ ଜେଲ୍ ଏବେ କରୋନା ଭାଇରସ୍ର ନୂଆ ହଟସ୍ପଟ ପାଲଟିଛି। ଆଗ୍ରାରେ ଥିବା ସେଣ୍ଟ୍ରାଲ୍ ଜେଲରେ ୧୦ ଜଣ କଏଦୀ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଆତଙ୍କ…
Archives


