Home

ଭୁବନେଶ୍ୱର @ ୯୧୯: ଆଜି ଚିହ୍ନଟ ହେଲେ ୬୦ ନୂଆ କରୋନା ଆକ୍ରାନ୍ତ; ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ନୂଆ ୬୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ୪୦ ଜଣ ଥିବା ବେଳେ ୨୦ ଲୋକାଲ କେସ୍‌ ରହିଛି। ସେହିଭଳି ୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)…

ଗରିବ ଛାତ୍ରଙ୍କ ମହଙ୍ଗା କାର୍‌, ପୋଲ୍‌ ଖୋଲିବାରୁ ପରିବାର ଫେରାର

ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ଧନୀ ବ୍ୟକ୍ତି ନିଜ ସନ୍ତାନକୁ ନାମୀ ସ୍କୁଲରେ ଆଡମିଶନ କରିବା ପାଇଁ ଏମିତି ପନ୍ଥା ଆପଣାଇ ଥିଲେ, ଯାହା ଜଣାପଡିବା ପରେ ମାମଲା କୋର୍ଟରେ ପହଞ୍ଚିଛି। ସୂଚନାଯୋଗ୍ୟ, ଜଣେ…

ଶୂନ୍ୟରେ ବସିଛନ୍ତି ଏହି ବ୍ୟକ୍ତି, ଭିଡିଓ ଭାଇରାଲ

ଅନେକ ସମୟରେ ଆପଣ ହୁଏତ ରାସ୍ତା ପାର୍ଶ୍ୱରେ କିମ୍ବା ବଜାରରେ କୌଣସି ଲୋକ ଯାଦୁ ଦେଖାଉଥିବା ଦେଖିଥିବେ। ସେହି ଯାଦୁଗର ଯାଦୁ ଦେଖାଇବା ପରେ ମନକୁ ପ୍ରଶ୍ନ ଆସେ ଏସବୁ କରୁଛନ୍ତି କେମିତି? ଠିକ୍‌ ସେହିପରି ଏକ ଯାଦୁଗରି କୌଶଳ ବର୍ତ୍ତମାନ…

୩୬ ସାଧାରଣ ସମ୍ପାଦକ ନିଯୁକ୍ତ କଲେ ନବୀନ: ଜାଣନ୍ତୁ କାହାକୁ ମିଳିଲା କି ଦାୟିତ୍ୱ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୩୬ଜଣ ନେତାଙ୍କୁ ସାଧାରଣ ସମ୍ପାଦକ ନିଯୁକ୍ତ କରିବା ସହ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି। ସୁଶାନ୍ତ ସିଂହ, ଚନ୍ଦ୍ରସାରଥୀ ବେହେରା, ମନୋହର ରନ୍ଧାରୀ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ , ସ୍ନେହାଙ୍ଗିନୀ…

୧୦ ଦୁର୍ଭାଗ୍ୟଶାଳୀ କ୍ରିକେଟର, ଖେଳୁଥିବାବେଳେ ପଡିଆରେ ଟଳିପଡି ଦୁନିଆକୁ କହିଛନ୍ତି ଅଲବିଦା

କ୍ରିକେଟ ଏକ ଅନିଶ୍ଚିତତାର ଖେଳ। ପଡ଼ିଆରେ ଖେଳା ଯାଉଥିବା ଏହି ଖେଳ କେତେବେଳେ କାହା ଆଡକୁ ଢଳିବ ତାହା ଅନୁମାନ କରିବା ଅତ୍ୟନ୍ତ କଷ୍ଟକର। ବିଜୟ ଏବଂ ପରାଜୟ କ୍ରିକେଟରେ ଏକ ସାଧାରଣ କଥା। କିନ୍ତୁ କ୍ରିକେଟ ପଡ଼ିଆରେ ମୃତ୍ୟୁ ଏହି…

ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି,୧୬ା୭(ଡି.ଏନ୍‌.ଏ.): ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଗୁରୁବାର ପୋଲିସ ମାଓବାଦୀ ଗୁଳି ବିନିମୟ ହୋଇଛି। ଏହି ସମୟରେ ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ଏକ ବଡ଼ଧରଣର ମାଓବାଦୀ କ୍ୟାମ୍ପ ଠାବ ହୋଇଥିଲା। ଡିଭିଏଫ୍‌ ଏବଂ ଏସ୍‌ଓଜିର ମିଳିତ ଚଢ଼ାଉରେ ଏହି ବଡ଼ଧରଣର ସଫଳତା ମିଳିଛି।…

ଭାରତରେ ଅଣାୟତ୍ତ କରୋନା: ୨୪ ଘଣ୍ଟାରେ ୧୦ ଲକ୍ଷ ଛୁଇଁବା ଆଶଙ୍କା

ମୁମ୍ବାଇ, ୧୬।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୨ ହଜାର ୬୯୫ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ…

କୃଷକ ପରିବାରକୁ ପ୍ରବଳ ପିଟିଲା ପୋଲିସ, ପ୍ରଶାସନ ଆଗରେ ବିଷ ପିଇଦେଲେ ଦମ୍ପତିି

ଭୋପାଳ,୧୬।୭: ମଧ୍ୟ ପ୍ରଦେଶର ଗୁନା ଜିଲାରେ ପୋଲିସର ଏକ ବର୍ବର କାଣ୍ଡ ସାମ୍ନାକୁ ଆସିଛି। ଗୁନାର ଏକ ବିଜ୍ଞାନ କଲେଜ ନାମରେ ଥିବା ଏକ ଜମିକୁ ଖାଲି କରିବା ପାଇଁ ପହଞ୍ଚିଥିଲା ପୋଲିସ ଟିମ। ଏହି ଜମିରେ ଘର କରି ରହିଥିବା…

ପ୍ରଥମ ମହିଳା ନିର୍ବାଚନ କମିଶନଙ୍କ କରୋନା ସଂକ୍ରମଣରେ ମୃତ୍ୟୁ

ମୁମ୍ବାଇ, ୧୬।୭: ମହାରାଷ୍ଟ୍ରର ପ୍ରଥମ ମହିଳା ନିର୍ବାଚନ କମିଶନ ନୀଲା ସତ୍ୟନାରାୟଣନଙ୍କ କରୋନା ସଂକ୍ରମଣ ଯୋଗୁ ଗୁରୁବାର ମୃତ୍ୟୁ ଘଟିଛି। ସେ ମୁମ୍ବାଇର ସେଭେନ୍‌ ହିଲ୍ସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ୧୯୭୨ ବ୍ୟାଚ୍‌ର…

ଯୋଗୀଙ୍କ ବାସଭବନରେ ପହଞ୍ଚିଲା କରୋନା

ଲକ୍ଷ୍ନୌ,୧୬।୭: ମହାମାରୀ କରୋନା ସଂକ୍ରମଣ ସାରା ଦେଶରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ପଦକ୍ଷେପ ଗ୍ରହଣ କଲେ ମଧ୍ୟ ଦିନକୁ ଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। କରୋନା କବଳରୁ ସାଧାରଣ…

ପ୍ଲାଜ୍‌ମା ଦାନ କଲେ ମିଳିବ ପୁରସ୍କାର ୫ ହଜାର

ବେଙ୍ଗାଲୁର, ୧୬।୭: ପ୍ଲାଜ୍‌ମା ଦାନ କରୁଥିବା ଲୋକଙ୍କ ପାଇଁ କର୍ନାଟକ ସରକାରଙ୍କ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ଯେଉଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ସେମାନଙ୍କଠାରୁ ପ୍ଲାଜ୍‌ମା ସଂଗ୍ରହ କରାଯାଇ ପ୍ଲାଜ୍‌ମା ଥେରାପିରେ ଚିକିତ୍ସା କରାଯିବ। ତେବେ ପ୍ଲାଜ୍‌ମା ଦାନ କରୁଥିବା…

୬୦ ଦିନରେ ବଦଳି ଗଲା ଜ୍ୟୋତିଙ୍କ ଜୀବନ

ପାଟନା, ୧୬।୭: ବିହାରର ଜ୍ୟୋତି କୁମାରୀ ଏବଂ ତାଙ୍କ ପରିବାରବର୍ଗଙ୍କ ଜୀବନ ଗତ ୬୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ସେ ୧୨୦୦ କିମି ସାଇକେଲ ଚଳାଇ ପିତାଙ୍କୁ ଲକ୍‌ଡାଉନ୍‌ ସମୟରେ ଘରକୁ ଆଣିଥିଲେ। ସେ ଗୁଡଗାଓଁ ରୁ ପିତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?