ରାଜରାସ୍ତାରେ ଯମରାଜ-ଚିତ୍ରଗୁପ୍ତ ଯୋଡ଼ି: ଭିଡ଼ିଓ ଭାଇରାଲ
ରାୟପୁର, ୧୮।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଛତିଶଗଡ଼ରେ ଯମରାଜ ଏବଂ ଚିତ୍ରଗୁପ୍ତଙ୍କ ଯୋଡ଼ି ରାଜରାସ୍ତାରେ ବୁଲିବୁଲି ଲୋକଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ସଚେତନ କରାଇବା ଆରମ୍ଭ କରିଛନ୍ତି। ସାମାଜିକ ଦୂରତା ଅବଲମ୍ବନ, ମାସ୍କ୍…
୨୪ ଘଣ୍ଟାରେ ୭ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା
ଶ୍ରୀନଗର, ୧୮।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୭ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏନେଇ କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ଦକ୍ଷିଣ କଶ୍ମୀରର ଶୋପିଆନ୍ ଜିଲାର…
ସୁଶାନ୍ତ ଆତ୍ମହତ୍ୟା ମାମଲା: ଓ୍ବାଇଆର୍ଏଫ୍ ମୁଖ୍ୟଙ୍କୁ ଜେରା
ମୁମ୍ବାଇ,୧୮।୭: ବଲିଉଡ୍ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସର ତତ୍ପରତା ନଜର ଆସିଛି। ବହୁ କମ୍ ସମୟ ମଧ୍ୟରେ କେତେକ ବଡ଼ ସେଲିବ୍ରିଟିଙ୍କୁ ପଚରାଉଚରା କରି ଏହି ମାମଲାର ରହସ୍ୟ ଉପରୁ ପର୍ଦ୍ଦା ଉଠାଇବାକୁ ପୋଲିସ…
ଲକ୍ଡାଉନ କଟକଣା ଉଲ୍ଲଂଘନ: ମାସ୍କ ନ ପିନ୍ଧି ୧ଲକ୍ଷ ଜରିମାନା ଆଦାୟ
ବ୍ରହ୍ମପୁର, ୧୮।୭: ଗଞ୍ଜାମ ଜିଲାରେ କରୋନା ପଜିଟିଭ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଫଳରେ ଏବେ ଜିଲାରେ ବିସ୍ଫୋରକ ସ୍ଥିତି ଦେଖାଦେଇଛି। ଏହାକୁ ରୋକିବା ପାଇଁ ସରକାର ଲକ୍ଡାଉନ ଓ ଶଟ୍ଡାଉନ କଟକଣାକୁ ଜୋରଦାର କରିଛନ୍ତି…
ଫେସ୍ ସିଲ୍ଡ ବ୍ୟବହାର କରୁଥିଲେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ: ନଚେତ ହୋଇପାରେ କରୋନା
ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ପ୍ରତିରୋଧ ପାଇଁ ଔଷଧ ବାହାରି ନ ଥିବାରୁ ମାସ୍କ ଏବଂ ସାମାଜିକ ଦୂରତା ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ନାକ, ଆଖି ଏବଂ ମୁହଁରୁ ଭୂତାଣୁ ଶରୀରକୁ ପ୍ରବେଶ…
କରୋନା ବଦଳାଇଲା ନିୟମ: ବ୍ରସେଲ୍ସ ସମ୍ମିଳନୀରେ ହାତ ବଦଳରେ ପରସ୍ପରଙ୍କୁ କହୁଣୀରେ ଜଣାଇଲେ ଅଭିବାଦନ
ବ୍ରସେଲ୍ସ,୧୮।୭: ସାରା ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ଅଣାୟତ ହେବାରେ ଲାଗିଛି। ସାରା ଦେଶରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ବ୍ୟାପିବାରୁ ରୋକିବା ପାଇଁ ସବୁ ଦେଶର ସରକାରଙ୍କ ପାଇଁ ଏବେ ଚିନ୍ତାର ବିଷୟ ହୋଇଥିବା…
ଭାରତ-ପାକିସ୍ତାନ ସୀମାରେ ଯବାନଙ୍କ ଭାଙ୍ଗଡ଼ା ନୃତ୍ୟ: ସାହସକୁ ସମ୍ନାନ ଜଣାଇଲେ ସେହଓ୍ବାଗ୍
ନୂଆଦିଲ୍ଲୀ, ୧୮।୭: ଭାରତ-ପାକିସ୍ତାନ ସୀମାରେ ଥିବା ଭାରତୀୟ ଯବାନଙ୍କ ନୃତ୍ୟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ୪/୫ ଜଣ ଯବାନ ବିନ୍ଦାସ୍ ହୋଇ ପଞ୍ଜାବୀ ସୁପରହିଟ୍ ଗୀତ ‘ଦାରୁ ବଦନାମ କର ଦି’ ରେ…
ଅଧିକାର ମାଗିଲେ ବୋଲି.. ପ୍ରେମିକାଙ୍କୁ ନଦୀ ବ୍ରିଜ୍ ଉପରୁ ଫିଙ୍ଗି ଚାଲିଗଲେ ପ୍ରେମିକ
କେଗାଁ,୧୮।୭(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ସିନାପାଲି ନିକଟ ଉଦନ୍ତି ନଦୀ ବ୍ରିଜ ଉପରୁ ନିଜ ପ୍ରେମିକାଙ୍କୁ ଫିଙ୍ଗି ଦେଇ ପ୍ରେମିକ ଫେରାର ହୋବ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅପରପକ୍ଷେ ଘଟଣାକୁ ନେଇ ଯୁବତୀଙ୍କ ଘରଲୋକେ କେଗାଁ ଥାନାରେ…
ଟିକ୍ଟକ୍ ବିରୋଧରେ ଫେସ୍ବୁକ୍-ଇନଷ୍ଟାଗ୍ରାମ୍ରେ ଟ୍ରମ୍ପ୍ଙ୍କ ଆଡ୍ କ୍ୟାମ୍ପେନ୍
ଓ୍ବାଶିଂଟନ, ୧୮।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶର୍ଟ ଭିଡ଼ିଓ ମେକିଂ ଆପ୍ ଟିକ୍ଟକ୍ ବିରୋଧରେ ଫେସ୍ବୁକ୍ ଏବଂ ଇନଷ୍ଟାଗ୍ରାମ୍ରେ ଆଡ୍ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି। ଏହି ଆପ୍ ଆମେରିକା ନାଗରିକଙ୍କ ଗୁପ୍ତ ତଥ୍ୟ ଚୋରି କରୁଥିବା କୁହାଯାଉଛି। କିଛି ଦିନ…
ଝାରସୁଗୁଡାରେ ୨ ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଝାରସୁଗୁଡା ଅଫିସ,୧୮।୭: ଝାରସୁଗୁଡା ଜିଲାରେ କରୋନା ଦିନକୁ ଦିନ କାୟା ବିସ୍ତାର କରିଚାଲିଛି। ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ସହ ଟପିଲାଣି। ଶନିବାର ପୁଣି ୫ ଜଣ ବ୍ୟକ୍ତିଙ୍କୁ କରୋନା ପଜିଟିଭ ଥିବା ଜଣାପଡିଛି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ…
ବଲିଉଡ୍ ପୂର୍ବରୁ ଏହି ଅଭିନେତ୍ରୀମାନେ ସାଉଥ୍ ପିଲ୍ମରୁ ଆରମ୍ଭ କରିଥିଲେ ନିଜର କ୍ୟାରିୟର
ମୁମ୍ବାଇ: ବଲିଉଡର ଏକ ନମ୍ବର ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ଓ ଐଶ୍ୱର୍ଯ୍ୟା ରାୟଙ୍କୁ ଗଣାଯାଏ। ସେମାନେ ବଲିଉଡ୍ରେ ଏକାଧିକ ହିଟ୍ ଫିଲ୍ମରେ ଅଭିନୟ କରିସାରିଚନ୍ତି। ସେହିପରି ୮୦ଦଶକର ଜଣାଶୁଣା ଅଭିନେତ୍ରୀ ହେମା ମାଳିନୀ ଓ ଶ୍ରୀଦେବୀ ମଧ୍ୟ…
ସୁଶାନ୍ତଙ୍କ ମୃତ୍ୟୁର କାରଣ ଜଣା ନ ପଡ଼ିଲେ ପଦ୍ମଶ୍ରୀ ଫେରାଇବେ କଙ୍ଗନା
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ କଙ୍ଗନା ରାଣାଓ୍ବତ ବଲିଉଡ୍ର ବଡ ବଡ଼ ନିର୍ଦ୍ଦେଶକ ତଥା ନିର୍ମାତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବଲିଉଡ୍ରେ ନେପୋଟିଜିମ୍ ପାଇଁ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ଏବେ ପୁଣିଥରେ ସେ…

