Home

ପଥର ବଦଳାଇ ଦେଲା ଏହି ବ୍ୟକ୍ତିଙ୍କ ଭାଗ୍ୟ, ଗରିବରୁ ଏବେ କୋଟିପତି

କୁହାଯାଏ, ଭାଗ୍ୟର ପରିବର୍ତ୍ତନ ହେଲେ ରାତାରାତି ଗରିବରୁ ଜଣେ କୋଟିପତି ହୋଇଯାଏ। ଠିକ୍‌ ଏମିତି ଏକ ଘଟଣା ଘଟିଛି ତାଞ୍ଜାନିଆରେ। ଗାତ ଖୋଳିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଏକ ନିଆରା ପଥର ମିଳିଥିଲା, ଯାହାକୁ ବିକି ସେ ୧୪.୭ କୋଟି ଟଙ୍କା…

ଏହି ପ୍ରତିଷ୍ଠିତ କମ୍ପାନୀର ସେଲ୍ସମ୍ୟାନ୍‌ ସାଜିଲା କୁକୁର

ମଣିଷ ପରି କୁକୁର ଏବେ ସେଲସ୍‌ମ୍ୟାନ ସାଜିଛି। ତାହାପୁଣି ଏକ ପ୍ରତିଷ୍ଠିତ କାର କମ୍ପାନୀରେ। ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କୁକୁର ବେକରେ ଆଇଡି କାର୍ଡ ମଧ୍ୟ ଝୁଲୁଛି। ଏଥିପାଇଁ କୁକୁରଟି ଏବେ ଷ୍ଟାର ପାଲଟିଯାଇଥିବା ବେଳେ ସୋସିଆଲ…

ଏହି ଏଟିଏମ୍‌ କାର୍ଡରୁ ମିଳିବ ଆକର୍ଷଣୀୟ ଲାଭ, ସଙ୍କଟ ସମୟରେ ମିଳିବ ୧୦ ଲକ୍ଷ ଟଙ୍କା

ସାଧାରଣତଃ କେବଳ ନଗଦ ଟଙ୍କା ଉଠାଇବା କିମ୍ବା ସପିଂ କରିବା ପାଇଁ ଏଟିଏମ କାର୍ଡ ବ୍ୟବହାର କରିଯାଏ। ଯଦି ରୁପେ(RuPay)ର ଏଟିଏମ୍‌ କାର୍ଡ ଅଛି, ତେବେ ଏଥିରୁ ଅନେକ ସୁବିଧା ମିଳିପାରିବ। କାରଣ ଏହି ଏଟିଏମ୍‌ କାର୍ଡ ଅସୁବିଧାରେ ବହୁତ ଉପଯୋଗୀ…

ମନ୍ଦିର ଶିଳାନ୍ୟାସକୁ ନେଇ ଅସହିଷ୍ଣୁ ପାକିସ୍ତାନ: କହିଲା ‘ଭାରତ ଏବେ ରାମନଗର ହୋଇଯାଇଛି’

ଇସଲାମାବାଦ,୫।୮: ଅଯୋଧ୍ୟାରେ ରାମମନ୍ଦିର ଲାଗି ବୁଧବାର ଶିଳାନ୍ୟାସ କରାଯାଇଛି। ଏହାକୁ ଲାଗି ସମଗ୍ର ଭାରତ ଉତ୍ସବମୁଖର ହୋଇଥିବା ବେଳେ ପାକିସ୍ତାନ ଅସହିଷ୍ଣୁ ହୋଇପଡ଼ିଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ସରକାରରେ ରେଳ ମନ୍ତ୍ରୀ ଥିବା ଶେଖ ରଶିଦ ମୋଦି ସରକାରଙ୍କୁ ସମାଲୋଚନା…

ଅନନ୍ତକାଳ ପର୍ଯ୍ୟନ୍ତ ମାନବତା ଆସ୍ଥାର ପ୍ରତୀକ ପାଲଟିବ ରାମମନ୍ଦିର: ବହନ କରିବ ଭାଇଚାରାର ବାର୍ତ୍ତା

ଅଯୋଧ୍ୟା, ୫।୮: ରାମମନ୍ଦିର ନିର୍ମାଣର ଭୂମି ପୂଜନ ଶେଷ ହୋଇଛି। ଏହି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ରାମମନ୍ଦିର ଅନନ୍ତକାଳ ପର୍ଯ୍ୟନ୍ତ ମାନବତା ଆସ୍ଥାର ପ୍ରତୀକ ପାଲଟିବ। ଏହା ଦେଶବାସୀଙ୍କୁ ସର୍ବଦା ଭାଇଚାରାର ବାର୍ତ୍ତା ସମ୍ପର୍କରେ…

କୋରାପୁଟ ଜିଲାରେ ୬୦୦.୬ ମିଲିମିଟର ବର୍ଷା ରେକର୍ଡ

କୋରାପୁଟ,୫ା୮(ସ୍ବ.ପ୍ର.) : କୋରାପୁଟ ଜିଲାରେ ଦିନକରେ ୬୦୦.୬ ମିଲିମିଟର ବର୍ଷା ହୋଇଥିବା ଜିଲା ଜରୁରୀ ବିଭରାଗ ପକ୍ଷରୁ ଜଣାଯାଇଛି। ବୁଧବାର ଜିଲାରେ ୬୦୦.୬ ମିମି ବର୍ଷା ହୋଇଥିବାବେଳେ ଦଶମନ୍ତପୁର ବ୍ଲକରେ ସର୍ବାଧିକ ୮୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଜିଲାର…

ଟ୍ରେନ୍‌ରେ ଯାତ୍ରା କରୁଥିଲେ ସାବଧାନ… : ୮ ଫୁଟ ଦୂରତାରେ ବସିଲେ ମଧ୍ୟ ହେବେ କରୋନା ସଂକ୍ରମିତ

ଟ୍ରେନ୍‌ରେ ଯାତ୍ରାକରିବା ସମୟରେ ଯଦି ଜଣେ ବ୍ୟକ୍ତି କରୋନା ସଂକ୍ରମିତଙ୍କ ଠାରୁ ୮ ଫୁଟ ଦୂରରେ ବସନ୍ତି ତେବେ ମଧ୍ୟ ସେ ସଂକ୍ରମିତ ହେବାର ଆଶଙ୍କା ରହିଛି। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଉକ୍ତ ଗବେଷଣା ଅନୁଯାୟୀ, ଏକ…

ପ୍ରେମିକାଙ୍କ ପାଇଁ ପ୍ରେମିକଙ୍କ ଘର ପାଉଁଶ ହୋଇଗଲା, ଜାଣନ୍ତୁ କେମିତି

ଇଂଲଣ୍ଡର ସେଫିଲ୍ଡ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ପ୍ରେମିକାଙ୍କୁ ବିବାହ ପାଇଁ ପ୍ରପୋଜ କରିବା ବେଳେ ଏକ ଅଘଟଣ ଘଟିଛି। ଯୁବକ ଜଣଙ୍କ ପ୍ରେମିକାଙ୍କୁ ରୋମାଣ୍ଟିକ ଅନ୍ଦାଜରେ ପ୍ରପୋଜ କରିବା ପାଇଁ ଘରକୁ ୧୦୦ଟି ମହମବତୀରେ…

ମାତ୍ର ୫ ଟଙ୍କା ପାଇଁ ଅଣ୍ଡା ଦୋକାନୀଙ୍କ ସହ ଘଟିଲା ଏମିତି କିଛି

ଲକ୍ଷ୍ନୌ,୫।୭: ଉତ୍ତରପ୍ରଦେଶର ବାଲିଆରେ ଜଣେ ଅଣ୍ଡା ବ୍ୟବସାୟୀଙ୍କୁ ମାତ୍ର ପାଞ୍ଚ ଟଙ୍କା ପାଇଁ ପିଟିପିଟି ହତ୍ୟା କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି। ପରିବାର ସଦସ୍ୟ ଅଭିଯୋଗ…

ଭାରତର କଡ଼ା ଜବାବ: ନିୟନ୍ତ୍ରଣ ରେଖାରେ ୧୦ରୁ ଅଧିକ ପାକିସ୍ତାନୀ ସୈନ୍ୟଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୫।୮: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି। ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ପାକିସ୍ତାନୀ ସୈନ୍ୟ ଭାରତୀୟ ସେନାଙ୍କ ପାଲଟା ଜବାବରେ ସ୍ତବ୍ଧ ହୋଇଯାଇଛନ୍ତି। ପୁଞ୍ଚ୍‌ ଜିଲାର କ୍ରିଷ୍ଣାଘାଟି ଏବଂ ମାନକୋଟ ସେକ୍ଟର ଉପରେ…

ନିଶ ପାଇଁ ପ୍ରସିଦ୍ଧ ଭଗବାନ ଶ୍ରୀରାମ: ଜାଣନ୍ତୁ କେଉଁଠି

ଭାରତରେ ଅନେକ ଧର୍ମର ଲୋକ ବାସ କରନ୍ତି। ତନ୍ମଧ୍ୟରେ ହିନ୍ଦୁମାନଙ୍କ ସଂଖ୍ୟା ସବୁଠାରୁ ଅଧିକ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଅନେକ ବର୍ଷ ହେବ ଲାଗିରହିଥିବା ଆଶା ଆଶଙ୍କାର ଶେଷରେ ଅନ୍ତ ଘଟିଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ…

ଅଯୋଧ୍ୟାରେ ମନ୍ଦିର ନିର୍ମାଣକୁ ନେଇ ଖୁସିରେ ବିଭୋର ‘ସୀତା’: ଭଗବାନ ରାମଙ୍କୁ ଏପରି କଲେ ସ୍ବାଗତ

ବମ୍ବେ: ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ନଗରୀରେ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରିବା ସହ ରାମମନ୍ଦିର ନିମନ୍ତେ କରିଛନ୍ତି ଶିଳାନ୍ୟାସ। ସାରା ଦେଶରେ ଏହାକୁ ନେଇ ଉତ୍ସବର ମାହୋଲ। ଲୋକମାନେ ସୋସିଆଲ ମିଡିଆରେ ନିଜ ଖୁସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?