ବରଗଡ଼ରେ ଶିଶୁଙ୍କ ସମେତ ୪କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଲା
ବରଗଡ଼ ଅଫିସ,୧୮।୬: ବରଗଡ଼ ଜିଲାରେ ଗୁରୁବାର ପୁଣି ୪ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ବ୍ଲକ କଟାପାଲି ଗାଁର ୩ଜଣ ଓ…
ସ୍ବାସ୍ଥ୍ୟ ବିଭାଗ ସମ୍ଭାଳିବେ ସିସୋଡିଆ
ନୂଆଦିଲ୍ଲୀ,୧୮।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅନୁପସ୍ଥିତରେ ଏବେ ତାଙ୍କ ବିଭାଗର ଦାୟିତ୍ୱ ସମ୍ଭାଳିବେ ଉପମୁଖ୍ୟନ୍ତ୍ରୀ ମନିଷ ସିସୋଡିଆ। ତେବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କରୋନା ଟେଷ୍ଟ ରିପୋର୍ଟ ବୁଧବାର ପଜିଟିଭ ଆସିଥିବା ବେଳେ ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେଣୁ ତାଙ୍କ…
ଟେନସନ୍ ଅନ୍ତରାଳେ..
ପ୍ରେମରେ ପଡିବା ପୁଣି ସେଥିରେ ସଫଳ ହେବା-ଏହି ଦୁଇଟି ଭିନ୍ନ ବିଷୟ। ତେବେ ପ୍ରେମର ମଧୁରେଣ ସମାପୟେତ ପାଇଁ ହୃଦୟଟି ସେମିତି ସଚ୍ଚା ହେବା ଦରକାର। ହେଲେ ପ୍ରେମରେ ପଡିବା ପରେ ଯେ ଏପରି ପରିସ୍ଥିତିର ସାମନା କରିବାକୁ ପଡିବ ତାହା…
CORONAVIRUS UPDATE: ରାଜ୍ୟରେ ପୁଣି ୧୭୪ କରୋନା ପଜିଟିଭ୍ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୫୧୨କୁ ବୃଦ୍ଧି
ଭୁବନେଶ୍ୱର,୧୮।୬(ବ୍ୟୁରୋ) ରାଜ୍ୟରେ ଗୁରୁବାର ପୁଣି ୧୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦୦କୁ ଟପିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୬ କ୍ୱାରାଣ୍ଟାଇନ୍ ସେଣ୍ଟରର ରହିଥିବା ବେଳେ ୨୮ଜଣ ସ୍ଥାନୀୟ ଅଞ୍ଚଳର ରହିଥିବା…
ପିତାଙ୍କ ମୃତ୍ୟୁର ୧୦ ମାସ ପରେ ଝିଅକୁ ମିଳିଲା ଏକ ଇ-ମେଲ, ଯାହା ଲେଖା ଥିଲା ପଢି ହେଲେ ଆଶ୍ଚର୍ଯ୍ୟ
ଫିଲିପାଇନ୍ସର ବାସିନ୍ଦା ଆଲିସା ମେଣ୍ଡୋଜା ପ୍ରତିଦିନ ଭଳି ସକାଳୁ ନିଜ କାମରେ ବାହାରିଥିଲେ। ହଠାତ୍ ତାଙ୍କ ମୋବାଇଲ୍କୁ ଏକ ଇ-ମେଲ ଆସିଥିଲା। ଏହି ଇ-ମେଲଟି ତାଙ୍କ ପିତାଙ୍କଠାରୁ ଆସିଥିଲା। ଯେ କି ୧୦ ମାସ ପୂର୍ବରୁ ମୃତ୍ୟୁବରଣ କରିଥିଲେ। ଏଥିରେ ଆଶ୍ଚର୍ଯ୍ୟ…
ବଲିଉଡରୁ ବଂଶବାଦ ନ ହଟିଲେ ସୁଶାନ୍ତଙ୍କ ଭଳି ଘଟୁଥିବ ଆତ୍ମହତ୍ୟା ଘଟଣା: ଅଭିଯୋଗ ଆଣିଲେ ଜିହା ଖାଁଙ୍କ ମା’
ମୁମ୍ବାଇ, ୧୮।୬: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡରେ ଚାଲିଥିବା ବଂଶବାଦ ବିରୋଧରେ ସ୍ବର ଉଠିବାରେ ଲାଗିଛି। ସୁଶାନ୍ତଙ୍କ ଭଳି ଆତ୍ମହତ୍ୟା କରିଥିବା ଜିହା ଖାଁଙ୍କ ମା’ ରାବିୟା ଅମିନ୍ ଏବେ ମୁହଁ ଖୋଲିଛନ୍ତି। ବଲିଉଡ୍ରୁ ବଂଶବାଦ ନ…
ଆଉ ଜଣେ ପରଦେଶୀ ନାୟିକା
ରୁଷୀୟ ଲଳନା ଆଲେକ୍ଜାଣ୍ଡ୍ରା ସ୍କେଲସୁନୋଭା ଓରଫ ସାସା। ମଡେଲିଂ ସହ ଜଡ଼ିତ ଏହି ନବାଗତା ପ୍ରଥମ ଥର ପାଇଁ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି। ନୂଆ ଓଡ଼ିଆ ସିନେମା ‘ବାୟ ବାୟ ଦିଲ୍’ର ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ସେ ।…
ଭିଜିଲାନ୍ସ ଜାଲରେ ଟେକ୍ନିକାଲ ଆସିଷ୍ଟାଣ୍ଟ
ଭଦ୍ରକ ଅଫିସ,୧୮।୬: ଭଦ୍ରକ ଡିପିସି ଅଫିସର ଟେକ୍ନିକାଲ ଆସିଷ୍ଟାଣ୍ଟଙ୍କ ଘରେ ଗୁରୁବାର ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ମିଳିତ ଭାବେ ଚଢ଼ାଉ କରଛନ୍ତି। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଟେକ୍ନିକାଲ ଆସିଷ୍ଟାଣ୍ଟ ବୈଲୋଚନ ପୁହାଣଙ୍କ ଘର ସମେତ ବିଭିନ୍ନ ସ୍ଥାନରେ…
୩୦ସ୍ଥାନରେ ମନ୍ଦିରରେ ହେବ ରଥ ପର୍ବ
ଭୁବନେଶ୍ୱର,୧୮।୬(ବ୍ୟୁରୋ): କରୋନା ଯୋଗୁ ପୁରୀରେ ରଥଯାତ୍ରା ହେବ ନା ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରି ନାହିଁ। ଅପରପକ୍ଷରେ ରାଜ୍ୟର ୩୦ଟି ସ୍ଥାନରେ ଥିବା ପ୍ରମୁଖ ମନ୍ଦିର ପରିସରରେ ରଥପର୍ବ ଆୟୋଜନ କରିବାକୁ ବିଭିନ୍ନ ମନ୍ଦିର କମିଟି ପକ୍ଷରୁ…
ଗୁଳି ଫୁଟାଇ ଆତ୍ମହତ୍ୟା କଲେ ବଣାଇ ବିଧାୟକଙ୍କ ପିଏସ୍ଓ
ସୁନ୍ଦରଗଡ଼,୧୮।୬(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବଣାଇ ବିଧାୟକ ଲକ୍ଷଣ ମୁଣ୍ଡାଙ୍କ ପିଏସ୍ଓ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟାର କାରଣ ଏଯାଏଁ ଜଣାପଡ଼ିନାହିଁ। ବୁଧବାର ରାତିରେ ସେ ନିଜ ଗ୍ରାମରେ ଆତ୍ମହତ୍ୟା କରିଥିଲେ। ପୋଲିସ ମୃତଦେହ…
ଶେଷଥର ପାଇଁ କେବେ ହ୍ବାଟ୍ସଆପ୍ ଦେଖିଥିଲେ ସୁଶାନ୍ତ
ବହୁତ କମ ଦିନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ୩୪ ବର୍ଷ ବୟସରେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତା’ର କାରଣ ଏଯାଏ ଜଣାପଡିନାହିଁ।…
୮ମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେଲା ଭାରତ
ଜେନେଭା, ୧୮।୬: ଭାରତ ୮ମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି। ଏନେଇ ହୋଇଥିବା ଭୋଟିଂରେ ୧୯୩ ସଦସ୍ୟ ରାଷ୍ଟ୍ର ଅଂଶଗ୍ରହଣ କରିଥିଲେ। ଭାରତ ସପକ୍ଷରେ ୧୮୪ ଦେଶ ନିଜର ସମର୍ଥନ ଦେଇଥିଲେ। ଆମେରିକା…
Archives


