ହଟ୍ସ୍ପଟ୍ରେ ଏସ୍ସିବି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ଆଜି ୧୦ ପଜିଟିଭ୍ ଚିହ୍ନଟ
କଟକ ଅଫିସ,୨୦ା୮: ଏସ୍ସିବି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ବୁଧବାର ପ୍ରଥମ କରି ୩ ଜଣ ଷ୍ଟାଫ୍ଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା। ତେବେ ଗୁରୁବାର ସକାଳେ ଆଉ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଆଟେଣ୍ଡାଣ୍ଟ ଏବଂ…
ପ୍ରଥମ ଦେଖାରେ ସୋନିଆଙ୍କ ପ୍ରେମରେ ପଡ଼ିଥିଲେ ରାଜୀବ ଗାନ୍ଧୀ, ଜାଣନ୍ତୁ କେମିତି ଆରମ୍ଭ ହୋଇଥିଲା ପ୍ରେମ
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ। ସେ ୨୦ ଅଗଷ୍ଟ ୧୯୪୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୯୧ ନିର୍ବାଚନ ପ୍ରଚାର ସମୟରେ ବୋମା ବିସ୍ଫୋରଣରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ଏହି ଖାସ୍ ଦିନରେ…
ମାଧୁରୀ ଶ୍ରୀଲଙ୍କାରେ ନେଇଥିଲେ କୁକିଂ କ୍ଲାସ୍: ଏବେ ଲକ୍ଡାଉନରେ କାମ ଦେଉଛି
ମୁମ୍ବାଇ: ବଲିଉଡ୍ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିଥାନ୍ତି। ସେ କେବଳ ତାଙ୍କ ଫିଲ୍ମର ବାର୍ଷିକିରେ ପୋଷ୍ଟ କରନ୍ତି ତାହା ନୁହେଁ ପ୍ରଶଂସକଙ୍କ ସହ ବେଶ୍ ଆକର୍ଷଣୀୟ କାର୍ଯ୍ୟକଳାପ ମଧ୍ୟ ସହ ଶେୟାର କରିଥାନ୍ତି।…
ନିର୍ବାଚନ ପୂର୍ବରୁ ମହାମେଣ୍ଟକୁ ଝଟ୍କା: ଦଳ ଛାଡିଲେ ଜିତନରାମ
ପାଟନା,୨୦।୮: ବିହାରରେ ଏବେଠାରୁ ରାଜନୈତିକ ସରଗରମ ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ବନ୍ଧୁତା ଭାଙ୍ଗିବା ଓ ନୂଆ ସମ୍ପର୍କ ଗଢ଼ିବା ସ୍ଥିତି ଜାରି ରହିଛି। ଇତିମଧ୍ୟରେ ଜିତନରାମ ମାଝିଁଙ୍କ ପାର୍ଟି ହମ୍ ମେଣ୍ଟରୁ ଅଲଗା ହୋଇଥିବା ଜଣାପଡ଼ିଛି। ଗୁରୁବାର ମେଣ୍ଟରୁ ଓହରିବା…
ଓଳଗ ପଞ୍ଚାୟତ ଶଟ୍ଡାଉନ୍
ଆରଡ଼ି,୨୦ା୮(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ପଞ୍ଚାୟତକୁ ସରପଞ୍ଚ ଅନସୂୟା ସେଠୀ ୫ ଦିନ ଶଟ୍ଡାଉନ୍ ଘୋଷଣା କରିଛନ୍ତି । ଏହି ଶଟ୍ଡାଉନ୍ ଗୁରୁବାର ରାତି ୧୨ଟାରୁ ମଙ୍ଗଳବାର ରାତି ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିସହିତ ପଞ୍ଚାୟତରେ…
୬୫ ବର୍ଷ ବୟସ୍କା ମହିଳା ୧୩ ମାସରେ ପ୍ରସବ କରିଛନ୍ତି ୮ ସନ୍ତାନ…
ମୁଜାଫରପୁର, ୨୦।୮: ଜଣେ ୬୫ ବର୍ଷ ବୟସ୍କା ମହିଳା ୧୩ ମାସରେ ୮ଜଣ ସନ୍ତାନଙ୍କୁ ପ୍ରସବ କରିଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ବିହାର ସ୍ବାସ୍ଥ୍ୟ ବିଭାଗ କାଗଜ ପତ୍ରରେ ସତ୍ୟରେ ପରିଣତ ହୋଇଛି। ମହିଳାଙ୍କ ନାମରେ…
ମୋଦି ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ୍
ନୂଆଦିଲ୍ଲୀ,୨୦।୮: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିବା ସହ ସ୍ଥିତି ଅଣାୟତ ହେବାରେ ଲାଗିଛି। ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ଲକ୍ଷ ପାର କରିଛି। ଏହା କବଳରୁ କେହି ଭିଭିଆଇପି ମଧ୍ୟ ବର୍ତ୍ତି ପାରିନାହାନ୍ତି। ଇତିମଧ୍ୟରେ ମୋଦି ସରକାରଙ୍କ ଆଉ…
ଭାରତରେ ୩ ଜୈଶ୍ ଆତଙ୍କବାଦୀ: ଟାର୍ଗେଟ୍ରେ ଦିଲ୍ଲୀ
ନୂଆଦିଲ୍ଲୀ, ୨୦।୮: ଭାରତରେ ୩ ଜୈଶ୍-ଇ-ମହମ୍ମଦ୍ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ଦିଲ୍ଲୀ ସହିତ କେତେକ ଭିଆଇପିଙ୍କୁ ସେମାନେ ଟାର୍ଗେଟ୍ କରିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦିଲ୍ଲୀର ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ଗୁୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ଆକ୍ରମଣ କରିବା…
ବୁଢ଼ାବଳଙ୍ଗରେ ବନ୍ୟା ଜଳ: ଜଳକା, ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି
ବାଲେଶ୍ୱର ଅଫିସ,୨୦ା୮: ଦୁଇଦିନ ଧରି ଲଗାଣ ଏବଂ ଉପର ମୁଣ୍ଡରେ ଅତ୍ୟଧିକ ବର୍ଷା ଯୋଗୁ ବୁଢାବଳଙ୍ଗ ନଦୀର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଲେଶ୍ୱର ସଦର ବ୍ଲକ ପରିଖି ପଞ୍ଚାୟତର ୯ ନଂ. ଓ୍ବାର୍ଡ ନନ୍ଦଚକ (ଜଙ୍ଗଲ ଘେରି) ସମ୍ପୂର୍ଣ୍ଣ…
ଗଣେଶ ପୂଜା ପ୍ରସଙ୍ଗ: ସ୍ଥାନୀୟ ପ୍ରଶାସନ ନେବ ନିଷ୍ପତ୍ତି
କଟକ ଅଫିସ,୨୦ା୮: ଟ୍ବିନ୍ ସିଟି ଭୁବନେଶ୍ୱର ଏବଂ କଟକରେ ଗଣେଶ ପୂଜା ପାଇଁ ଅନୁମତି ଦେବାକୁ ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଗୁରୁବାର ମାମଲାର ବିଚାର କରି ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଉ ବୋଲି କୋର୍ଟ ନିର୍ଦ୍ଦେଶ…
ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରୋନା
ଭୁବନେଶ୍ୱର,୨୦ା୮(ବ୍ୟୁରୋ): ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଗୁରୁବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନିଜେ ଏ ସମ୍ପର୍କରେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏହି ଟୁଇଟ୍ରେ କହିଛନ୍ତି, ସେ ସୁସ୍ଥ ଥିବା ସହ ହୋମ୍ କ୍ୱାରାଣ୍ଟାଇନ୍ରେ ଅଛନ୍ତି।…
୧୮ମହଲାରୁ ତଳକୁ ଖସିପଡ଼ିଲା ଶିଶୁ, ତା’ପରେ…
ବେଜିଂ,୨୦।୮: ରଖେ ହରି ମାରେ କିଏ। ଅର୍ଥାତ୍ ଯାହାକୁ ଭଗବାନ ରକ୍ଷା କରିବାକୁ ଚାହାନ୍ତି ତା’କୁ କୌଣସି ଶକ୍ତି କ୍ଷତି ପହଞ୍ଚାଇପାରେ ନାହିଁ। ଏଭଳି କିଛି ଘଟିଛି ଜଣେ ୪ ବର୍ଷର ଶିଶୁ ସହ। ୧୮ ମହଲା ସ୍ଥିତ ଫ୍ଲାଟ୍ର ଝରକାରୁ…

