ଶିକ୍ଷାମନ୍ତ୍ରୀଙ୍କ ଘରେ କରୋନା: ସ୍ତ୍ରୀ-ଝିଅ ପଜିଟିଭ୍
ବେଙ୍ଗାଲୁର, ୨୩।୬: କର୍ନାଟକର ମେଡ଼ିକାଲ ଶିକ୍ଷାମନ୍ତ୍ରୀଙ୍କ ଘରେ କରୋନା ସଂକ୍ରମଣ ଘଟିଛି। ମନ୍ତ୍ରୀ କେ. ସୁଧାକରଙ୍କ ସ୍ତ୍ରୀ ଏବଂ ଝିଅଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଥିବା କୁହାଯାଉଛି। ଏନେଇ ମଙ୍ଗଳବାର ଟୁଇଟ୍ କରି ମନ୍ତ୍ରୀ ସୂଚନା ଦେଇଛନ୍ତି। ଅପରପକ୍ଷରେ…
୭୧ ବର୍ଷରେ ବି ଚମକୁଛନ୍ତି ହେମାମାଳିନୀ, ଜାଣନ୍ତୁ ସୌନ୍ଦର୍ଯ୍ୟର ରହସ୍ୟ
ବଲିଉଡ୍ ଡ୍ରିମ୍ଗର୍ଲ ହେମାମାଳିନୀଙ୍କ ସୌନ୍ଦର୍ଯ୍ୟର ଦିଓ୍ବାନା ଅନେକ ଅଛନ୍ତି। ୭୧ ବର୍ଷରେ ବି ତାଙ୍କ ସ୍କିନ୍ ଚକମୁଛି। ଏହା ଦେଖି ତାଙ୍କ ଫ୍ୟାନ୍ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ତାଙ୍କ ସୌନ୍ଦର୍ଯ୍ୟର ରାଜ୍ କ’ଣ ଜାଣିଛନ୍ତି କି। ହେମା ପ୍ରତିଦିନ ସକାଳୁ ୪୫…
CORONAVIRUS UPDATE: ଆଉ ୨ ମୁଣ୍ଡ ନେଲା କରୋନା; ଉଭୟ କଟକ ଜିଲାର
କଟକ ଅଫିସ/ଭୁବନେଶ୍ୱର, ୨୩।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଉଭୟ କଟକ ଜିଲାର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ୭୧ ବର୍ଷୀୟ ବୃଦ୍ଧ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି…
କରୋନା ପ୍ରଭାବ: ବିଦେଶୀଙ୍କୁ ହଜ୍ ଯାତ୍ରା ମନା
ଅବୁଧାବି, ୨୩।୬: ଚଳିତ ବର୍ଷ ବିଦେଶୀଙ୍କ ପାଇଁ ହଜ୍ ଯାତ୍ରାକୁ ସୌଦି ସରକାର ମନା କରିଛନ୍ତି। କରୋନା ସଂକ୍ରମଣକୁ ରୋକିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। ଏନେଇ ସୌଦି ହଜ୍ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦେଶର…
ପାକିସ୍ତାନର ୩ କ୍ରିକେଟରଙ୍କୁ କରୋନା, ଇଂଲଣ୍ଡ ଗସ୍ତରୁ ବାଦ୍ ପଡିବାର ସମ୍ଭାବନା
ଇସଲାମାବାଦ୍,୨୩।୬: ପାକିସ୍ତାନ କ୍ରିକେଟ ଦଳକୁ ବଡ ଝଟ୍କା ଲାଗିଛି। ଦଳର ୩ କ୍ରିକେଟର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଲେଗ ସ୍ପିନର ଶାଦାବ ଖାନ, ଦ୍ରୁତ ବୋଲର ହରିସ ରଫ୍ ଏବଂ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ ହାଇଦର ଅଲ୍ଲି କରୋନା ଆକ୍ରାନ୍ତ…
ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହଁରା ଆରମ୍ଭ
ପୁରୀ ଅଫିସ, ୨୩।୬: ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିସାରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପହଞ୍ଚି ଛେରା ପହଁରା ଆରମ୍ଭ କରିଛନ୍ତି। ପୂର୍ବାହ୍ନ ୧୦.୪୫ରେ ଗଜପତି ମହାରାଜା ପ୍ରଥମେ ବଳଦେବଙ୍କ ତାଳଧ୍ୱଜ ରଥରେ ଛେରା ପହଁରା…
ଚା’ ବିକାଳିଙ୍କ ଝିଅ ହେଲେ ବାୟୁସେନା ଫାଇଟର ପାଇଲଟ
ଭୋପାଳ, ୨୩।୬: ଇଛାଶକ୍ତି ଆଗରେ ସମସ୍ତ ବାଧା ହାର ମାନିଥାଏ। ଶେଷରେ ସଫଳତା ମିଳିଥାଏ। ଏହା ସଦ୍ୟତମ ଉଦାହରଣ ପାଲଟିଛନ୍ତି ମଧ୍ୟପ୍ରଦେଶର ଜଣେ ଚା’ ବିକାଳିଙ୍କ ଝିଅ। ସେ ଭାରତୀୟ ବାୟୁସେନାରେ ଫାଇଟର ପାଇଲଟ ହୋଇଛନ୍ତି। ସ୍ଥାନୀୟ ନିମଚ ଅଞ୍ଚଳରେ ସୁରେଶ…
CORONAVIRUS UPDATE: ରାଜ୍ୟରେ ପୁଣି ୧୬୭ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୫,୪୭୦ରେ ପହଞ୍ଚିଲା
ଭୁବନେଶ୍ୱର, ୨୦।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ପୁଣି ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୪୭୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ…
ରୋଷେଇ ଘରେ ପନିର୍ ବଟର୍ ମସଲା ତିଆରି କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଟ୍ରୋଲ୍ କଲେ ଧାଓ୍ବନ
ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି। କ୍ରିକେଟ ବ୍ୟାଟ୍ ଛାଡି ଏବେ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରିବା ଦେଖାଯାଇଛି। ପାଣ୍ଡ୍ୟା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଛନ୍ତି। ଇନ୍ଷ୍ଟାଗ୍ରାମରେ ରୋଷେଇ କରୁଥିବା ଭିଡିଓ…
ଶିଷ୍ୟଙ୍କ ସହ ୩ ରଥରେ ବିଗ୍ରହମାନଙ୍କୁ ଦର୍ଶନକଲେ ଶଙ୍କରାଚାର୍ଯ୍ୟ
ପୁରୀ ଅଫିସ, ୨୩।୬: କଟକଣାଯୁକ୍ତ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଚଳଚଞ୍ଚଳ ହୋଇଉଠିଛି ବଡ଼ଦାଣ୍ଡ। ସକାଳୁ ସକାଳୁ ଶେଷ ହୋଇଛି ଚତୁର୍ଦ୍ଦା ମୂର୍ତ୍ତିଙ୍କ ପହଣ୍ଡି ନୀତି। ପହଣ୍ଡି ବିଜେ ପରେ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ…
ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି
ନୂଆଦିଲ୍ଲୀ,୨୩।୬: ସୁପ୍ରିମକୋର୍ଟଙ୍କ ଅନୁମତି ପରେ ପୁରୀରେ ମଙ୍ଗଳବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଯଥା ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓଡ଼ିଶା ଏବଂ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟୁଇଟ୍…
ପାକିସ୍ତାନର ଷଡ଼ଯନ୍ତ୍ର: ଅସ୍ତ୍ରବିରତି ପଛରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ଦେଶ୍ୟ
ଶ୍ରୀନଗର, ୨୩।୬: ଜମ୍ମୁ-କଶ୍ମୀରରେ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଉଛି। ଲଦାଖ ସୀମାରେ ଚାଇନା ସହିତ ଭାରତର ଉତ୍ତେଜନା…
Archives


