ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଆଉ ୨ ମାଓବାଦୀ
ମାଲକାନଗିରି,୨୪ା୫: ଝାଡ଼ଖଣ୍ଡରେ ୨ ହାର୍ଡକୋର୍ ମାଓବାଦୀଙ୍କୁ ଏନ୍କାଉଣ୍ଟର୍ କରି ନିହତ କରିଛନ୍ତି। ଲାତେହାରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଏହି ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏହି ମାଓବାଦୀଙ୍କ ନାଁରେ ଥିଲା ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ତେବେ ଆହତ…
ଜାମିନ ପରେ ବିଜୟ ଶୋଭାଯାତ୍ରାରେ ବାହାରିଲେ ବଳାତ୍କାର ଅଭିଯୁକ୍ତ: ତା’ପରେ ଘଟିଗଲା ଏମିତି…
ବେଙ୍ଗାଲୁରୁ, ୨୪।୫:କର୍ନାଟକର ହାବେରୀ ଜିଲାର ବହୁ ଚର୍ଚ୍ଚିତ ହନାଗଲ ଗଣବଳାତ୍କାର ମାମଲାରେ ୭ ମୁଖ୍ୟ ଅଭିଯୁକ୍ତଙ୍କୁ ଗତ ୨୦ ତାରିଖରେ ଜାମିନ ମିଳିଥିଲା। ୧୬ ମାସ ପରେ ଜେଲରୁ ମୁକୁଳିବା ପରେ ଏହି ଅଭିଯୁକ୍ତମାନଙ୍କ ପାଇଁ ଏକ ରୋଡ୍ଶୋ’ର ଆୟୋଜନ ହୋଇଥିଲା।…
ସିନ୍ଧୁ ଜଳଚୁକ୍ତି ସମାଧାନ ନ ହେଲେ ଆମେ ଭୋକରେ ମରିଯିବୁ: କାକୁତିମିନତି ହେଲେ ପାକିସ୍ତାନ ସିନେଟର୍
ନୂଆଦିଲ୍ଲୀ,୨୪ା୫:ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁନଦୀ ଜଳଚୁକ୍ତିକୁ ସ୍ଥଗିତ ରଖିଥିବାରୁ ଉପୁଜିଥିବା ସଙ୍କଟର ସମାଧାନ ନ ହେଲେ ପାକିସ୍ତାନର ବହୁ ଲୋକ ଖାଇବାକୁ ନ ପାଇ ମରିଯିବେ ବୋଲି ସେଠାର ସିନେଟର ସୟେଦ ଅଲି ଜାଫର ଉଚ୍ଚ ସଦନରେ କହିଛନ୍ତି।…
ଅଭାବନୀୟ ଘଟଣା: ଶିକାରୀଙ୍କ ଗୁଳିରେ ଟଳିପଡ଼ିଲେ ଫରେଷ୍ଟର
ହିନ୍ଦୋଳ,୨୪।୫: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ନିଜଗଡ଼ ଫରେଷ୍ଟର ମାନସ ଓରଫ ପ୍ରହ୍ଲାଦ ପ୍ରଧାନ ଶିକାରୀଙ୍କ ଗୁଳିମାଡ଼ରେ ମୃତ୍ୟୁବରଣ କରିଛନ୍ତି। ଶନିବାର ଭୋର ସମୟରେ ଏହି ଘଟଣା ଘଟିଛି। ବିଳମ୍ବିତ ରାତିରେ ତଣ୍ଟିଚିରା ଠାରେ ବନ୍ୟଜନ୍ତୁ ଶିକାରୀ କରି ଶିକାରୀମାନେ ମାଂସ…
ମଡେଲ ପାର୍କ କାମ ସରିବା ନେଇ ଅନିଶ୍ଚିତତା
ଜଗତ୍ସିଂହପୁର, ୨୪ା୫ (ପ୍ରମୋଦ କୁମାର ନାୟକ): ଦିନକୁ ଦିନ ଜଗତ୍ସିଂହପୁର ସହରର ଜନସଂଖ୍ୟା ବଢ଼ିଚାଲିଛି। କିନ୍ତୁ ମନୋରଞ୍ଜନ ପାଇଁ ଏ ପର୍ଯ୍ୟନ୍ତ ଆଖିଦୃଷ୍ଟିଆ ପାର୍କଟିଏ ନାହିଁ। ୨୦୨୧ରେ ସ୍ଥାନୀୟ କଲେଜ ଛକ ନିକଟରେ ଏକ ଆକର୍ଷଣୀୟ ଅର୍ଥାତ୍ ମଡେଲ ପାର୍କ ନିର୍ମାଣ…
ରାମଚନ୍ଦ୍ର, ସକ୍ରେଟିସ୍ ଓ ଗଣତନ୍ତ୍ର
ରାମାୟଣରେ ବର୍ଣ୍ଣିତ ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ରଙ୍କୁ ଆମେ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିନିଧି ଭାବରେ ବ୍ୟାଖ୍ୟା କରୁ। ଉତ୍ତରାକାଣ୍ଡର ବର୍ଣ୍ଣନା ଅନୁସାରେ ନଗର ଭ୍ରମଣ କରିସାରି ଗୁପ୍ତଚର ଭଦ୍ର ରାମଙ୍କୁ କହିଛି, ”ହେ ରାଜନ, ପୁରବାସୀ ଆପଣଙ୍କ ବିଷୟରେ ରାସ୍ତାରେ, ବଜାରରେ, ବନ ଉପବନରେ…
ଅଧରାତିରେ ଲାଞ୍ଚ ନେଉଥିଲେ ଏଏସଆଇ, ହୋମଗାର୍ଡ: ମାଡ଼ିବସିଲା ଭିଜିଲାନ୍ସ
ଖୋର୍ଦ୍ଧା,୨୪।୫(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଭିଜିଲାନ୍ସ ଜାଲରେ ବାଙ୍କୋଇ ଫାଣ୍ଡି ଏଏସଆଇ ଓ ହୋମଗାର୍ଡ। ଲାଞ୍ଚ ନେଇ ଧରାପଡିଲେ ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପିକେ ସୁନ୍ଦରାୟ। ଏକ କେସ ଡାଇରୀରୁ ନା ହଟାଇବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ।…
ସୁନ୍ଦରଗଡ଼ ଖଣି ଦୁର୍ନୀତି ମାମଲା: ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୪ା୫(ସୁନିତ୍ ମିଶ୍ର):ସୁନ୍ଦରଗଡ଼ ଜିଲାର ହେମଗିର ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ ଖଣି ଉତ୍ତୋଳନ ଏବଂ କାରବାରର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ଭିଜିଲାନ୍ସ ପକ୍ଷରୁ ଏକ ଏସ୍ଆଇଟି…
ଅନିଶ୍ଚିତତାରେ ଭାବୀ ରାଣୀଙ୍କ ମାଷ୍ଟର ଡିଗ୍ରୀ: ଭବିଷ୍ୟତ ଅନ୍ଧକାର
ବ୍ରସେଲ୍ସ,୨୪ା୫:ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରୀଛାତ୍ର ପଢ଼ିପାରିବେ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିର୍ଦ୍ଦେଶନାମା ଜାରି କରିବା ପରେ ସେଠାରେ ପଢ଼ୁଥିବା ବିଦେଶୀ ଛାତ୍ରୀଛାତ୍ରଙ୍କର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ବେଲଜିୟମର ୨୩ ବର୍ଷିଆ ପ୍ରିନ୍ସେସ୍ ତଥା ଭାବୀ…
୨୮ ବର୍ଷ ପରେ ମିଳୁନି ଜମିପଟ୍ଟା, ଘରଡିହ
ଭବାନୀପାଟଣା,୨୪ା୫(ଉତ୍ତମ କୁମାର ଦାଶ): ସରକାର ଗରିବ ଆଦିବାସୀମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା କରିଛନ୍ତି। ହେଲେ ସେହି ଯୋଜନା ଅଦ୍ୟାବଧି ସେମାନଙ୍କ ପାଖରେ ଅପହଞ୍ଚ ହୋଇରହିଛି। ତିନି ଦଶନ୍ଧି ଧରି ବସବାସ ପରେ ମଧ୍ୟ ସେମାନଙ୍କୁ ଜମିପଟ୍ଟା କିମ୍ବା ଘରଡିହ ମିଳିପାରି…
ପୁଅକୁ ୧୮ହଜାରରେ ବିକିଲେ ମା’: ଏହା ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଯାଜପୁର ଟାଉନ,୨୪ା୫(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ଯାଜପୁର ଟାଉନ ଥାନା ବଡ଼ସୁଆର ଗ୍ରାମର ତୋଟାସାହିରେ ୭ ବର୍ଷର ନାବାଳକ ସାଇରାମ୍ ପରିଡ଼ାଙ୍କୁ ତାଙ୍କ ମା’ ୧୮ହଜାର ଟଙ୍କାରେ ବିକ୍ରିକରି ଦେଇଛନ୍ତି। ଏନେଇ ନାବାଳକଙ୍କ ବାପା ପ୍ରଶାନ୍ତ ପରିଡ଼ା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପ୍ରଶାନ୍ତ…
ବଦଳିଲା ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ତାରିଖ, ୨୭ ନୁହେଁ …
ଭୁବନେଶ୍ୱର, ୨୩ା୫(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ଆସନ୍ତା ୨୭ ପରିବର୍ତ୍ତେ ୨୬ ତାରିଖରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ସେ ଶୁକ୍ରବାର ଅନୁମୋଦନ ଦେଇଛନ୍ତି। ତେଣୁ ଛୁଟି ତାରିଖକୁ…
Archives


