Home

ବିବାଦ ଘେରରେ ଗୁଞ୍ଜନ ସକ୍ସସେନା ବାୟୋପିକ୍‌

ମୁମ୍ବାଇ: ବୁଧବାର ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗୁଞ୍ଜନ ସକ୍ସସେନା ଏବେ ବିବାଦ ଘେରକୁ ଚାଲି ଆସିଛି। ଏହି ଫିଲ୍ମରେ ଅନାବଶ୍ୟକ ନକାରାତ୍ମକ ଦୃଶ୍ୟ ଦେଖାଯାଇଥିବା ନେଇ ଭାରତୀୟ ବାୟୁସେନା ଅଭିଯୋଗ କରିଛି। ଆଇଏଏଫ୍‌ ପକ୍ଷରୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ…

ମୋଦି ସରକାରଙ୍କ ଆଉ ଜଣେ କେନ୍ଦ୍ରମନ୍ତ୍ରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୧୨।୮: କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ୟଶୋ ନାଇକ କରୋନାରେ ପୀଡ଼ିତ ହୋଇଛନ୍ତି। ବୁଧବାର ଆସିଥିବା ସ୍ବାବ ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ତାଙ୍କ ନିକଟରେ ସାମାନ୍ୟ କରୋନା ଲକ୍ଷଣ ଥିବାରୁ ସେ ହୋମ୍‌ ଆଇସୋଲେଶନ୍‌ରେ ରହିଛନ୍ତି। ଏନେଇ…

୪ ଜିଲା, ରାଉରକେଲାରେ ଶଟଡାଉନ କୋହଳ

ଭୁବନେଶ୍ୱର,୧୨।୮(ବ୍ୟୁରୋ)-ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲା ଓ ରାଉରକେଲା ସହରରେ ଶଟଡାଉନ ମାତ୍ର କିଛି ଘଣ୍ଟା ପାଇଁ କୋହଳ ହେବ। ଅଗଷ୍ଟ ୧୫ ତାରିଖ ଦିନ କିଛି ଘଣ୍ଟା କୋହଳ ରହିବ ସପ୍ତାହାନ୍ତ ଶଟଡାଉନ। ୧୫ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ…

 ଦୌଡରେ ସାମିଲ ହେଲେ ୫୦ ହାତୀ: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ହାତୀପଲ ଦୌଡରେ ସାମିଲ ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି,…

ପ୍ରକାଶ ପାଇଲା ଫୋର୍ବସ ତାଲିକା: ସର୍ବାଧିକ ଆୟରେ ଏହି ଭାରତୀୟ ଅଭିନେତା ସାମିଲ

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବେଶ୍‌ ଦବ୍‌ଦବା ରହିଛି। ତାଙ୍କ ଆକ୍ସନ ଓ ଅଭିନୟର ଜାଦୁ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ବାନ୍ଧି ରଖିଛି। ଅକ୍ଷୟ ବଲିଉଡ୍‌ରେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌…

ବୈଠକ ସାରି ଫେରିଲେ ସିଂହପଲ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମଣିଷ ସମୁଦ୍ର ମଝିରେ ଯୋଗ କରୁଛି ତ ଆଉ କେତେବେଳେ ଶିକାର ପାଇଁ ବାଘ ପାହାଡ ଉପରୁ ଡେଉଁଛି। ସିଂହପଲ ବର୍ତ୍ତମାନ ବୈଠକ ସାରି ଫେରୁଥିବା ଏକ ଭିଡିଓ ସୋସିଆଲ…

ନଭେମ୍ବରରେ ଭାରତରେ କରୋନା ଟିକା ଦେବ ରୁଷିଆ

ମସ୍କୋ,୧୨ା୮: କରୋନା ଭୂତାଣୁ ପାଇଁ ଏକ ସଫଳ ଟିକା ପ୍ରସ୍ତୁତ କରିଥିବା ରୁଷିଆ ମଙ୍ଗଳବାର ଘୋଷଣା କରିଛି। ଏହି ଟିକା ଅନୁସନ୍ଧାନ ପାଇଁ ପାଣ୍ଠି ଯୋଗାଉଥିବା ଗୋଷ୍ଠୀର ମୁଖ୍ୟ କିରିଲ ଡିମିଟ୍ରିଏଭ୍‌ କହିଛନ୍ତି ଯେ ନଭେମ୍ବର ସୁଦ୍ଧା ରୁଷିଆ ଅନ୍ୟ ଦେଶକୁ…

ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ: କେନ୍ଦୁଝରରେ ପାସ୍‌ ହାର ରହିଛି…

କେନ୍ଦୁଝର,୧୨ା୮(ସ୍ବ.ପ୍ର.) : ବୁଧବାର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। କେନ୍ଦୁଝର ଜିଲାରେ ପାସ୍‌ ହାର ୫୩.୨୯ ପ୍ରତିଶତ ରହିଥିବା ଜଣାପଡ଼ିଛିି। ପ୍ରଥମ ଶ୍ରେଣୀରେ ୩୧୧ ଜଣ ପାସ୍‌ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୫୦୯ ଜଣ ଓ…

ଦର୍ଶକଙ୍କ ଆକ୍ରୋଶର ଶିକାର ହେଲା ‘ସଡକ୍‌-୨’ ଟ୍ରେଲର୍‌: ନାପସନ୍ଦ ଭିଡିଓରେ କଲା ରେକର୍ଡ

ବମ୍ବେ: ରିଲିଜ ହୋଇଛି ମହେଶ ଭଟ୍ଟ ନିର୍ଦ୍ଦେଶିତ ଫିଲ୍ମ ‘ସଡକ୍‌-୨’ର ଟ୍ରେଲର୍‌। ୟୁଟ୍ୟୁବ୍‌ରେ ପାଞ୍ଚ ଘଣ୍ଟାରେ ଟ୍ରେଲରକୁ ୮୭ହଜାର ଲୋକ ପସନ୍ଦ କରିଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକ ନାପସନ୍ଦ କରିଛନ୍ତି। ଫଳରେ ଫିଲ୍ମଟି ନେପୋଟିଜିମ୍‌ ଏବଂ ସୁଶାନ୍ତଙ୍କ ମୃତ୍ୟୁ…

କରୋନା ସଂକ୍ରମଣରୁ ରକ୍ଷା କରିବ ଏହି ଭିଟାମିନ୍‌

ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇବାରେ ଲାଗିଛି। ଏହାକୁ ନେଇ ଅନେକ ଗବେଷଣା ଚାଲୁ ରହିଛି। କେତେକ ଅନୁସନ୍ଧାନରୁ ସମାନ କଥା ଜାଣିବାକୁ ମିଳିଛି। କରୋନା ଭୂତାଣୁ ରୋକିବାରେ ଭିଟାମିନ ‘ଡି’ ଅତ୍ୟନ୍ତ ପ୍ରଭାବଶାଳୀ। ଟ୍ରିନିଟି କଲେଜ ଡବଲିନ ବିଶେଷଜ୍ଞମାନେ…

ବର୍ଷାରେ ୭ ଘଣ୍ଟା ଧରି ଛିଡ଼ାହୋଇ ଗାଡ଼ିକୁ ବାଟ କଡ଼ାଇଲେ ଏହି ମହିଳା: ମୁମ୍ବାଇବାସୀ କରୁଛନ୍ତି ସାଲ୍ୟୁଟ୍‌

ଚଳିତ ବର୍ଷ ଲଗାଣ ବର୍ଷାରେ ଉବୁଟୁବୁ ହୋଇଛି ମୁମ୍ବାଇ। ବିଶେଷକରି ସହରର ତଳିଆ ଅଞ୍ଚଳରେ ପାଣି ଜମି ରହିବାରୁ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏସବୁ ମଧ୍ୟରେ ମାଟ୍ଟୁଙ୍ଗା ଅଞ୍ଚଳର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି…

ପୁଣି ମା’ ହେବାକୁ ଯାଉଛନ୍ତି ବେବୋ!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲୀ ଖାଁ ଓ କରୀନା କପୁର ଖାଁଙ୍କ ପରିବାରରେ ଖୁବ୍‌ଶୀଘ୍ର ଆଉ ଜଣେ କୁନି ଅତିଥି ଆସିଥିବାକୁ ଯାଉଛି। ଅର୍ଥାତ୍‌ କରୀନା ପୁଣି ଥରେ ମା’ ହେବାକୁ ଯାଉଛନ୍ତି। ବିଶ୍ୱାସ ହେଉ ନ ଥିଲେ ବି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri