Home

ପରଲୋକରେ ଅମର ସିଂହ

ନୂଆଦିଲ୍ଲୀ,୧।୮: ରାଜ୍ୟ ସଭା ଏମ୍‌ପି ତଥା ପୂର୍ବତନ ସମାଜବାଦୀ ପାର୍ଟୀ ନେତା ଅମର ସିଂହଙ୍କ ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। କିଛି ମାସ ପୂର୍ବରୁ ସିଙ୍ଗାପୁରରେ ତାଙ୍କର…

କଟକ @୯୪୯: ଆଜି ଚିହ୍ନଟ ହେଲେ ଆଉ ୪୩ ଆକ୍ରାନ୍ତ

କଟକ ଅଫିସ,୧।୮: କଟକ ସହରରେ ଶନିବାର ୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୪୯କୁ ବୃଦ୍ଧି ପାଇଛି। ସେଥିରୁ ୪୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୬୧ ଆକ୍ଟିଭ୍‌ କେସ୍‌…

ଅଙ୍କିତାଙ୍କୁ ସତର୍କ କରାଇଲେ ବିବେକ: କହିଲେ ଏବେ ସେମାନେ ତୁମ ପଛରେ ପଡ଼ିଯିବେ

ବମ୍ବେ: ଦୀର୍ଘ ଛଅ ବର୍ଷରୁ ଅଧିକ ସମୟ ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କରେ ଥିଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। କୌଣସି କାରଣକୁ ନେଇ ଉଭୟ ଅଲଗା ହେବାକୁ ସ୍ଥିର କରିଥିଲେ। ଉଭୟ ଉଭୟଙ୍କୁ ସମ୍ମାନ ଜଣାଇ କେହି କାହା ସମ୍ପର୍କରେ…

ଭାରତକୁ ରାଫାଲ ଆସିବା ପରେ କ୍ରୋଧରେ ଜର୍ଜରିତ ପାକିସ୍ତାନ, ଓଗାଳୁଛି ବିଷ

ଲାହୋର,୧ା୮: ଫ୍ରାନ୍ସରୁ ରାଫାଲ ଆସିବା ପରେ ଭାରତୀୟ ବାୟୁସେନାର ୍‌ଶକ୍ତି ବହୁଗୁଣ ବଢ଼ିଯାଇଛି। ଫଳରେ ପଡ଼ୋଶୀ ଦେଶ ଚାଇନା ଏବଂ ପାକିସ୍ତାନ କ୍ରୋଧିତ ହୋଇଉଠିଛନ୍ତି। ପ୍ରଥମେ ଚାଇନା ରାଫାଲ ବିମାନକୁ ନିଜର ଜେ-୨୦ଠାରୁ କମ୍‌ ଶକ୍ତିଶାଳୀ ବୋଲି କହୁଥିଲା। ବର୍ତ୍ତମାନ ପାକିସ୍ତାନ…

ପ୍ରେମିକାଙ୍କ ପାଇଁ ଲଣ୍ଡା ହେଲେ ପ୍ରେମିକ: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ପ୍ରେମ ଲୋକଙ୍କୁ ବହୁତ କିଛି ସିଖାଇଦେଇଥାଏ। କୁହାଯାଏ ପ୍ରେମର ଅନ୍ୟ ନାମ ହେଉଛି ତ୍ୟାଗ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପ୍ରେମିକାଜଣଙ୍କ ଆଲୋପେସିଆ ରୋଗରେ ପୀଡିତ ଅଛନ୍ତି। ତାଙ୍କ କେଶ ଛଡିଯାଉଛି। ତେଣୁ…

ଓଡ଼ିଶାରେ ଚିହ୍ନଟ ହେଲା ୫ ପ୍ରକାର କରୋନା ଭୂତାଣୁ

ଭୁବନେଶ୍ୱର,୧।୮(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଛି ୫ ପ୍ରକାର କରୋନା ଭୂତାଣୁ। ସେଗୁଡ଼ିକ ହେଲା ୧୯ଏ, ୧୯ବି, ୨୦ଏ, ୨୦ବି, ୨୦ସି। ସବୁଠାରୁ ଅଧିକ ୨୦ଏ, ୨୦ବି ଭାଇରସ୍‌ ଠାବ ହୋଇଛି। ଏନେଇ ଆର୍‌ଏମ୍‌ଆର୍‌ସି ଓ ଆଇଏଲ୍‌ଏସ୍‌ ପକ୍ଷରୁ ଶନିବାର କରାଯାଇଥିବା ଖବରଦାତା…

ଏଠାରେ ଛୁରିରେ କରାଯାଏ ମସାଜ: ଫାଇଦା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଯଦି କୁହାଯାଏ ଛୁରିକୁ ମସାଜ ପାଇଁ ବ୍ୟବହାର କରାଯାଏ, ତେବେ କେହି ବିଶ୍ୱାସ କରିବେ ନାହିଁ। ମାତ୍ର ତାଇଓ୍ବାନ୍‌ର ପୂର୍ବ ଏସିଆ ଦେଶରେ ମସାଜ ପାର୍ଲରଗୁଡିକରେ ଛୁରିର ବ୍ୟବହାର କରାଯାଏ। ୨ ହଜାର ବର୍ଷ ପୂର୍ବରୁ ଏହି ପରମ୍ପରା ରହିଆସିଛି। ଏହାକୁ…

ଅଗଷ୍ଟରୁ ବଦଳୁଛି ପିଏଫ୍‌ର ଏହି ବଡ଼ ନିୟମ: କମ୍‌ ଆସିବ ଦରମା

ନୂଆଦିଲ୍ଲୀ,୧।୮: ଅଗଷ୍ଟ ମାସରେ ବଳିଛି ଅନେକ ନିୟମ। ସେଭଳି ଗୋଟିଏ ହେଉଛି ଆପଣଙ୍କ ଦରମା ସମ୍ପର୍କିତ। ଏହି ମାସରୁ ଟେକ୍‌ ହୋମ୍‌ ସାଲାରୀ/ଇନ୍‌ ହ୍ୟାଣ୍ଡ(ଘରୋଇ ଦରମା) ବୃଦ୍ଧି ପାଇବ। କରୋନା ମୁକାବିଲାକୁ ନେଇ କେନ୍ଦ୍ର ସରକାର ପିଏଫ୍‌ ସହ ଜଡ଼ିତ କିଛି…

ହୃଦୟ ବିଦାରକ ଦୃଶ୍ୟ: ଲୋଡିଂ ସମୟରେ ଖସିପଡ଼ିଲା କ୍ରେନ, ୧୦ ଶ୍ରମିକଙ୍କ ଜୀବନ ଗଲା

ହାଇଦ୍ରାବାଦ,୧ା୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ହିନ୍ଦୁସ୍ତାନ ସିପ୍‌ୟାର୍ଡରେ ଶନିବାର ଏକ ଭୟଙ୍କର ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।  ଜାହାଜରେ ସାମଗ୍ରୀ ଲୋଡିଂ ପାଇଁ କ୍ରେନ୍‌ ସାହାଯ୍ୟରେ ଶ୍ରମିକମାନେ ଉଠାଉଥିବା ବେଳେ ଏହା…

କନ୍ୟା ସନ୍ତାନକୁ ଜନ୍ମ ଦେଇ ଗର୍ଭବତୀ ଥିବା ଭୁଲିଗଲେ ଏହି ମହିଳା, ଜାଣନ୍ତୁ କାରଣ

ଜଣେ ମହିଳା କରୋନା ଭୂତାଣୁରେ ପୀଡ଼ିତ ଥିବାବେଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। କିନ୍ତୁ ମହିଳା ଜଣକ ଭୁଲି ଯାଇଛନ୍ତି ଯେ, ସେ ସଂକ୍ରମିତ ହେବା ପୂର୍ବରୁ ଗର୍ଭବତୀ ଥିଲେ ବୋଲି। ଏପରି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଆମେରକାର…

ଆନ୍ଧ୍ରପ୍ରଦେଶରେ ରହିବ ୩ ରାଜଧାନୀ

ହାଇଦ୍ରାବାଦ,୧।୮: ଆନ୍ଧ୍ରପ୍ରଦେଶରେ ୩ଟି ରାଜଧାନୀ ରହିବା ନେଇ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡୀଙ୍କ ଯୋଜନା ସଫଳ ହୋଇଛି। ଏଣିକି ଆନ୍ଧ୍ରପ୍ରଦେଶରେ ରହିବ ୩ଟି ରାଜଧାନୀ। ଆଉ ଏହାକୁ ରାଜ୍ୟପାଳ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୧୪ରେ ତେଲେଙ୍ଗାନା…

ରାମ ମନ୍ଦିର ଭୂମିପୂଜା ପାଇଁ ଆଡଭାନୀ, ଜୋଶୀଙ୍କ ସମେତ ୧୭୫ଲୋକଙ୍କୁ ପଠାଗଲା ନିମନ୍ତ୍ରଣ

ଲକ୍ଷ୍ନୌ,୧।୮: ଅଯୋଧ୍ୟାରେ ଅଗଷ୍ଟ ପ୍ରଥମ ସପ୍ତାହରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିପାଇଁ ରାମନଗରୀ ଏବେ ବିଭିନ୍ନ ରଙ୍ଗରେ ରଙ୍ଗେଇ ହୋଇଛି। ଭୂମିପୂଜା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କରୋନା କାଳରେ ଭୂମିପୂଜା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri