Home

କରୋନା ଟେଷ୍ଟ ଫି’ ନିର୍ଦ୍ଧାରଣ କଲେ ସରକାର, ୪୦୦ ଟଙ୍କାରେ ହେବ ଟେଷ୍ଟ

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ ଫି’ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର। ଘରୋଇ ଲ୍ୟାବ୍‌ରେ ଆରଟିପିସିଆର ଟେଷ୍ଟ ପାଇଁ ଏଣିକି ସର୍ବାଧିକ ୪୦୦ ଟଙ୍କା ଦେବାକୁ ପଡ଼ିବ। ଜିଏସ୍‌ଟି ସହ ଟେଷ୍ଟ ଫି’ ୪୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।…

ବିବାହିତ ଥିଲେ କେବେ ବି ଭୁଲନ୍ତୁ ନାହିଁ ଚାଣକ୍ୟଙ୍କ ଏସବୁ କଥା: ଉଣା ହେବ ନାହିଁ ଜୀବନସାଥୀଙ୍କ ପ୍ରେମ

ଜୀବନସାଥୀଙ୍କ ପ୍ରେମ ଓ ସମର୍ପଣ ପାଇଥିବା ବ୍ୟକ୍ତି ଦୁନିଆର ସବୁଠାରୁ ସୁଖୀ। ଘରେ ଖୁସିରେ ରହୁଥିବା ବ୍ୟକ୍ତିର ଜୀବନରେ କେବେ ବି ଦୁଃଖ ଏବଂ ଅଶାନ୍ତି ନ ଥାଏ। ଫଳରେ ସେ ଜୀବନରେ ସଫଳତା ପାଇଥାଏ। ହେଲେ ଦାମ୍ପତ୍ୟ ଜୀବନରେ କଳହ…

ଆକାଶଙ୍କ ନାଁରେ ୬୫ ଲକ୍ଷ ଠକେଇ ଅଭିଯୋଗ ଆଣିଲା ସ୍କାଏ କିଙ୍ଗ୍‌ ସଂସ୍ଥା

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଆକାଶ ପାଠକ ଠକେଇ ମାମଲାରେ ପୋଲିସ ଖୋଳତାଡ କରୁଛି। ଆୟ ବହିର୍ଭୂତ ସମ୍ପତି ଠୁଳ ନେଇ ଖୋଳତାଡ ଚାଲିଥିବା ବେଳେ ଭୁବନେଶ୍ୱର ଟ୍ରାଭେଲ ଏଜେନ୍ସୀ ସ୍କାଲ କିଙ୍ଗ୍‌ ଆଣିଛି ୬୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ। ବିମାନରେ ବୁଲିବା,…

ମୃତ୍ୟୁ ସହ ସଂଗ୍ରାମ କରୁଛି ମାଈହାତୀ

ଦେବଗଡ଼,୨ା୧୨(ଡି.ଏନ.ଏ): ଦେବଗଡ ବନଖଣ୍ଡ ଓ ଦେବଗଡ ବନାଞ୍ଚଳ କଂସର ସେକ୍ସନ ଅନ୍ତର୍ଗତ ବିରିୟାମ ଗ୍ରାମର ଏକ ନାଳରେ ପଡି ଜୀବନମୃତ୍ୟୁ ସହ ସଂଗ୍ରାମ କରୁଛି ଏକ ମାଈହାତୀ । ହାତୀଟି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ସୋମବାର ବିରିୟାମ ଗ୍ରାମକୁ ଚାଲିଆସିଥିଲା। ତେବେ…

ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କ ବିରୋଧରେ କବିତା ଚୋରି ଅଭିଯୋଗ

ଭୋପାଳ,୨।୧୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସ୍ତ୍ରୀ ସାଧନା ସିଂଙ୍କ ବିରୋଧରେ କବିତା ଚୋରି ଅଭିଯୋଗ ହୋଇଛି। ସାଧନା ଅନ୍ୟ ଜଣେ ଯୁବତୀଙ୍କର କବିତାକୁ ଚୋରି କରି କେତେକ ଶବ୍ଦ ବଦଳାଇ ଏହାକୁ ନିଜ କବିତା କହି ସୋସିଆଲ୍‌ ମିଡ଼ିଆରେ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୮୦ କରୋନା ପଜିଟିଭ୍‌ , ୬ ମୃତ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ରାଜ୍ୟରେ କିଛିଦିନ ହେବ ଲଗାତାର କରୋନା ପଜିଟିଭ ସଂଖ୍ୟା ସଂଖ୍ୟା କମିବାରେ ଲାଗିଛି। ବୁଧବାର ରାଜ୍ୟରେ ୪୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୭୬ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୨୦୪ ଜଣ…

କରୋନା ମାର୍ଗଦର୍ଶିକାକୁ ଫୁ: ଭାଜପା ନେତାଙ୍କ ନାତୁଣୀ ନିର୍ବନ୍ଧରେ ୬ ହଜାରରୁ ଅଧିକ ଅତିଥି

ସୁରଟ,୨।୧୨: ଗୁଜରାଟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ଏଥିରୁ ଦୂରେଇ ରହିବା ପାଇଁ କଡ଼ା ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ମାର୍ଗଦର୍ଶିକାକୁ ସାଧାରଣ ଲୋକେ ପାଳନ କରୁଥିବାବେଳେ ରାଜନୈତିକ ନେତା ଏହାକୁ ଖୋଲା ଖୋଲି ଉଲ୍ଲଂଘନ…

ଗର୍ଲଫ୍ରେଣ୍ଡଙ୍କ ସହ ବିବାହ କଲେ ଆଦିତ୍ୟ: କହିଲେ ପୂରା ହେଲା ସ୍ବପ୍ନ

ମୁମ୍ବାଇ: ବଲିଉଡ୍‌ର ପପୁଲାର ଗାୟକ ଉଦିତ ନାରାୟଣଙ୍କ ପୁଅ ତଥା ଆକ୍ଟର-ହୋଷ୍ଟ-ସିଙ୍ଗର ଆଦିତ୍ୟ ନାରାୟଣ ଅଭିନେତ୍ରୀ ଶ୍ୱେତା ଅଗ୍ରଓ୍ବାଲଙ୍କୁ ବିବାହ କରିଛନ୍ତି। ବି-ଟାଉନର ଏହି ଲଭ୍‌ବାର୍ଡ ଡିସେମ୍ବର ୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ଏକ ମନ୍ଦିରରେ ଦୁହେଁ ବିବାହ…

ଫିଲ୍ମ ସିଟିକୁ ନେଇ ମୁହାଁମୁହିଁ: ପ୍ରତିଯୋଗିତା ସ୍ବାଗତ ଯୋଗ୍ୟ, ଧମକକୁ ସହ୍ୟ କରାଯିବ ନାହିଁ

ମୁମ୍ବାଇ,୨।୧୨: ନୋଏଡ଼ାରେ ଫିଲ୍ମ ସିଟି ନିର୍ମାଣ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ପ୍ରତିପକ୍ଷ ଉଦ୍ଧବ ଠାକ୍‌ରେ ମୁହାଁମୁହିଁ ହୋଇଛନ୍ତି। ଉଦ୍ଧବ କହିଛନ୍ତି ଯେ, ମୁମ୍ବାଇ ଭଳି ଢାଞ୍ଚାରେ ଫିଲ୍ମ ସିଟି ନିର୍ମାଣ ଏକ ଭଲ ଚିନ୍ତାଧାରା। ବଲିଉଡ୍‌…

୪୨ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା: କରୁଥିଲେ ଓ୍ବେଟର କାମ

କେତେବେଳେ ଭାଇରସ୍‌ ତ ଆଉ କେତେବେଳେ ଡକ୍ଟର ଆସ୍ଥନା ନାମରେ ଲୋକଙ୍କ ନିକଟରେ ପରିଚିତ ଅଭିନେତା ହେଉଛନ୍ତି ବୋମନ ଇରାନୀ। ୨ ଡିସେମ୍ବର, ୧୯୫୯ରେ ଜନ୍ମଗ୍ରହଣ କରିଥିବା ବୋମନଙ୍କର ଆଜି ହେଉଛି ଜନ୍ମଦିନ। ବୋମନ ୪୨ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁକରି…

ଗଲଓ୍ବାନ ଘାଟି ହିଂସା ଷଡ଼ଯନ୍ତ୍ର ରଚିଥିଲା ଚାଇନା: ଆମେରିକା ରିପୋର୍ଟ

ଓ୍ବାଶିଂଟନ,୨।୧୨: ପୂର୍ବ ଲଦାଖର ଗଲଓ୍ବାନ ଘାଟିରେ ଭାରତ ଚାଇନା ମଧ୍ୟରେ ଘଟିଥିବା ହିଂସା ନେଇ ଆମେରିକା ସଂସଦର ଏକ ଶୀର୍ଷ କମିଟି ପକ୍ଷରୁ ଏହାର ବାର୍ଷିକ ରିପୋର୍ଟ ଉପସ୍ଥାପନ କରାଯାଇଛି। ଆମେରିକାର ଚାଇନା ଆର୍ଥିକ ଏବଂ ସୁରକ୍ଷା ସମୀକ୍ଷା ଆୟୋଗ(ୟୁଏସ୍‌ସିସି) ପକ୍ଷରୁ…

ଜହ୍ନରେ ପାଦଦେଲା ଚାଙ୍ଗ୍‌ ଇ-୫: ସଂଗ୍ରହ କରିବ ୨ କିଲୋ ମାଟି

ବେଜିଂ,୨।୧୨: ନଭେମ୍ବର ୨୪ରେ ଜହ୍ନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଚାଇନାର ମହାକାଶ ଯାନ ଚାଙ୍ଗ୍‌ ଇ-୫ ସଫଳତାର ସହିତ ଲ୍ୟାଣ୍ଡିଂ କରିଛି। ନିର୍ଦ୍ଧାରିତ ସ୍ଥାନରେ ରାତ୍ର ୧୧ଟାରେ ଚାଙ୍ଗ୍‌ ଇ-୫ ଜହ୍ନ ମାଟିରେ ପାଦ ଦେଇଛି। ୧୯୭୦ ପରେ ଚାଙ୍ଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?