Home

ଖୁସି ଖବର: କରୋନାକୁ ଧ୍ୱଂସ କରିବ ଏହି ସୂକ୍ଷ୍ମ ଜୀବ, ବୈଜ୍ଞାନିକ କଲେ ସ୍ପଷ୍ଟ

ମାଡ୍ରିଡ୍‌,୨୪ା୯: କରୋନା ଭାଇରସ୍‌କୁ ନେଇ ସମଗ୍ର ବିଶ୍ୱବାସୀଙ୍କୁ ଚିନ୍ତାରେ ପଡ଼ିଛନ୍ତି। ଏହା ଏମିତି ଏକ ଭାଇରସ୍‌ ଯାହା ପ୍ରାଣଘାତକ ଭାବେ ଉଭା ହୋଇଛି। ଏହି ଭାରଇସ୍‌ କେବେ ଧ୍ୱଂସ ପାଇବ ସେନେଇ ଲୋକେ ଆଶା ଆଶଙ୍କାରେ ରହିଛନ୍ତି। କାରଣ ଏହି ଭାଇରସ୍‌କୁ…

ପୂର୍ବରୁ ବିବାହିତ, ଦୁଇ ସନ୍ତାନର ବାପା ହେଉଛନ୍ତି ପୁନମ୍‌ ପାଣ୍ଡେଙ୍କ ସ୍ବାମୀ; ଜାଣନ୍ତୁ କିଏ ସେହି ସାମ୍‌ ବମ୍ବେ

ବମ୍ବେ: ବିବାହର ଦୁଇ ସପ୍ତାହ ନ ପୁରୁଣୁ ସ୍ବାମୀ ସାମ ବମ୍ବେଙ୍କଠାରୁ ଅଲଗା ହୋଇଛନ୍ତି ବୋଲ୍ଡ ଅଭିନେତ୍ରୀ ପୁନମ ପାଣ୍ଡେ। ଗତ ସେପ୍ଟେମ୍ବର ୧୦ ତାରିଖରେ ଉଭୟ ବିବାହ କରିଥିଲେ। ପରେ ପୁନମ ସାମ୍‌ଙ୍କ ସହ ହନିମୁନ୍‌ରେ ଯାଇଥିଲେ। ହେଲେ ସେଠାରେ…

ସ୍ବପ୍ନରେ ଏହି ୫ ଜିନିଷ ଦେଖୁଛନ୍ତି କି? ଶୀଘ୍ର ଖୋଲିବ ଆପଣଙ୍କ ଭାଗ୍ୟର ତାଲା

ଭାଗ୍ୟ ସହ ଜଡ଼ିତ ଥାଏ କିଛି ସ୍ବପ୍ନ। ଏନେଇ ସ୍ବପ୍ନ ଶାସ୍ତ୍ରରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ଭାଗ୍ୟ ସମ୍ବନ୍ଧୀୟ ସ୍ବପ୍ନ ଦେଖିବା ଭଲ। ହେଲେ ଏ ନେଇ କାହାରିକୁ କହିବା ଉଚିତ ନୁହେଁ। ଫଳରେ ଏହାର ଫଳ ମିଳିପାରେନାହିଁ ବୋଲି…

ବିଭିନ୍ନ ଦାବିରେ ଗ୍ରାମବାସୀଙ୍କ ରେଳରୋକୋ ଆନ୍ଦୋଳନ

ବଅଁରପାଳ,୨୪ା୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡାଙ୍ଗ ପଞ୍ଚାୟତର ଟେଣ୍ଟଲୋଇ ଗ୍ରାମବାସୀ ବିଭିନ୍ନ ଦାବି ନେଇ ଗୁରୁବାର ରେଳରୋକୋ ଆନ୍ଦୋଳନ କରିଛନ୍ତି। ଗ୍ରାମବାସୀ ନାଲ୍‌କୋ-ଭରତପୁର ରେଳ ଲାଇନ୍‌ ଉପରେ ବସି ଏହି ଆନ୍ଦୋଳନ କରିଛନ୍ତି। ଫଳରେ ଆଜି ନାଲ୍‌କୋ ପ୍ଲାଣ୍ଟକୁ…

ଅଶ୍ଳୀଳ ଇଙ୍ଗିତ କଲେ ସହରରେ ଲାଗିବ ପୋଷ୍ଟର

ଲକ୍ଷ୍ନୌ, ୨୪।୯: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ରୋଡ ସାଇଡ୍‌ ରୋମିଓଙ୍କ ପାଇଁ ନୂଆ ଆଇନ ଜାରି କରିଛନ୍ତି। ଏଣିକି ଅଶ୍ଳୀଳ ଇଙ୍ଗିତ କରୁଥିବା ରୋମିଓଙ୍କ ପୋଷ୍ଟର ସହରର ଲଗାଯିବ। ରୋଡ୍‌ ସାଇଡ୍‌ ରୋମିଓଙ୍କୁ ସହାୟତା କରୁଥିବା ବ୍ୟକ୍ତିଙ୍କର ପୋଷ୍ଟର…

କୋଭିଡ୍‌ ସଚେତନତା ସପ୍ତାହ ଶୁଭାରମ୍ଭ କଲେ ଜିଲାପାଳ: ଗଞ୍ଜାମରେ କରୋନାରୁ ୯୭ ପ୍ରତିଶତ ସୁସ୍ଥ

ଛତ୍ରପୁର,୨୪ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସ୍ଥିତିରେ ସୁଧାର ଆସିଛି। ଏହି ପରିପ୍ରେକ୍ଷୀରେ କୋଭିଡ୍‌ ସପ୍ତାହ ପାଳନ କାର୍ଯ୍ୟକ୍ରମ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ସମୟରେ ଜିଲାରେ କରୋନା ସଂକ୍ରମଣ କମିଆସିଛି ସତ କିନ୍ତୁ ଏହା…

କରୋନାରେ ପରମାଣୁ ବୈଜ୍ଞାନିକ ଶେଖର ବାସୁଙ୍କ ପରଲୋକ

କୋଲକାତା, ୨୪।୯: କରୋନାରେ ଆକ୍ରାନ୍ତ ହୋଇ ପରମାଣୁ ବୈଜ୍ଞାନିକ ଡ.ଶେଖର ବାସୁଙ୍କ ଗୁରୁବାର ଭୋର ୪ଟା ୫୦ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। କରୋନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ନମୁନା…

ମନ୍ଦିରରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା: ୪ ଅଟକ

ବ୍ରହ୍ମପୁର ଅଫିସ,୨୪ା୯: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ମେଣ୍ଟୁଛକ ନିକଟସ୍ଥ ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିବା ଘଟଣା ପ୍ରଚାର ହେବା ପରେ ବ୍ରହ୍ମପୁର…

ମଣିପୁର ମନ୍ତ୍ରିମଣ୍ଡଳ ଅଦଳବଦଳ: ବାଦ ପଡ଼ିଲେ ୩ କ୍ୟାବିନେଟ୍‌ ମନ୍ତ୍ରୀ

ଇମ୍ଫାଲ୍‌, ୨୪।୯: ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍‌ ସିଂଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳରେ ୩ କ୍ୟାବିନେଟ୍‌ ମନ୍ତ୍ରୀ ବାଦ ପଡ଼ିଛନ୍ତି। ଗୁରୁବାର ନୂତନ ମନ୍ତ୍ରିମଣ୍ଡଳ ତାଲିକାକୁ ରାଜ୍ୟପାଳ ନଜ୍‌ମା ହେପତୁଲା ଅନୁମୋଦନ କରିଛନ୍ତି। ବାଦ ପଡ଼ିଥିବା କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମଧ୍ୟରେ କୃଷି ଓ…

ମୋଦିଙ୍କ ଫିଟ୍‌ ଇଣ୍ଡିଆ ମନ୍ତ୍ର: କଷ୍ଟକର ମନେ ହେଉଥିଲେ ବି ଫିଟ୍‌ ରହିବା ସହଜ

ନୂଆଦିଲ୍ଲୀ, ୨୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ ଅଭିଯାନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଫିଟ୍‌ ଇଣ୍ଡିଆ ଡାଏଲଗ୍‌ରେ ଗୁରୁବାର ଯୋଗ ଦେଇ କହିଛନ୍ତି ଯେ, ଫିଟ୍‌ ରହିବା କଷ୍ଟକର ମନେ ହେଉଥିଲେ ବି ଏହା ପ୍ରକୃତ ପକ୍ଷେ ସହଜ।…

ମନୁଷ୍ୟର ଭାଗ୍ୟ ବଦଳାଇଥାଏ ସଠିକ୍‌ ନାମ: ଜାଣନ୍ତୁ କିପରି

ନାମ ଜଣେ ବ୍ୟକ୍ତିର ମାନସିକ ଏବଂ ଶାରୀରିକ ଗଠନକୁ ପରିପ୍ରକାଶ କରିଥାଏ। ନାମରୁ ଜଣେ ବ୍ୟକ୍ତି ବିଷୟରେ ସବୁକିଛି ଜଣାପଡିଥାଏ। ବ୍ୟକ୍ତିର ସ୍ବାଭାବ, ଆକୃତି, ରଙ୍ଗ ଏବଂ ଗୁଣ ଆଦି। କହିବାକୁ ଗଲେ ନାମ ଜଣେ ବ୍ୟକ୍ତିର ଭାଗ୍ୟ ଉପରେ ପ୍ରଭାବ…

କେବେ ବି ପୋଲିସ ହେବାକୁ ଚାହୁଁ ନ ଥିଲେ ଗୁପ୍ତେଶ୍ୱର ପାଣ୍ଡେ: ଏହି ଘଟଣା ଯୋଗୁ ଜିଦ୍‌ରେ ପାଲଟିଥିଲେ ଆଇପିଏସ୍‌

ବିଗତ କିଛି ଦିନ ଧରି ଚର୍ଚ୍ଚାରେ ଅଛନ୍ତି ବିହାରର ପୂର୍ବ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ପ୍ରଥମେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ସେ ଗଣମାଧ୍ୟମର ଶିରୋନାମା ପାଲଟିଥିବା ବେଳେ ଏବେ ସେ ରାଜନୀତିକୁ ଆସିବେ ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri