ରାଜ୍ୟରେ ସୁସ୍ଥ ହେଲେ ୪୦୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୫।୧୨(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୪୦୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡରୁ ଜିଲାରୁ ସର୍ବାଧିକ ୫୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୨, କେନ୍ଦ୍ରାପଡାରୁ ୩୩, କଟକରୁ ୨୭, ସମ୍ବଲପୁରରୁ ୨୬, ବଲାଙ୍ଗିରିରୁ ୨୪, ଯାଜପୁରରୁ ୨୪, ମୟୂରଭଞ୍ଜରୁ ୨୨, ପୁରୀରୁ…
ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦର ପୁତୁରା କରୋନା ମୃତ
ଇସଲାମବାଦ,୨୫।୧୨-ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମର ପୁତୁରା ସିରାଜ କାସକର(୩୮) ମହାମାରୀ କରୋନାରେ ଶୁକ୍ରବାର ମୃତ୍ୟୁବରଣ କରିଛି। ସିରାଜ କରୋନାରେ ଆକ୍ରାନ୍ତ ହେବା ପରେ ପାକିସ୍ତାନର କରାଚୀସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ଏକ ସପ୍ତାହ ଧରି ଡାକ୍ତରଖାନାରେ…
ବ୍ରିଟେନ ଫେରନ୍ତା ଶିଶୁ କରୋନା ପଜିଟିଭ
ଭୁବନେଶ୍ୱର,୨୫।୧୨(ବ୍ୟୁରୋ)-ବ୍ରିଟେନ ଫେରନ୍ତା ୪ ବର୍ଷର ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛି। ଗତ ୨୦ ତାରିଖରେ ବାପା-ମାଆଙ୍କ ସହ ଶିଶୁ ବ୍ରିଟେନରୁ ଭୁବନେଶ୍ୱର ଫେରିଥିଲେ। ସମସ୍ତଙ୍କର କୋଭିଡ ଟେଷ୍ଟ ହୋଇଥିଲା। ବାପା ଓ ମାଆଙ୍କର କୋଭିଡ ଟେଷ୍ଟ ନେଗେଟିଭ ଆସିଥିବା ବେଳେ…
ପରିବାର ସହ ମିଶି ଖ୍ରୀଷ୍ଟମାସ ପାଳିଲେ କରୀନା
ମୁମ୍ବାଇ,୨୫।୧୨-ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ଖ୍ରୀଷ୍ଟମାସ ଅବସରରେ କରୀନା ତାଙ୍କ ପରିବାର ଲୋକଙ୍କ ସହ ନଜର ଆସିଛନ୍ତି। କରୀନା ପରିବାର…
ମୟୂରଭଞ୍ଜରେ ପୁଣି ଭୂକମ୍ପ ଝଟକା
ବାରିପଦା ଅଫିସ/ବୈଶିଙ୍ଗା(ଡି.ଏନ.ଏ.),୨୫ା୧୨-ମୟୂରଭଞ୍ଜ ଜିଲାରେ ଶୁକ୍ରବାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଅପରାହ୍ନ ୨ଟା ୧୫ ମିନିଟ ସମୟରେ ଜିଲାର ବଡ଼ସାହି, ବେତନଟୀ, ବୈଶିଙ୍ଗା, ଖୁଣ୍ଟା ଓ ଗୋପବନ୍ଧୁନଗର ଆଦି ଅଞ୍ଚଳରେ ଅନୁଭୂତ ଏହି ମୃଦୁ ଭୂମିକମ୍ପ ବିଷୟରେ ଲୋକେ ହଠାତ୍ କିଛି…
ଭାଜପାରେ ମିଶିଲେ ଜେଡିୟୁର ୬ ବିଧାୟକ
ପାଟନା,୨୫।୧୨-ନୀତିଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ (ଜେଡିୟୁ)କୁ ଲାଗିଛି ଶକ୍ତ ଝଟକା। ଦଳର ୬ ଜଣ ବିଧାୟକ ଭାଜପାରେ ସାମିଲ ହୋଇଛନ୍ତି। ଅରୁଣାଚଳ ପ୍ରଦେଶରେ ଜେଡିୟୁର ୭ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣ ଦଳ ଛାଡି ଶୁକ୍ରବାର ଭାଜପାରେ ଯୋଗ…
ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କ ଘରୁ ପୁଣି ମିଳିଲା ଗୁଳି ଓ ବନ୍ଧୁକ
ଭୁବନେଶ୍ୱର,୨୫।୧୨(ବ୍ୟୁରୋ)-ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କ ଘରୁ ପୁଣି ମିଳିଲା ବନ୍ଧୁକ ଓ ଗୁଳି। ଶୁକ୍ରବାର କମିଶନରେଟ ପୋଲିସ ଚଢାଉ କରି ୩ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି ଜବତ କରିଛି। ଏ ନେଇ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି।…
ବୋଲେରୋ ଉପରେ ଚଢିଗଲା ଟ୍ରକ
ବାଲିଆ,୨୫।୧୨-ଉତ୍ତରପ୍ରଦେଶର ବାଲିଆ ଜିଲା ସାହାଟୱାର ପୋଲିସ ଷ୍ଟେସନ ନିକଟ ବାଶଂଡିହ-ରେବତୀ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ ଟ୍ରକ ବୋଲେରୋ ଉପରେ ଚଢିଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଛନ୍ତି।…
ଅଷ୍ଟ୍ରେଲିଆ ପାଇଁ ବିପଦ ଋଷଭ ପନ୍ଥ-କେ.ଏଲ୍: ଅଧିନାୟକ ପେନ୍
ମେଲବର୍ନ,୨୫।୧୨: ଡିସେମ୍ବର ୨୬ରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍। ଏହାପୂର୍ବରୁ ଘରୋଇ ଦଳ ନିଜର ହୋମଓ୍ବାର୍କ ଶେଷ କରିଛି। ମ୍ୟାଚ୍ ପୂର୍ବ ସନ୍ଧ୍ୟାରେ ଦଳର ଅଧିନାୟକ ଟିମ୍ ପେନ୍ ଭାରତୀୟ ଟିମ୍ର ଋଷଭ ପନ୍ଥ ଏବଂ କେ.ଏଲ୍ ରାହୁଲଙ୍କୁ…
କୋହଲିଙ୍କୁ କ୍ଷମା ମାଗିଲେ ରାହାଣେ
ମେଲବର୍ନ,୨୫।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ କରିଥିବା ନିଜର ଭୂଲକୁ ନେଇ ବିରାଟ କୋହାଲିଙ୍କୁ କ୍ଷମା ମାଗିଛନ୍ତି ଅଜିଙ୍କ୍ୟ ରାହାଣେ। ଭାରତୀୟ ଦଳ ୧୮୮/୩ ଉଇକେଟ ସହ ମଜଭୂତ ସ୍ଥିତିରେ ଥିଲା। ହେଲେ ଦୁର୍ଭାଗ୍ୟବଶତଃ ଏକ ରନ୍ଆଉଟ୍କୁ ନେଇ ଅଷ୍ଟ୍ରେଲିଆ ଦଳ…
ଲାଲୁ ପ୍ରସାଦଙ୍କ ଝିଅ ଏବେ ଅଖିଳେଶ ଯାଦବଙ୍କ ବୋହୂ: ଏହି ଭବ୍ୟ ବଙ୍ଗଳାରେ ବିତାଉଛନ୍ତି ସମୟ; ଦେଖନ୍ତୁ ଫଟୋ
ଲାଲୁ ପ୍ରସାଦ ଯାଦବ ଏବଂ ରାବିଡି ଦେବୀଙ୍କ ସବୁଠୁ ସାନ ଝିଅ ହେଲେ ରାଜଲକ୍ଷ୍ମୀ। ଉଭୟଙ୍କ ୯ ସନ୍ତାନ ମଧ୍ୟରେ ସେ ସବୁଠାରୁ ଗେହ୍ଲା। ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ଜନ୍ମ ହୋଇଥିବା କୁହାଯାଏ। ରାଜଲକ୍ଷ୍ମୀଙ୍କ ବିବାହ ମୁଲାୟମ ସିଂହ ଯାଦବଙ୍କ…
ଆପଣଙ୍କ ହ୍ବାଟ୍ସଆପ୍ ମେସେଜ୍ କେହି ଲୁଚି କି ପଢୁଛନ୍ତି କି, ଏମିତି ଲଗାନ୍ତୁ ପତ୍ତା
ଆପଣଙ୍କ ହ୍ବାଟ୍ସଆପରୁ କେହି ମେସେଜ କେହି ଲୁଚି ଲୁଚି ପଢୁଛନ୍ତି କି? ତେବେ ଏମିତି କିଛି ଉପାୟ ଆପଣାନ୍ତୁ ସହଜରେ ଜାଣି ପାରିବେ କିଏ ଆପଣଙ୍କ ମେସେଜ ଲୁଚି କି ପଢୁଛନ୍ତି। ପ୍ରଥମେ ଆପଣ ଆପଣଙ୍କ ହ୍ବାଟ୍ସଆପ୍କୁ ଯାଇ ଦେଖନ୍ତୁ କେହି…

