Home

ବିବାହର ଖୁବ କମ ଦିନ ମଧ୍ୟରେ ଖାନ ସାର୍‌ଙ୍କ ଘରେ ଆରମ୍ଭ ହେଲାଣି ଝଗଡ଼ା! ସାର୍‌ କହିଲେ…

ପାଟନା,୧୦।୬: ଗତ ମାସରେ, ଜଣାଶୁଣା ଶିକ୍ଷକ ଖାନ ସାର୍‌ ବିବାହ କରିଥିଲେ। ବିବାହର ପ୍ରାୟ ଗୋଟିଏ ମାସ ପରେ, ସେ ସମସ୍ତଙ୍କୁ ଏହା ଜଣାଇଥିଲେ। ଏହା ପରେ, ତାଙ୍କ ବିବାହ ସହିତ ଜଡିତ ପ୍ରତ୍ୟେକ ଛୋଟ ବଡ଼ କଥା ସୋସିଆଲ ମିଡିଆରେ…

ଭୟଙ୍କର ଅଗ୍ନୀକାଣ୍ଡ, ଜୀବନ ବଞ୍ଚାଇବାକୁ ୭ ମହଲାରୁ ଡେଇଁ ପଡିଲେ ଲୋକେ, ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ,୧୦।୬: ମଙ୍ଗଳବାର ସକାଳେ ଦିଲ୍ଲୀର ଦ୍ୱାରକା ସେକ୍ଟର-୧୩ରେ ଏକ କୋଠାର ସପ୍ତମ ମହଲାରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଅନେକ ଲୋକ ତରବରରେ କୋଠାରୁ ତଳକୁ ଡେଇଁ ପଡ଼ିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ…

ଦେଶରେ କରୋନାରେ ଗଲା ଆଉ ଏକ ଜୀବନ, ଜାଣନ୍ତୁ ୨୪ ଘଣ୍ଟାରେ ସଂକ୍ରମଣ ସ୍ଥିତି

ନୂଆଦିଲ୍ଲୀ,୧୦।୬: ରାଜଧାନୀ ଦିଲ୍ଲୀରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଉଛି। ମଙ୍ଗଳବାର ଦିଲ୍ଲୀରେ ଜଣେ ୯୦ ବର୍ଷୀୟା ମହିଳାଙ୍କର କରୋନାରେ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୬୯୧ ସକ୍ରିୟ କୋଭିଡ ମାମଲା ରିପୋର୍ଟ…

ବସ୍‌କୁ ଧକ୍କା ଦେଲା ତେଲ ଟ୍ୟାଙ୍କର:ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଧର୍ମଶାଳା,୧୦।୬(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବସ ଷ୍ଟାଣ୍ଡ ନିକଟରେ ବସକୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେବା ଫଳରେ ଡ୍ରାଇଭର ମୃତଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଓଆର୍‌୦୫ଏଏଲ୯୭୫୯ ତେଲ ଟ୍ୟାଙ୍କର ଟ୍ରକଟି କଟକରୁ ବାଲେଶର ଅଭିମୁଖେ…

ChatGPT କଲା ଚମତ୍କାର: JEE Advancedରେ ରଖିଲା ୩୬୦ରୁ ୩୨୭, IIT ଇଞ୍ଜିନିୟର ବିସ୍ମିତ

ନୂଆଦିଲ୍ଲୀ,୧୦।୬: OpenAIର ChatGPT ଆରମ୍ଭ ହେବା ପରଠାରୁ ଏହା ସର୍ବଦା ଚର୍ଚ୍ଚାରେ ରହିଛି। ଏବେ ChatGPTର ନୂତନ ସଂସ୍କରଣ ଦେଶର ସବୁଠାରୁ କଠିନ ପରୀକ୍ଷାରେ ଦୃଢ଼ ନମ୍ବର ରଖି ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। OpenAIର ନୂଆ AI ମଡେଲ…

ବିବାହର ୫ ଦିନ ମଧ୍ୟରେ ଗର୍ଭବତୀ ହୋଇଛନ୍ତି ରାଜାଙ୍କ ହତ୍ୟାକାରୀ ସୋନମ! ହେଲା ଟେଷ୍ଟ, ଏବେ ୭ ଦିନ ପରେ…

ଶିଲଂ,୧୦।୬: ରାଜା ରଘୁବଂଶୀ ହତ୍ୟା ମାମଲାରେ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କ ଡାକ୍ତରୀ ପରୀକ୍ଷା ସୋମବାର (୦୯ ଜୁନ, ୨୦୨୫) ରେ ଶେଷ ହୋଇଛି। ତିନି ଜଣ ମହିଳା ଡାକ୍ତରଙ୍କ ଏକ ଟିମ୍‌ ତାଙ୍କର ସମ୍ପୂର୍ଣ୍ଣ ପରୀକ୍ଷା କରିଥିଲେ, ଯେଉଁଥିରେ ତାଙ୍କ ଶରୀର…

ମୁଁ ତୁମକୁ ବିଧବା ଭାବରେ ହିଁ ବିବାହ କରିବି…ପ୍ରେମିକଙ୍କୁ ଏମିତି ପ୍ରତିଶ୍ରୁତି ଦେଇଥିଲେ ସୋନମ

ଇନ୍ଦୋର,୧୦।୬: ମଧ୍ୟପ୍ରଦେଶର ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ହତ୍ୟା ଏବେ ସାରା ଦେଶରେ ଚହଳ ପକାଇଛି। ତାଙ୍କ ନିଜ ସ୍ତ୍ରୀ ସୋନମ ରଘୁବଂଶୀ ତାଙ୍କ ପ୍ରେମିକ ଏବଂ ବନ୍ଧୁମାନଙ୍କ ସହାୟତାରେ ରାଜାଙ୍କୁ ହତ୍ୟା କରିଥିଲେ। ରାଜା ଏବଂ ସୋନମ ମେ ୧୧ରେ…

ଜ୍ୱାଇଁ ସହ ଶାଶୁ ଫେରାର: ୩ ଛୁଆଙ୍କୁ ଧରି ଥାନାରେ ପହଞ୍ଚିଲେ ଝିଅ,ଆଉ ତା’ପରେ…

ଲକ୍ଷ୍ନୌ,୧୦।୬: ଆଜିକାଲି ଶାଶୁ ଏବଂ ଜ୍ୱାଇଁଙ୍କ ଅନେକ ପ୍ରେମ କାହାଣୀ ସାମ୍ନାକୁ ଆସୁଛି। ଆଲିଗଡ଼ ପରେ, ଉତ୍ତର ପ୍ରଦେଶର ଗୋଣ୍ଡାରୁ ଶାଶୁ ଏବଂ ଜ୍ୱାଇଁଙ୍କ ଆଉ ଏକ କାହାଣୀ ସାମ୍ନାକୁ ଆସିଛି। ଏଠାରେ, ଜଣେ ବ୍ୟକ୍ତି ଗତ ଚାରି ବର୍ଷ ଧରି…

ହନିମୁନ୍‌ରେ କେମିତି ସ୍ବାମୀଙ୍କୁ ମାରିଥିଲେ ସୋନମ: ସମ୍ପୂର୍ଣ୍ଣ ଘଟଣାର ହେଲା ପର୍ଦ୍ଦାଫାସ

ନୂଆଦିଲ୍ଲୀ,୧୦।୬: ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ମେଘାଳୟରେ ହନିମୁନ୍‌ ବେଳେ ହତ୍ୟା କରାଇଥିଲେ ତାଙ୍କ ସ୍ତ୍ରୀ ସୋନମ। ମେ’ ୨୩ରୁ ନିଖୋଜ ଥିବା ରାଜାଙ୍କ ମୃତଦେହ ଜୁନ୍‌ ୨ରେ ଠାବ ହେବା ପରେ ନବବିବାହିତା ସୋନମଙ୍କୁ ଜୀବିତ ଉଦ୍ଧାର କରିବା ମଧ୍ୟପ୍ରଦେଶ…

ଭାରତୀୟ ଛାତ୍ରଙ୍କୁ ହାତକଡ଼ି ପକାଇ ତଳେ କଚାଡି ଦେଲେ ଆମେରିକା ସୁରକ୍ଷାକର୍ମୀ

ଓ୍ବାଶିଂଟନ,୧୦ା୬:ଆମେରିକାର ନ୍ୟୁଜର୍ସିସ୍ଥିତ ନଓ୍ବୋର୍କ ଲିବର୍ଟି ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ଭାରତୀୟ ଛାତ୍ରଙ୍କୁ ହାତକଡ଼ି ପକାଇ ସୁରକ୍ଷାକର୍ମୀମାନେ ତାଙ୍କୁ ତଳେ ଚାପି ଧରିଥିବାର ଭିଡିଓ ଭାଇରାଲ ହୋଇଛି। ଏହା ଜଣାପଡ଼ିବା ପରେ ନ୍ୟୁୟର୍କସ୍ଥିତ ଭାରତୀୟ ବାଣିଜି୍ୟକ ଦୂତାବାସ ପକ୍ଷରୁ କର୍ତ୍ତୃପକ୍ଷଙ୍କୁ ଜବାବ ମଗାଯାଇଛି।…

ମାତ୍ର ୨୯ ବର୍ଷ ବୟସରେ କ୍ରିକେଟ୍‌ରୁ ସନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୦।୬: ୱେଷ୍ଟଇଣ୍ଡିଜ କ୍ରିକେଟ ଷ୍ଟାର କ୍ରିକେଟର୍‌ ନିକୋଲାସ ପୁରନ ତାଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସେ ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହି ଖବର କ୍ରିକେଟ ଜଗତ ପାଇଁ ଏକ ବଡ଼…

ପରକୀୟା ପ୍ରୀତି ହେଲା କାଳ: ସ୍ତ୍ରୀଙ୍କ ଗଳା କାଟି ହତ୍ୟା ପରେ ଗଛରେ ଝୁଲିପଡ଼ିଲେ ସ୍ବାମୀ

ପାରଳାଖେମୁଣ୍ଡି, ୧୦ା୬(ଗିରଧାରୀ ପରିଛା):ଗଜପତି ଜିଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଭୋର ସମୟରେ ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିବା ପରେ ଅପରାହ୍ନରେ ସ୍ବାମୀ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri