ରାଇଘର,୧୨ା୮ (ଡି.ଏନ୍.ଏ.):ନବରଙ୍ଗପୁର ଜିଲା ରାଇଘର ବ୍ଲକ ଗୋନା ପଞ୍ଚାୟତର ଭାରସୁଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମୋବାଇଲ ଗେମ୍ର ନିଶା ୧୪ ବର୍ଷୀୟ ବାଳକଙ୍କ ଜୀବନ…
ଭୁବନେଶ୍ୱର,୧୨/୮(ବ୍ୟୁରୋ):ଚାଇନା ନାଗରିକଙ୍କ ଦ୍ୱାରା ବଡ଼ଧରଣର ଲୋନ୍ ଆପ୍ ଠକେଇ ଓ ନିର୍ଯାତନା ସଂକ୍ରାନ୍ତ ମାମଲାରେ ଗିରଫ ହୋଇଥିବା ଭାରତୀୟ ମୁଖ୍ୟ ଅଭିଯୁକ୍ତ ନୀତିନ୍ ମଲ୍ଲିକଙ୍କ ଜାମିନ ଆବେଦନକୁ…
ବ୍ରହ୍ମପୁର ଅଫିସ,୧୨ା୮:ବ୍ରହ୍ମପୁର ଦେଶୀବେହେରା ସାହିସ୍ଥିତ ପ୍ରେମିକଙ୍କ ଘର ଆଗରେ ଜଣେ ଯୁବତୀ ତାଙ୍କ ଦେଢ଼ ବର୍ଷର ଶିଶୁପୁତ୍ରକୁ ଧରି ବର୍ଷା କାକରରେ ୧୦ ଦିନ ହେଲା ନ୍ୟାୟ…
ଫୁଲବାଣୀ ଅଫିସ, ୧୨ା୮:କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା ଏବେ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରହି ଚିକିତ୍ସିତ ହେଉଛି। ଗୁରୁବାର ସେ…
କେନ୍ଦୁଝର, ୧୨।୮(ସ୍ବ.ପ୍ର.):କେନ୍ଦୁଝର ଜିଲା ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ବୁଧବାର ରାତିରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି…
ଟେନ୍ସା,୧୧।୮(ଡି.ଏନ୍.ଏ.): ମା’ଙ୍କୁ ମାଗିଲେ ୫୦ଟଙ୍କା ଦିଅ। ମିଟିଂରୁ ଫେରେ ତତେ ଟଙ୍କା ଦେବି କହି ମା’ ଗ୍ରାମକୁ ଗ୍ରୁପ ମିଟିଂ କରିବାକୁ ଚାଲି ଯାଇଥିଲେ। ଏତିକିରେ ନାବାଳକ…
ବାଲେଶ୍ୱର ଅଫିସ, ୧୨ା୮:ସାଇବର ଠକ ଏବେ ଆପଣାଇଛନ୍ତି ଅଭିନବ ଉପାୟ। ବିଦେଶିନୀଙ୍କ ଲୋଭ ଦେଖାଇ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ନିକଟରେ ହନିଟ୍ରାପର ଶିକାର ହୋଇ…
ପାରଳାଖେମୁଣ୍ଡି, ଆର.ଉଦୟଗିରି,୧୨ା୮(ଡି.ଏନ୍.ଏ.):ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଥିବା ବେଳେ ଏହାକୁ କେମିତି ଦୁରୂପଯୋଗ କରାଯାଇଛି ତାହା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା…
ଜାତିସଂଘ, ୧୨ା୮:ଭାରତରେ ୨୦୨୧ରେ ମୋଟ ଜନସଂଖ୍ୟାର ୭.୩% ସେମାନଙ୍କ ନିକଟରେ ଡିଜିଟାଲ ମୁଦ୍ରା ରଖିଥିବା ଜାତିସଂଘ ଟ୍ରେଡ୍ ଆଣ୍ଡ୍ ଡେଭେଲପମେଣ୍ଟ ସଂସ୍ଥା ୟୁଏନ୍ସିଟିଏଡି କହିଛି। ଏହି ତାଲିକାରେ…
ଭୁବନେଶ୍ୱର,୧୨ା୮(ବ୍ୟୁରୋ):ଗୁଣାତ୍ମକ ଶିକ୍ଷା ଅଭାବରୁ ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଅଭିଭାବକମାନେ ସରକାରୀ ସ୍କୁଲରୁ ମୁହଁ ମୋଡୁଛନ୍ତି। ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ…