Home

ଆସନ୍ତା ମାସରେ ଭାରତ ଆସି ପାରନ୍ତି ଟ୍ରମ୍ପ୍‌: ମୋଦିଙ୍କୁ ଦେଲେ ସଙ୍କେତ

ଓ୍ବାଶିଂଟନ,୨୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଆସିପାରନ୍ତି। ଏନେଇ ହ୍ୟୁଷ୍ଟନରେ ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପସ୍ଥିତ ଭାରତୀୟଙ୍କ ସମ୍ମୁଖରେ ସଙ୍କେତ ଦେଇଛନ୍ତି।…

7 years ago

ଡମଣା ଦୁର୍ଗାପୁଜା କମିଟି : ଯୋଶେଫ ପିଟ୍ସବର୍ଗ ପ୍ୟାଲେସ ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ସବୁବର୍ଷ ନିଜର ତୋରଣରେ ନୂତନତ୍ୱ ଆଣୁଥିବା ଡମଣା ଦୁର୍ଗାପୂଜା କମିଟି ଚଳିତବର୍ଷ ସହରବାସୀଙ୍କୁ ଭିନ୍ନ ଭେଟି ଦେବାକୁ ପ୍ରୟାସ କରିଛି। ତୋରଣରେ ଦେଖିବାକୁ ମିଳିବ…

7 years ago

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପୁନର୍ଜୀବିତ କରିବାକୁ ପ୍ରୟାସ; ଉତ୍ତରପ୍ରଦେଶ ଗଲେ ୧୫ ଗ୍ରାମର ବାସିନ୍ଦା

ବନ୍ତଳା, ୨୩ା୯ (ଡି.ଏନ.ଏ.) ମହାବଳ ବାଘ ମହାବୀରର ମୃତ୍ୟୁପରଠାରୁ ଅନୁଗୋଳ ଜିଲା ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ସନ୍ଦିହାନ ହୋଇପଡ଼ିଛି। ବାଘୁଣୀ ସୁନ୍ଦରୀ ୧୦ମାସ ହେଲାଣି ବନ୍ଦୀ ଜୀବନ…

7 years ago

ସମସ୍ୟା ଘେରରେ ଧାଡ଼ିଆମ୍ବ ପ୍ରାଥମିକ ବିଦ୍ୟାଳୟ: ଖବର ପ୍ରକାଶ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ଚନ୍ଦ୍ରଗିରି,୨୩ା୯(ଡି.ଏନ.ଏ.)-ସରକାର ବିଦ୍ୟାଳୟ ପ୍ରତି ଛାତ୍ରୀଛାତ୍ରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟର ଭିତ୍ତିଭୂମି ସଜାଡିବା ସହ ଛାତ୍ରୀଛାତ୍ରଙ୍କ ନିମନ୍ତେ ମଧ୍ୟାହ୍ନଭୋଜନ ଠାରୁ ଆରମ୍ଭ କରି ବହି, ଡ୍ରେସ, ଜୋତା…

7 years ago

ସମସ୍ୟାରେ ବୁଡ଼ି ରହିଛି ଛତ୍ରପୁର ସହର: ସମାଧାନ ନ ହେଲେ ଜନ ଆନ୍ଦୋଳନ

ଛତ୍ରପୁର,୨୩ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହର ହୋଇ ମଧ୍ୟ ଦୀର୍ଘ ବର୍ଷ ହେଲା ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ା ଏ ସମ୍ପର୍କରେ ବିଭିନ୍ନ ସମୟରେ…

7 years ago

ହର୍ପିସ ଭୂତାଣୁର ଅନୁଧ୍ୟାନ ପାଇଁ ନନ୍ଦନକାନନ ଆସିବେ କେନ୍ଦ୍ରୀୟ ଟିମ୍‌

ବାରଙ୍ଗ,୨୩ା୯(ଡି.ଏନ.ଏ) : ନନ୍ଦନକାନନରେ ହର୍ପିସ ଭାଇରସ ଯୋଗୁ ୪ଟି ହାତୀଙ୍କର ମୃତ୍ୟୁ ଘଟଣା କର୍ତ୍ତୃପକ୍ଷଙ୍କ ପାଇଁ ନାନା ଚିନ୍ତା ବଢ଼ାଇଛି। ଏହି ଘଟଣା ଏବେ ରାଜ୍ୟରେ ସୀମିତ…

7 years ago

ପୁଣି ଶ୍ରୀଲିଙ୍ଗରାଜ ମନ୍ଦିରରେ ଫଟୋ ଭାଇରାଲ

ପୁରୁଣା ଭୁବନେଶ୍ୱର,୨୩ା୯(ଡି.ଏନ.ଏ.) : ଐତିହ୍ୟ ଶ୍ରୀଲିଙ୍ଗରାଜ ମନ୍ଦିରରେ ପୁଣି ଫଟୋ ଭାଇରାଲ ଘଟଣା ଆଲୋଚନାକୁ ଆସିଛି। ବାରମ୍ବାର ମନ୍ଦିର ଭିତରେ କୌଣସି ସେବାୟତ କିମ୍ବା ପର୍ଯ୍ୟଟକ ଫଟୋ…

7 years ago

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଟେଣ୍ଟ ହାଉସ ମାଲିକ ସଂଘର ବିରୋଧ : ସରକାରୀ, ରାଜନୈତିକ କାର୍ଯ୍ୟରେ ବାନ୍ଧିବେନି ଟେଣ୍ଟ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ନୂଆ ମୋଟର ଯାନ ଆଇନ ଲାଗୁ ସହ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଟେଣ୍ଟ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଛି। ଟେଣ୍ଟ ହାଉସ ମାଲିକ,…

7 years ago

କୋଣାର୍କ ହେବ ନୂଆ ଡେଷ୍ଟିନେଶନ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ପ୍ରଥମେ କଚ୍ଛ୍‌ରେ ହେଉଥିବା ରାନ୍‌ ଉତ୍ସବ ଶୈଳୀରେ କୋଣାର୍କରେ ମାସିକିଆ ଉତ୍ସବ, ଆଉ ଏବେ ପର୍ଯ୍ୟଟକଙ୍କ ଲାଗି ଏକ ସ୍ଥାୟୀ ପ୍ରକଳ୍ପ। କୋଣାର୍କକୁ ଓଡ଼ିଶାର…

7 years ago

ବିରାଟ କୋହଲି ମୋ ଫେଭରାଇଟ୍‌ କ୍ରିକେଟର୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ସାହିତ୍ୟ ଆମକୁ ପ୍ରଶ୍ନ ପଚାରିବାକୁ ବାଟ ଦେଖାଏ। ସାହିତ୍ୟ ଆମକୁ ସ୍ବପ୍ନ ଦେଖାଏ। ସାହିତ୍ୟ ଆମକୁ ପରିବର୍ତ୍ତନର ଆହ୍ବାନ ଦିଏ। ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ,…

7 years ago