Home

ଦାନ୍ତରେ ନଖ କାମୁଡ଼ିବା ଅଭ୍ୟାସ: କରୋନାକୁ ଆଣିବ ଡ଼ାକି !

ନୂଆଦିଲ୍ଲୀ୍‌,୧।୪: ସାରା ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଦାନ୍ତରେ ନଖ କାମୁଡୁଥିବା ଲୋକଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। କାରଣ ଏହି ଅଭ୍ୟାସ…

7 years ago

କରୋନା ସହ ଲଢ଼େଇ: ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ନିଜକୁ ପ୍ରସ୍ତୁତ କରୁଛନ୍ତି ସରକାର; ବଢୁଥିବା ତାପମାତ୍ରା ବି ସୁହାଇବ

ନୂଆଦିଲ୍ଲୀ,୧।୪: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ଭାରତରେ ଆତଙ୍କ ଦେଖାଦେଇଛି। ସାମାଜିକ ଦୂରତା ଅବଲମ୍ବନ କରିବା ଲାଗି ସରକାର ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା…

7 years ago

ଦିଲ୍ଲୀରୁ କେରଳ: ଦେଶର ୧୦ଟି ଅଞ୍ଚଳ ଘୋଷିତ ହୋଇପାରେ କରୋନା ସଂକ୍ରମଣ ହଟ୍‌ସ୍ପଟ୍‌ !

ନୂଆଦିଲ୍ଲୀ,୧।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଭୟଙ୍କର ସ୍ଥିତି ଦେଖାଦେଇଛି। ଏପରିସ୍ଥଳେ ସାମାଜିକ ଦୂରତା, ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ ବିଶ୍ୱ…

7 years ago

ପିଡିଏସ୍‌ ବଣ୍ଟନରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ

ସମ୍ବଲପୁର,୧।୪ (ବ୍ୟୁରୋ)- କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ ଡାଉନ ଜାରି ରହିଛି । ଏହି ପରିପେକ୍ଷୀରେ ରାଜ୍ୟ ସରକାର ଭତ୍ତା ଓ ପିଡିଏସ…

7 years ago

ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ କରାଗଲା ବିଶୋଧନ

ନିମାପଡ଼ା,୧।୪(ଡି.ଏନ.ଏ.): ମହାମାରୀ କରୋନା ସଂକ୍ରମଣ ଦାଉରୁ ରକ୍ଷା ପାଇଁ ନିମାପଡ଼ା ଅଗ୍ନିସେବା ସଂସ୍ଥା ପକ୍ଷରୁ ବିଶୋଧନ ଓ ସ୍ବଚ୍ଛତା କାର୍ଯ୍ୟ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଗତ…

7 years ago

ଅଲ୍‌ ଓଡ଼ିଶା ଟେଲର ଶ୍ରମିକ ଆସୋସିଏଶନ ପକ୍ଷରୁ ମାଗଣା ମାସ୍କ ବଣ୍ଟନ

ନିମାପଡ଼ା,୧।୪(ଡି.ଏନ.ଏ.): ମହାମାରୀ କରୋନା ସଂକ୍ରମଣ ସଚେତନତା ପରିପ୍ରେକ୍ଷୀରେ ଅଲ୍‌ ଓଡ଼ିଶା ଟେଲର ଶ୍ରମିକ ଆସୋସିଏଶନ ପକ୍ଷରୁ ନିମାପଡ଼ା ପୂର୍ଣ୍ଣେଶ୍ୱର ମହାଦେବଙ୍କ ମନ୍ଦିର ନିକଟରେ ୫ଶହ ଲୋକଙ୍କୁ ହାତତିଆରି…

7 years ago

ନିମାପଡ଼ା ଆମିଷ ବଜାରରେ ପ୍ରବଳ ଭିଡ଼

ନିମାପଡ଼ା,୧।୪(ଡି.ଏନ.ଏ.): ସମଗ୍ର ବିଶ୍ୱରେ ମହାମାରୀ କରୋନା ସଂକ୍ରମଣର ବିଭୀଷିକା ଦେଖାଦେଇଛି। ଏଥିରୁ ରକ୍ଷା ପାଇବା ପାଇଁ ସରକାର ଲକଡାଉନ ଘୋଷଣା କରିବା ସହ ସାମାଜିକ ଦୂରତା ବଜାୟ…

7 years ago

ପରିସ୍ଥିତିରେ ପେଷା ପରିବର୍ତ୍ତନ

ସମ୍ବଲପୁର,୧।୪(ବ୍ୟୁରୋ)-କରୋନା କଟକଣା ଓ ପରେ ଲକ୍‌ ଡାଉନ ଘୋଷଣା ହେବାପରେ ସମଗ୍ର ଦୋକାନ, ବଜାର ବନ୍ଦ ହୋଇଯାଇଛି । ଔଷଧ, ପନିପରିବା, ମାଂସ, ମାଛ, ଅଣ୍ଡା, କିରାନା…

7 years ago

ଅଲଗା ହେଲା ପରିବା ବଜାର

ସମ୍ବଲପୁର, ୧।୪ (ବ୍ୟୁରୋ)-କରୋନା କଟକଣା ଓ ଲକଡାଉନ ଘୋଷଣା ପରେ ମଧ୍ୟ ସମ୍ବଲପୁର ବ୍ୟବସାୟିକ ପେଣ୍ଠସ୍ଥଳ ଗୋଲ ବଜାର ଭିଡ ଜମୁଥିଲା। ପ୍ରଶାସନ ଓ ପୋଲିସ ପକ୍ଷରୁ…

7 years ago

କରୋନା ମୁକାବିଲା ପାଇଁ ଏମ୍‌ସିଏଲର ପ୍ରସ୍ତୁତି

ସମ୍ବଲପୁର, ୧।୪ (ବ୍ୟୁରୋ)- କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବାକୁ ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ବିବିଧ ପଦକ୍ଷେପ ଗ୍ରହଣ କରିଛି। କମ୍ପାନୀର ସମସ୍ତ କର୍ମଚାରୀ, ଠିକା…

7 years ago