Home

ବିହାର ବିଧାନସଭା ନିର୍ବାଚନ: ଭାଜପା, ଜେଡିୟୁକୁ ଦେଇପାରେ ଆସନ ବୁଝାମଣାର ନୂଆ ଫର୍ମୁଲା

ପାଟନା,୧୬।୧: ବିହାର ବିଧାନସଭା ନିର୍ବାଚନରେ ଲୋକ ସଭାର ଫର୍ମୁଲା ଲାଗୁହୋଇପାରେ ବୋଲି ଶୁଣିବାକୁ ମିଳିଛି। ଆଲୋଚନା ହେଉଛି କି ଏହି ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା)…

6 years ago

ବଦଳୁଛି ଜଳବାୟୁ, ହଜିଯାଉଛି ଶୀତ

ଭୁବନେଶ୍ୱର,୧୬ା୧ (ବ୍ୟୁରୋ): ଜଳବାୟୁ ପରିବର୍ତ୍ତନର ସଙ୍କେତ ସବୁଠି ଦେଖାଗଲାଣି। ବର୍ଷା କମିବା ସହିତ ଅନ୍ୟାନ୍ୟ ଋତୁ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଲାଣି। ଗତ କିଛି ବର୍ଷ…

6 years ago

ଦୁର୍ଘଟଣା ପରେ ବଦଳିଲା ଟ୍ରେନ୍‌ ଗତିପଥ

କଟକ ଅଫିସ,୧୬।୧: କଟକ ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ ଲାଇନଚ୍ୟୁତ ହୋଇଛି। ୮ଟି ବଗି ଲାଇନଚ୍ୟୁତ ହୋଇଥିବା…

6 years ago

ହାଇକୋର୍ଟ ଗଲେ ସେନ୍‌ଗାର

ନୂଆଦିଲ୍ଲୀ,୧୬ା୧: ଉନ୍ନାଓ ନାବାଳିକା ବଳାତ୍କାର ମାମଲାରେ ତଳକୋର୍ଟ ଦ୍ୱାରା ଡିସେମ୍ବର ୨୦ରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ନିଲମ୍ବିତ ଭାଜପା ବିଧାୟକ କୁଲଦୀପ ସେନ୍‌ଗାର ବୁଧବାର ଦିଲ୍ଲୀ ହାଇକୋର୍ଟରେ…

6 years ago

ଜାଲିକାଟ୍ଟୁ ପ୍ରତିଯୋଗିତା ବେଳେ ୩୫ ଆହତ

ମଦୁରାଇ,୧୬ା୧(ପି.ଟି.): ପୋଙ୍ଗଲ ପର୍ବ ଅବସରରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ବାର୍ଷିକ ଷଣ୍ଢ କାବୁ କରିବା ପ୍ରତିଯୋଗିତା (ଜାଲିକାଟ୍ଟୁ)ରେ ଭାଗନେଇ ୩୫ ଜଣ ଆହତ ହୋଇଛନ୍ତି। ବୁଧବାର ପୋଙ୍ଗଲ…

6 years ago

ରୁଷିଆ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ମସ୍କୋ,୧୬ା୧: ରୁଷିଆ ପ୍ରଧାନମନ୍ତ୍ରୀ ଡିମିଟ୍ରି ମେଡ୍‌ଭେଡେଭ୍‌ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନଙ୍କୁ ଦେଇଥିଲେ। ପୁଟିନ ମେଡ୍‌ଭେଡେଭ୍‌ଙ୍କୁ ତାଙ୍କ…

6 years ago

ଟାଙ୍ଗୀ ଶାଳଗାଁ ନିକଟରେ ରେଳ ଦୁର୍ଘଟଣା

କଟକ ଅଫିସ୍‌,୧୬।୧: ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ସହିତ ମାଲଗାଡି ଧକ୍କା ହୋଇଛି। ଗୁରୁବାର ସକାଳ ୭ଟାରେ କଟକର ଟାଙ୍ଗୀ ଶାଳଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିବା…

6 years ago

୩୧ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧୬ା୧(ପି.ଟି.): ଜାନୁୟାରୀ ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ। ୩୧ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ…

6 years ago

ଆମେରିକା, ୟୁରୋପକୁ ରୁହାନିଙ୍କ ଧମକ: ଆଗକୁ ଭୟାବହ ପରିଣତି

ତେହେରାନ,୧୬ା୧: ୨୦୧୫ ଇରାନ ଆଣବିକ ଚୁକ୍ତିରୁ ଆମେରିକା ଓହରିଯିବା ଏକ ବଡ଼ ବିପଦ। ମଧ୍ୟପ୍ରାଚ୍ୟରେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକର ସୈନ୍ୟ ମୁତୟନର ପରିଣାମ ଭୟଙ୍କର ହେବ…

6 years ago

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଇରାନ ବହିର୍ବ୍ୟାପାରମନ୍ତ୍ରୀ: ଗଲ୍ଫରେ ଉତ୍ତେଜନା ହ୍ରାସକରୁ ଭାରତ

ନୂଆଦିଲ୍ଲୀ,୧୬ା୧(ପି.ଟି.): ଗଲ୍ଫ (ଉପସାରଗରୀୟ ଅଞ୍ଚଳ)ରେ ଲାଗିରହିଥିବା ଉତ୍ତେଜନାକୁ ହ୍ରାସ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ। ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଥିବାବେଳେ…

6 years ago