Home

ହିତାଧିକାରୀଙ୍କୁ ଆଗୁଆ ମିଳିବ ୪ ମାସର ଭତ୍ତା

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ହିତାଧିକାରୀଙ୍କୁ ଆଗୁଆ ୪ ମାସର ଭତ୍ତା ମିଳିବ। ଏପ୍ରିଲ, ମେ, ଜୁନ୍‌ ଓ ଜୁଲାଇ ମାସର ଆଗୁଆ ଭତ୍ତା ଖୁବ୍‌ଶୀଘ୍ର ହିତାଧିକାରୀଙ୍କୁ ବଣ୍ଟନ କରାଯିବ।…

6 years ago

କରୋନା ଆତଙ୍କ: ସ୍ପେନ୍‌ରେ ଫୁଟବଲ୍‌ କୋଚଙ୍କ ମୃତ୍ୟୁ

ମାଦ୍ରିଦ,୧୭।୩: କରୋନା ଭାଇରସ୍‌ ପ୍ରକୋପରୁ କେହି ବର୍ତ୍ତି ପାରିନାହାଁନ୍ତି। ସାରା ବିଶ୍ୱରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ…

6 years ago

ଦେଶକୁ ମାଡ଼ି ଆସୁଛି ଆର୍ଥିକ ସୁନାମୀ: ରାହୁଲ

ନୂଆଦିଲ୍ଲୀ,୧୭।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଦେଶକୁ ଆର୍ଥିକ ସୁନାମୀ ମାଡି ଆସୁଛି। ଦେଶରେ ଏବେ କରୋନା ଭାଇରସ କାୟା ବିସ୍ତାର କରୁଥିବା ବେଳେ…

6 years ago

କରୋନା ସତର୍କତା:ଏପ୍ରିଲ ୧୫ ପର୍ଯ୍ୟନ୍ତ କଟକଣା ବୃଦ୍ଧି

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କରୋନା ସଂକ୍ରମଣକୁ ନେଇ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର ଏପ୍ରିଲ ୧୫ ପର୍ଯ୍ୟନ୍ତ କଟକଣା ସମୟ ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ…

6 years ago

ଦ୍ୱିତୀୟ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ସୁନା ଗହଣା, ଟଙ୍କା ନେଇ ଯୁବକ ଫେରାର

ଦିଗପହଣ୍ଡି,୧୭।୩(ଡି.ଏନ୍‌.ଏ.): ଦିଗପହଣ୍ଡି ଥାନା ଅଞ୍ଚଳର ଜନୈକା ବିବାହିତାଙ୍କୁ ଜଣେ ଯୁବକ ୨ୟ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି। ଏପରି କି ଅଭିଯୁକ୍ତ ତାଙ୍କଠାରୁ ସୁନା ଗହଣା…

6 years ago

କରୋନା ଭୟ: ସଂକ୍ରମଣ ପୂର୍ବରୁ ନିଜକୁ ଅଲଗା କରି ରଖିଲେ ମୋଦିଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୩: କରୋନା ଭାଇରସ ଏବେ ବିଶ୍ୱପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଚାଇନା ପରେ ଏବେ ଇଟାଲି, ଇରାନରେ ସବୁଠାରୁ ଅଧିକ ପରିମାଣରେ ଲୋକ କରୋନାରେ ସଂକ୍ରମିତ…

6 years ago

ଘରେ କ୍ୱାରାଣ୍ଟାଇନ୍‌ରେ ରଖାଯାଉଥିବା ସନ୍ଦିଗ୍ଧଙ୍କ ହାତରେ ଲଗାଯାଉଛି ମୋହର

ମୁମ୍ବାଇ,୧୭।୩: ଭାରତରେ କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ଏଥିଯୋଗୁ ମହାରାଷ୍ଟ୍ର ଅତ୍ୟଧିକ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ…

6 years ago

ଫ୍ଲୋର ଟେଷ୍ଟ ପାଇଁ ଭାଜପାକୁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡିବ

ଭୋପାଳ,୧୭।୩: ମଧ୍ୟପ୍ରଦେଶର କଂଗ୍ରେସ ସରକାର ଏବେ ସଙ୍କଟରେ। ଏହାକୁ ଦେଖି ବିରୋଧୀ ଭାରତୀୟ ଜନତା ପାର୍ଟି(ଭାଜପା) କଂଗ୍ରେସକୁ ଗାଦିଚ୍ୟୁତ କରିବାକୁ ପ୍ରୟାସ ଜାରି ରଖିଛି। କରୋନା ଭାଇରସର…

6 years ago

କରୋନା ପ୍ରଭାବ: ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କରୋନା ସତର୍କତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ଏହି ପରିପ୍ରେକ୍ଷୀରେ ଆହାର କେନ୍ଦ୍ର ଖୋଲା ରହିବା ସମୟ…

6 years ago

ନିଜ ବାୟୋପିକ୍‌ରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ଚାହାନ୍ତି ଯୁବରାଜ

ବଲିଉଡ୍‌ ଫିଲ୍ମ ‘ଗଲି ବୟ’ରେ ସୁନ୍ଦର ଅଭିନୟ ପାଇଁ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ପୂର୍ବ ଭାରତୀୟ କ୍ରିକେଟ ଖେଳାଳି ଯୁବରାଜ ସିଂହଙ୍କର…

6 years ago