Home

ଫୁଙ୍କାଗଲା ୧୮ ହଜାର ବର୍ଷ ପୁରାତନ ଶଙ୍ଖ 

ପ୍ୟାରିସ୍‌,୧୩।୨: ଫ୍ରାନ୍ସର ନାଚ୍ୟୁରାଲ ହିଷ୍ଟ୍ରି ମ୍ୟୁଜିୟମ୍‌ ଅଫ୍‌ ଟୋଉଲଉସ୍‌ରେ ରଖାଯାଇଥିବା ୧୮ ହଜାର ବର୍ଷ ପୁରାତନ ଶଙ୍ଖକୁ ଫୁଙ୍କା ଯାଇଛି। ଏହାକୁ ୧୯୩୧ରେ ପାଇରନିସ୍‌ ପାହାଡ଼ର ମାର୍ସୋଉଲାସ…

6 years ago

ଡୋଭାଲଙ୍କ କାର୍ଯ୍ୟାଳୟ ଉପରେ ଜୈଶ୍‌ର ନଜର: ଆଲର୍ଟରେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ,୧୩।୨: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲଙ୍କ କାର୍ଯ୍ୟାଳୟ ଉପରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନନଜର ରଖିଥିବା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦେଶରେ…

6 years ago

ଟିକା ପରେ ୮ ମାସ ରହିବ କୋଭିଡ୍‌ ଆଣ୍ଟିବଡି

ନୂଆଦିଲ୍ଲୀ, ୧୩।୨: କୋଭିଡ୍‌ ଟିକା ନେବା ପରେ ଶରୀରରେ ଆଣ୍ଟିବଡି ୮ ମାସ କିମ୍ବା ଏହାଠାରୁ ଅଧିକ ସମୟ ସକ୍ରିୟ ରହିବ ବୋଲି ଏମ୍ସ ନିର୍ଦ୍ଦେଶକ ରଣଦୀପ୍‌…

6 years ago

ଉତ୍ତେଜନା କମାଇପାରିବ ଆନ୍ତଃଜାତି ବିବାହ

ନୂଆଦିଲ୍ଲୀ, ୧୩।୨(ଆଇଏଏନ୍‌ଏସ୍‌): ଭିନ୍ନ ଜାତିରେ ବିବାହ ସମାଜରୁ ଜାତିପ୍ରଥା ଜନିତ ପ୍ରତିବନ୍ଧକ ଦୂର କରିବାର ଏକ ଉପାୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜୀବନସାଥୀ ଚୟନ କରୁଥିବା ପୁଅଝିଅ…

6 years ago

ଟିକାଏତ୍‌ଙ୍କୁ ମହାପଞ୍ଚାୟତ ଭରସା

ଗାଜିଆବାଦ, ୧୩।୨(ପି.ଟି.): ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଗତବର୍ଷ ନଭେମ୍ବରରୁ ହଜାର ହଜାର ଚାଷୀ ଆନ୍ଦୋଳନ ଚଳାଇଥିବାବେଳେ ବିଭିନ୍ନ ରାଜ୍ୟରେ ମହାପଞ୍ଚାୟତର ଆୟୋଜନ କରାଯାଉଛି।…

6 years ago

ରାଜ୍ୟ ସଭାରୁ ଦିନେଶଙ୍କ ଇସ୍ତଫା

ନୂଆଦିଲ୍ଲୀ, ୧୩।୨: ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଦିନେଶ ତ୍ରିବେଦୀ ଶୁକ୍ରବାର ରାଜ୍ୟ ସଭାରୁ ଇସ୍ତଫା ଦେଇଛନ୍ତି। ଫଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ପଶ୍ଚିମବଙ୍ଗରେ ଶାସକ…

6 years ago

ହିମସ୍ଖଳନରୁ ବିପଜ୍ଜନକ ହ୍ରଦ

ଡେରାଡୁନ୍‌, ୧୩।୨ : ଉତ୍ତରାଖଣ୍ଡର ଋଷିଗଙ୍ଗାରେ ଗ୍ଲେସିୟରର ଏକ ଅଂଶ ଭାଙ୍ଗିପଡ଼ି ଯେଉଁ ସ୍ଥାନରେ ମାଡ଼ ହୋଇଥିଲା ସେଠାରେ ଭୟଙ୍କର ହ୍ରଦ ସୃଷ୍ଟି ହୋଇଥିବା ସାଟେଲାଇଟ୍‌ ଚିତ୍ରରୁ…

6 years ago

ବିବାଦରେ ଫେଣ୍ଟି ବ୍ୟୁଟି

ନୂଆଦିଲ୍ଲୀ,୧୩ା୨: ଦିଲ୍ଲୀରେ ଆନ୍ଦୋଳନରତ କୃଷକଙ୍କ ସମର୍ଥନରେ ଟୁଇଟ୍‌ କରିଥିବା ଅନ୍ତର୍ଜାତୀୟ ପପ୍‌ ଷ୍ଟାର ରିହାନା ଫେଣ୍ଟିଙ୍କ ପିଛା ଛାଡ଼ୁନାହିଁ ବିବାଦ। ରିହାନାଙ୍କ କସ୍‌ମେଟିକ୍‌ ବ୍ରାଣ୍ଡ୍‌ ‘ଫେଣ୍ଟି ବ୍ୟୁଟି’…

6 years ago

ସମଲିଙ୍ଗୀ ସମ୍ପର୍କ ବୈଧ

ଲୁଆଣ୍ଡା,୧୩ା୨: ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ଆଙ୍ଗୋଲାରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତ କରାଯାଇଛି। ଏହାକୁ ବୈଧ କରିବା ଲାଗି ଦେଶରେ ପୂର୍ବ ପ୍ରଚଳିତ ଆଇନକୁ ଉଚ୍ଛେଦ କରି…

6 years ago

ଆୟୋଜକ କମିଟି ଅଧ୍ୟକ୍ଷ ମୋରିିଙ୍କ ଇସ୍ତଫା

ଟୋକିଓ, ୧୩ା୨(ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି ମୁଖ୍ୟ ୟୋଶିରୋ ମୋରି ଶୁକ୍ରବାର ପଦବୀରୁ ଇସ୍ତଫା ଦେଇଛନ୍ତି। ‘ମହିଳାମାନେ ଅଧିକ କଥାବାର୍ତ୍ତା କରିଥାନ୍ତି’। ଏଭଳି ମହିଳା ବିରୋଧୀ…

6 years ago