ଲୋକେ କହୁଛନ୍ତି ଜୁନିୟର ମୋଦି: କିଏ ସେ ଯୁବକ ସୋସିଆଲ ମିଡ଼ିଆରେ ହେଉଛନ୍ତି ଭାଇରାଲ…
ଚେନ୍ନାଇ,୨୭।୧ : ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଟ୍ରେଣ୍ଡରେ ରହୁଛି। ସମ୍ପ୍ରତି ଆନ୍ନାମଲାଇ କିଓ୍ବାର୍ଡ ସୋସିଆଲ ମିଡିଆ ଏକ୍ସରେ ଟ୍ରେଣ୍ଡିଂରେ ରହିଛି। ଆନ୍ନାମଲାଇ କିୱାର୍ଡ ସହିତ ଏପର୍ଯ୍ୟନ୍ତ ୪୫ହଜାର ପୋଷ୍ଟ କରାଯାଇଛି। ଏହି ପୋଷ୍ଟଗୁଡିକରେ ଲୋକମାନେ ଆନ୍ନାମଲାଇଙ୍କୁ ଜୁନିଅର…
ରାଜ୍ୟପାଳ ମଝି ରାସ୍ତାରେ ବସିଲେ, କହିଲେ ମୋଦି-ଶାହାଙ୍କୁ ଫୋନ ଲଗାଅ…
ଥିରୁଭାନନ୍ତପୁରମ,୨୭।୧ : କେରଳ ରାଜ୍ୟପାଳ ଏବଂ ଏସଏଫଆଇକର୍ମୀମାନଙ୍କ ମଧ୍ୟରେ ପୁଣିଥରେ ବିବାଦ ଲାଗି ରହିଛି। ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ କଳା ପତାକା ପ୍ରଦର୍ଶନ କରାଯିବାରୁ ରାଗିଯାଇ କୋଲାମର ମଝି ରାସ୍ତାରେ ଏକ ଚେୟାରରେ ସେ ବସି ପଡ଼ିଥିଲେ। ସେ ଏସଏଫଆଇକର୍ମୀମାନଙ୍କୁ…
INDIA: ପୁଣି ଯୋଡିହେବେ କଂଗ୍ରେସ ମମତା ! ଅଖିଳେଶ ଗ୍ରହଣ କରିବେ ଗୁରୁତ୍ୱପୂର୍ଣ୍ଣ ଭୂମିକା…
ନୂଆଦିଲ୍ଲୀ,୨୭।୧ : ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସ ମଧ୍ୟରେ ମିଳିତ ହେବାର ସମ୍ଭାବନା ରହିଛ ମିଳିତ ହେବାର ସମ୍ଭାବନା ବିଷୟରେ ମଧ୍ୟ କଂଗ୍ରେସ ନିରନ୍ତର କଥାବାର୍ତ୍ତା କରୁଛି। ସୂଚନାନୁସାରେ, ଖୁବ ଶୀଘ୍ର ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଂଗ୍ରେସ ଏକ…
‘ମଦ ଭଗବାନଙ୍କ ଉପହାର, ସେଥିପାଇଁ ମଣିଷଙ୍କୁ ମିଳିଛି’, ପୋପ ଫ୍ରାନ୍ସିସଙ୍କ ଆଶ୍ଚର୍ଯ୍ୟଜନକ ବୟାନ
ଭାଟିକାନ ସିଟି,୨୭।୧: କ୍ୟାଥୋଲିକ ଚର୍ଚ୍ଚର ବର୍ତ୍ତମାନର ମୁଖ୍ୟ ରୋମର ବିଶପ ତଥା ଭାଟିକାନ ସିଟିର ସାର୍ବଭୌମ ପୋପ ଫ୍ରାନ୍ସିସଙ୍କ ତାଜା ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ କହିଛନ୍ତି, ମଦ ହେଉଛି ‘ଭଗବାନଙ୍କ ଉପହାର’ । ସେଥିପାଇଁ ଏହା…
ୟୁପିରେ ଛିଣ୍ଡିଲା କଂଗ୍ରେସ-ଏସପି ମଧ୍ୟରେ ଆସନ ଭାଗବଣ୍ଟା, ଜାଣନ୍ତୁ କେଉଁ ଦଳକୁ ମିଳିଲା କେତେ ଆସନ
ଲକ୍ଷ୍ନୌ,୨୭।୧: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟା କରାଯାଇଛି। ୟୁପିରେ ୧୧ ଆସନରେ କଂଗ୍ରେସ ନିର୍ବାଚନ ଲଢିବ। ଶନିବାର ସୋସିଆଲ ମିଡିଆରେ ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ ଏହି ସୂଚନା ଦେଇଛନ୍ତି। ଅଖିଳେଶ କହିଛନ୍ତି, କଂଗ୍ରେସ ସହିତ…
ମା’ ସମଲେଶ୍ବରୀଙ୍କ ଭବ୍ୟ ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର,୨୭।୧(ବି.ଶଙ୍କର): ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପରିକ୍ରମା ପ୍ରକଳ୍ପ ଶନିବାର ଲୋକାର୍ପିତ ହୋଇଛି। ଏହି ଭବ୍ୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନରେ ଜମାଦାରପାଲି ଏୟାରଷ୍ଟ୍ରିପରେ…
ଆସିଲା ବଡ ଅପଡେଟ୍: ଏହି ଦିନ ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ
ପାଟନା,୨୭।୧: ବିହାରରେ ବର୍ତ୍ତମାନ ରାଜନୈତିକ ତାପମାତ୍ରା ତୀବ୍ର ରହିଛି। ଏ ସମ୍ପର୍କରେ ଅନେକ କଳ୍ପନାଜଳ୍ପନା କରାଯାଉଛି। ଏହି ପରିସ୍ଥିତିରେ ଟିକିଏ ଚିତ୍ର ସ୍ପଷ୍ଟ ହେବା ପରି ଲାଗୁଛ। ଆରଜେଡି ଏବଂ ଜେଡିୟୁ ମଧ୍ୟରେ ଦୂରତା ବୃଦ୍ଧି ପାଇଛି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ…
ହରିୟାଣାରେ ଏକାକୀ ନିର୍ବାଚନ ଲଢିବ ଏଏପି
ନୂଆଦିଲ୍ଲୀ,୨୭।୧: ହରିୟାଣାରେ ୨୦୨୪ରେ ଲୋକ ସଭା ସହିତ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଯେଉଁଥିପାଇଁ ସମସ୍ତ ରାଜନୈତିକ ଦଳ ନିର୍ବାଚନ ମୋଡରେ ଥିବା ଜଣାପଡିଛି। ତେବେ କଂଗ୍ରେସ-ଆମ ଆଦମୀ ପାର୍ଟି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଜେଜେପି…
ବିନା ନିମନ୍ତ୍ରଣରେ ବିବାହ ଭୋଜି ଖାଇଲେ ହେବ ଜେଲ! ଏନେଇ କଣ କହୁଛି ଆଇନ୍
ଜାନୁଆରୀ ୧୫ରୁ ଶେଷ ହୋଇଛି ଖର ମାସ। ଖର ମାସ ସମାପ୍ତ ହେଉଣୁ ଶୁଭ କାର୍ଯ୍ୟ ଆରମ୍ଭ ହୋଇଛି। ଘରେଘରେ ଲୋକମାନେ ବିବାହ ପ୍ରତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଯଦି ଏଠାରେ ବିବାହ କଥା ଉଠୁଛି ତେବେ ଭୋଜି କଥା…
ଅଜବ ପରମ୍ପରା: ମାଟିତଳୁ ମୃତଦେହ କାଢି ଡ୍ୟାନ୍ସ କରନ୍ତି ଏହି ଜନଜାତି
ଦୁନିଆରେ ଭିନଭିନ୍ନ ଜାତି ଓ ଭିନ୍ନଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଯେଉଁମାନଙ୍କ ପରମ୍ପରା ରୀତିନୀତି ନିଆରା। ତେବେ ଆସନ୍ତୁ ଜାଣିବା ଏପରି ଏକ ଜନଜାତିଙ୍କ ବିଷୟରେ, ଯେଉଁମାନେ ସେମାନଙ୍କ ଉତ୍ସବରେ ମୃତ ଶରୀର ସହ ଡ୍ୟାନ୍ସ କରନ୍ତି। ଘରର ସଦସ୍ୟଙ୍କ…
ମରାଠା ସଂରକ୍ଷଣ: ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ଉପସ୍ଥିତିରେ ଅନଶନ ଭାଙ୍ଗିଲେ ମନୋଜ ଜରାଙ୍ଗେ
ମୁମ୍ବାଇ,୨୭।୧: ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ସମସ୍ତ ଦାବି ଗ୍ରହଣ କରାଯିବା ପରେ ସମର୍ଥକଙ୍କ ଭିଡ ମଧ୍ୟରେ ମରାଠା ସଂରକ୍ଷଣ କାର୍ଯ୍ୟକର୍ତ୍ତା ମନୋଜ ଜରାଙ୍ଗେ ପାଟିଲ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ଅନଶନ ଶେଷ କରିଛନ୍ତି। ମରାଠା ସମ୍ପ୍ରଦାୟର ଲୋକଙ୍କ ପାଇଁ…
ରାମଲାଲାଙ୍କ ଦର୍ଶନ ପାଇଁ ଆଜି ବି ଅଯୋଧ୍ୟାରେ ଭିଡ, ବଦଳିଲା ଦର୍ଶନ ସମୟ, ଏବେ ଏହି ସମୟରେ କରିପାରିବେ ଦର୍ଶନ
ଅଯୋଧ୍ୟା,୨୭।୧: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଞ୍ଚ ଦିନ ପରେ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମୁଛି। ଆଜି ସକାଳେ ଅଯୋଧ୍ୟାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଥିଲା। ଥଣ୍ଡା ସତ୍ତ୍ୱେ ଦର୍ଶନ ପାଇଁ ଭକ୍ତ ଏଠାରେ…
Archives


