Home Middle

ଚଳନ୍ତା ବସ ଡ୍ରାଇଭରଙ୍କୁ ଆସିଲା ହାର୍ଟଆଟାକ୍‌: ଉପସ୍ଥିତ ବୁଦ୍ଧିରୁ ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ନୀଳଗିରି, ୩୦।୧(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶର ଜିଲାର ନୀଳଗିରିରେ ଏକ ଅଭାବନୀୟ ଘଟଣା ଘଟିଛି। ହୃଦଘାତ ଯୋଗୁ ଚଳନ୍ତା ବସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ। ହୃଦଘାତରେ ଟଳି ପଡ଼ିବା…

ବିଶ୍ୱରେ ପ୍ରଥମ: ମଣିଷ ମୁଣ୍ଡରେ ଲଗାଗଲା ବ୍ରେନ୍‌ ଚିପ୍‌

କାଲିଫର୍ନିଆ,୩୦।୧: ଟେସଲା ତଥା ଏକ୍ସ ମାଲିକ ଏଲନ ମସ୍କ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଷ୍ଟାର୍ଟଅପ ‘ନ୍ୟୁରାଲିଙ୍କ’ ଦ୍ୱାରା ପ୍ରଥମଥର ପାଇଁ ମଣିଷ ମୁଣ୍ଡରେ ବ୍ରେନ୍‌ ଚିପ୍‌ ଲଗାଯାଇଛି। ମଙ୍ଗଳବାର ମସ୍କ ଏହି ସୂଚନା ଦେଇଛନ୍ତି। ଏକ୍ସରେ ସେ କହିଛନ୍ତି,…

ମୁଖ୍ୟମନ୍ତ୍ରୀଙ୍କ ପତ୍ତା ମିଳୁନି: ରାଜ୍ୟପାଳ କହିଲେ, ଆବଶ୍ୟକ ହେଲେ ଅତିକ୍ରମ କରିବି ସୀମା

ରାଞ୍ଚି,୩୦।୧: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ତା ମିଳୁନି। ତାଙ୍କ ସନ୍ଧାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅନେକ ସ୍ଥାନରେ ଚଢାଉ କରିଥିଲା, କିନ୍ତୁ ସେ ମିଳୁ ନ ଥିବା ଜଣାପଡିଛି। ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ରାଜ୍ୟରେ ଏକ ଅଦୃଶ୍ୟ…

ଦିନକ ପରେ ବଜେଟ ଅଧିବେଶନ: ସର୍ବଦଳୀୟ ବୈଠକ ଆଜି

ନୂଆଦିଲ୍ଲୀ,୩୦।୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆସନ୍ତା ୩୧ ତାରିଖରୁ ଆରମ୍ଭ ହେଉଥିବାବେଳେ ସରକାର ଏହା ପୂର୍ବରୁ ମଙ୍ଗଳବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ପାର୍ଲାମେଣ୍ଟରେ ବିଭିନ୍ନ ଦଳର ଗୃହର ନେତାମାନଙ୍କୁ ବୈଠକକୁ ଡକାଯାଇଛି। ପ୍ରତ୍ୟେକ ଅଧିବେଶନ ପୂର୍ବରୁ ଗୃହର ନେତାମାନଙ୍କ ବୈଠକ ଡାକିବା ଏକ…

ଝିଅପୁଅଙ୍କୁ ନୋମିନି କରିପାରିବେ ମହିଳା କର୍ମଚାରୀ

ନୂଆଦିଲ୍ଲୀ,୩୦।୧(ପି.ଟି.): ପରିବାର ପେନ୍‌ସନ ପାଇଁ ଜଣେ ମହିଳା କର୍ମଚାରୀ ତାଙ୍କ ସ୍ବାମୀଙ୍କ ପରିବର୍ତ୍ତେ ଝିଅ କିମ୍ବା ପୁଅଙ୍କୁ ନୋମିନି କରିପାରିବେ। କେନ୍ଦ୍ର ସରକାର ଏନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି, ଯାହାର ସୁଦୂରପ୍ରସାରୀ ସାମାଜିକ-ଅର୍ଥନୈତିକ ପ୍ରଭାବ ରହିବ ବୋଲି ସୋମବାର ପ୍ରକାଶିତ ସରକାରୀ…

ଜୋର୍ଡାନ ପରେ ଏବେ ସିରିଆରେ ଆମେରିକା ସେନା ବିରୋଧରେ ରକେଟ ଆକ୍ରମଣ

ଓ୍ବାଶିଂଟନ,୩୦।୧: ଜୋର୍ଡାନ ପରେ ସିରିଆରେ ଆମେରିକା ଏବଂ ଏହାର ସହଯୋଗୀ ବାହିନୀ ଉପରେ ରକେଟ ଆକ୍ରମଣ ହୋଇଛି। ଆମେରିକାର ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ସିରିଆରେ ଆମେରିକୀୟ ତଥା ସହଯୋଗୀ ବାହିନୀ ବିରୋଧରେ ରକେଟ ଆକ୍ରମଣ କରାଯାଇଛି। ଆମକୁ ଟାର୍ଗେଟ କରାଯାଉଛି।…

ଉତ୍ତର ପ୍ରଦେଶ ସମେତ ୧୫ ରାଜ୍ୟର ୫୬ ଆସନ ପାଇଁ ଫେବୃଆରୀ ୨୭ରେ ନିର୍ବାଚନ

ନୂଆଦିଲ୍ଲୀ,୩୦।୧:ନିର୍ବାଚନ କମିଶନ ୧୫ ଟି ରାଜ୍ୟରେ ୫୬ ଟି ରାଜ୍ୟ ସଭା ଆସନ ପାଇଁ ନିବର୍ର୍ାଚନ ସୂଚୀ ପ୍ରକାଶ କରିଛନ୍ତି। ଏଥିମଧ୍ୟରୁ ସର୍ବାଧିକ ୧୦ ଟି ଆସନ ଉତ୍ତରପ୍ରଦେଶରୁ ଆସିଛି। ଏହି ଆସନଗୁଡିକ ଉପରେ ମତଦାନ ୨୭ ଫେବୃଆରୀରେ ଅନୁଷ୍ଠିତ ହେବ…

ରାହୁଲଙ୍କ ଏହି ପଦିଏ କଥା ନୀତୀଶଙ୍କୁ ଲାଗିଥିଲା ଖରାପ, ସେହି ଦିନ ହିଁ ଇଣ୍ଡିଆ ମେଣ୍ଟ ଛାଡିବାକୁ ନେଇଥିଲେ ନିଷ୍ପତ୍ତି

ପାଟନା,୨୯।୧: ବିହାର ରାଜନୀତି ଏହି କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ରବିବାର ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପୁଣିଥରେ ଭାଜପାରେ ଯୋଗ ଦେଇ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଭାଜପା ରାଜ୍ୟ ସଭାପତି…

ନରେନ୍ଦ୍ର ମୋଦି ଯଦି ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ଏହା ଦେଶର ଶେଷ ନିର୍ବାଚନ ହେବ: ଖାର୍ଗେ

ନୂଆଦିଲ୍ଲୀ,୨୯।୧: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ବାର ଜିତନ୍ତି ତେବେ ଏହା ଦେଶର ଶେଷ ନିର୍ବାଚନ ହେବ। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲୋକଙ୍କ ପାଇଁ ୨୦୨୪ ଲୋକ ସଭା…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତକୁ ଡବଲ୍‌ ଝଟ୍‌କା: ଦଳରୁ ବାଦ୍‌ ପଡ଼ିଲେ ୨ ଗୁରୁତ୍ୱପୂର୍ଣ୍ଣ ଖେଳାଳି

ନୂଆଦିଲ୍ଲୀ,୨୯।୧: ହାଇଦ୍ରାବାଦରେ ପରାଜୟ ପରେ ଟିମ ଇଣ୍ଡିଆକୁ ଡବଲ୍‌ ଝଟକା ଲାଗିଛି। ବିଶାଖାପାଟନମରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରୁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜେଜା ଏବଂ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲଙ୍କୁ ବାଦ ଦିଆଯାଇଛି। ବିସିସିଆଇ ପକ୍ଷରୁ ଏହି ସୂଚନା…

ବାଜିମାରିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼: ଦିଲ୍ଲୀ ପରେଡରେ ଅଧିକାର କଲା ପ୍ରଥମ ସ୍ଥାନ

ନୂଆଦିଲ୍ଲୀ,୨୬।୧: ଗତ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଗଡିଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼(ଟାବ୍ଲୋ) ପ୍ରଥମ ସ୍ଥାନ ହାସଲ କରିଛି। ରାଜ୍ୟ ସରକାର ବିକଶିତ ଭାରତ ଉପରେ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିଥିଲେ। ରଘୁରାଜପୁର ଗ୍ରାମରେ ମହିଳାମାନେ କିପରି ବିଭିନ୍ନ ପ୍ରକାର ଅଦରକାରୀ…

ଚାଇନାର ଶେୟାର ବଜାର ଭୁଶୁଡ଼ିବାରେ ଲାଗିଛି…

ବେଜିଂ,୨୯।୧ : ୨୦୨୧ ଠାରୁ ଆରମ୍ଭ ହୋଇଥିବା ଚାଇନାର ଷ୍ଟକ ମାର୍କେଟର ଅବନତି ଜାରି ରହିଛି। ଏହି ହ୍ରାସକୁ ରୋକିବା ପାଇଁ ଚାଇନା ସରକାର କରିଥିବା ସମସ୍ତ ଉଦ୍ୟମ ମଧ୍ୟ ବିଫଳ ହୋଇଛନ୍ତି। ଫଳସ୍ବରୂପ, ଚାଇନାର ଷ୍ଟକ ମାର୍କେଟ ସଙ୍କଟରେ ପଡ଼ିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri