Home Middle

ପାନୀୟରେ ବିଷାକ୍ତ ପ୍ରଦାର୍ଥ: ମାମଲା ରୁଜୁ କଲେ କ୍ରିକେଟର…

ଅଗରତାଲା,୩୧।୧ : ଭାରତର ଓପନିଂ ବ୍ୟାଟ୍ସମ୍ୟାନ ତଥା କର୍ନାଟକର ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ତ୍ରିପୁରାର ରାଜଧାନୀ ଅଗରତାଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିମାନରେ ସୁରଟ ଯାତ୍ରା ସମୟରେ ମୟଙ୍କ ଅସୁସ୍ଥ ହୋଇପଡିଥିଲେ। ସେ ପାଟି ଓ ଗଳାରେ ଜଳାପୋଡା ହେଉଥିବା ଅଭିଯୋଗ…

ପାଲାନି ମନ୍ଦିର ଧ୍ୱଜସ୍ତମ୍ଭ ସମ୍ମୁଖଦେଇ ଅଣ-ହିନ୍ଦୁଙ୍କ ପ୍ରବେଶ ମନା: ହାଇକୋର୍ଟଙ୍କ ରାୟ…

ଚେନ୍ନାଇ,୩୧।୧ : ତାମିଲନାଡୁର ପାଲାନି ମନ୍ଦିର ମାମଲାରେ ମାଡ୍ରାସ ହାଇକୋର୍ଟ କହିଛନ୍ତି ଅଣ-ହିନ୍ଦୁମାନଙ୍କୁ ଧ୍ୱଜସ୍ତମ୍ଭ ସମ୍ମୁଖରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଏନେଇ ମନ୍ଦିରର ପ୍ରବେଶ ଦ୍ୱାରରେ ଏକ ବୋର୍ଡ ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ…

ବଜେଟ ପୂର୍ବରୁ ସରକାରଙ୍କ ଉପହାର: ଶସ୍ତା ହେବ ମୋବାଇଲ ଫୋନ

ନୂଆଦିଲ୍ଲୀ,୩୧।୧: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ। ତେବେ ସରକାର ଆଜି ମୋବାଇଲ ଫୋନ ଇଣ୍ଡଷ୍ଟ୍ରିକୁ ଏକ ଉପହାର ଦେଇଛନ୍ତି। ଏହା ଅଧୀନରେ ସରକାର ମୋବାଇଲ ପାର୍ଟସ୍‌ର…

ଆଜିଠୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩୧।୧(ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ ବୁଧବାର ଆରମ୍ଭ ହେଉଛି। ଚଳିତ ଲୋକ ସଭାର ଏହା ଶେଷ ଅଧିବେଶନ। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ଗୃହକାର୍ଯ୍ୟ ପରିଚାଳନାରେ ସହଯୋଗ ପାଇଁ ସରକାର ବିରୋଧୀ…

ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ସାମିଲ୍‌ ହେଲେ ଅନାଥ ଓ କିନ୍ନର ଶିଶୁ, ଉଚ୍ଚଶିକ୍ଷା ପାଇଁ ମିଳିବ ସହାୟତା

ଭୁବନେଶ୍ବର,୩୦।୧: ଅନାଥ, ବାଲ୍ୟ ବିବାହ ସମୟରେ ଉଦ୍ଧାର ହୋଇଥିବା ଶିଶୁ ଓ କିନ୍ନର ଶିଶୁଙ୍କୁ ରାଜ୍ୟ ସରକାର ଉଚ୍ଚଶିକ୍ଷା ପାଇଁ ସହାୟତା ଯୋଗାଇଦେବେ। ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପାଇଁ ସେମାନଙ୍କୁ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ସାମିଲ କରିଛନ୍ତି ନବୀନ…

ରାଜ୍ୟ କଂଗ୍ରେସରେ ବଡ ପରିବର୍ତ୍ତନ: ବଦଳିଲେ ସଭାନେତ୍ରୀ

ଭୁବନେଶ୍ୱର,୩୦।୧: ଲୋକସଭା ଓ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡିଶା ରାଜନୀତି ମଧ୍ୟ ସେତିକି ସରଗରମ ହେଉଛି। ଏବେ ପୁରା ଆକ୍ସନ ମୋଡରେ ଆସିଛନ୍ତି ୩ଦଳ ଭାଜପା, କଂଗ୍ରେସ ଓ ବିଜେଡି। ଭାଜପା ପାଇଁ ମୋଦି ଦୁଇଦୁଇ ଥର ଓଡିଶା…

ମୁଖ୍ୟମନ୍ତ୍ରୀ ହେବେ କଳ୍ପନା ସୋରେନ ! ରାଜନୈତିକ କଳ୍ପନାଜଳ୍ପନା ଆରମ୍ଭ…

ରାଞ୍ଚି,୩୦।୧ : ଦେଶର ନଜର ଏବେ ଝାଡଖଣ୍ଡର ରାଜନୀତି ଉପରେ ରହିଛି। ଏଠାରେ ସିଏମ ହେମନ୍ତ ସୋରେନଙ୍କ ବିରୋଧରେ ଇଡି ଚଢ଼ାଉ କରାଯାଉଛି। ଜମି ସ୍କାମ ମାମଲାରେ ଅର୍ଥ ହେରଫେର ମାମଲାରେ ଇଡି ତଦନ୍ତ ଚାଲିଛି। ତାଙ୍କୁ ଯେକୌଣସି ସମୟରେ ଗିରଫ…

ଛତିଶଗଡ ସୀମାରେ ମାଓ ହମଲା: ପାଲଟା ଜବାବ ଦେଲେ ସୁରକ୍ଷାକର୍ମୀ, ୬ ମାଓବାଦୀଙ୍କୁ ଏନକାଉଣ୍ଟର

ମାଲକାନଗିରି,୩୦।୧: ଛତିଶଗଡ ବିଜାପୁର-ସୁକମା ସୀମାରେ ମଙ୍ଗଳବାର ହୋଇଥିବା ମାଓ ଆକ୍ରମଣର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ। ସୀମାରେ ଗୁଳି ବିନିମୟରେ ୩ଯବାନ ଶହୀଦ ହୋଇଥିବାବେଳେ ୧୪ଜଣ ଆହତ ହୋଇଥିଲେ। ଏହି ଘଟଣାର ଅଳ୍ପ ସମୟ ମଧ୍ୟରେ ସୁରକ୍ଷାବାହିନୀର ଯବାନମାନେ ୬ଜଣ ମାଓବାଦୀଙ୍କୁ ଏନକାଉଣ୍ଟର…

ଝାଡ଼ଖଣ୍ଡରେ ଲାଗିବ କି ରାଷ୍ଟ୍ରପତି ଶାସନ…ରାଜନୈତିକ ଅସ୍ଥିରତା ମଧ୍ୟରେ କାହିଁକି ଚର୍ଚ୍ଚାରେ ଅନୁଚ୍ଛେଦ-୩୫୫?

ରାଞ୍ଚି,୩୦।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମିଳିଛନ୍ତି। ତାଙ୍କ ବାସଭବନରେ ତଦନ୍ତ ଲାଗି ପହଞ୍ଚିଥିବା ଇଡି ଟିମ୍‌ ତାଙ୍କୁ ଖୋଜିଲେ ବି ପାଇ ନ ଥିଲା। ଏବେ ନାଟକୀୟ ଢ଼ଙ୍ଗରେ ସେ ରାଞ୍ଚି ପହଞ୍ଚିଛନ୍ତି। ଏପରିକି ବିଧାୟକମାନଙ୍କ ସହ ବୈଠକ କରିଛନ୍ତି।…

ଅସମ୍ଭବ ! ଗୋଟିଏ ଦିନରେ ୬ ନାବାଳିକାଙ୍କୁ ଅଭିଯୁକ୍ତ କରି ପାରିବେନି ବଳାତ୍କାର: ହାଇକୋର୍ଟଙ୍କ ରାୟ…

କୋଚି,୩୦।୧ : ୬ ଜଣ ନାବାଳିକା ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗର ବିଚାର କରି କୋଝିକୋଡେର ଜଣେ ଶିକ୍ଷକଙ୍କୁ କେରଳ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଭିଯୁକ୍ତ ଶିକ୍ଷକଙ୍କୁ ଜାମିନ ପ୍ରଦାନ କରୁଥିବାବେଳେ କୋର୍ଟ କହିଛନ୍ତି ଗୋଟିଏ ଦିନରେ ୬…

ଛତିଶଗଡରେ ମାଓବାଦୀଙ୍କ ବଡ ଆକ୍ରମଣ: ୩ ଯବାନ ଶହୀଦ, ୧୪ ଆହତ

ମାଲକାନଗିରି,୩୦।୧: ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ। ଛତିଶଗଡର ବିଜାପୁର-ସୁକମା ସୀମାରେ ମାଓଙ୍କ ଆକ୍ରମଣରେ ୩ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣରେ ୧୪ ଯବାନ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ବିଜାପୁର-ସୁକମା ସୀମାନ୍ତ ଜୋନାଗୁଡା ଓ ଅଲୀଗୁଡା ନିକଟରେ ମାଓଙ୍କର ଉପସ୍ଥିତି ନେଇ…

Mayank Agarwal Admitted ICU: କ୍ରିକେଟର ମୟଙ୍କ ଅଗ୍ରଓ୍ବାଲ ଆଇସିୟୁରେ ଭର୍ତ୍ତି, ପିଇବା ପାଣିରେ ବିଷାକ୍ତ ପଦାର୍ଥ ଥିବା ଆଶଙ୍କା…

ଅଗରତାଲା,୩୦।୧ : ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ହଠାତ ଅସୁସ୍ଥତା ସମ୍ପର୍କରେ ମଙ୍ଗଳବାର ସୂଚନା ସାମ୍ନାକୁ ଆସିଛି। ସେ ତ୍ରିପୁରାର ରାଜଧାନୀ ଅଗରତାଲାଠାରୁ ସୁରଟ ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ହଠାତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri