Home Middle

ସୋନିଆ ଦାଖଲ କଲେ ନାମାଙ୍କନ ପତ୍ର…

ନୂଆଦିଲ୍ଲୀ,୧୪।୨ : ବୁଧବାର ରାଜ୍ୟସଭା ନିର୍ବାଚନ ପାଇଁ ୪ ଟି ରାଜ୍ୟରୁ ପ୍ରାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିଛି। ରାଜସ୍ଥାନ, ମହାରାଷ୍ଟ୍ର, ବିହାର ଏବଂ ହିମାଚଳ ପ୍ରଦେଶରେ ରାଜ୍ୟସଭା ର୍ନିବାଚନ ପାଇଁ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି। ରାଜସ୍ଥାନରୁ ସୋନିଆ…

ଭାରତୀୟ ନୌସେନାରେ ନୂତନ ଡ୍ରେସ କୋଡ: କୁର୍ତ୍ତା-ପାଇଜାମା ଏବଂ ଚୁଡିଦାର-ପ୍ଲାଜୋ କେବେ ଆଉ କିପରି ପିନ୍ଧାଯିବ ଜାଣନ୍ତୁ…

ନୂଆଦିଲ୍ଲୀ,୧୪।୨ : ତୀର୍ଥସ୍ଥାନ, ମନ୍ଦିର, କୋର୍ଟ ଏବଂ ସିବିଏସଇ ବିଦ୍ୟାଳୟ ପରେ ବର୍ତ୍ତମାନ ଭାରତୀୟ ନୌସେନାରେ ଏକ ନୂତନ ଡ୍ରେସ କୋଡ ଲାଗୁ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ନୌସେନାରେ ୧୦ ଟି ଡ୍ରେସ କୋଡ ଥିଲା। କିନ୍ତୁ ବର୍ତ୍ତମାନ ଏକାଦଶ ଡ୍ରେସ…

ବିମାନ ଯାତ୍ରୀଙ୍କୁ ବଡ଼ ଝଟକା: ମୁମ୍ବାଇ ବନ୍ଦରରୁ ଉଡ଼ାଣ ବନ୍ଦ ! କାହିଁକି ଗ୍ରହଣ କରାଗଲା ଏଭଳି ନିଷ୍ପତ୍ତି ?…

ମୁମ୍ବାଇ,୧୪।୨ : ସାରା ଦେଶରେ ବିମାନ ଯାତ୍ରୀଙ୍କ ପାଇଁ ଏକ ଖରାପ ଖବର ଅଛି। ଦେଶର ସର୍ବବୃହତ ତଥା ଅନ୍ତର୍ଜାତୀୟ ବିମାନବନ୍ଦର ମୁମ୍ବାଇ ବିମାନ ବନ୍ଦରରୁ ବିମାନ ଉଡ଼ାଣ ବନ୍ଦ ହୋଇଯାଇଛି। ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବିମାନ ବନ୍ଦରରୁ ବିମାନ ଉଡ଼ାଣ…

ରାଜ୍ୟ ସଭା ଯିବେ ସୋନିଆ: କଂଗ୍ରେସ ଘୋଷଣା କଲା ୪ ପ୍ରାର୍ଥୀଙ୍କ ନାମ…

ନୂଆଦିଲ୍ଲୀ,୧୪।୨ : କଂଗ୍ରେସ ବୁଧବାର ରାଜ୍ୟ ସଭା ନିର୍ବାଚନ ପାଇଁ ୪ଟି ରାଜ୍ୟରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମଧ୍ୟପ୍ରଦେଶରେ ଏପର୍ଯ୍ୟନ୍ତ କୌଣସି ସହମତି ହୋଇପାରି ନାହିଁ। କଂଗ୍ରେସ ଏଠାରୁ କେବଳ ଗୋଟିଏ ଆସନ ପାଇପାରିବ। ଏହାପୂର୍ବରୁ ଭାଜପା ବୁଧବାର ୨…

ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଲା ବିଜେଡି, ମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ବର,୧୪।୨: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣିଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି। କେନ୍ଦ୍ର ରେଳମନ୍ତ୍ରୀଙ୍କୁ ବିଜେଡି ପୁଣି ଥରେ ସମର୍ଥନ ଦେଇଛି। ଏ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ସମର୍ଥନ ଘୋଷଣା କରିଛନ୍ତି। ପ୍ରେସ ବିଜ୍ଞପ୍ତି…

ଅଖିଳେଶଙ୍କୁ ଝଟକା ପରେ ଝଟକା: ଜୟନ୍ତ ଚୋଧୁରୀ ଛାଡିଲେ ସାଥୀ, ସ୍ବାମୀ ପ୍ରସାଦ ଅସନ୍ତୁଷ୍ଟ, ଏବେ ପଲ୍ଲବୀ ଦେଖାଇଲେ ନାଲି ଆଖି…

ଲକ୍ଷ୍ନୌ,୧୪।୨ : ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନିଜ ଲୋକମାନେ ଅଖିଳେଶଙ୍କ ଯାଦବଙ୍କଠାରୁ ଦୂରେଇବାରେ ଲାଗିଛନ୍ତି। ସେମାନଙ୍କ ଯୋଗୁ ଅଖିଳେଶଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଇଣ୍ଡିଆକୁ ସହଯୋଗ କରି ପିଡିଏ ସୂତ୍ର ସାହାଯ୍ୟରେ ଉତ୍ତରପ୍ରଦେଶରେ ଭାଜପା ଏବଂ ଏନଡିଏକୁ ପରାସ୍ତ କରିବାକୁ…

ଅଷ୍ଟ୍ରେଲିଆର ହୋସ୍‌ ଉଡାଇଲେ ଆଣ୍ଡ୍ରେ ରସେଲ, ଟି-୨୦ରେ କଲେ ବିଶ୍ୱ ରେକର୍ଡ…

ପର୍ଥ,୧୪।୨ : ପର୍ଥରେ ୱେଷ୍ଟଇଣ୍ଡିଜ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ଦଳ ଖରାପ ଆରମ୍ଭ କରିଥିଲା।…

ପ୍ରତୀକ୍ଷାର ଅବସାନ: ଅଶ୍ୱିନୀ ବୈଷ୍ଣବ ପୁଣିଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ

ଭୁବନେଶ୍ୱର,୧୪।୨: ଶେଷ ହେଲା ସସ୍‌ପେନ୍ସ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣିଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି। ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଛି ଭାଜପା। ଫଳରେ ୨୦୧୯ ଭଳି ଅଶ୍ୱିନୀଙ୍କୁ ପୁଣିଥରେ ଭାଜପା ପ୍ରାର୍ଥୀ କରିଛି ଓ ବିଜେଡି…

Valentine Day: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲେଖୁଛି ଲଭ୍‌ ଲେଟର୍‌

ଓ୍ବାଶିଂଟନ୍‌,୧୪।୨: ଏଆଇ ଅର୍ଥାତ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବିପ୍ଲବ ମଣିଷ ସମାଜରେ ଖୁବ୍‌ ଗଭୀର ପ୍ରଭାବ ପକାଇଛି। ଏହା ମନୁଷ୍ୟର ହିତ ସାଧନ କରୁଛି ସତ ହେଲେ ଆଗକୁ ମଣିଷ ପାଇଁ ବିପଦ ଡାକି ଆଣୁଛି। ଭବିଷ୍ୟତରେ ଏଆଇ ମଣିଷର ସ୍ଥାନ ନେବ…

ଗ୍ୟାରେଣ୍ଟି ଦେଲେ ମୋଦି: ମୋର ତୃତୀୟ କାର୍ଯ୍ୟକାଳରେ ଏହି ସ୍ବପ୍ନ ହେବ ପୂରଣ

ଆବୁଧାବି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକାଲି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଅଛନ୍ତି। ସେ ୟୁଏଇ ରାଜଧାନୀ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ…

ପ୍ରୋଟୋକଲ ଭାଙ୍ଗି ମୋଦିଙ୍କୁ ଆଲିଙ୍ଗନ କଲେ ୟୁଏଇ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୨: ୟୁଏଇ ପୁଣି ଥରେ ଭାରତ ସହିତ ବନ୍ଧୁତ୍ୱର ଝଲକ ଦେଖାଇଛି। ଆବୁଧାବିରେ ପହଞ୍ଚିବା ପରେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜୟେଦ ଅଲ ନହ୍ୟାନ ପ୍ରୋଟୋକଲ ଭାଙ୍ଗି ବିମାନବନ୍ଦରରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରିଥିଲେ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଐତିହାସିକ ସଫଳତା

ନୂଆଦିଲ୍ଲୀ,୧୪।୨(ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌) ପ୍ରଥମ ଭାରତୀୟ କମ୍ପାନୀ ଭାବେ ପୁଞ୍ଜିବଜାରରେ ୨୦ଲକ୍ଷ କୋଟି ଟଙ୍କା ସମ୍ପତ୍ତିରେ ପହଞ୍ଚତ୍ଛି। ଏପରିକି ପୁଞ୍ଜିବଜାରରେ ପଞ୍ଜୀକୃତ ଭାରତୀୟ କମ୍ପାନୀ ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଏହି ଐତିହାସିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri