Home Middle

ଆଜି ୫ ଜିଲାରେ ଗଡ଼ିଲା ୨୫୫ ବସ୍‌, ୯୫% ପଞ୍ଚାୟତକୁ ଯୋଡ଼ିଲା ‘ଲକ୍ଷ୍ମୀ’

ଭୁବନେଶ୍ୱର,୨୧ା୨(ଅସମାପିକା ସାହୁ): ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡ଼ା ଓ ବୌଦ୍ଧ ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷ୍ମୀ ବସ୍‌ ରାଜ୍ୟର ସବୁ ଗାଁରେ…

ଜନଜାତି ଭଉଣୀ-ଭାଇଙ୍କ ନାଁରେ ଥିବା ମୋକଦ୍ଦମା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୧ା୨(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନଜାତି ଭଉଣୀ-ଭାଇମାନଙ୍କ ଉପରେ ଥିବା ଛୋଟ ଛୋଟ ମୋକଦ୍ଦମାଗୁଡ଼ିକ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୃହ ବିଭାଗ, ଅବକାରୀ ବିଭାଗ ଓ ଜଙ୍ଗଲ ଓ ପରିବେଶ ବିଭାଗ ଜନଜାତି ବର୍ଗଙ୍କ…

ୟୁପିରେ ସମାଜବାଦୀ ପାର୍ଟି-କଂଗ୍ରେସ ମେଣ୍ଟ ଉପରେ ଅଖିଳେଶ ଲଗାଇଲେ ମୋହର

ଲକ୍ଷ୍ନୌ,୨୧।୨: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ଉପରେ ମୋହର ବାଜିଛି। ବୁଧବାର ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ଏହା ସ୍ପଷ୍ଟ କରିଛନ୍ତି। କଂଗ୍ରେସ ସହ ମେଣ୍ଟ ହେବ, ଏଥିରେ କିଛି…

ପଶ୍ଚିମବଙ୍ଗ ଭାଜପା ନେତାଙ୍କୁ ରୋକଠୋକ୍‌ ଶୁଣାଇଲେ ଆଇପିଏସ୍‌ ଅଫିସର; ‘ପଗଡି ପିନ୍ଧିଛି ବୋଲି ଖଲିସ୍ତାନୀ ଡାକୁଛନ୍ତି, କେସ୍‌ କରିଦେବି’

କୋଲକତା,୨୧।୨: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାର ସନ୍ଦେଶଖାଲିରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ସନ୍ଦେଶଖାଲିରେ ମହିଳାଙ୍କ ସହ ଯୌନ ହିଂସା ମାମଲାରେ ବିରୋଧି ଦଳ ଭାଜପା ରାସ୍ତାକୁ ଓହ୍ଲାଇଛି। ମଙ୍ଗଳବାର ଅନେକ ଭାଜପା ବିଧାୟକ ସନ୍ଦେଶଖାଲିରେ ପ୍ରବେଶ କରିବାକୁ ଉଦ୍ୟମ କରିବା…

ରାଜ୍ୟ ସଭା ନିର୍ବାଚନ: ୫୬ରୁ ୪୧ ଆସନରେ ନିର୍ବିରୋଧ ନିର୍ବାଚିତ ହେଲେ ପ୍ରାର୍ଥୀ, ଭାଜପାର ୨୦-ଇଣ୍ଡିଆର ୧୩…

ନୂଆଦିଲ୍ଲୀ,୨୧।୨ : ରାଜ୍ୟ ସଭାର ୫୬ ଟି ଆସନ ମଧ୍ୟରୁ ୪୧ ଟି ଆସନରେ ପ୍ରାର୍ଥୀ ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି। ସେଥିମଧ୍ୟରୁ ସର୍ବାଧିକ ୨୦ଜଣ ପ୍ରାର୍ଥୀ ଭାଜପାର ଅଛନ୍ତି। ସେହିପରି ଈଣ୍ଡିଆର ୧୩ ଜଣ ଅଛନ୍ତି। ସେଥିମଧ୍ୟରେ କଂଗ୍ରେସର ୬ ଜଣ…

ମୋଦି ସରକାର ଦେଉଛନ୍ତି ୩ ଲକ୍ଷ ଟଙ୍କାର ଋଣ, କିପରି ନେବେ ଏହାର ଲାଭ ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ବ୍ୟକ୍ତିବିଶେଷଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଯାହା ସେମାନଙ୍କ ଉଦ୍ୟୋଗ ଆରମ୍ଭ କରିବାରେ ଆର୍ଥିକ…

ପୃଥିବୀ ମୁହାଁ ଦୁଇ ଟନ ଓଜନର ଉପଗ୍ରହ…

ଲଣ୍ଡନ,୨୧।୨ : ୟୁରୋପୀୟ ସ୍ପେସ ଏଜେନ୍ସିର ଏକ ପୁରାତନ ଉପଗ୍ରହ କିଛି ଘଣ୍ଟା ମଧ୍ୟରେ ପୃଥିବୀ ଉପରେ ଖସିବାକୁ ଯାଉଛି। ଏହି ଉପଗ୍ରହର ନାମ ହେଉଛି ଇଆରଏସ-୨ । ଏହା ୧୯୯୫ ରେ ଉତକ୍ଷେପଣ କରାଯାଇଥିଲା। ପୃଥିବୀ ପର୍ଯ୍ୟବେକ୍ଷଣ କ୍ଷମତା ଏବଂ…

ଭାଜପାରେ ସାମିଲ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର,୨୧।୨: ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ବୁଧବାର ଭାଜପାରେ ସାମିଲ ହୋଇଛନ୍ତି। ପ୍ରଦୀପ ଓ ତାଙ୍କର କିଛି ସମର୍ଥକ ଭାଜପାର ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।…

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଘୋଷଣା: ବର୍ଷକୁ ୨ ଥର ହେବ ବୋର୍ଡ ପରୀକ୍ଷା, ଜାଣନ୍ତୁ କେବେଠୁ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ,୨୧।୨: ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ବର୍ତ୍ତମାନ ସିବିଏସଇ ବୋର୍ଡ, ବିହାର ବୋର୍ଡ, ଏମ୍‌ପି ବୋର୍ଡ, ଓଡ଼ିଶା ବୋର୍ଡ, ବେଙ୍ଗଲ ବୋର୍ଡ ସମେତ ଅନେକ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଚାଲିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ…

ନୀରବି ଗଲେ ‘ବିନାକା ଗୀତାମାଲା’ର ଘୋଷକ ଅମିନ ସୟାନୀ…

ମୁମ୍ବାଇ,୨୧।୨ : ‘ରେଡିଓ କିଙ୍ଗ’ ଅମିନ ସୟାନୀଙ୍କ ଦେହାନ୍ତ ହୋଇଛି। ଧ୍ୱନି ଜଗତର ସୃଷ୍ଟିକର୍ତ୍ତା ଭାବରେ ଜଣାଶୁଣା ଅମିନ ସୟାନି ୯୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରେଡିଓ ଶ୍ରୋତାମାନଙ୍କ ‘ବିନାକା ଗୀତାମାଲା’ର ଘୋଷକ ନୀରବି ଯାଇଛନ୍ତି। ସେ…

ସିଦ୍ଧୁ ହାତ ଛାଡି ପୁଣି ଧରିବେ ପଦ୍ମ !, ଯୁବରାଜ ଲଢ଼ିବେ ଲୋକସଭା ନିର୍ବାଚନ…

ଚଣ୍ଡିଗଡ଼,୨୧।୨ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ନବଜୋତ ସିଦ୍ଧୁ ଏବଂ ଯୁବରାଜ ସିଂଙ୍କ ବିଷୟରେ ସର୍ବଶେଷ ଅପଡେଟ ଆସିଛି। ଉଭୟଙ୍କ ପାଇଁ ଭାଜପା ମାଷ୍ଟରପ୍ଲାନ ମଧ୍ୟ ପ୍ରସ୍ତୁତ କରିଛି। କଳ୍ପନାଜଳ୍ପନା ଚାଲିଛି ଯେ ନବଜୋତ ସିଦ୍ଧୁ ପୁଣି…

ମହାଶିବରାତ୍ରୀ ନେଇ ସରିଲା ବୈଠକ: ଜାଣନ୍ତୁ କେତେଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୨୦।୨: ଆସୁଛି ଜାଗର। ଏନେଇ ସଜେଇ ହେଲାଣି ଶୈବପୀଠ। ତେବେ ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପ୍ରସ୍ତୁତି ନେଇ ମଙ୍ଗଳବାର ସରିଛି ପ୍ରଥମ ବୈଠକ। ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri