Home Middle

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ିହେଲା ଆଉ ଏକ ନୂଆ ଫର୍ଦ୍ଦ: ୫ ମେଡିକାଲ କଲେଜର ଟିଚିଂ ହସ୍ପିଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୩(ଅସମାପିକା ସାହୁ): ଶନିବାର ଓଡ଼ିଶାର ସ୍ବାସ୍ଥ୍ୟ ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ…

ଭଦ୍ରକ ରାଜନୀତିରେ ହଲଚଲ: ପଦ୍ମ ଧରିବେ ରାଜୁ ଦାସ

୨୦୨୪ ସାଧାରଣ ନର୍ବାଚନକୁ ନେଇ ରାଜନୀତି ଏବେ ସରଗରମ। ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି । ଏହାରି ଭିତରେ ଦଳଡିଆଁ ପର୍ବ ଆରମ୍ଭ ହୋଇଛି । ଭଦ୍ରକ ରାଜନୀତିରୁ ଏକ ବଡ଼ ଖବର…

ଶିକ୍ଷୟିତ୍ରୀଙ୍କୁ ମିଳିବ ମାତୃତ୍ୱ ଛୁଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୩(ଅସମାପିକା ସାହୁ): ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିୟୋଜିତ କଳା ଓ କ୍ରୀଡ଼ା ଶିକ୍ଷୟିତ୍ରୀଙ୍କୁ ଏଣିକି ମାତୃତ୍ୱ ଛୁଟି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲା ଗସ୍ତ ଅବସରରେ…

ଜନଜାତି ବହୁଳ ଜିଲାରେ ନିୟୋଜିତ ବହୁଭାଷୀ ଶିକ୍ଷକଙ୍କ ଦରମା ୧୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨।୩(ଅସମାପିକା ସାହୁ): ଜନଜାତି ବହୁଳ ଜିଲାମାନଙ୍କରେ ନିୟୋଜିତ ବହୁଭାଷୀ ଶିକ୍ଷକଙ୍କ ପାଇଁ ଖୁସି ଖବର । କଳା ଓ କ୍ରୀଡା ଶିକ୍ଷକଙ୍କ ଦରମା ବୃଦ୍ଧି କରିବା ପରେ ଆଉ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି…

ରାଜ୍ୟ ସରକାରଙ୍କ ବଡ ଘୋଷଣା, ବଢିଲା କଳା-ଖେଳ ଶିକ୍ଷକଙ୍କ ଦରମା

ଭୁବନେଶ୍ୱର,୨।୩(ଅସମାପିକା ସାହୁ): ଶୁକ୍ରବାର ଗଣ ଶିକ୍ଷକଙ୍କ ଦରମା ବୃଦ୍ଧି କରିବା ପରେ ରାଜ୍ୟ ସରକାର ନବୀନ ପଟ୍ଟନାୟକ ରାଜ୍ୟର ଖେଳ ଶିକ୍ଷକଙ୍କ ଦରମା ବଢାଇଛନ୍ତି। ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନିୟୋଜିତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକମାନଙ୍କ ମାସିକ ପାରିଶ୍ରମିକକୁ…

ଦିଲ୍ଲୀରେ ବଡ ବାଜି ଲଗାଇବ ଭାଜପା, ଲୋକ ସଭା ନିର୍ବାଚନରେ ୨ ଏମପିଙ୍କୁ ମିଳିବ ଟିକେଟ

ନୂଆଦିଲ୍ଲୀ,୨।୩: ଲୋକ ସଭା ନିର୍ବାଚନରେ ଦିଲ୍ଲୀରେ ଏକ ବଡ ବାଜି ଖେଳିବାକୁ ଭାଜପା ପ୍ରସ୍ତୁତ ହେଉଛି। ସୂଚନାନୁସାରେ, ପାର୍ଟି ହାଇକମାଣ୍ଡ ଏଠାରେ ଏକ ବଡ଼ ଅଦଳବଦଳ କରିବାକୁ ନିଷ୍ପତ୍ତି ନେଇଛି। ଯଦି ଉତ୍ସଗୁଡିକ ବିଶ୍ୱାସ କରାଯାଏ, ତେବେ ରାଜ୍ୟର ବର୍ତ୍ତମାନର ୭ଜଣ…

ଜାତି ଆଣ ହିଂସାରେ ବିସ୍ଥାପିତ ଲୋକ ବି ଦେଇପାରିବେ ଭୋଟ୍‌: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨।୩: ମଣିପୁରରେ ଜାତି ଆଣ ହିଂସା ହେତୁ ବିସ୍ଥାପିତ ହୋଇଥିବା ଲୋକ ଆସନ୍ତା ଲୋକସଭା ନିର୍ବାଚନରେ ମତଦାନ କରିପାରିବେ। ଏଥିପାଇଁ ବିଭିନ୍ନ ରିଲିଫ କ୍ୟାମ୍ପରେ ମତଦାନ କେନ୍ଦ୍ର ଗଠନ କରାଯିବ। ଏ ସମ୍ପର୍କରେ ନିର୍ବାଚନ ଆୟୋଗ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିର୍ବାଚନ…

ଅବସର ନେବେ CJI ଚନ୍ଦ୍ରଚୂଡ, ପେନସନ ପାଇବେ ୧୬ଲକ୍ଷ, ମିଳିବ ଏହିସବୁ ସୁବିଧା

ନୂଆଦିଲ୍ଲୀ,୨।୩: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଡି ଓ୍ବାଇ ଚନ୍ଦ୍ରଚୂଡ। ଦେଶର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ଚଳିତ ବର୍ଷ ନଭେମ୍ବରରେ ଅବସର ନେବାକୁ ଯାଉଛନ୍ତି। ୨ବର୍ଷ ସିଜେଆଇ ପଦରେ ବସିବା ପରେ ସେ…

ଆମେରିକାକୁ ନାଲି ଆଖି ଦେଖାଇଲା ପାକିସ୍ତାନ

ଇସଲାମାବାଦ,୨।୩: ଆମେରିକାକୁ ନାଲି ଆଖି ଦେଖାଇ ପାକିସ୍ତାନ ଏହାର ନିର୍ଦ୍ଦେଶ ଗ୍ରହଣ କରିବାକୁ ମନା କରିଦେଇଛି। ଘଟଣା ହେଲା, ଆମେରିକା ଏହାର ଏକ ବିବୃତ୍ତିରେ କହିଛି ଯେ ପାକିସ୍ତାନର ସାଧାରଣ ନିର୍ବାଚନରେ ହୋଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ନିରପେକ୍ଷତା ଏବଂ ସ୍ବଚ୍ଛତା ସହ…

ଅତ୍ୟାଚାରର ଦ୍ୱିତୀୟ ନାମ ଟିଏମସି, ମମତାଙ୍କ ଗଡ଼ରେ ଗର୍ଜିଲେ ମୋଦି

କୋଲକାତା,୨।୩: ଲୋକ ସଭା ନିର୍ବାଚନ ପୂର୍ବରୁ ବଙ୍ଗଳା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ଟାର୍ଗେଟ କରିଛନ୍ତି। କୃଷ୍ଣନଗରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଅତ୍ୟାଚାରର ଅନ୍ୟ…

ଶାହା, ରାଜନାଥଙ୍କ କାର୍‌ର ନମ୍ବର ପ୍ଲେଟ୍‌ରେ ‘CAA’, ଫଟୋ ଭାଇରାଲ

ନୂଆଦିଲ୍ଲୀ,୨।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଦେଶରେ ପୁଣି ଥରେ ସିଏଏ ଆଇନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାଜପା ନିର୍ବାଚନ କମିଟି ବୈଠକରେ ପହଞ୍ଚିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କାର୍‌ର ନମ୍ବର ପ୍ଲେଟକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି।…

ବାଇଡେନଙ୍କୁ ପତ୍ର ଲେଖିଲେ ଆମେରିକା ସାଂସଦ, କହିଲେ ପାକିସ୍ତାନ ସରକାରଙ୍କୁ ନ ଦିଆଯାଉ ମାନ୍ୟତା

ଓ୍ବାଶିଂଟନ,୨।୩: ଆମେରିକାର ପ୍ରଭାବଶାଳୀ ଆଇନଜୀବୀ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଚିଠି ଲେଖି କହିଛନ୍ତି ଯେ ନିର୍ବାଚନର ବିଶ୍ୱାସଯୋଗ୍ୟ ତଥା ସ୍ବଚ୍ଛ ଅନୁସନ୍ଧାନ ନହେବା ଯାଏଁ ସେମାନଙ୍କୁ ପାକିସ୍ତାନର ନୂତନ ସରକାରକୁ ସ୍ବୀକୃତି ନ ଦିଅନ୍ତୁ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri