ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା, ହେବ କି ମେଣ୍ଟ ନେଇ ଆଲୋଚନା!
ଭୁବନେଶ୍ୱର,୧୩ା୩: ବିଜେଡି-ଭାଜପା ମେଣ୍ଟକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ମିଳିପାରୁନାହିଁ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ନବୀନ ନିବାସରେ ଏକ ବୈଠକର ଆୟୋଜନ କରାଯାଇଛି। ଉକ୍ତ ବୈଠକରେ ମେଣ୍ଟକୁ ନେଇ ଆଲୋଚନା ହେବ ବୋଲି ଜୋର୍ଦାର୍…
ଦିଲ୍ଲୀରେ ଭାଜପା ନେତୃତ୍ୱଙ୍କ ସହ ଶାହାଙ୍କ ବୈଠକ, ଯେକୌଣସି ମୁହୂର୍ତ୍ତରେ ଆସିପାରେ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର,୧୩।୩: ବିଜେଡି-ଭାଜପା ମେଣ୍ଟ ନେଇ ଚିତ୍ର ସ୍ପଷ୍ଟ ହେଉନି। ତେବେ ଏହି ଗୋଟେ ଦୁଇ ଦିନ ମଧ୍ୟରେ ମେଣ୍ଟକୁ ନେଇ ବଡ଼ ନିଷ୍ପତ୍ତି ହୋଇପାରେ। ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀରେ ଥିବା ୧୯-କୃଷକ ରୋଡସ୍ଥିତ ସରକାରୀ ବାସଭବନରେ ରାଜ୍ୟ…
ପଦ୍ମ ବିଜେତାଙ୍କୁ ମାସକୁ ମିଳିବ ୨୫ ହଜାର ଟଙ୍କା: ଜାଣନ୍ତୁ କେବେଠାରୁ କରାଯିବ ପ୍ରଦାନ
ଭୁବନେଶ୍ବର,୧୩।୩: ପଦ୍ମ ବିଜେତାଙ୍କୁ ମାସକୁ ମିଳିବ ୨୫ ହଜାର ଟଙ୍କା। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଫକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ…
ମେୟର, ଡେପୁଟି ମେୟରଙ୍କ ଦରମା ବଢାଇଲେ ରାଜ୍ୟ ସରକାର, ଜାଣନ୍ତୁ କେତେ…
ଭୁବନେଶ୍ୱର,୧୩।୩(ଅସମାପିକା ସାହୁ): ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ, ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। ପଞ୍ଚମ ରାଜ୍ୟ…
ଆଜି ବଡ଼ ସୂଚନା ଦେବେ ନିର୍ବାଚନ ଆୟୋଗ, ହେବ କି ତାରିଖ ଘୋଷଣା
ନୂଆଦିଲ୍ଲୀ,୧୩।୩: ଲୋକ ସଭା ନିର୍ବାଚନ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି। ଲୋକ ସଭା ନିର୍ବାଚନ ୨୦୨୪ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଦାତା ସମ୍ମିଳନୀ ବୁଧବାର ଜମ୍ମୁରେ ଅପରାହ୍ନ ୪.୩୦ରେ ଅନୁଷ୍ଠିତ ହେବ। ଲୋକ ସଭା…
ନବୀନଙ୍କ ବଡ଼ ଘୋଷଣା: ରାଜ୍ୟରେ ଆଉ ୨୨ଟି ନୂଆ ଏନଏସି
ଭୁବନେଶ୍ୱର,୧୩।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ଟି ଜିଲାରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବାକୁ ନେଇ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲାର ମନମୁଣ୍ଡା, ପୁରୁଣା…
ନିଜ ଜମି ଦାନ କରିଦେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହାକୁ ଦେଲେ
ନୂଆଦିଲ୍ଲୀ,୧୧୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ରାଜଧାନୀ ଗାନ୍ଧୀନଗରସ୍ଥିତ ତାଙ୍କ ପ୍ଲଟକୁ ନାଦବ୍ରହ୍ମା କଳା କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାନ କରିଛନ୍ତି। ଭାରତର ସାଂସ୍କୃତିକ ଐତିହ୍ୟ ପ୍ରତି ତାଙ୍କର ସମ୍ମାନ ଏବଂ ପ୍ରତିବଦ୍ଧତା ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦି ଏହି ଜମି…
ତୁଟିଛି ମେଣ୍ଟ ଭାଗବଣ୍ଟା, ଏବେ ଘୋଷଣାକୁ ଅପେକ୍ଷା
ଭୁବନେଶ୍ୱର, ୧୩।୩(ସୁନିତ୍ ମିଶ୍ର): ବିଜେଡି-ଭାଜପା ଭିତରେ ମେଣ୍ଟ ହେବା ନେଇ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଛି ଏପର୍ଯ୍ୟନ୍ତ ସେ କଥାର କୌଣସି ସ୍ପଷ୍ଟ ଚିତ୍ର ବାହାରକୁ ଆସୁନାହିଁ। ଉଭୟ ଦଳର ନେତା ଯଦିଓ ମେଣ୍ଟ କଥାକୁ ଖଣ୍ଡନ କରୁନାହାନ୍ତି, ସେମାନଙ୍କ ନିକଟରେ…
ମୋକିମଙ୍କ ବଡ ବୟାନ, ମେଣ୍ଟ ହେଲେ କଂଗ୍ରେସର କିଛି…
ଭୁବନେଶ୍ୱର,୧୨।୩: କାହାକୁ ମିଳିବ କେଉଁଠି ଆସନ। ଡିଲ୍ ତ ସରିଛି ହେଲେ ଭାଗବଣ୍ଟାକୁ ନେଇ କଣ୍ଟ ଛିଡୁନି। ତେବେ ଏପରି ଝୁଲା ସ୍ଥିତି ରହିଲେ ମେଣ୍ଟକୁ ନେଇ କେବଳ ଓଡିଶାବାସ ନୁହନ୍ତି ଦଳୀୟ କର୍ମୀ ଠାରୁ ଆରମ୍ଭ କରି ନେତାଏ ବି…
ମେଣ୍ଟ ହେଲେ ୧୪୭ ପ୍ରାର୍ଥୀ ଯିବେ କୁଆଡ଼େ? ଚର୍ଚ୍ଚା ବଢ଼ୁଛି…
ଭୁବନେଶ୍ୱର,୧୨।୩: ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେବା ଦିନଠାରୁ ଚିନ୍ତାରେ ପଡ଼ିଯାଇଛନ୍ତି ନେତା। ରାଜ୍ୟର ୩ ପ୍ରମୁଖ ଦଳର ଅଧିକାଂଶ ନେତା ବର୍ତ୍ତମାନ ନିଜର ରାଜନୈତିକ ଭବିଷ୍ୟତ କଥା ଚିନ୍ତା କରି ଦ୍ୱନ୍ଦ୍ୱରେ ପଡିଗଲେଣି। ଯଦି ମେଣ୍ଟ ନ ହୁଏ…
ମେଣ୍ଟ ଚର୍ଚ୍ଚା ଥମୁନି, ଏଣେ ମିଶ୍ରଣ ପର୍ବ ବନ୍ଦ
ଭୁବନେଶ୍ୱର, ୧୨।୩: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଜୋରଦାର୍ ଚଳାଇଥିଲେ। ହେଲେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେବା ଦିନଠାରୁ…
୯୮-୪୯ ୧୩-୮, ଫାଇନାଲ ହେଲା ଆସନ ବୁଝାମଣା! ଏହି ଠୁ ଲଢିବେ ଅପରାଜିତା…
ଭୁବନେଶ୍ୱର,୧୨।୩: ଝୁଲାବସ୍ଥାରେ ଅଟକିଛି ମେଣ୍ଟ। ବିଜେଡି-ଭାଜପା ମେଣ୍ଟ ପାଇଁ ଚୂଡ଼ାନ୍ତ ହୋଇଛି କେଉଁ ଫର୍ମୂଲା । ସାରା ଓଡ଼ିଶାର ନଜର ଏହା ଉପରେ । ରାଜନୀତି ବିଶେଷଜ୍ଞନୁସାରେ ଅଳ୍ପ କିଛି ଆସନକୁ ନେଇ ରହିଛି ଅଡୁଆ । ଲୋକସଭାରେ ସହମତି ହେଲେ…
Archives


