୧୫ ସୁଦ୍ଧା ଟିକେଟ୍: ଶରତ
ଭୁବନେଶ୍ୱର,୧୨ା୪: ଆସନ୍ତା ୧୫ ତାରିଖ ସୁଦ୍ଧା କଂଗ୍ରେସର ୨ ପର୍ଯ୍ୟାୟ ଟିକେଟ୍ ଆସିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଶୁକ୍ରବାର ସେ ଦିଲ୍ଲୀ ଗସ୍ତ କରିଛନ୍ତି। ଶନିବାର ସ୍କ୍ରିନିଂ ଏବଂ ରବିବାର ସିଇସି ବୈଠକରେ ଟିକେଟ୍ ନେଇ ଚୂଡ଼ାନ୍ତ…
ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ: ମୋଦି
ନୂଆଦିଲ୍ଲୀ,୧୨ା୪: ଇଡି ସମେତ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ପୁଣି ଥରେ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶକୁ ମଜଭୁତ…
ନବୀନ ନିବାସରେ ଜମିଲା ଓଡ଼ିଆ କଳାକାରଙ୍କ ଭିଡ଼
ଭୁବନେଶ୍ୱର,୧୨।୪: ନବୀନ ନିବାସରେ ଜମିଲା ଓଡ଼ିଆ କଳାକାରଙ୍କ ଭିଡ଼। ଶୁକ୍ରବାର ସକାଳୁ ସକାଳୁ ଅନେକ ସିନେ ଅଭିନେତା ଏବଂ ଗୀତିକାରମାନଙ୍କୁ ନବୀନ ନିବାସକୁ ନିମନ୍ତ୍ରଣ କରାଯାଇଥିଲା। ଅଭିନେତା ସ୍ୱରାଜ ବାରିକ, ଅମ୍ଲାନ ଦାସ, ସମ୍ବିତ, ଦେବାଶିଷ, କମେଡିଆନ ସନ୍ତୁ, ଶଙ୍କର, ଗୁଡୁ…
୧୭ହଜାର ଫୁଟ ଉପରୁ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିଶାଇଲରୁ ଫାୟରିଂ, ସିକ୍କିମରେ ଚାଇନାକୁ ଦମ ଦେଖାଇଲେ ସେନା
ଗୁଆହାଟି,୧୨।୪: ଗୁରୁବାର ସେନାର ତ୍ରିଶକ୍ତି କୋରର ଏକ ପ୍ରଶିକ୍ଷଣ ଅଭ୍ୟାସ ସମୟରେ ସିକ୍କିମରେ ୧୭,୦୦୦ ଫୁଟ ଉଚ୍ଚରେ ଆଣ୍ଟି-ଟ୍ୟାଙ୍କ ଗାଇଡ ମିଶାଇଲ (ଏଟିଜିଏମ) ଗୁଳି ଚଳାଇଥିଲା। ଇଷ୍ଟର୍ନ କମାଣ୍ଡର ମିଶାଇଲ ଫାୟାରିଂ କଣ୍ଟିଜେଣ୍ଟସ ତାଲିମ ଅଭ୍ୟାସରେ ଭାଗ ନେଇଥିଲେ। ଏକ୍ସରସାଇଜ ସମୟରେ…
ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨ା୪: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି,ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ଡାଃ କମଳା ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ…
ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର: ଆତିଶି
ନୂଆଦିଲ୍ଲୀ,୧୨।୪: ଆମ ଆଦମୀ ପାର୍ଟି ସରକାରର ମନ୍ତ୍ରୀ ଆତିଶି ଦାବି କରିଛନ୍ତି ଯେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ମୋଦି ସରକାର ପ୍ରସ୍ତୁତ ହେଉଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀରେ ନିର୍ବାଚିତ ସରକାରଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଛି ବୋଲି ତାଙ୍କ…
ଶେଷରେ ଭାରତ ଭରସାରେ ମାଳଦ୍ଵୀପ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କରିବ ‘ରୋଡ ଶୋ’
ନୂଆଦିଲ୍ଲୀ,୧୨।୪: ଭାରତ ସହ ସମ୍ପର୍କକୁ ତିକ୍ତ କରି ମାଳଦ୍ଵୀପ ନିଜ ପାଦରେ ନିଜେ କୁରାଢ଼ୀ ମାରିଛି। ମାଳଦ୍ଵୀପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇଛି। ଏହା ମାଳଦ୍ଵୀପର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ବର୍ତ୍ତମାନ ମାଳଦ୍ଵୀପର ଏକ ବଡ…
ପଦ୍ମ ଧରିଲେ ପୂର୍ବତନ ବିଧାୟକ, କହିଲେ-କୋଟିଏ ଟଙ୍କାର ଲୋଭ ଦେଖାଉଛି ବିଜେଡି
ଭୁବନେଶ୍ୱର,୧୨।୪: ଭାଜପାରେ ସାମିଲ ହେଲେ ପୂର୍ବତନ ବିଧାୟକ କୈଳାଶ କୁଲେସିକା। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଶୁକ୍ରବାର ସେ ଭାଜପାରେ ମିଶିଛନ୍ତି। ଭାଜପାରେ ଯୋଗ ଦେଇସାରିବା ପରେ କୈଳାଶ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଲକ୍ଷ୍ମୀପୁର ପାଇଁ ବିଜେଡି…
ରେଲଓ୍ବେ ଆଣିବ ‘ସୁପର ଆପ୍’, ଗୋଟିଏ ସ୍ଥାନରେ ମିଳିବ ସମସ୍ତ ସୁବିଧା
ଭୁବନେଶ୍ୱର,୧୨।୪(ଅନୁରାଧା ମହାରଣା): ଭାରତୀୟ ରେଳ ଦେଶର ଗୋଟିଏ କୋଣକୁ ଅନ୍ୟ କୋଣକୁ ସଂଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗତ କିଛି ବର୍ଷ ମଧ୍ୟରେ ରେଳବାଇ ଟେକ୍ନୋଲୋଜି ମାଧ୍ୟମରେ ଅନେକ ସମସ୍ୟାର ସମାଧାନ ଖୋଜି ପାଇଛି। ବର୍ତ୍ତମାନ ଭାରତୀୟ ରେଳପଥ…
ନାଭାଲ୍ନି ଦଶା
ନୂଆଦିଲ୍ଲୀ,୧୨ା୪:ଗତ ଫେବୃଆରୀ ୧୬ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ସବୁଠୁ ବଡ଼ ସମାଲୋଚକ ତଥା ବିରୋଧୀ ନେତା ଆଲେକ୍ସି ନାଭାଲ୍ନିଙ୍କର ଆର୍କଟିକ୍ ଜେଲରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହାର ଠିକ୍ ମାସକ ପରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପୁଟିନ୍ ପଞ୍ଚମ ଥର…
ରାଜ୍ୟ ଭାଜପାର ବଡ଼ ଘୋଷଣା: ଓଡ଼ିଶାରେ କ୍ଷମତାକୁ ଆସିଲେ ମହିଳାଙ୍କୁ ପ୍ରତି ମାସରେ ମିଳିବ…
ଭୁବନେଶ୍ୱର,୧୧।୪: ବିଜେଡି ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ଭାଜପାର ମାଷ୍ଟରଷ୍ଟ୍ରୋକ। ଓଡ଼ିଶାରେ କ୍ଷମତାକୁ ଆସିଲେ ପ୍ରତି ମହିଳା ପାଇବେ ମାସିକ ହଜାରେ ଟଙ୍କା । ଏଭଳି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ଭାଜପା ପ୍ରତିଶ୍ରୁତି ଦେଇଥିଲା। ଆଉ ଫର୍ମୁଲା କାମ ମଧ୍ୟ…
ବିଜେଡିର ଲୋକ ସଭା ପ୍ରାର୍ଥୀ: ୨୧ରୁ ୬ ରିପିଟ୍
ଭୁବନେଶ୍ୱର,୧୧।୪: ଚତୁର୍ଥ ପର୍ଯ୍ୟାୟରେ ବିଜେଡି ବଳକା ଲୋକ ସଭା ଆସନ ପ୍ରାର୍ଥୀ ଘୋଷଣା କରିଛି। ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବାଲେଶ୍ୱରରୁ ପ୍ରାର୍ଥୀ କରିଛି। ମୋଟ ୨୧ଟି ଲୋକ ସଭା ଆସନ ମଧ୍ୟରୁ ଦଳ ମାତ୍ର ୪ଜଣ ଏମ୍ପିଙ୍କୁ ରିପିଟ୍ କରିଛି। ଆଉ…
Archives


